Below header
Browsing Category

ଦେଶ ବିଦେଶ

ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା, ସିବିଆଇ ମାମଲାରେ ମେ’ ୧୫ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ ହେପାଜତ

ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ଡେପୁଟି ସିଏମ୍‌ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆଙ୍କୁ ପୁଣିଥରେ କୋର୍ଟରୁ ଝଟ୍‌କା ମିଳିଛି । ଏହି ମାମଲା ସହ ଜଡିତ ସିବିଆଇ କେସ୍‌ରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ…

ରାଞ୍ଚିରେ ଇଡି ରେଡ : ମନ୍ତ୍ରୀଙ୍କ ପିଏସ୍‌ ଏବଂ ଘରୋଇ ସହାୟକ ଗିରଫ, କମିଶନ ଏବଂ ଲାଞ୍ଚ ଟଙ୍କାକୁ ଲୁଚାଇ ରଖୁଥିଲେ ଉଭୟେ

ଝାଡ଼ଖଣ୍ଡ ସରକାରରେ ଥବା ମନ୍ତ୍ରୀ ଆଲାମଗିରି ଆଲାମର ପିଏସ ସଂଜୀବ କୁମାର ଲାଲ ଏବଂ ଘରୋଇ ସହାୟକ ଜାହାଙ୍ଗିର ଆଲମଙ୍କୁ ଇଡି ଗିରଫ କରିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଚଢାଉରେ ମୋଟ ୩୫ କୋଟି ୨୩ ଲକ୍ଷ ଟଙ୍କା ଜବତ ହୋଇଛି । ଖବର ମୁତାବକ, ଇଡି ସଂପୂର୍ଣ୍ଣ ମାମଲାରେ ଝାଡ଼ଖଣ୍ଡ ସରକାର…

ଜମ୍ମୁ-କାଶ୍ମୀର: କୁଲଗ୍ରାମରେ ଲସ୍କରର ଟପ୍‌ କମାଣ୍ଡର ବାସିତ ଅହମ୍ମଦ ଡାରଙ୍କୁ ଘେରିଛି ସୁରକ୍ଷା ବାହିନୀ,…

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର ଜାରି ରହିଛି । ସୋମବାର ସକାଳେ ଦକ୍ଷିଣ କାଶ୍ମୀରର କୁଲଗ୍ରାମରେ ରେଡ୍‌ଓ୍ଵାନି ପାଇନ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ଗୁଳି ବିନିମୟ ବର୍ତ୍ତମାନ ଜାରି ରହିଛି ।…

ତୃତୀୟ ପର୍ଯ୍ୟାୟ ମତଦାନ: ଅହମ୍ମଦାବାଦରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହ

ନୂଆଦିଲ୍ଲୀ : ତୃତୀୟ ପର୍ୟ୍ୟାୟ ନିବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ୧୧ଟି ରାଜ୍ୟର ୯୩ଟି ଆସନରେ ମତଦାନ ପାଇଁ ସକାଳୁ ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ମକଡ୍ରିଲ ଶେଷ ହେବା ପରେ ସକାଳ ୭ଟାରୁ ସାଧାରଣ ଭୋଟିଂ ଆରମ୍ଭ ହୋଇଛି ।…

ତୃତୀୟ ପର୍ୟ୍ୟାୟ ମତଦାନ ଆରମ୍ଭ, ୯୪ଟି ଆସନରେ ହେବ କଡ଼ା ମୁକାବିଲା

ନୂଆଦିଲ୍ଲୀ : ଗଣତନ୍ତ୍ରର ମହାନ ପର୍ବ । ତୃତୀୟ ପର୍ୟ୍ୟାୟ ନିବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୧୧ ଟି ରାଜ୍ୟର ୯୪ଟି ଆସନରେ ମତଦା ପାଇଁ ସକାଳୁ ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ଇଭିଏମରେ ସିଲ୍ ହେବ ୧୩୫୨ ପ୍ରାର୍ଥୀଙ୍କ…

କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୩୫୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୨ଟି ରାଜ୍ୟର ୯୪ଟି ଆସନରେ ହେବ ମତଦାନ । ଇଭିଏମରେ ସିଲ୍ ହେବ ୧୩୫୨ ପ୍ରାର୍ଥୀଙ୍କ ଭାଗ୍ୟ। ମେ ୭ ତାରିଖରେ ହେବାକୁ ଥିବା ନିର୍ବାଚନରେ ଗୁଜରାଟର ସମସ୍ତ ଲୋକସଭା ଆସନରେ ହେବ ମତଦାନ । ଗୁଜରାଟର ୨୬ଟି ଆସନ ରହିଥିବା ବେଳେ ସୁରତ ଆସନରେ ବିଜେପି ପ୍ରାର୍ଥୀ…

