Browsing Category

ବ୍ୟବସାୟ ଓ ଅର୍ଥନୀତି

ସୁନା ମୂଲ୍ୟରେ ଆସିଛି ଏକ ବଡ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ନୂଆ ଦର

ଗୁରୁବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ମୂଲ୍ୟବାନ ଧାତୁ ସୁନା ମୂଲ୍ୟରେ ମଧ୍ୟମ ଧରଣର ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି ।ଗୁରୁବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୪୧୦ ଟଙ୍କାରେ ସ୍ଥିର ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ୧୦ ଗ୍ରାମ ପ୍ରତି…

ଭଡ଼ାଟିଆଙ୍କ ପାଇଁ ଖୁସି ଖବର, ଏବେ ଆଧାର କାର୍ଡରେ ଠିକଣା ବଦଳାଇବା ଅତି ସହଜ

ନୂଆଦିଲ୍ଲୀ : ଲୋକେ ସାଧାରଣତଃ ଆଧାର କାର୍ଡରେ ସ୍ଥାୟୀ ଠିକଣା ଦେଇଥାନ୍ତି । ଫଳରେ ବାହାର ରାଜ୍ୟ ହେଉ ବା ଜିଲ୍ଲାରେ ନିଜର ଜୀବନ ଜୀବୀକା ପାଇଁ ରହୁଥିବା ଲୋକେ ଆଧାର କାର୍ଡ ପାଇଁ ବହୁ ହଇରାଣ ହୋଇଥାନ୍ତି । ବିଶେଷ କରି ଭଡ଼ାଟିଆଙ୍କ ପାଇଁ ଆଧାର କାର୍ଡ ବଡ଼ ଅସୁବିଧା ସୃଷ୍ଟି କରିଥାଏ । କାରଣ…

ଚାଇନାକୁ ବୟକଟ୍‌ କରିବା ଅଭିଯାନରେ ସାମିଲ ହେଲା ହିରୋ ସାଇକେଲ, ରଦ୍ଦ କଲା ୯୦୦ କୋଟି ଟଙ୍କାର ଡିଲ୍‌

କରୋନା ଭାଇରସ୍‌ ଓ ଲଦାଖରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣା ପରେ ଲୋକମାନେ ଚୀନ୍‌ ଉପରେ ଭୀଷଣ ଭାବେ ରାଗି ଯାଇଛନ୍ତି। ଏଣୁ ଚୀନ୍‌ ଦ୍ରବ୍ୟକୁ ବର୍ଜନ କରିବାକୁ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଲୋକମାନେ ଚୀନ୍‌ ଉତ୍ପାଦିତ ଦ୍ରବ୍ୟକୁ ବ୍ୟବହାର ନ କରି ଭାରତ ଉତ୍ପାଦିତ ଜିନିଷ…

୧୦୦ GB ଡାଟା ସୁବିଧା ସହ BSNL ଲଞ୍ଚ କଲା ନୂଆ ବ୍ରଡ଼ବ୍ୟାଣ୍ଡ ପ୍ଲାନ, ଗ୍ରାହକଙ୍କୁ ମିଳିବ ମାଗଣା କଲ ସହିତ ଏହି ସବୁ…

ନିଜ ପ୍ରତିପକ୍ଷ ବେସରକାରୀ ଟେଲିକମ କମ୍ପାନୀ ମାନଙ୍କୁ କଡ଼ା ଟକ୍କର ଦେବା ପାଇଁ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଏକ ନୂଆ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ପ୍ଲାନ ଲଞ୍ଚ କରିଛି । ଏହି ନୂଆ ପ୍ଲାନ ଜରିଆରେ ମାତ୍ର ୪୯୯ ଟଙ୍କାରେ ୩୦ ମାସ ପର‌୍ୟ୍ୟନ୍ତ ୧୦୦ ଜିବି ପର‌୍ୟ୍ୟନ୍ତର ସୁବିଧା ପାଇପାରିବେ…

CBI ରେ ଚାକିରି ସୁଯୋଗ, ଦରମା ୪୦ ହଜାର, ଏବେ ହିଁ କରନ୍ତୁ ଆବେଦନ

ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(CBI)ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ସିବିଆଇରେ କେତେକ ପଦ ପାଇଁ ନିଯୁକ୍ତି ବାହାରିଛି। ଏହି ନିଯୁକ୍ତି ପ୍ରକ୍ରିୟା କନ୍‌ସଲଟାଣ୍ଟ ପଦ ପାଇଁ ହେବ। ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀ ୧୫ ଜୁଲାଇ,୨୦୨୦…

ମେଡିସିନ୍‌ ପରେ ଏବେ ରସଗୋଲା ଓ ଗୋଲାପ ଜାମୁ ବିକୁଛନ୍ତି ରାମଦେବ, ଗାଈ କ୍ଷୀର ଓ ଗୋଲାପ ଜଳରେ ତିଆରି କରିଥିବା ଦାବି

