Browsing Category

ବ୍ୟବସାୟ ଓ ଅର୍ଥନୀତି

ପ୍ରଧାନମନ୍ତ୍ରୀ ମୋଦୀ ଲଞ୍ଚ କଲେ ଆତ୍ମନିର୍ଭର ଭାରତ ଇନୋଭେସନ ଚ୍ୟାଲେଞ୍ଜ, ମିଳିବ ୨୦ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର

ଡିଜିଟାଲ ତଥା ଆତ୍ମନିର୍ଭରଶୀଳ ଭାରତ ଆଡକୁ ଆଉ ଏକ ପଦକ୍ଷେପ ବଢ଼ାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଇନୋଭେସନ ଚ୍ୟାଲେଞ୍ଜ(AatmaNirbhar Bharat Innovate Challenge) ଆରମ୍ଭ କରିଛନ୍ତି । ପିଏମ ମୋଦୀ ଟ୍ୱିଟ କରି ଏହି ଚ୍ୟାଲେଞ୍ଜ ବିଷୟରେ ସୂଚନା ଦେଇଛନ୍ତି ।…

ରେଳ ବିଭାଗରେ ଚାକିରିକୁ ନେଇ ରେଲୱେ ବୋର୍ଡର ସଫେଇ, ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା

କରୋନା ଓ ଲକ୍‌ଡାଉନ୍‌ ଯୋଗୁ ରେଳ ବିଭାଗରେ ଆଉ ନିଯୁକ୍ତି ହେବ ନାହିଁ ବୋଲି ଘୋଷଣା ହେବା ପରେ ଏନେଇ ଚର୍ଚ୍ଚା ଜୋର୍‌ ଧରିଛି। ରେଳ ବିଭାଗର ଏଭଳି ନିଷ୍ପତ୍ତିକୁ ପ୍ରାର୍ଥୀଙ୍କ ସମେତ ସାଧାରଣ ଲୋକ ବି ବିରୋଧ କରିଛନ୍ତି। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ବିଭାଗ ଥରେ ପ୍ରାର୍ଥୀଙ୍କ ଭବିଷ୍ୟତ କଥା…

Maruti ଜୁଲାଇ ୨୦୨୦ ଡିସକାଉଣ୍ଟ ଅଫର, Alto ଠାରୁ ଆରମ୍ଭ କରି Celerio ପର୍ଯ୍ୟନ୍ତ ସବୁ କାର ଉପରେ ବମ୍ପର ରିହାତି

ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (Maruti Suzuki India Limited) ଜୁଲାଇ ୨୦୨୦ ମାସରେ ବହୁତ ଆକର୍ଷଣୀୟ ରିହାତି ଏବଂ ଫାଇନାନ୍ସ ସ୍କିମ ଲଞ୍ଚ କରିବ। ଯାହାର ଆରମ୍ଭ ଏଣ୍ଟ୍ରି ଲେବଲ କାର ମାରୁତି ଅଲଟୋ ୮୦୦ (Maruti Alto 800)ର ସିଏନଜି ଏବଂ ପେଟ୍ରୋଲ ଉଭୟ ଭେରିୟଣ୍ଟରେ ଆରମ୍ଭ ହେଉଛି।…

ଘୁଞ୍ଚିଲା ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ କରିବାର ଶେଷ ତାରିଖ, ନଭେମ୍ବର ୩୦ ଯାଏଁ କରିପାରିବେ ଆଇଟିଆର ଫାଇଲିଂ

ଘୁଞ୍ଚିଲା ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣର ଶେଷ ତାରିଖ। ଏନେଇ ଶନିବାର ଦିନ ଆୟକର ବିଭାଗ ତରଫରୁ ଘୋଷଣା କରାଯାଇଛି। ଆୟକର ବିଭାଗର ସୂଚନାନୁଯାୟୀ ୩୦ ନଭେମ୍ବର, ୨୦୨୦ ଯାଏଁ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ତାରିଖକୁ ଘୁଞ୍ଚାଯାଇଛି। କରୋନା ମହାମାରୀ ଯୋଗୁ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି…

