Browsing Category

ବ୍ୟବସାୟ ଓ ଅର୍ଥନୀତି

ପାଣିରେ ଚାଲିବ ଏହି ‘ସୁପରକାର୍’, ଜାଣନ୍ତୁ କ’ଣ ରହିଛି ଏହାର ଖାସିୟତ

ଏଭଳି ଏକ ସାନଦାର୍ ‘ସୁପରକାର୍’ ଆସିଛି, ଯାହା ପାଣି ଉପରେ ଚାଲୁଛି। ଆଜ୍ଞା ହଁ ଏକଥା ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ଯ ବିଲକୁଲ୍ ସତ। ବାସ୍ତବରେ ଏହା ଏକ ଡଙ୍ଗା, ଯାହା ଦେଖିବାକୁ ବିଲକୁଲ୍ ସୁପରକାର୍ ଭଳି। ଏହି କାର୍ ଇଟାଲୀର ଦିଗ୍ଗଜ କମ୍ପାନୀ Lamborghini ନିର୍ମାଣ କରିଛି। ଏହା କମ୍ପାନୀର…

ବ୍ୟାଙ୍କ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ୨୧ ଜୁଲାଇ ପର୍ଯ୍ୟନ୍ତ କରିପାରିବେ ଆବେଦନ

କରୋନା ଅନେକ ଲୋକଙ୍କ ଜୀବନ ଜୀବିକା ଏବଂ ଚାକିରି ଛଡେଇ ନେଇଥିଲା। ଏବେ ଲକଡାଉନ ଶେଷ ହେବା ମାତ୍ରେ ବ୍ୟାଙ୍କଗୁଡିକରେ ଖାଲିପଡିଥିବା ପଦବୀ ପୂରଣ ହେବାକୁ ଯାଉଛି। ଏବେ ଗ୍ରାମୀଣ ବ୍ୟାଙ୍କରେ ବମ୍ପର ଭର୍ତ୍ତି ଘୋଷଣା କରାଯାଇଛି। ଇନଷ୍ଟିଚ୍ୟୁଟ୍‌ ଅଫ ପର୍ସନାଲ ସିଲେକ୍ସନ( ଆଇବିପିଏସ୍‌) ପକ୍ଷରୁ…

ସୁନା ପ୍ରେମୀଙ୍କ ପାଇଁ ଆସିଛି ଶୁଭ ଖବର, ହ୍ରାସ ପାଇଲା ସୁନା ଦର

ଭାରତୀୟଙ୍କ ପାଇଁ ଗୁରୁବାର ଏକ ଶୁଭ ଖବର ଆସିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୧୧୦ ଟଙ୍କା କମି ୪୭,୫୫୦ ଟଙ୍କାରେ ପହଁଚିଥିବା ବେଳେ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ବି ୧୦ ଗ୍ରାମ…

ସାମ୍‌ସଙ୍ଗ୍‌ର ଧମାକା ଅଫର୍‌ : ଗୋଟିଏ ଟିଭି କିଣିଲେ ମାଗଣାରେ ମିଳିବ ୨ଟି ଫୋନ୍‌ ୧୫ ହଜାର କ୍ୟାସ୍‌ବ୍ୟାକ୍‌

ନୂଆଦିଲ୍ଲୀ : ସାମ୍‌ସଙ୍ଗ୍‌ କମ୍ପାନୀ ଏବେ ଆଣିଛି ଦମ୍‌ଦାର୍‌ ଅଫର୍‌ । ଗୋଟିଏ ଟିଭି ନେଲେ କମ୍ପାନୀ ଦେବ ୨ଟି ମୋବାଇଲ୍‌ ଓ ୧୫ ହଜାର ଟଙ୍କାର କ୍ୟାସ୍‌ ବ୍ୟାକ୍‌ । ଏଥିପାଇଁ ପ୍ରୋ-ବୁକିଙ୍ଗ୍‌ ଜୁଲାଇ ୧ରୁ ଆରମ୍ଭ ହୋଇଯାଇଛି । ୧୦ ଜୁଲାଇ ପର୍ଯ୍ୟନ୍ତ ଆପଣ ଏହି ସ୍ମାଟ୍‌ ଟିଭି ପାଇଁ…