ଭୋପାଳ: କାର୍ବାଇଟ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ଭୟଭୀତ ସ୍ଥାନୀୟ ବାସିନ୍ଦା

ମଧ୍ୟପ୍ରଦେଶ ଭୋପାଳରେ ଥିବା ୟୁନିଅନ କାର୍ବାଇଟ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ନିଆଁ ଲାଗିଯାଇଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଫ୍ୟାକ୍ଟ୍ରିରେ ଥିବା ପୁରୁଣା ମେସିନ, ପ୍ଲାଷ୍ଟିକ ଏବଂ କାଗଜ ରହିଥିଲା । ଭୟଙ୍କର ଧୂଆଁ ଚାରିଆଡେ…

ଆମେରିକାରେ ବ୍ୟାପୁଛି କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ FLiRT, ଜାଣନ୍ତୁ ଲକ୍ଷଣ

କରୋନା ଭାଇରସ୍‌ ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ାଇଛି । ଏଥର ଏହି ଭାଇରସ୍‌ ନୂଆ ରୂପରେ ଆସିଛି । କରୋନାର ନୂଆ ଭାରିଆଣ୍ଟ FLiRT ଆମେରିକାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ନୂଆ ଭାଇରସ୍‌ ବ୍ୟାପିବା ଦ୍ୱାରା ପୁଣି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା FLiRTର…

ଜେଟ୍‌ ଏୟାରୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଅନ୍ତରୀଣ ଜାମିନ୍‌, ଏହି କାରଣରୁ ବମ୍ବେ ହାଇକୋର୍ଟ ନେଲେ ନିଷ୍ପତ୍ତି

ଜେଟ୍‌ ଏୟାରୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ମନି ଲଣ୍ଡରିଂ ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ସୋମବାର ଗୋୟଲଙ୍କୁ ମେଡିକାଲ ଆଧାରରେ ୨ ମାସର ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି । ଗୋୟଲ ଏହି…

ପୁଅ ଜନ୍ମଦିନରେ ଆସିଥାନ୍ତେ ଘରକୁ, କିନ୍ତୁ ତାର ତିନି ଦିନ ପୂର୍ବରୁ ହୋଇଗଲେ ସହିଦ୍‌

ପୁଅ ଜନ୍ମଦିନରେ ଆସିଥାନ୍ତେ ବାପା, କଥା ଦେଇଥିଲେ ପୁଅକୁ । ହେଲେ ତାପୂର୍ବରୁ ପୁଅକୁ ସବୁଦିନ ପାଇଁ ଛାଡି ଚାଲିଗଲେ ବାପା । ଦେଶ ପାଇଁ ଦେଶର ସୁରକ୍ଷା ପାଇଁ ଆଜି ନିଜ ଜୀବନକୁ ବଳିଦାନ ଦେଇଛନ୍ତି ଜଣେ ବୀରପୁତ୍ର । କିନ୍ତୁ ପୁଅକୁ ଦେଇଥିବା କଥା ସେ ରଖିପାରିଲେନି । ପୁଅକୁ କହିଥିଲେ ବାବାରେ,…

ପୁଞ୍ଛ ହମ୍‌ଲା: ୨ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା

ଜମ୍ମୁ-କାଶ୍ମୀରର ପୁଞ୍ଛରେ ଭାରତୀୟ ବାୟୁସେନାର ଗାଡ଼ି ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ସେନା ଆକ୍ସନ ମୋଡକୁ ଆସିଛି । ଆତଙ୍କବାଦୀଙ୍କ ସନ୍ଧାନରେ କ୍ରମାଗତ ସର୍ଚ୍ଚ ଅପରେସନ ଚାଲିଛି । ଏହାରି ଭିତରେ ସେନା ଦୁଇ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏହାସହ ସୂଚନା ପ୍ରଦାନ କରିବା…

ଲିଭୁନି ଉତ୍ତରାଖଣ୍ଡ ଜଙ୍ଗଲର ନିଆଁ, ୫ ଜଣ ଜୀବନ୍ତ ଦଗ୍ଧ; ଜଳି ପାଉଁଶ ହେଲା ୧୧୦୦ ହେକ୍ଟର

ଜଳୁଛି ଜଙ୍ଗଲ, ଲିଭୁନି ନିଆଁ । ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁ ତା’ର କରାଳ ରୂପ ଧାରଣ କରିଛି । ଏହା ସଂସ୍ପର୍ଶରେ ଆସି ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ହଜାର ହଜାର ପ୍ରାଣୀ ଜଳି ପାଉଁଶ ହୋଇଯାଇଛନ୍ତି । ଏ ପର୍ଯ୍ୟନ୍ତ ପାଖାପାଖି ୧୧୦୦ ହେକ୍ଟର ଜଙ୍ଗଲ ନିଆଁ ମୁହଁକୁ ଚାଲିଯାଇଛି ।…