ବିନା ପରୀକ୍ଷାରେ ଷ୍ଟେଟ ବ୍ଯାଙ୍କରେ ଚାକିରିର ସୁଯୋଗ, ଜାଣନ୍ତୁ ନିଯୁକ୍ତିର ପୁରା ପ୍ରକ୍ରିୟା

ଭାରତୀୟ ଷ୍ଟେଟ୍ ବ୍ଯାଙ୍କ (SBI)ର ଅଫିସିଆଲ ୱେବସାଇଟ sbi.co.inରେ ଚାକିରି ପାଇବା ପାଇଁ ସୂଚନା ଜାରି କରାଯାଇଛି। ଏହି ବ୍ଯାଙ୍କରେ ଚାକିରି ପାଇଁ ଆପଣ ଆସନ୍ତା ୧୩ ଜୁଲାଇ ପର୍ଯ୍ଯନ୍ତ ଆବେଦନ କରିପାରିବେ। ସବୁଠାରୁ କାସ୍ କଥା ହେଉଛି ଏହି ବ୍ଯାଙ୍କରେ ନିଯୁକ୍ତି ପାଇଁ ଆପଣଙ୍କୁ କୌଣସି ଲିଖିତ…

ପୁଣି କମିଲା ସୁନା ମୂଲ୍ୟ, ଜାଣି ରଖନ୍ତୁ ୧୦ ଗ୍ରାମ ପ୍ରତି ଆଜି କେତେ ରହିଛି ଦର

ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ଦରରେ ସାମାନ୍ୟ ହ୍ରାସ ଘଟିଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୦ ଟଙ୍କା କମି ୪୭,୫୫୦ ଟଙ୍କାରୁ ୪୭,୫୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ୧୦ ଗ୍ରାମ ପ୍ରତି ୫୦ ଟଙ୍କା କମି ୪୬,୫୫୦ ଟଙ୍କାରୁ ୪୬,୫୦୦…

ଏହି ମାସ ଠାରୁ ପରିବର୍ତ୍ତନ ହେଲା ଏଟିଏମ ଏବଂ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ଏହି ୫ ନିୟମ

ଏହି ମାସ ଠାରୁ ଏଟିଏମରେ ଟଙ୍କା ଉଠାଇବା, ମିନିମମ୍‌ ବ୍ୟାଙ୍କ୍‌ ଆକାଉଣ୍ଟ ବାଲାନ୍ସ, ମ୍ୟୁଚୁଆଲ ଫଣ୍ଡ ଏବଂ ଅଟଳ ପେନସନ ଯୋଜନା ସହିତ ସମ୍ବନ୍ଧୀତ ଟଙ୍କା ଟ୍ରାନଜାକସନ ପାଇଁ ଅନେକ ନୂଆ ନିୟମ ଲାଗୁ ହୋଇଛି। ଏଟିଏମରୁ ଟଙ୍କା ଉଠାଇବା ଶୁଳ୍କ କୋଭିଡ-୧୯ର ବଢ଼ୁଥିବା ସ୍ଥିତିକୁ ଦେଖି ଅର୍ଥମନ୍ତ୍ରୀ…

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସରକାରୀ ପଦବୀ ଖାଲି, ଆଜି ହିଁ କରନ୍ତୁ ଆବେଦନ

ସରକାରୀ ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବବର୍ଗଙ୍କ ପାଇଁ ଖୁସିଖବର। ବନବିଭାଗ, ଡାକ ବିଭାଗ, ପୋଲିସ ବିଭାଗ ଏବଂ ବିଦ୍ୟୁତ ବିଭାଗରେ ବିଭିନ୍ନ ପଦରେ ଭର୍ତ୍ତି ପାଇଁ ଆବେଦନ ଜାରୀ କରାଯାଇଛି। ଯେଉଁଥିରେ ଦଶମ ପାସ ଠାରୁ ନେଇ ଗ୍ରାଜୁଏସନ ପର୍ଯ୍ୟନ୍ତ ସବୁ ଆଶାୟୀଙ୍କ ପାଇଁ ଚାକିରି…

