Browsing Category

ରିଲେସନସିପ

ଭୁଲ୍‌ରେ ବି କାହା ସହ କରନ୍ତୁ ନାହିଁ ନିଜ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ କଥା ସେୟାର, କରି ପାରନ୍ତି ଅସୁବିଧାର ସାମ୍ନା

ଦର୍ଶକବନ୍ଧୁ ଆପଣ ଜାଣିଥିବେ ଆମ ଦୁନିଆରେ ଅନେକ ପ୍ରକାରର ଲୋକେ ଅଛନ୍ତି ପୁଣି ସେମାନଙ୍କ ମଧ୍ୟରୁ କିଛି ଲୋକ ଇଣ୍ଟ୍ରୋଭର୍ଟ ଆଉ କିଏ ଏକ୍ସ୍ଟୋଭର୍ଟ ତ ପୁଣି ଆଉ କିଏ ଆମ୍ବିଭର୍ଟ । କିଛି ଲୋକ କମ କଥା ହେବାକୁ ଓ ନିଜ ଜୀବନର ସବୁ ଜିନିଷକୁ ପ୍ରାଇଭେଟ ରଖିବାକୁ ପସନ୍ଦ କରନ୍ତି ଓ ଅନ୍ୟ କିଛି ଲୋକେ…

ରିଲେସନସିପ ଟିପ୍ସ : ଯଦି ଆପଣଙ୍କ ପାର୍ଟନରକୁ ନେଇ ଆପଣ ସିରିୟସ୍‌, ତେବେ ଏମିତି କୁହନ୍ତୁ ମନର କଥା

ଆଜିକାଲି ଯଦି ଦୁଇଜଣ ଏକାଠି ଅଛନ୍ତି ତେବେ କହିପାରିବେନି ଯେ ତାଙ୍କ ଭିତରେ କିଛି ସିରିୟସ ରିଲେସନସିପ ରହିଛି । କେବେ କେବେ ନିଜର ଆବଶ୍ୟକତା ପାଇଁ ଦୁହେଁ ଏକ ବନ୍ଧନରେ ରହିଥାଇ ପାରନ୍ତି । ଯଦି କେହି ନିଜର ରିଲେସନକୁ ନେଇ ଅଧିକ ସିରିୟସ ଥାଆନ୍ତି ହେଲେ କହି ନପାରିବାରୁ ପରେ ଯଦି ସମ୍ପର୍କ…

ଛଳନାକାରୀ ବନ୍ଧୁଙ୍କ ସହ ଭୂଲରେ ବି ସେୟାର କରନ୍ତୁ ନାହିଁ ନିଜର ପ୍ରେମ ସମ୍ପର୍କରେ, ବର୍ବାଦୀ ଛଡ଼ା କିଛି ମିଳିବ ନାହିଁ

ବନ୍ଧୁ ଆମ ଜୀବନରେ ଏକ ଆଶୀର୍ବାଦ ସ୍ୱରୂପ ହୋଇଥାନ୍ତି । ଯେ କି ସବୁ ଅସୁବିଧା ସମୟରେ ସାଙ୍ଗରେ ଛିଡ଼ା ହୋଇଥାନ୍ତି । ଜୀବନରେ ଭଲ ବନ୍ଧୁ ପାଇବା ବରଦାନ ଠାରୁ କମ ନୁହେଁ । ହେଲେ ବେଳେ ବେଳେ ଆମେ ଭଲ ବନ୍ଧୁ ଓ ଖରାପଙ୍କୁ ଚିହ୍ନି ପାରିନଥାଉ । ଛଳନାକାରୀ ବନ୍ଧୁଙ୍କୁ ଆମର ଶୁଭ ଚିନ୍ତକ ବୋଲି…

ଯୌତୁକ ନେବାକୁ ମନା କଲେ ବର, କନିଆଁ ରାଗିଯାଇ କହିଲେ ଶାଶୂଘର ଯିବିନି

ରାଜଧାନୀ ଭୋପାଲ ଠାରେ ଦେଖିବାକୁ ମିଳିଛି ଅଜବ ଘଟଣା। ଭୋପାଲ ଠାରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଛି ଏକ ଅଦ୍ଭୁତ କାରଣ ପାଇଁ । ବାହା ହୋଇଥିବା ନବ ବଧୂ ରାଗିବାର କାରଣ ହେଉଛି ଯେ ସେ ଯୌତୁକରେ ଦେଉଥିବା କାର ଓ ଅନ୍ୟ ଜିନିଷକୁ ସ୍ୱାମୀ ନେବା ପାଇଁ ମନା କରି ଦେଇଛନ୍ତି । ଏହି…

