Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ବଢ଼ିଲା ଡିଜେଲ ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ବିଶ୍ୱ ବଜାରରେ ଗତ ସପ୍ତାହ ଅଶୋଧିତ ତୈଳ ଦର ଦ୍ରୁତ ଗତିରେ ବଢିବା ପରେ ଚଳିତ ସପ୍ତାହ ଏହି ମୂଲ୍ୟରେ କିଛିଟା ସ୍ଥିରତା ଆସିଥିବା ଲକ୍ଷ କରାଯାଇଛି ।  କିନ୍ତୁ ଆଜି ଭାରତୀୟ ବଜାରରେ ଡ଼ିଜେଲ ମୂଲ୍ୟ ବଢିଥିବା ରେକର୍ଡ ହୋଇଛି ।  ସରକାରୀ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ମୂଲ୍ୟରେ କୌଣସି…

ଭାରତୀୟ ବଜାରରେ ସୁନା ମୂଲ୍ୟରେ ଆସିଛି ବଡ ପରିବର୍ତ୍ତନ, ଜାଣି ରଖନ୍ତୁ ଆଜି କେତେ ରହିଛି ଦର

ପୁଣି କମିଛି ସୁନା ମୂଲ୍ୟ ।  ଲଗାତାର ଦ୍ଵିତୀୟ ଦିନ ପାଇଁ ସୁନା ଦରରେ ହ୍ରାସ ଘଟିଥିବା ଦେଖାଦେଇଛି ।  ଗୁରୁବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୩୯୦ ଟଙ୍କା କମି ୪୮,୯୦୦ ଟଙ୍କାରୁ ୪୮,୫୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ଦର ବି ସମାନ…

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଆମେରିକା-ଭାରତ ମଧ୍ୟରେ ବିମାନ ଚଳାଚଳ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

କରୋନା ସଙ୍କଟ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଦ ଥିବା ବିମାନ ସେବା ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଗୁରୁବାର ବିମାନ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏୟାର ଫ୍ରାନ୍ସ ଏୟାରଲାଇନ୍‌ ଜୁଲାଇ ୧୮ରୁ ଅଗଷ୍ଟ ୧ ଯାଏଁ ଦିଲ୍ଲୀ, ମୁମ୍ବାଇ,…

NTPC ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଖାଲି ରହିଛି ଅନେକ ପଦ

ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଲିମିଟେଡ (NTPC )ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ୟପ୍ତି ପ୍ରକାଶ ପାଇଛି। ଇଛୁକ ଆବେଦନକାରୀ ନିଯୁକ୍ତି ଚାହୁଁଥିଲେ ଆସନ୍ତା ୩୧ ଜୁଲାଇ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ନିଯୁକ୍ତି ଇଂଜିନିୟର (ଇଲେକ୍ଟ୍ରିକାଲ, ମେକାନିକାଲ, ଇଲେକ୍ଟ୍ରୋନିକ୍ସ,…

ସୁନା କିଣିବାକୁ ଚାହୁଁଛନ୍ତିକି, ତେବେ ଜାଣି ରଖନ୍ତୁ ଆଜି କେତେ ରହିଛି ଦର

ପୁଣି କମିଛି ସୁନା ମୂଲ୍ୟ । ବୁଧବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକାମେ ୩୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୪୮,୯୦୦ ଓ ୪୭,୯୦୦ ଟଙ୍କାରେ ସ୍ଥିର ରହିଥିବା ରେକର୍ଡ ହୋଇଛି । ଯେବେକି ପୂର୍ବ ଦିନ ଏହି ମୂଲ୍ୟ ଯଥାକ୍ରମେ ୪୮,୯୩୦ ଟଙ୍କା ଓ…

ପୋଷ୍ଟ ଅଫିସରେ ଆପଣଙ୍କର ସେଭିଂ ଆକାଉଣ୍ଟ ରହିଛି କି? ଜାଣନ୍ତୁ କିପରି ଉଠାଇବେ ଅନଲାଇନ୍ ସର୍ଭିସର ଫାଇଦା

ପୋଷ୍ଟ ଅଫିସରେ ଯଦି ଅପାଣଙ୍କର ସେଭିଂ ଆକାଉଣ୍ଟ ରହିଥାଏ ତେବେ ଏବେ ଆପଣ ଘରେ ବସି ପୋଷ୍ଟ ଅଫିସର ଅନଲାଇନ୍ ସର୍ଭିସ୍ ର ଫାଇଦା ଉଠାଇପାରିବେ। ସେହିଭଳି ଯଦି ଆପଣ ପୋଷ୍ଟ ଅଫିସର ନେଟ୍ ବ୍ଯାକିଂଗ ୟୁଜର୍, ତେବେ ଆପଣ ରେକରିଂଗ ଡିପୋଜିଟ୍ (RD) ଏବଂ ଟାଇମ୍ ଡିପୋଜିଟ୍ ସ୍କିମରେ ଅନଲାଇନ୍ ନିବେଶ…

