Browsing Tag

youtube

You Tubeରେ ଆସିଲା ନୂଆ ଫିଚର୍, ଏବେ ଟାଇମ୍ ସେଟ୍ କରି ଦେଖନ୍ତୁ ଭିଡିଓ

ୟୁଟ୍ଯୁବ୍ ରେ ଏକ ନୂଆ ଫିଚର- ବେଡଟାଇମ ରିମାଇଣ୍ଡର ଆସିଛି, ଯାହା ଲକଡାଉନ ସମୟରେ ଲାଭକାରୀ ହେବ । ସାଧାରଣତଃ ଭିଡିଓ ଦେଖିବା ଚକ୍କରରେ ଅଧିକାଂଶ ଲୋକମାନେ ଅନେକ ସମୟ ପର୍ଯ୍ଯନ୍ତ ଅନିଦ୍ରା ରହିଯାଇଥାନ୍ତି। କମ୍ପାନୀ କହିବାନୁଯାୟୀ You Tubeର ୱେଲନେସ ଏବଂ ସ୍କ୍ରିନ୍ ଟାଇମ ଟୁଲ୍ସ ଜରିଆରେ…

ୟୁଟ୍ୟୁବକୁ ପୁରିଲା ୧୫ ବର୍ଷ, ଦେଖନ୍ତୁ ଏଥିରେ ଅପଲୋଡ଼ କରାଯାଇଥିବା ପ୍ରଥମ ଭିଡିଓ

ଏହି ଲକଡାଉନ ସମୟରେ ସମସ୍ତେ ନିଜ ନିଜ ଘରେ ରହିଥିବା ବେଳେ ୟୁଟ୍ୟୁବ୍ ମନୋରଞ୍ଜନର ସର୍ବୋତ୍ତମ ମାଧ୍ୟମ ପାଲଟି ଯାଇଛି । ତେବେ କଣ ଆପଣ ଜାଣିଛନ୍ତି କି ୟୁଟ୍ୟୁବକୁ ଏହାମଧ୍ୟରେ ୧୫ ବର୍ଷ ପୁରିଯାଇଛି । ଆଜ୍ଞା ହଁ ୨୦୦୫ ମସିହାରେ ୟୁଟ୍ୟୁବରେ ପ୍ରଥମ ଭିଡିଓ ଅପଲୋଡ୍ ହୋଇଥିଲା । ତେବେ ବର୍ତ୍ତମାନ…

ଏବେ ଆହୁରି ସୁବିଧା ହେଲା ଟ୍ରାଞ୍ଜାକ୍ସନ, ଭାରତୀୟ ୟୁଜର୍ସଙ୍କ ପାଇଁ ୟୁଟ୍ୟୁବ ଆଣିଲା UPI ପେମେଣ୍ଟ ଫିଚର

ୟୁଟ୍ୟୁବ୍ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ଲଞ୍ଚ କରିଛି ଯାହା ହେଉଛି UPI ପେମେଣ୍ଟ । ନୂଆ ଫିଚର ସାହାଯ୍ୟରେ ବର୍ତ୍ତମାନ ୟୁଟ୍ୟୁବ୍ ବ୍ୟବହାରକାରୀମାନେ ସହଜରେ ସୁପରଚେଟ୍, ମୁଭି, ରେଣ୍ଟ ଏବଂ ଅନ୍ୟାନ୍ୟ ଟ୍ରାଞ୍ଜାକ୍ସନ କରିପାରିବେ । ପୂର୍ବରୁ ଲୋକମାନେ କେବଳ କ୍ରେଡିଟ୍ ଏବଂ…

YouTube ଭାରତୀୟ ୟୁଜରମାନଙ୍କ ପାଇଁ ଲଞ୍ଚ କଲା UPI ପେମେଣ୍ଟ ସିଷ୍ଟମ, ଏମିତି ଆସିବ କାମରେ

ଗୁଗଲ ମାଲିକାନା କମ୍ପାନୀ ୟୁଟ୍ୟୁବ ପେମେଣ୍ଟ ଅପସନ ରୂପେ Unified Payment Interface (UPI) ଆଡ କରିଛି। UPI ସୁବିଧାକୁ ବର୍ତ୍ତମାନ ପେମେଣ୍ଟ ଅପସନ(youtube payment option) ସହିତ ଅତିରିକ୍ତ ରୂପେ ପରିଚିତ କରାଯାଇଛି। ଏହି ନୂଆ ଫିଚର ଜରିଆରେ ୟୁଜରମାନେ ସବସ୍କ୍ରିପଶନ ପାଇଁ ବ୍ୟାଙ୍କ…

