ମଦ ଚୋରା ଚାଲାଣର ଏ ଉପାୟ ଦେଖିଲେ ଆପଣଙ୍କର ନିଶ୍ଚିତ ଉଡିବ ହୋସ୍‌

ଜୁଗାଡ କଥା କହିଲେ ଆମ ଭାରତୀୟ ବୋଧହୁଏ ଆଗରେ ରହିବେ। ଚାଇନା ବାଲାଙ୍କୁ ପଛରେ ପକାଇଦେବେ ଆମ ଭାରତୀୟ। ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି କିନ୍ତୁ ସେଥିରେ କିଛି ଭିଡିଓ ଲୋକଙ୍କୁ କରିଦିଏ ଆଶ୍ଚର୍ଯ୍ୟ। ଏବେ ସୋସିଆଲ ମିଡିଆରେ ଏକ ଯୁଗାଡର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁ…

ଏକଦମ୍‌ ନୂଆ ଷ୍ଟାଇଲରେ ପ୍ରସ୍ତୁତ କରନ୍ତୁ କଦଳୀ କଟଲେଟ୍‌, ଟେଷ୍ଟରେ ପୂରା ଜବରଦସ୍ତ

ଘରେ ଟିଫିନରେ ସବୁବେଳେ ଗୋଟେ ପ୍ରକାର ଖାଇ ଖାଇ ବୋର ହୋଇଯାନ୍ତି ପରିବାର ଲୋକେ। ଯଦି ଆପଣ ପରିବାର ଲୋକଙ୍କୁ କିଛି ନୂଆ ବନାଇ ଖୁଆଇବାକୁ ଚାହୁଁଥିଲେ ତାହେଲେ ଆଜି ଆମେ ଆପଣଙ୍କୁ ଏକଦମ୍‌ ନୂଆ ଷ୍ଟାଇଲ ନୂଆ ସ୍ୱାଦର ବାନାନା କଟଲେଟ ରେସିପି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ…

ହାତ ନାହିଁ କିନ୍ତୁ ଗୋଟିଏ ହାତରେ ଚାଲିଛି ଜୀବନ ଯାତ୍ରା

ହାତୁଡ଼ିର ପାହାରରେ ଥରି ଉଠୁଛି ନିଶବ୍ଦ ଜଙ୍ଗଲର ଛାତି । ଆଉ ଶକ୍ତ ପଥରକୁ ହାତୁଡ଼ିରେ ପିଟୁଥିବା ଲୋକଟି ଦେଖିଲେ ଆପଣଙ୍କ ଛାତି ବି ଫାଟିଯିବ ଦୁଃଖରେ । ଗୋଟିଏ ହାତ ନାହିଁ । ପେଟ ପାଇଁ ଦାନା ଯୋଗାଡ଼ ଲାଗି ଅନ୍ୟ ହାତଟିରେ ପଥର ଭାଙ୍ଗି ଚାଲିଛନ୍ତି ….. ଡେମକା ମୁଣ୍ଡା । ସଂଘର୍ଷ ତାଙ୍କର ଏବେକାର…

ସୁବର୍ଣ୍ଣ ସୁଯୋଗ ! ଚଳିତ ବର୍ଷ SBIରେ ହେବ ୧୪ ହଜାର ନିଯୁକ୍ତି

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ରେ ଏହି ବର୍ଷ ବହୁତ ସଂଖ୍ୟାରେ ନିଯୁକ୍ତି ହେବାକୁ ଯାଉଛି। ଏସବିଆଇ ଚଳିତ ବର୍ଷ ୧୪ ହଜାର ନୂଆ କର୍ମଚାରୀଙ୍କୁ ନିଯୁକ୍ତ କରିବା ଯୋଜନା ପ୍ରସ୍ତୁତ କରିଛି। ନିଜର କର୍ମଚାରୀଙ୍କୁ ଖାସ୍‌ ସୁବିଧା ଯୋଗାଇଦେବା ପାଇଁ ସବୁବେଳେ ଲକ୍ଷ୍ୟ ରଖିଥାଏ ଏସବିଆଇ। ବ୍ୟାଙ୍କ…

