Browsing Category

ବ୍ୟବସାୟ ଓ ଅର୍ଥନୀତି

ପୁଣି ବଢିଲା ସୁନା ଦାମ୍‌, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଗ୍ରାମ ପ୍ରତି ମୂଲ୍ୟ

ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥିବା ଜଣାଯାଇଛି । ରବିବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦରରେ ପାଖାପାଖି ୩୦୦ ଟଙ୍କା ବଢି ୫୧,୧୭୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୯୭୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । ସେହିପରି…

ଲୋକସଭାରେ ଚାକିରି ସୁଯୋଗ, ଆବେଦନ କରିବାକୁ ହାତରେ ଆଉ ମାତ୍ର ଗୋଟିଏ ଦିନ ବାକି

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତର ସଂସଦ, ଲୋକସଭାରେ ଖାଲି ପଡ଼ିଛି ଏକାଧିକ ପଦବୀ। ଏନେଇ ବିଜ୍ଞାପନ ଜାରି କରାଯାଇଛି। ବିଜ୍ଞାପନ ମୁତାବକ ଲୋକସଭାରେ ୪୭ ପଦ ପାଇଁ ନିଯୁକ୍ତି ବାହାରିଛି। ମାତ୍ର ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ନିକଟରେ ଆଉ ସମୟ ନାହିଁ। ଆବେଦନ…

ରାତିରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର, ଚଳିତ ମାସଠୁ ମିଳିବ ବର୍ଦ୍ଧିତ ଦରମା

ସପ୍ତମ ବେତନ କମିଶନକୁ ଗ୍ରୀନ୍‌ ସିଗ୍‌ନାଲ ଦେଖାଇଛନ୍ତି ମୋଦି ସରକାର। ଏବେ ନୂଆ ବ୍ୟବସ୍ଥା ମୁତାବକ ରାତିରେ ଡ୍ୟୁଟି କରୁଥିବା କେନ୍ଦ୍ରୀୟ କର୍ମଚାରୀଙ୍କୁ ଗ୍ରେଡ ପେ ଆଧାରରେ ଦରମା ନ ଦିଆଯାଇ ଅଲଗା ଆଲାଉନ୍ସ ଦିଆଯିବ। ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ ଟ୍ରେନିଂ ଅର୍ଥାତ୍‌ କାର୍ମିକ…

ଜୁଲାଇ ୨୭ ତାରିଖରୁ ଦେଶରେ ବଦଳିଯିବ ଜିନିଷ କିଣା ବିକାର ନିୟମ, ଜାଣନ୍ତୁ କଣ ଆସିଛି ପରିବର୍ତ୍ତନ

ଗତ ଜୁଲାଇ ୨୦ ତାରିଖରୁ ଦେଶର ସମସ୍ତ ଅଞ୍ଚଳରେ ନୂଆ ଉପଭୋକ୍ତା ଅଧିନିୟମ, ୨୦୧୯ ଲାଗୁ କରାଯାଇଛି । ଦେଶର ସମସ୍ତ ଇ- କମର୍ସ କମ୍ପାନୀ ଗୁଡିକ ମଧ୍ୟ ଏହି ନୂଆ ଆଇନ ଅଧୀନରେ ଆସୁଛନ୍ତି । ଦେଶର ବିଭିନ୍ନ ଇ-କମର୍ସ ସାଇଟ ଗୁଡିକ ପାଇଁ ଏହି ନୂଆ ନିୟମ ଆସନ୍ତା ୨୭ ତାରିଖ ଠାରୁ ଲାଗୁ ହେବାକୁ ଯାଉଛି…

ବଦଳିଗଲା ଦୁଇଚକିଆ ଯାନର ନିୟମ: ବାଇକ ଚାଳକଙ୍କ ପାଇଁ ସରକାର ଆଣିଲେ ନୂଆ ଗାଇଡଲାଇନ, ଜାଣନ୍ତୁ ନୂଆ ନିୟମ

ବାଇକ ଚାଳକଙ୍କ ପାଇଁ ସରକାର ଆଣିଲେ ନୂଆ ଗାଇଡଲାଇନ । ବଦଳିଗଲା ଦୁଇଚକିଆ ଯାନର ନିୟମ । ଏବେ ବାଇକରେ ବସିବା ଲୋକଙ୍କ ପାଇଁ ବି ସରକାର ଆଣିଛନ୍ତି ନୂଆ ଗାଇଡଲାଇନ । ସଡକ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ନିୟମ ପରିବର୍ତ୍ତନ କରୁଥିବାବେଳେ କିଛି ନୂଆ ନିୟମ ତିଆରି ମଧ୍ୟ କରିଛନ୍ତି ।…

ଗୋଟିଏ କ୍ଲିକରେ ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ-ଡିଜେଲ ଦାମ

ସରକାରୀ ତେଲ କମ୍ପାନୀ ଦ୍ୱାରା ଆଜି ପୁଣି ଥରେ ପେଟ୍ରୋଲ ଦର ଉପରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ ଦାମ ପୂର୍ବ ଭଳି ସ୍ଥିର ରହିଛି। କିନ୍ତୁ ଡିଜେଲ ଦାମରେ ୧୩ ରୁ ୧୫ ପଇସା ପର୍ଯ୍ୟନ୍ତ ମହଙ୍ଗା କରିଦିଆଯାଇଛି। ଆଜି ଦିଲ୍ଲୀରେ…