TikTok କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି YouTube, ଖୁବଶୀଘ୍ର ଲଞ୍ଚ ହେବ Shorts ଆପ୍

TikTokର ଲୋକପ୍ରିୟତାକୁ ଦେଖି ଏବେ YouTube ମଧ୍ୟ Shorts ଆପ୍ ଆଣିବାକୁ ଯୋଜନା କରୁଛି। ୟୁଟ୍ୟୁବର ଏହି ନୂଆ ଆପରେ ୟୁଜର ଛୋଟ ଛୋଟ ଭିଡିଓ ତିଆରି କରି ଅପଲୋଡ଼ କରିପାରିବେ। ଟିକଟକ୍ ଆସିବା ପରେ ଏବେ ୟୁଟ୍ୟୁବ ୟୁଜର ଓ କ୍ରିଏଟିଭ ଧୀରେ ଧୀରେ ଟିକଟକକୁ ସିଫ୍ଟ ହେଉଛନ୍ତି। ଫଳରେ କିଛି…

YouTube ର ବର୍ଷକର ରୋଜଗାର ସମ୍ପର୍କରେ ପ୍ରଥମ ଥର ପାଇଁ ଖୁଲାସା କଲା Google, ଜାଣନ୍ତୁ କେତେ ଟଙ୍କା କମାଏ ଏହି ଆପ୍‌

ବର୍ତ୍ତମାନ କୋଟି କୋଟି ଲୋକ YouTube ବ୍ୟବହାର କରୁଛନ୍ତି। କୌଣସି ଭିଡିଓକୁ ବିନା ଶୁଳ୍କରେ ଓ ତତ୍‌କ୍ଷଣାତ୍‌ ଦେଖିବାକୁ ସବୁଠାରୁ ସହଜ ତଥା ଭଲ ମାଧ୍ୟମ ହେଉଛି ୟୁ-ଟ୍ୟୁବ୍‌। ତେବେ ଏଥିରେ ଭିଡିଓ ଦେଖିବା ବେଳେ ମଝିରେ ମଝିରେ ସବୁବେଳେ କିଛି ନା କିଛି ଭିଡିଓ ବିଜ୍ଞାପନ ଆସିଥାଏ। ଏହି…

ୟୁଟ୍ୟୁବ୍‌ରେ ସର୍ଚ୍ଚ କରିବା ହେଲା ସହଜ, ଏବେ ଭଏସ୍‌ ମାଧ୍ୟମରେ ଖୋଜିପାରିବେ ମନପସନ୍ଦର ଭିଡିଓ

ଏବେ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍‌ ନିଜ ମୋବାଇଲ୍‌ ଆପ୍‌କୁ ଅପ୍‌ଡେଟ୍‌ କରିଛି। ଏବେ ୟୁଟ୍ୟୁବ୍‌ ଟିଭି ସ୍କ୍ରିନ୍‌, ଗେମ୍‌ କନ୍‌ସୋଲ ଓ ଅନ୍ୟ ଷ୍ଟ୍ରିମିଂ ଡିଭାଇସ୍‌ରେ କେତେକ ନୂଆ ଫିଚର ଯୋଗ କରିଛି। ୟୁଟ୍ୟୁବ୍‌ର ଅଫିସିଆଲ ବ୍ଲଗ୍‌ ମୁତାବକ ୟୁଜର ଏବେ ସ୍ମାର୍ଟଟିଭିରେ ୟୁଟ୍ୟୁବ୍‌କୁ କାଷ୍ଟ…

ୟୁଟ୍ୟୁବରେ ୭ ବର୍ଷର ବାଳକ ହେଲେ କୋଟିପତି, ଜାଣନ୍ତୁ କେମିତି

ନିଜର ସ୍ୱପ୍ନକୁ ପୁରା କରିବା ପାଇଁ ଜୀବନରେ ପ୍ରତ୍ୟେକ ବ୍ୟକ୍ତି କଠିନ ପରିଶ୍ରମ କରି ଟଙ୍କା ଆୟ କରିଥାନ୍ତି। କିନ୍ତୁ ସମସ୍ତଙ୍କ ଭାଗ୍ୟ ଏପରି ହୋଇନଥାଏ। ଫୋର୍ବ୍ସ ଲିଷ୍ଟ ଅନୁଯାୟୀ ଏଭଳି ଏକ ଛୋଟ ପିଲାଟିଏ, ଯାହାର ବୟସ ମାତ୍ର ୭ ବର୍ଷ। ଏହି ୭ବର୍ଷର ବାଳକ ନିଜର ପରିଶ୍ରମରେ କୋଟିପତି…