ନିଜ 4ଜି ଟେଣ୍ଡର ରଦ୍ଦ କଲେ BSNL ଓ MTNL, ଜାଣନ୍ତୁ କଣ ରହିଛି କାରଣ

ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଓ ଏମଟିଏନଏଲ ନିଜ ୪ଜି ଟେଣ୍ଡର ବାତିଲ କରିଦେଇଛନ୍ତି ‌ । ୪ଜି ଟେଣ୍ଡର ବାତିଲ କଲା ବିଏସ୍‌ଏନ୍‌ଏଲ୍ । ଚୀନ୍‌ର ଉପକରଣ ବ୍ୟବହାର ନକରିବା ପାଇଁ ଟେଲିକମ୍ ବିଭାଗ ତରଫରୁ ନିର୍ଦ୍ଦେଶ ଜାରି ହେବା ପରେ ଏହି ୪ଜି ଟେଣ୍ଡର ବାତିଲ କରାଯାଇଛି । ଭାରତ ସରକାରଙ୍କ…

ସୁନା ମୂଲ୍ୟରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଦଶ ଗ୍ରାମ ପ୍ରତି କେତେ ରହିଛି ଦର

ମଙ୍ଗଳବାର ଦିନ ତମାମ ସୁନା ମୂଲ୍ୟରେ ପରିବର୍ତ୍ତନ ଲାଗି ରହିଥିଲା । ଲଗାତାର କିଛି ଦିନ ବଢିବା ପରେ ମଙ୍ଗଳବାର ସନ୍ଧ୍ୟାରେ ୨୪ କ୍ୟାରେଟ ଓ ୨୨କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୮,୬୬୦ ଟଙ୍କା ଓ ୪୭,୬୬୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ଜ୍ଝ ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି…

ସହଜରେ ଲୋନ ପାଇବା ପାଇଁ ଚାଁହୁଛନ୍ତି କି ? ନିଜର କ୍ରେଡିଟ ସ୍କୋର ସୁଧାରିବା ପାଇଁ ଆପଣାନ୍ତୁ ଏହି ତିନୋଟି ଉପାୟ

ଯଦି ଆପଣ କୌଣସି ବ୍ୟାଙ୍କରୁ ଋଣ ନେବାକୁ ଯାଆନ୍ତି ତାହେଲେ ସର୍ବପ୍ରଥମେ ବ୍ୟାଙ୍କର କାମ ହେଉଛି ଆପଣଙ୍କର ଆର୍ଥିକ ସ୍ଥିତି ଖୋଜିବା । ବ୍ୟାଙ୍କମାନେ ଏହା ଏଥିପାଇଁ କରନ୍ତି ଯାହା ଦ୍ୱାରା ଗ୍ରାହକ ସମୟ ଆସିଲେ ଟଙ୍କା ଫେରସ୍ତ କରିପାରିବେ କି ନାହିଁ ତାହା ସ୍ଥିର ହୋଇପାରିବ । ଏହି ପ୍ରକ୍ରିୟାରେ…

ଆନାକୋଣ୍ଡା ଷ୍ଟାଇଲର ଟ୍ରେନ୍‌ ତିଆରି କରି ଇତିହାସ ରଚିଲା ରେଲୱେ, ଦେଖନ୍ତୁ ଭିଡିଓ

ନୂଆ ଇତିହାସ ରଚିଛି ଭାରତୀୟ ରେଳବିଭାଗ। ଦକ୍ଷିଣ-ପୂର୍ବ ମଧ୍ୟ ରେଲୱେ(SECR) ତିନିଟି ଟ୍ରେନ୍‌କୁ ଯୋଡ଼ି ଆନାକୋଣ୍ଡା ଭଳି ବନାଇ ଚଲାଇ ଇତିହାସ ସୃଷ୍ଟି କରିଛି। ଏହି ଟ୍ରେନ୍‌ ଉପରେ ୧୫ ହଜାର ଟନ୍‌ରୁ ଊର୍ଦ୍ଧ୍ୱ ଓଜନର ଚାପ ରହିଥିଲା। ଟ୍ରେନ୍‌ଟି ବିଳାସପୁର ଓ ଚକ୍ରଧରପୁର ଡିଭିଜନ୍‌ ମଧ୍ୟରେ…