ଖୁବ ଶୀଘ୍ର କମିବ CNG ଓ PNG ଦର ! ଏନେଇ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ସରକାର ଖୁବ ଶୀଘ୍ର ସିଏନଜି ଓ ପିଏନଜି ମୂଲ୍ୟ ହ୍ରାସ କରାଇବା ନେଇ ଯୋଜନା କରୁଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛିକି, ଖୁବ କମ ଦିନ ଭିତରେ ଗ୍ୟାସ ମୂଲ୍ୟ ହ୍ରାସ କରାଯିବା ସହ ଏହାକୁ କିପରି ସାଧାରଣ ଲୋକଙ୍କ ନିକଟରେ ସହଜରେ ପହଞ୍ଚା ଯାଇପାରିବ ସେନେଇ…

SBI ଲଞ୍ଚ କଲା ନୂଆ କ୍ରେଡିଟ୍‌ କାର୍ଡ, ରହିବ ନାହିଁ ପିନ୍‌ ଏବଂ ସିଗନେଚର କରିବାର ଝିନଝଟ୍‌

କରୋନା ଭାଇରସର ପ୍ରକୋପକୁ ଧ୍ୟାନରେ ରଖି ପ୍ରତ୍ୟେକ ଦିନ ମାର୍କେଟରେ ନୂଆ ନୂଆ ଜିନିଷ ବଜାରକୁ ଆସୁଛି ଯାହା ଏହି ରୋଗକୁ ରକ୍ଷା କରିବ। ତେବେ ବର୍ତ୍ତମାନ ସମୟରେ ସାମାଜିକ ଦୂରତା ଏବଂ ଡିଜିଟାଲ ପେମେଣ୍ଟ ସାଧାରଣ କଥା ହୋଇଗଲାଣି। ଯାହାକୁ ନଜରରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ପେଶାଲ…

ପାଣିରେ ଚାଲିବ ଏହି ‘ସୁପରକାର୍’, ଜାଣନ୍ତୁ କ’ଣ ରହିଛି ଏହାର ଖାସିୟତ

ଏଭଳି ଏକ ସାନଦାର୍ ‘ସୁପରକାର୍’ ଆସିଛି, ଯାହା ପାଣି ଉପରେ ଚାଲୁଛି। ଆଜ୍ଞା ହଁ ଏକଥା ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ଯ ବିଲକୁଲ୍ ସତ। ବାସ୍ତବରେ ଏହା ଏକ ଡଙ୍ଗା, ଯାହା ଦେଖିବାକୁ ବିଲକୁଲ୍ ସୁପରକାର୍ ଭଳି। ଏହି କାର୍ ଇଟାଲୀର ଦିଗ୍ଗଜ କମ୍ପାନୀ Lamborghini ନିର୍ମାଣ କରିଛି। ଏହା କମ୍ପାନୀର…

ବ୍ୟାଙ୍କ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ୨୧ ଜୁଲାଇ ପର୍ଯ୍ୟନ୍ତ କରିପାରିବେ ଆବେଦନ

କରୋନା ଅନେକ ଲୋକଙ୍କ ଜୀବନ ଜୀବିକା ଏବଂ ଚାକିରି ଛଡେଇ ନେଇଥିଲା। ଏବେ ଲକଡାଉନ ଶେଷ ହେବା ମାତ୍ରେ ବ୍ୟାଙ୍କଗୁଡିକରେ ଖାଲିପଡିଥିବା ପଦବୀ ପୂରଣ ହେବାକୁ ଯାଉଛି। ଏବେ ଗ୍ରାମୀଣ ବ୍ୟାଙ୍କରେ ବମ୍ପର ଭର୍ତ୍ତି ଘୋଷଣା କରାଯାଇଛି। ଇନଷ୍ଟିଚ୍ୟୁଟ୍‌ ଅଫ ପର୍ସନାଲ ସିଲେକ୍ସନ( ଆଇବିପିଏସ୍‌) ପକ୍ଷରୁ…