ସୁନା କିଣିବାକୁ ଚାହୁଁଥିଲେ ଏଇଠି ପଢ଼ନ୍ତୁ ଆଜି କେତେ ରହିଛି ସୁନା ଦାମ୍

ଭାରତୀୟ ବଜାରରେ ପ୍ରତିଦିନ ସୂୁନାମୂଲ୍ୟରେ ପରିବର୍ତ୍ତନ ବା ତଳ ଉପର ହେଉଥିବା ଲକ୍ଷ୍ୟ କରାଯାଉଛି। ଆଜି ସୁନାମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୩,୪୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି…

ଅଗଷ୍ଟ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ଏବେଠୁ ସାରିଦିଅନ୍ତୁ

ଅଗଷ୍ଟ ମାସରେ ବକରିଦ, ରାକ୍ଷୀ ପୂର୍ଣ୍ଣିମା, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସ୍ୱାଧୀନତା ଦିବସ, ଗଣେଶ ଚତୁର୍ଥୀ, ମହରମ୍‌ ଓ ହରିତାଲିକା ତିଜ୍‌ ସମେତ କେତେକ ଜାତୀୟ ଓ ସ୍ଥାନୀୟ ପର୍ବ ପଡ଼ୁଛି। ଏହି କାରଣରୁ ବ୍ୟାଙ୍କ କିଛି ଦିନ ପାଇଁ ବନ୍ଦ ରହିବ। ଏଥିସହ ଅଗଷ୍ଟରେ ୫ଟି ରବିବାର ବି ପଡ଼ୁଛି। ଏହା…

ଇଂଜିନିୟରିଂ ଯୁବକଙ୍କ ପାଇଁ ଚାକିରି ସୁଯୋଗ: ଖାଲିପଡିଛି ୫୦୦ ସରକାରୀ ପଦବୀ, ମାସକୁ ଦରମା ୧,୧୦,୦୦୦ ଟଙ୍କା

କରୋନା କାଳରେ ଅନେକ ଯୁବକ ଯୁବତୀ ଚାକିରି ହରାଇଛନ୍ତି। ଏମିତିରେ ଘରେ ରହିଥିବା ଇଂଜିନିୟର ପାଠ ପଢିବା ଯୁବକଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଆସାମ ପବ୍ଲିକ ସର୍ଭିସ କମିଶନ ଅଧିନରେ ୫୦୦ ପଦବୀ ଖାଲି ପଡିଛି। ଯେଉଁଥିପାଇଁ ଖୁବଶୀଘ୍ର ଆବେଦନପତ୍ର ଗ୍ରହଣ କରାଯାଉଛି। ଏହି…

ବଢିଚାଲିଛି ସୁନା-ରୂପା ଦର, ଜାଣନ୍ତୁ ଆଜି କ’ଣ ରହିଛି ନୂଆ ଦାମ୍

ଭାରତୀୟ ବଜାରରେ ପ୍ରତିଦିନ ସୁନାମୂଲ୍ୟରେ ପରିବର୍ତ୍ତନ ଆସୁଥିବା ଲକ୍ଷ୍ୟ କରାଯାଉଛି। ଆଜି ସୁନାମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୩,୨୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୪୮,୮୦୦…

ଫେରିବ କି ଟିକ୍‌ଟକ୍‌ ? ଆମେରିକା କିଣିବାକୁ କରୁଛି ପ୍ରୟାସ

ଓ୍ଵାଶିଂଟନ୍‌ :  ଆମେରିକା କମ୍ପାନୀକୁ ଟିକ୍‌ଟକ୍‌ ବିକି ଆମେରିକାରେ ପ୍ରତିଷ୍ଠା କରିପାରେ ଟିକ୍‌ଟକ୍‌ ଆପ୍‌ । ଏହି ଯୋଜନା ଏବେ ଆପଣେଇବାକୁ ଯାଉଛନ୍ତି ଟିକ୍‌ଟକ୍‌ ପ୍ରତିଷ୍ଠାତା ଝାନ୍‌ ଇମିଙ୍ଗ୍‌ । ଯଦି ସବୁ ଠିକ୍‌ ଠାକ୍‌ ଚାଲେ ତେବେ ଖୁବ୍‌ ଶୀଘ୍ର ଆପଣଙ୍କ ମୋବାଇଲକୁ କମ୍‌ ବ୍ୟାକ୍‌…

ସିନିୟର ସିଟିଜେନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାରେ ମିଳିବ ୧୦ ହଜାର ଟଙ୍କା ପେନସନ ତାସହିତ…

ଆପଣ ଆପଣଙ୍କର ବାପାମାଙ୍କ ପାଇଁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ବ୍ୟବସ୍ଥା କରିପାରିବେ । ଏଥିପାଇଁ ଆପଣ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନ ମନ୍ତ୍ର ବ୍ୟୟ ବନ୍ଦନା ଯୋଜନାରେ କିଛି ରାଶି ବିନିଯୋଗ କରିପାରିବେ। କେନ୍ଦ୍ର ସରକାର ଏହି ଯୋଜନାର ସମୟସୀମାକୁ ୩୧…