ସାହିପଲା ଚେକ ପୋଷ୍ଟରେ ୪ ଲକ୍ଷ ୮୯ ହଜାର ଟଙ୍କା ଜବତ

ନୂଆପଡା : ବରଗଡ଼ ସୀମାନ୍ତ ସାହିପଲା  ଚେକପୋଷ୍ଟରେ ୪ ଲକ୍ଷ  ୮୯  ହଜାର ଟଙ୍କା ନୂଆପଡା ପୋଲିସ ଦ୍ୱାରା ଜବତ ହୋଇଛି l  ଆଜି ପଡୋଶୀ ବରଗଡ଼ ଜିଲ୍ଲାରୁ ନୂଆପଡା ଅଭିମୁଖେ ଆସୁଥିବା ଓମିନି କାରକୁ ସାହିପଲା ଚେକପୋଷ୍ଟରେ ପୋଲିସ ଯାଞ୍ଚ କରିଥିଲା l ଯାଞ୍ଚ ବେଳେ ଓମିନି କାର ଗାଡ଼ିରୁ ନଗଦ ୪ ଲକ୍ଷ ଟଙ୍କା ୮୯  ହଜାର ଟଙ୍କା ଜବତ କରିଛି ନୂଆପଡା ପୋଲିସ l ଏଥିସହ ୨ ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଲକ୍ଷାଧିକ ଟଙ୍କା କେଉଁଠୁ …
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ରାଶିଫଳ : ଆଜି ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ସୁଖମୟ ରହିବ, ସାଙ୍ଗସାଥୀଙ୍କ ସହ ଖୁସିର ସମୟ କାଟିବେ

ମେଷ: ନିଜର ଦୈନନ୍ଦିନ କାର୍ଯ୍ୟରେ ଫିଟନେସ୍ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ଆଜି ଆପଣ ଶାଶୁଙ୍କଠାରୁ ସମ୍ମାନ ପାଇପାରନ୍ତି । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ବଢ଼ିବ । ବୃଷ: ଆଜିର ଦିନଟି ଭଲ ହେବାକୁ ଯାଉଛି । ଆପଣ ବସ୍‌ଙ୍କ ସହିତ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବେ । ପରିବାର ସଦସ୍ୟଙ୍କ ସହିତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ମିଥୁନ: ଆଜି ଆପଣଙ୍କ ପ୍ରତି ସମ୍ମାନ ବଢ଼ିବ । ଆପଣ ଆଚରଣ…
Read More...

କ୍ରୀଡା