ବହୁତ ଜଲଦି ଭାରତରେ ପ୍ରବେଶ କରିବ ସ୍ୱିଡେନର ଏହି ଇଲେକଟ୍ରିକ ସ୍କୁଟର, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ଚଳିତ ବର୍ଷ ଆରମ୍ଭରେ ସ୍ୱିଡିସ ବାହନ ନିର୍ମାତା କମ୍ପାନୀ Husqvarna Motorcycles ନିଜର ଦୁଇ ମୋଟରସାଇକେଲ ସହିତ ଭାରତୀୟ ବଜାରରେ ଏଣ୍ଟ୍ରି କରିଥିଲା। ଯାହାପରେ ଏବେ କମ୍ପାନୀ ଭାରତରେ ବଢ଼ୁଥିବା ଇଲେକଟ୍ରିକ ବାହନର ଚାହିଦାକୁ ଦେଖି ନିଜର ପ୍ରଥମ ଇଲେକଟ୍ରିକ ସ୍କୁଟରକୁ ଲଞ୍ଚ୍‌ କରିବାପାଇଁ…

LIC ଆଣିଲା ମହିଳାଙ୍କ ପାଇଁ ଜବରଦସ୍ତ ପ୍ଲାନ, ଜାଣନ୍ତୁ ପଲିସି ସମ୍ବନ୍ଧୀୟ ସମସ୍ତ ତଥ୍ୟ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ଇନସୁରାନ୍ସ ପଲିସି ଥିବା ଜରୁରୀ। ଯଦି ଆପଣ ଇନସୁରାନ୍ସରେ ପଲିସି କରିବାକୁ ଚାହୁଁଛନ୍ତି ତାହେଲେ ଏଥିରୁ ଆପଣଙ୍କୁ ମୋଟା ସେଭିଙ୍ଗସ ମିଳିବା ସହିତ ହେଲ୍ଥ ଏବଂ ଲାଇଫ କଭର ମଧ୍ୟ ମିଳିଥାଏ। ଲାଇଫ ଇନସୁରାନ୍ସ କର୍ପୋରେସନ ଅଲଗା ଅଲଗା ଲୋକଙ୍କ ପାଇଁ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅଜଣା କଲ୍‌, ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧମ ଠାକରେଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ। ଦାଉଦ ପକ୍ଷରୁ ଏହି ଧମକ ଆସିବା ପରେ ତାଙ୍କ ବାସଭବନ ମାତୋଶ୍ରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ପୋଲିସ ଜଣାଇଛି ଯେ ତାଙ୍କୁ ତାଙ୍କ ଲ୍ୟାଣ୍ଡଲାଇନ ଫୋନକୁ ଦୁଇଟି କଲ୍‌ ଆସିଥିଲା। ଫୋନରେ…

ଏହି ଡିଜେ ବାଲା ବାବୁଙ୍କ ଉପରେ ଟିକେ ପକାନ୍ତୁ ନଜର, ଦୁଇଟି ଫଳରେ ଏତେ ସୁନ୍ଦର ମ୍ୟୁଜିକ

ସଂଗୀତ ସବୁଠି ଥାଏ। ଆପଣ କୌଣସି ବି ବାଦ୍ୟରୁ ସଂଗୀତକୁ ଫିଲ୍‌ କରିପାରିବେ। କେବଳ ଦରକାର ହୋଇଥାଏ ତାକୁ କାନ ଦେଇ ଶୁଣି ଅନୁଭବ କରିବା। ଆପଣଙ୍କୁ ଆମେ ଆଜି ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିବା ପରେ ଆପଣଙ୍କୁ ନିହାତି ଭାବରେ ଖୁସି ଲାଗିବ। ଜଣେ ବ୍ୟକ୍ତି ମାତ୍ର କିଛି ଫ୍ରୁଟ୍ସ…

