Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ସୁନା କିଣିବାକୁ ଚାହୁଁଛନ୍ତିକି, ତେବେ ଜାଣି ରଖନ୍ତୁ ଆଜି କେତେ ରହିଛି ଦର

ବୁଧବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୨୦ ଟଙ୍କା ହ୍ରାସ ପାଇ ୪୭,୬୩୦ଟଙ୍କାରୁ ୪୭,୬୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ…

ବଡ ଫାଇଦାର ଖବର : SBI ପୁଣି କମାଇଲା ସୁଧ ଦର, ଆପଣଙ୍କ କିସ୍ତି ଉପରେ ପଡିବ ସିଧା ପ୍ରଭାବ

ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଧବାର ଜଣାଇଛି ଯେ ଏମସିଏଲଆରରେ ୦.୦୫ ଠାରୁ ନେଇ ୦.୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏହି ରିହାତି ୧୦ ଜୁଲାଇ ଠାରୁ ଲାଗୁ ହେବ। ଏସବିଆଇ ଜଣାଇଛି ଯେ ଏମସିଏଲଆରରେ ଏହି ରିହାତି ତିନି ମାସ ପର୍ଯ୍ୟନ୍ତ ଦିଆଯାଇଥିବା ଋଣ ଉପରେ ଲାଗୁ ହେବ। ଏହାର ଲକ୍ଷ୍ୟ…

ସୁନା ମୂଲ୍ୟରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଜାଣି ରଖନ୍ତୁ ଆଜି କେତେ ରହିଛି ଦର

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୬୩୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୬,୬୩୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । ସେହିପରି ଓଡିଶା ରାଜଧାନୀ…

ପେଟ୍ରୋଲ ପରେ ଡିଜେଲ ହେଉଛି ମହଙ୍ଗା, ପେଟ୍ରୋଲ ଦାମ ସ୍ଥିର

ଆଜି ପୁଣି ଡିଜେଲ ଦାମ୍‌ ମହଙ୍ଗା ହୋଇଛି। ଗତମାସ ୭ ତାରିଖରୁ ଡିଜେଲ ଦର ଲଗାତାର ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ପକ୍ଷରୁ ଡିଜେଲ ଦର ଲିଟର ପିଛା ୨୩ରୁ ୨୫ ପଇସା ବୃଦ୍ଧି କରାଯାଇଛି। ଫଳରେ ଡିଜେଲ ଦର ୭୮ ଟଙ୍କା ୯୨ ପଇସା ପହଞ୍ଚିଛି। ଅନ୍ୟପକ୍ଷରେ…

ଗ୍ରାମୀଣ ବ୍ୟାଙ୍କରେ ଖାଲି ପଡ଼ିଛି ୪୮୬୦ଟି ପଦ, ତୁରନ୍ତ କରନ୍ତୁ ଆବେଦନ

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ୍‌(ଆଇବିପିଏସ୍‌) ତରଫରୁ ଗ୍ରାମୀଣ ବ୍ୟାଙ୍କରେ ପ୍ରୋବେଶନାରୀ ଅଫିସର ପଦ ପାଇଁ ୪୮୬୦ଟି ପୋଷ୍ଟ ବାହାର କରାଯାଇଛି। ଏହି ନିଯୁକ୍ତି କ୍ଲାସ୍‌-୧, କ୍ଲାସ୍‌-୨ ଓ କ୍ଲାସ୍‌-୩ ପଦ ପାଇଁ ବାହାରିଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ୨୧ ଜୁଲାଇ…

ଏଟିଏମ୍‌ରୁ ଟଙ୍କା ଉଠାଣ ନିୟମରେ ପୁଣି ପରିବର୍ତ୍ତନ ଆଣିଲା ଷ୍ଟେଟ୍‌ ବ୍ୟାଙ୍କ୍‌, ଅଧିକ ଥର ଉଠିଲେ କଟିବ ଟଙ୍କା

ମୁମ୍ବାଇ : ଦୀର୍ଘ ୩ ମାସର ରିହାତି ପରେ ପୁଣି ଥରେ ଦେଶର ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ଏଟିଏମ୍‌ ଉଠାଣ ଉପରେ ସଂଶୋଧନ ଆଣିଛି । ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ଏଣିକି ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଥର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ଟଙ୍କା । କରୋନାକୁ…