ପାଟର୍ନରଙ୍କ ଯଦି ଖରାପ ସମୟ ଚାଲୁଥାଏ ତ ଏମିତି କରନ୍ତୁ ସାହାଯ୍ୟ, ସମ୍ପର୍କ ହୋଇଯିବ ଆହୁରି ମଜବୁତ୍‌

କୁହାଯାଏ କୌଣସି ସମ୍ପର୍କର ପରିଚୟ ସେତେବେଳେ ଜଣାପଡ଼େ ଯେବେ ଆପଣଙ୍କର ଖରାପ ସମୟ ଚାଲେ । ରିଲେସନସିପରେ ଯିଏ ଖରାପ ସମୟରେ ନିକଟରେ ଛିଡ଼ା ହୁଏ ବାସ୍ତବରେ ସେ ହିଁ ପ୍ରକୃତ ପ୍ରେମ କରିଥାଏ । ଯଦି ଆପଣଙ୍କ ପାର୍ଟନରଙ୍କ ଖରାପ ସମୟ ଚାଲୁଥାଏ ଓ ସେବେ ଆପଣ ତାଙ୍କ ପାଖରେ ଚଟ୍ଟାଣ ଭଳି ଛିଡ଼ା ହୁଅନ୍ତି…

ରିଲେସନସିପ ଟିପ୍ସ : ଯଦି ଆପଣ ଏପରି ବ୍ୟକ୍ତିଙ୍କୁ କରୁଛନ୍ତି ବିବାହ, ଆପଣଙ୍କ ଜୀବନ ହୋଇପାରେ ବର୍ବାଦ

ବିବାହ ଜୀବନର ଏକ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ନେବା ପୂର୍ବରୁ ପ୍ରେମ ବ୍ୟତୀତ ଅନେକ ବିଷୟ ଉପରେ ନିଷ୍ପତ୍ତି ନେବାକୁ ପଡ଼ିଥାଏ । ଯେପରି ଆପଣଙ୍କୁ ଭବିଷ୍ୟତରେ ଅସୁବିଧାରେ ପଡିବାକୁ ନହୁଏ । ବିବାହ ପୂର୍ବରୁ ଜଣେ ବ୍ୟକ୍ତିକୁ ଭଲ ଭାବେ ଯାଞ୍ଚ କରିବାକୁ ପଡ଼ିଥାଏ । ନଚେତ ଆପଣଙ୍କୁ…

ପର୍ଣ୍ଣ ଦେଖିବା ଓ ଅନ୍ୟ ମହିଳାଙ୍କ ସହ ଦୋସ୍ତୀ କରିବାରେ ବ୍ୟାନ୍‌, ବିବାହ ବଞ୍ଚାଇବାକୁ ପତ୍ନୀ କଲେ ଏପରି ନିୟମ

ଯେତେବେଳେ ବିବାହ ସମ୍ପନ୍ନ ହୁଏ ସବୁ ପତି-ପତ୍ନୀ ସାତ ଜନ୍ମ ପାଇଁ ଏକାଠି ରହିବାର ଶପଥ ନିଅନ୍ତି । ହେଲେ ବେଳେ ବେଳେ ଏମିତି ପରିସ୍ଥିତି ଉପୁଜେ ଯେ ବିବାହରେ ଆସିଯାଏ ବିଚ୍ଛେଦ । ତେଣୁ ଅମାନିଆ ପତିଙ୍କୁ ସାବାଡ କରିବା ପାଇଁ ଜଣେ ପତ୍ନୀ ଏମିତି ନିୟମ ବନାଇଛନ୍ତି ଯେ ଜାଣିଲେ ଆପଣଙ୍କ ମୁଣ୍ଡ…

ରିଲେସନସିପ ଟିପ୍ସ : ଯଦି ଆପଣଙ୍କ ପାର୍ଟନର ଏପରି ବ୍ୟବହାର କରୁଛନ୍ତି, ବୁଝିନେବେ ଏହା ଅର୍ଥ ପାଇଁ ନୁହେଁ ତ !