କମିଛି ସୁନା ମୂଲ୍ୟ, ଜାଣନ୍ତୁ ୧୦ଗ୍ରାମ ପ୍ରତି କେତେ ରହିଛି ଦର

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟରେ କିଛିଟା ହ୍ରାସ ପାଇଥିବା ଲକ୍ଷ କରାଯାଇଛି ଜ୍ଝ ପୂର୍ବଦିନ ଅର୍ଥାତ ସୋମବାର ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୦୦୦ ଟଙ୍କା ଥିବା ବେଳେ ପରଦିନ ସନ୍ଧ୍ୟାରେ ଏହା ୭୦ ଟଙ୍କା ଖସି ୪୮,୯୩୦ ଟଙ୍କାରେ ପହଂଚିଛି । ସେହିପରି ୨୨ କ୍ୟାରେଟ ସୁନା…

କୃଷକଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ଏହି ସ୍କିମ୍‌ରେ ମିଳୁଛି କମ୍‌ ସୁଧରେ ଋଣ

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍‌ (PMKSY) ର ସମସ୍ତ ଲାଭାର୍ଥୀକୁ କୃଷିକାର୍ଯ୍ୟ ପାଇଁ ସବୁଠୁ ଶସ୍ତା ଲୋନ୍‌ ଦେବାକୁ ଯୋଜନା କରୁଛନ୍ତି। ଫଳରେ ଟଙ୍କା ଅଭାବରୁ କୌଣସି ଚାଷୀ କୃଷି କାର୍ଯ୍ୟ ଛାଡ଼ିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ପିଏମ୍‌…

ଟ୍ୟାକ୍ସ ଦାଖଲ ନେଇ କିଛି ନୂଆ ନିୟମ ଆଣିଲେ ଆୟକର ବିଭାଗ, ଜାଣି ରଖନ୍ତୁ କଣ କଣ

ଯଦି ଆପଣ ମାନେ ୨୦୧୫-୧୬ ରୁ ୨୦୧୯-୨୦ ମସିହା ଭିତରେ ନିଜ ଆୟକର ଦାଖଲ କରିନାହାନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ପାଇଁ କିଛିଟା କୋହଲତା ଆଣିଛନ୍ତି ଆୟକର ବିଭାଗ । ଆପଣଙ୍କ ପାଖରେ ଇ-ଫାଇଲ ଟ୍ୟାକ୍ସ ଦାଖଲ ନେଇ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଅଛି ।…

ସୁନା ମୂଲ୍ୟରେ ଆସିଛି ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ରହିଛି ଦର

ଭାରତୀୟ ବଜାରରେ ସୁନା ମୂଲ୍ୟ କିଛିଟା ଖସିବା ପରେ ସୋମବାର ସନ୍ଧ୍ୟାରେ ପୁଣି ବଢିଛି ସୁନା ଦର । ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୦ ଟଙ୍କା ଲେଖାଏଁ ବଢିଥିବା ଜଣାଯାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୫୦୦ ଟଙ୍କା ବଢି ୧୦ ଗ୍ରାମ…

ସୁନା ମୂଲ୍ୟରେ ଆସିଲା ପୁଣି ପରିବର୍ତ୍ତନ, ଜାଣି ରଖନ୍ତୁ ଆଜିର ଦାମ

ରବିବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ଦରରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଶନିବାର ଦିନ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୦ ଟଙ୍କା ଖସି ୪୯,୦୦୦ ଟଙ୍କାରୁ ୪୮,୫୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ ପ୍ରତି ୫୦୦…

ସରକାରଙ୍କ ଏହି ନୂଆ ଯୋଜନାରେ କରନ୍ତୁ ଅର୍ଥ ନିବେଶ, ପ୍ରତି ୬ ମାସରେ ମିଳିବ ମୋଟା ଅଙ୍କର ସୁଧ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଅର୍ଥ ଲଗାଣ କରି ଭଲ ରୋଜଗାର କରିବାର ସୁବିଧା ଦେଇଛନ୍ତି । ଏଥି ପାଇଁ ସରକାର ୨୦୨୦ ମସିହା ଜୁଲାଇ ୧ ତାରିଖରୁ ନୂଆ ସରକାରୀ ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଲୋକେ ସୁରକ୍ଷିତ ସରକାରୀ ଯୋଜନା ଦ୍ୱାରା ଅର୍ଥ…