ସିବିଏସ୍‌ଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ସିଲାବସ୍‌କୁ ୩୦ ପ୍ରତିଶତ କମ୍‌ କଲା ବୋର୍ଡ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ମଙ୍ଗଳବାର ୯ମରୁ ଦ୍ୱାଦଶ ଶ୍ରେଣୀ ସିଲାବସ୍‌ରେ ୩୦ ପ୍ରତିଶତ ଯାଏଁ କମ୍‌ କରିବାକୁ ଘୋଷଣା କରିଛି। ଏହା ବ୍ୟବସ୍ଥା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଲାଗୁ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସିବିଏସ୍‌ଇ…

ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟିଲା ମାସ୍କ ଓ ସାନିଟାଇଜର, ବଢ଼ିବ କଳାବଜାରୀ

ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ର ମାମଲା ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବାରୁ ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକୀୟ ବସ୍ତୁ ଅଧିନିୟମରେ ସାମିଲ କରିଥିଲେ। ମାତ୍ର ଏବେ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି। ସରକାର ମାସ୍କ ଓ ସାନିଟାଇଜରକୁ Essential Commodity Act…

AIR INDIA ରେ ଚାକିରି ପାଇବାର ସୁଯୋଗ, ଜଲଦି କରନ୍ତୁ ଆବେଦନ

ଏୟାର ଇଣ୍ଡିଆର ଅନେକ ପଦବୀରେ ନିଯୁକ୍ତି ଜାରି। ଯେଉଁ ଆବେଦନକାରୀ ଏୟାର ଇଣ୍ଡିଆ ଲିମିଟେଡରେ ସିଏଫଓ ପଦବୀରେ ଚାକିରି ପାଇବାକୁ ଚାହୁଁଛନ୍ତି ସେମାନେ ଅଧିକାରୀକ ୱେବସାଇଟ୍ କୁ ଯାଇ ଜାରି କରାଯାଇଥିବା ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ପଢିବା ପରେ ଆବେଦନ କରିପାରିବେ। ପଦବୀ ନାମ ଏବଂ…

ପେଟ୍ରୋଲ ନୁହେଁ ବଢିଲା ଡିଜେଲ ଦାମ୍‌, ଜାଣନ୍ତୁ ଏବେ ଆଉ କେତେ ଦେବେ ଅଧିକ ଟଙ୍କା

କରୋନାର ଆର୍ଥିକ ସଂକଟ ମଧ୍ୟରେ ଏବେ ସାଧାରଣ ଜନତାଙ୍କୁ ହେଉଛି ମହଙ୍ଗା ମାଡ। ଦେଶରେ ଲଗାତର ପେଟ୍ରୋଲ ଡିଜେଲ ଦର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଆଜି ପେଟ୍ରୋଲ ଦାମ ସ୍ଥିର ରହିଥିବା ବେଳେ ଡିଜେଲ ଦାମ୍‌ ବଢିବାରେ ଲାଗିଛି। ଜୁନ୍‌ରେ ଲଗାତାର ୨୧ ଦିନ ପେଟ୍ରୋଲ – ଡିଜେଲ ଦାମ ବଢିବାକୁ…

ସୁନା ମୂଲ୍ୟରେ ଆସିଲା ପରିବର୍ତ୍ତନ, ଜାଣନ୍ତୁ ଆଜି କ’ଣ ରହିଛି ନୂଆ ଦର

ସୋମବାର ଦିନ ସୁନା ମୂଲ୍ୟରେ ମାତ୍ର କିଛିଟା ପରିବର୍ତ୍ତନ ଆସିଛି। ପୂର୍ବରୁ କିଛିଦିନ ପର୍ଯ୍ୟନ୍ତ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଆସିନଥିଲା। ସୋମବାର ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟରେ ୪୨ ଟଙ୍କା କମ୍‌ ହୋଇଥିବା ଜଣାପଡିଛି। ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୦୦୬ ଟଙ୍କା ପ୍ରତି ଗ୍ରାମ…

ବିଏସ୍‌ଏନ୍‌ଏଲ୍‌ର ଦମଦାର ପ୍ଲାନ, ପ୍ରତିଦିନ ମିଳିବ ୫ ଜିବି ଡାଟା

ଭାରତରେ କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଘରେ ଅଧିକ ସମୟ ବିତାଉଛନ୍ତି । କିଛି ଲୋକ ୱର୍କ ଫ୍ରମ୍ ହୋମ୍ କରୁଛନ୍ତି । ଏଥିପାଇଁ ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଂଚାର ନିଗମ ଲିମିଡେଟ୍‌ ଅର୍ଥାତ୍‌ ବିଏସଏନ୍‌ଏଲ୍‌ ୟୁଜର୍ସଙ୍କ ପାଇଁ ଦମଦାର ଅଫର ଆଣିଛି। ଏହି ଅଫରରେ…