ବେଳେବେଳ ଏପରି ହୁଏ ଯେ ଆମ ମନରେ ସନ୍ଦେହ ଆସେ ଯେ ଆମ ପାର୍ଟନର ଆମ ସହ ଛଳନା କରୁ ନାହାଁନ୍ତି ତ ! ଏପରି ପ୍ରଶ୍ନ ଆମକୁ ଦ୍ୱନ୍ଦ୍ୱରେ ପକାଇଥାଏ । କିଛି ସମୟ ପରେ ଜଣାପଡ଼ିଥାଏ ଯେ ଆପଣଙ୍କ ସହ ଆପଣଙ୍କ ପାର୍ଟନରଙ୍କ କିଛି ଠିକ୍‌ ଚାଲୁନାହିଁ । ଯଦି ବି ଆପଣଙ୍କ ସହ ସମ୍ପର୍କ ରହିଛି ତେବେ ତାହା…

ପ୍ରେମିକାକୁ ମନାଇବା ପାଇଁ କେବେ ବି କରନ୍ତୁନି ଏପରି ଭୂଲ, ପଡ଼ିପାରେ ମହଙ୍ଗା

ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି, ତାଙ୍କୁ ମନାଇବା ବିଭିନ୍ନ ପ୍ରକାର ଫନ୍ଦି ଫିକର କରିଥାନ୍ତି । ଏପରି କରୁ କରୁ ଏମିତି କିଛି କରିଯାଆନ୍ତି ଯାହା ଆପଣଙ୍କ ପାଇଁ ବହୁତ ହାନିକାରକ ହୋଇଥାଏ । ଯଦି ଆପଣ କାହାକୁ ଇମ୍ପ୍ରେସ କରିବାକୁ ଚାହୁଁଛନ୍ତି, କାହିଁ ଆପଣ ଏମିତି ଭୂଲ କରୁ ନାହାଁନ୍ତି ତ !…

ବଲିଉଡରେ ବିବାହ ଋତୁ : ରଣବୀର କପୁରଙ୍କ ପୂର୍ବରୁ କପୁର ପରିବାରର ଏହି ଯୁବକ କରିବେ ବିବାହ

ନୂଆଦିଲ୍ଲୀ : ବଲିଉଡରେ ଏବେ ଚାଲିଛି ବିବାହ ଋତୁ । ବିବାହ ତାଲିକାରେ ଯୋଡ଼ି ହୋଇଯାଇଛି ଏବେ ଅନେକ ସେଲିବ୍ରେଟିଙ୍କ ନାମ । ଯେକି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ନିକଟରେ ପତ୍ରଲେଖା ଓ ରାଜକୁମାର ରାଓ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେପିପରି କେଟ୍ରିନା କୈଫ୍‌ ଓ ଭିକି…

ଯଦି ଆପଣଙ୍କ ଭିତରେ ଏହି ୪ ଗୁଣ ରହିଛି, କେବେ ବି ଭାଙ୍ଗିବନି ସମ୍ପର୍କ

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ କେବେ ବି ଅସୁବିଧା ସୃଷ୍ଟି ନହେଉ ଏହା ସମସ୍ତେ ଚାହାଁନ୍ତି । ତେଣୁ ଆମେ ଆପଣଙ୍କୁ ଏପିର କିଛି ଟିପ୍ସ ଦେବୁ ଯାହା ସର୍ବଦା ଆପଣଙ୍କ ପରିବାର ମଧ୍ୟରେ ପ୍ରେମ ସମ୍ପର୍କକୁ ବଜାୟ ରଖିବ । କୁହାଯାଏ ପ୍ରେମ ଏକ ସୁନ୍ଦର ଅନୁଭବ । ଯେତେବେଳେ ଏହା ସମ୍ପର୍କରେ…

ଭାଏଗ୍ରା ଯୋଗୁ ଗର୍ଭବତୀ ହେଉନଥିଲେ ପତ୍ନୀ ! ଏକ୍ସପର୍ଟଙ୍କ ସହାୟତା ନେଲେ ଦୁଃଖୀ ସ୍ୱାମୀ

ଭାଏଗ୍ରା ନେଉଥିବା ଜଣେ ବ୍ୟକ୍ତି ରିଲେସନସିପ ପୋର୍ଟାଲରେ ନିଜର ଦୁଃଖ ଜାହିର କରି ଏକ୍ସପର୍ଟଙ୍କ ସହାୟତା ମାଗିଥିଲେ । ତାଙ୍କର ଦୁଃଖ ଥିଲା ଯେ ତାଙ୍କ ପତ୍ନୀ ମା‘ ହେଉନାହାଁନ୍ତି । ସିଏ ଭ୍ରାଏଗ୍ରା ନେଉଥିବାରୁ ତାଙ୍କ ପତ୍ନୀ ଗର୍ଭବତୀ ହେଉନଥିବା ସେ ଆଶଙ୍କା କରି ଏକ୍ସପର୍ଟଙ୍କ ରାୟ ଜାଣିବାକୁ…