ଗୁଗଲ ଉପରେ ଲାଗିଲା ୧୪୨୦ କୋଟି ଟଙ୍କାର ଜୋରିମାନା, ଜାଣନ୍ତୁ କାରଣ

ଟେକ୍ନୋଲୋଜିର ଗନ୍ତାଘର ଗୁଗଲ ଉପରେ ୧୪୨୦ କୋଟି ଟଙ୍କାର ଜୋରିମାନା ଲଗାଯାଇଛି । 'ୟୁଟ୍ୟୁବରେ ଚିଲଡ୍ରେନ ପ୍ରାଇଭେସି ଲ' ର ଉଲଂଘନ କାରଣରୁ ଗୁଗଲ ଉପରେ ଏହି ଜୋରିମାନା ଲଗାଯାଇଛି ତେଣୁ ସେଟେଲମେଣ୍ଟ ପାଇଁ ବର୍ତ୍ତମାନ ଗୁଗଲକୁ ୧୪୨୦ କୋଟି ଟଙ୍କା ଭରିବାକୁ ପଡିବ। ସୂଚନା ଅନୁଯାୟୀ ବିଜ୍ଞାପନ…

ୟୁଟ୍ୟୁବରେ ଭିଡିଓ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର, ବର୍ତ୍ତମାନ ମିଳିବ ନୂଆ ସୁବିଧା

ୟୁଟ୍ୟୁବ ପ୍ରିମିୟମ ନିଜର ଗ୍ରାହକ ମାନଙ୍କ ପାଇଁ 1080p ରିଜୋଲ୍ୟୁସନର ଭିଡିଓ ଅଫଲାଇନ ଦେଖିବା ପାଇଁ ସୁବିଧା ଆଣିଦେଇଛି । ପୂର୍ବରୁ ଏହି ପ୍ଲାଟଫର୍ମରେ ବ୍ୟବହାରକାରୀ ମାନେ କେବଳ 720p ରିଜୋଲ୍ୟୁସନର ଭିଡିଓ ଡାଉନଲୋଡ଼ କରିପାରୁଥିଲେ କିନ୍ତୁ ବର୍ତ୍ତମାନ 1080p ରିଜୋଲ୍ୟୁସନର ଭିଡିଓ ମଧ୍ୟ…

କଅଁଳ ବୟସରେ କୋଟିପତି, କେମିତି କିଣିଲେ ୫୫ କୋଟିରେ ନିଜର ଘର ?

କୁହାଯାଏ ବୟସର ଅଧିନ ନୁହେଁ କୌଣସି ପ୍ରତିଭା । ବେଳେ ବେଳେ ଛୋଟ ପିଲା ମଧ୍ୟ ଏମିତି କିଛି କାମ କରିଯାଆନ୍ତି ଯାହାର ଚିନ୍ତା ବଡ଼ ମାନେ ମଧ୍ୟ କରିପାରିନଥାନ୍ତି । ବୟସ ମାତ୍ର ୬ ବର୍ଷ । ହେଲେ ଏହି କଅଁଳ ଖେଳ କୁଦ ବୟସରେ କୋଟିପତି ହୋଇପାରିଛନ୍ତି ଦକ୍ଷିଣ କୋରିଆର ବୋରମ୍ । ନିକଟରେ ନିଜ ଆୟରୁ ୮…

ହିଂସା ପ୍ରଚାର କରୁଥିବା ୯୦ ଲକ୍ଷ ଭିଡିଓକୁ ହଟାଇଲା YouTube

ୱାସିଂଟନ୍ : ଗୁଗଲ୍ ର ଭାରତୀୟ ବଂଶୋଭବ ଆମେରିକା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନ୍ଦର ପିଚାଇ କହିଛନ୍ତି କି, ଅନଲାଇନ୍ ଭିଡିଓ ଷ୍ଟ୍ରିମିଙ୍ଗ ସାଇଟ୍ ୟୁଟ୍ୟୁବ୍ ନିଜର ନୀତି ନିୟମ ଅନୁଯାୟୀ ହିଂସା ଏବଂ ଘୃଣାର ପ୍ରଚାର କରୁଥିବା ତଥା କ୍ଷତି ପହଁଚାଉଥିବା ଭିଡିଓକୁ ହଟାଇବା କାମ ଆରମ୍ଭ…