ଏମ୍‌ଏଫ୍‌ସିଜି ସେକ୍ଟର ଠାରୁ ଆରମ୍ଭ କରି ହର୍ବାଲ ପ୍ରଡକ୍ଟ ଯାଏଁ ସବୁ ପ୍ରକାରର ଦ୍ରବ୍ୟ ବିକ୍ରି କରୁଥିବା ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଏବେ ମିଠା ବିକ୍ରି କରୁଛି। ପତଞ୍ଜଳି ଗୋଲାପ ଜାମୁ ଓ ରସଗୋଲା ବିକ୍ରି ଆରମ୍ଭ କରିଦେଇଛି। ପତଞ୍ଜଳି ଆୟୁର୍ବେଦ ଏକ ଟ୍ୱିଟ୍ କରି ଏହି ସୂଚନା…

ଟ୍ରେନ୍‌ରେ ଯିବା ଆସିବା କଲେ ୧୪ ଦିନ ଯାଏଁ ରହିବାକୁ ପଡ଼ିବ କ୍ୱାରେଣ୍ଟାଇନ୍‌ରେ‌, ଲାଗୁ ହେଲା ନୂଆ ନିୟମ

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ହାର ଓଡ଼ିଶାରେ ବି ବଢ଼ୁଛି। କେବଳ ସଂକ୍ରମଣ ନୁହେଁ ଏବେ କରୋନାରେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଣୁ କରୋନା ରୋକିବାକୁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଇତି ମଧ୍ୟରେ…

ଗୋଟିଏ ଇଣ୍ଟରଭ୍ଯୁରେ ହୁଅନ୍ତୁ ସାଇଣ୍ଟିଷ୍ଟି, ନିଯୁକ୍ତି ପାଇଁ ଜଲଦି କରନ୍ତୁ ଆବେଦନ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ରେ ଗ୍ରୁପ୍ ‘ଏ’ ଟେକନିକ୍ ସେବାରେ ବୈଜ୍ଞାନିକ ବି ପଦବୀରେ ନିଯୁକ୍ତି ଜାରି। ସୂଚନା ଯୋଗ୍ଯ ଆବେଦନ ପାଇଁ ମାତ୍ରା ଆଉଗୋଟିଏ ଦିନ ରହିଛି। ଆବେଦନକାରୀ କେବଳ ଅନଲାଇନ୍ ମାଧ୍ଯମରେ ୧୦ ଜୁଲାଇ ପର୍ଯ୍ଯନ୍ତ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି…

ସୁନା କିଣିବାକୁ ଚାହୁଁଛନ୍ତିକି, ତେବେ ଜାଣି ରଖନ୍ତୁ ଆଜି କେତେ ରହିଛି ଦର

ବୁଧବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୨୦ ଟଙ୍କା ହ୍ରାସ ପାଇ ୪୭,୬୩୦ଟଙ୍କାରୁ ୪୭,୬୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ…

ବଡ ଫାଇଦାର ଖବର : SBI ପୁଣି କମାଇଲା ସୁଧ ଦର, ଆପଣଙ୍କ କିସ୍ତି ଉପରେ ପଡିବ ସିଧା ପ୍ରଭାବ

ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଧବାର ଜଣାଇଛି ଯେ ଏମସିଏଲଆରରେ ୦.୦୫ ଠାରୁ ନେଇ ୦.୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏହି ରିହାତି ୧୦ ଜୁଲାଇ ଠାରୁ ଲାଗୁ ହେବ। ଏସବିଆଇ ଜଣାଇଛି ଯେ ଏମସିଏଲଆରରେ ଏହି ରିହାତି ତିନି ମାସ ପର୍ଯ୍ୟନ୍ତ ଦିଆଯାଇଥିବା ଋଣ ଉପରେ ଲାଗୁ ହେବ। ଏହାର ଲକ୍ଷ୍ୟ…

ସୁନା ମୂଲ୍ୟରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଜାଣି ରଖନ୍ତୁ ଆଜି କେତେ ରହିଛି ଦର

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୬୩୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୬,୬୩୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । ସେହିପରି ଓଡିଶା ରାଜଧାନୀ…

ପେଟ୍ରୋଲ ପରେ ଡିଜେଲ ହେଉଛି ମହଙ୍ଗା, ପେଟ୍ରୋଲ ଦାମ ସ୍ଥିର

ଆଜି ପୁଣି ଡିଜେଲ ଦାମ୍‌ ମହଙ୍ଗା ହୋଇଛି। ଗତମାସ ୭ ତାରିଖରୁ ଡିଜେଲ ଦର ଲଗାତାର ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ପକ୍ଷରୁ ଡିଜେଲ ଦର ଲିଟର ପିଛା ୨୩ରୁ ୨୫ ପଇସା ବୃଦ୍ଧି କରାଯାଇଛି। ଫଳରେ ଡିଜେଲ ଦର ୭୮ ଟଙ୍କା ୯୨ ପଇସା ପହଞ୍ଚିଛି। ଅନ୍ୟପକ୍ଷରେ…