ଜୀବନ ନଷ୍ଟ କରିଦେଲା ସାଙ୍ଗ ! ନିଜ ବାର୍ଥଡେ ପାର୍ଟିରେ ଗଣ ଦୁଷ୍କର୍ମର ଶିକାର ହେଲେ ଯୁବତୀ

ବନ୍ଧୁତାରେ ବିଷ ଦେଲା ବନ୍ଧୁ। ସାଙ୍ଗ କଲା ସାଙ୍ଗକୁ ଦୁଷ୍କର୍ମ। ନିଜ ବାର୍ଥଡେ ଦିନ ହିଁ ଗଣଦୁଷ୍କର୍ମର ଶିକାର ହେଲେ ବିୟୁଟସିଆନ। ଜନ୍ମଦିନ ପାର୍ଟିରେ ତାଙ୍କରି ନିଜ ସାଙ୍ଗ କଲେ ଦୁର୍ଷ୍କମ। ସଙ୍ଗମନଗରୀ ପ୍ରୟାଗରାଜର ଘୁମନଗଞ୍ଜ ଥାନା ଅଞ୍ଚଳରେ ଜଣେ ବିୟୁଟିସିଆନ୍‌ ଗ୍ୟାଙ୍ଗରେପର ଶିକାର…

ମାତାରାଣୀଙ୍କ ଭକ୍ତଙ୍କ ପାଇଁ ବଡ ଖବର, ବୈଷ୍ଣୋଦେବୀ ଯାତ୍ରା କରୁଥିବା ଭକ୍ତ ନିଶ୍ଚୟ ପଢ଼ନ୍ତୁ

ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାରେ ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶ୍ରଦ୍ଧାଳୁଙ୍କ ବଢ଼ୁଥିବା ସଂଖ୍ୟାକୁ ଧ୍ୟାନରେ ରଖି ଜମ୍ମୁ-କାଶ୍ମୀର ବାହାରୁ ଆସୁଥିବା ତୀର୍ଥଯାତ୍ରୀଙ୍କ କୋଟାକୁ ବୃଦ୍ଧି କରାଯାଇ ପ୍ରତିଦିନ ୫୦୦ କରିଦିଆଯାଇଛି। ଏହି ନିୟମ ଆଗାମୀ ଆଦେଶ ଯାଏଁ ଜାରି ରହିବ।…

ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିଝଡ ସାଙ୍ଗକୁ ଝଡତୋଫାନ ସମ୍ଭାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ଅପରାହ୍ନ ମଧ୍ୟରେ ରାଜ୍ୟରେ ବହୁ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନା ଜାରି କରିଛି। ସୂଚନା ଅନୁଯାୟୀ…

ହାତୀ ପାଦ ତଳେ ବହୁତ ସମୟ ଧରି ପଡିରହିଲେ ବ୍ୟକ୍ତି, ତାପରେ ହଠାତ ହେଲା କିଛି ଏପରି ଦେଖନ୍ତୁ ଭିଡିଓ

ଆପଣ କେବେ ମଣିଷ ଏବଂ ହାତୀ ମୁହାଁମୁହିଁ ହେବାର ଦୃଶ୍ୟ ଦେଖିଛନ୍ତି? ଆଜି ଆମେ ଆପଣଙ୍କୁ ହାତୀ-ମଣିଷ ମୁହାଁମୁହିଁର ଏକ ଲୋମଟାଙ୍କୁରା ଭିଡିଓ ଦେଖାଇବୁ। ଏହି ଭିଡିଓକୁ ଦେଖିବା ପରେ ଆପଣ ଅନୁଭବ କରିବେ ଯେ ଯେତେବେଳ ବିଶାଳକାୟ ହିଂସ୍ର ପ୍ରାଣୀ ଆପଣଙ୍କ ସାମ୍ନାକୁ ଆସିଯିବ ଆପଣଙ୍କ ଅବସ୍ଥା…