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ-ଡିଜେଲ ଦର

କରୋନାର ଆର୍ଥିକ ସଂକଟ ମଧ୍ୟରେ ଏବେ ସାଧାରଣ ଜନତାଙ୍କୁ ହେଉଛି ମହଙ୍ଗା ମାଡ। ଦେଶରେ ଲଗାତର ପେଟ୍ରୋଲ ଡିଜେଲ ଦର ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲର ଦାମ ୮୧ ଟଙ୍କା ୨୫ ପଇସା ପ୍ରତି ଲିଟର ରହିଥିବାବେଳେ ଡିଜେଲର ଦାମ ରହିଛି ୭୮.୯୩ ଟଙ୍କା ପ୍ରତି ଲିଟର ରହିଛି। ସେହିପରି ସୁନା…

ଆଜିଠୁ ସାରା ଦେଶରେ ଲାଗୁ ହେଉଛି ଅନ୍‌ଲକ୍‌-୨, ବନ୍ଦ ହେଲା ବ୍ୟାଙ୍କରେ ମିଳୁଥିବା ଏସବୁ ସୁବିଧା

କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ମହାମାରୀ ବଢ଼ିବାରେ ଲାଗିଛି। ଏହି ପରିସ୍ଥିତିରେ ଆଜିଠାରୁ ଆରମ୍ଭ ହେଉଛି ଅନ୍‌ଲକ୍‌-୨। ଗାଇଡଲାଇନ୍‌ ମୁତାବକ ମେଟ୍ରୋ, ସିନେମା ହଲ, ଜିମ୍‌, ସୁଇମିଂ ପୁଲ ଜୁଲାଇ ୩୧ ଯାଏଁ ଖୋଲିବ ନାହିଁ। ଏହା ବ୍ୟତୀତ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ…

ହାର୍ଲି ଡେଭିଡସନ ଆଣୁଛି 350ccର ନୂଆ ବାଇକ, ରୟାଲ ଏନଫିଲ୍ଡ କ୍ଲାସିକକୁ ଦେଇପାରେ ଟକ୍କର

ଆଜିର ଦୁନିଆରେ ବାଇକପ୍ରେମୀଙ୍କ ସଂଖ୍ୟା ଅଧିକ ବଢ଼ିଲାଣି। ଆଜିର ଯୁବପିଢ଼ୀ ନୂଆ ନୂଆ ଷ୍ଟାଇଲିଷ୍ଟ ଗାଡି ଧରିବାକୁ ବହୁତ ପସନ୍ଦ କରୁଛନ୍ତି। ତେବେ କିଛି ଖାସ୍‌ ବାଇକ ମଧ୍ୟରୁ କିଛି ବାଇକ ଏମିତି ରହିଛି ଯାହାକୁ ଯୁବବର୍ଗ ଅଧିକ ପସନ୍ଦ କରନ୍ତି। ତେବେ ଏହି ବାଇକ ମଧ୍ୟରୁ ଗୋଟିଏ ହେଉଛି ହାର୍ଲି…

IBPSରେ ଚାକିରି ପାଇଁ ବମ୍ପର ଭର୍ତ୍ତି, ଜଲଦି କରନ୍ତୁ ଆବେଦନ

ଇଣ୍ଡିଆନ ଇଷ୍ଟିଚ୍ଯୁଟ ଅଫ୍ ବ୍ଯାକିଂଗ ପର୍ସନଲ (ଆଇବିପିଏସ) ପକ୍ଷରୁ ଗ୍ରୁପ୍ ଏ ଅଫିସର ସ୍କେଲ I, II, III ଏବଂ ଗ୍ରୁପ୍ ବି ଅଫିସ ଆସିଷ୍ଟାଣ୍ଟ (ମଲ୍ଟିପର୍ପଜ) ନିଯୁକ୍ତି ପାଇଁ ସୂଚନା ଜାରି କରାଯାଇଛି। ଗ୍ରୁପ୍ ଏ ଅଫିସର ଏବଂ ଅଫିସ ଆସଷ୍ଟାଣ୍ଟର ୯୬୦୦ରୁ ଅଧିକ ନିଯୁକ୍ତି ପାଇଁ ବିଜ୍ଞପ୍ତି…