ଲଞ୍ଚ ହେଲା ଜିପ୍ Wrangler, ଫିଚର ରହିଛି ବଢ଼ିଆ
ଜିପ୍ ଭାରତରେ ୨୦୨୪ Wrangler ମୂଲ୍ୟ ଘୋଷଣା କରିଛି । ଏହାର ଏକ୍ସ-ସୋ’ରୁମ୍ ଆରମ୍ଭ ମୂଲ୍ୟ ୬୭.୬୫ ଲକ୍ଷ ଟଙ୍କା । Wrangler ପାଇଁ କମ୍ପାନୀ ୧୦୦ ରୁ ଅଧିକ ବୁକିଂ ପାଇଛି । ଏହାର ଡେଲିଭରି ମେ ମାସରୁ ଆରମ୍ଭ ହେବ ବୋଲି କୁହାଯାଉଛି । ୨୦୨୪ ଜିପ୍ Wrangler ଦୁଇଟି ମଡେଲ ଅନଲିମିଟେଡ୍ ଏବଂ ରୁବିକନରେ ମିଳିବ । ରୁବିକନ୍ ମଡେଲର ମୂଲ୍ୟ ୭୧.୬୫ ଲକ୍ଷ ଟଙ୍କା ରଖାଯାଇଛି ।
ନୂଆ Wrangler ଏକ ବଡି-ଅନ୍-ଫ୍ରେମ୍ ଏବଂ ଫାଇଭ୍…
Read More...