Below header
Browsing Category

ସ୍ପେଶାଲ

୨ ଘଣ୍ଟାରେ ୫୦୦ କିମି ଦୌଡି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲା ଲାମ୍ବୋର୍ଗିନୀ, ଦେଖନ୍ତୁ ଭିଡିଓ

ଇଟାଲୀ ପୋଲିସଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ରିପୋର୍ଟ ଅନୁଯାୟୀ ପୋଲିସ ଲାମ୍ବୋର୍ଗିନି କାର ସାହାଯ୍ୟରେ ୫୦୦ କିଲୋମିଟର ଦୂରରେ ଥିବା ଏକ ହସପିଟାଲକୁ ଟ୍ରାନ୍ସପ୍ଲାଣ୍ଟ ପାଇଁ ସମୟ ଭିତରେ କିଡନୀ ପହଁଚାଇ ଜଣଙ୍କର ଜୀବନ ବଞ୍ଚାଇଛନ୍ତି। ଇଣ୍ଟରନେଟରେ ପୋଲିସ ଏହି ବଢ଼ିଆ…

ଭାରତର ଏକ ଏମିତି ଗାଁ ଯେଉଁଠି ଗାଁ ଠୁ ସହର ଯାଏଁ ସମସ୍ତଙ୍କ ଘରର ରଙ୍ଗ କଳା, ଜାଣନ୍ତୁ ଏହା ପଛର କାରଣ

ଘର ରଙ୍ଗ କରିବା ପାଇଁ କେହି କେବଳ କଳା ରଙ୍ଗର ବ୍ୟବହାର କରନ୍ତି ନାହିଁ । କେବଳ ଏତିକି ନୁହେଁ, ଅଏଲ ପେଣ୍ଟ, ଏମୁଲେସନ ପେଣ୍ଟ କିମ୍ବା ଚୂନ କଲର କୌଣସି ବି କାଟାଲଗରେ କଳା ରଙ୍ଗ ନଥାଏ । କାରଣ ଏହି ରଙ୍ଗର ଚାହିଦା କେଉଁଠି ବି ନଥାଏ କିନ୍ତୁ ଛତିଶଗଡର ଯଶପୁର ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମ…

ପ୍ରେମରେ ପାଗଳ ନାବାଳିକା, ପ୍ରେମିକ ସହ ଝଗଡା କରି ଚଢ଼ି ବସିଲେ ଏତେ ଉପରେ ଯେ ଓହ୍ଲାଇବା ପାଇଁ ବୁଝାଉଛି ପ୍ରେମିକ

ପ୍ରେମରେ ହାତ କାଟିବା ଜୀବନଦେବା ଭଳି ଅନେକ ଘଟଣା ଆମ ଆଖପାଖରେ ପ୍ରାୟ ସବୁଦିନ ଘଟୁଛି । ଖାସକରି ନାବାଳକ ଅବସ୍ଥାରେ ଏହି ପ୍ରେମ କିଛି ଭିନ୍ନ ରୂପ ଧାରଣ କରିଥାଏ । ଯୁବକ ଯୁବତୀଙ୍କୁ ପ୍ରେମର ଏମିତି ନିଶା ଘାରେ ଯେ ସେମାନେ ଦୁନିଆର ବାକି ସବୁ କିଛି ଭୁଲି ଯାଆନ୍ତି । ଏମିତି କିଛି ଘଟଣା…

Fact Check : କଣ ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ବଢିବ କରୋନା ସଂକ୍ରମଣ ? ଜାଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକ

ଦୀପାବଳିର ପର୍ବ ଶୀଘ୍ର ଆସିବାକୁ ଯାଉଛି, କିନ୍ତୁ କରୋନାଭାଇରସ୍ କାରଣରୁ ଏଥର ଉତ୍ସାହ କମିଯିବ । ମହାମାରୀ ଯୋଗୁଁ ଚଳିତ ବର୍ଷ ବାଣ ନଫୁଟାଇବାକୁ ଲୋକଙ୍କୁ ନିବେଦନ କରାଯାଇଛି । ଏହି ଉତ୍ସବ ପୂର୍ବରୁ ଅନେକ ରାଜ୍ୟ ସରକାର ବାଣ ବ୍ୟାନ କରିଛନ୍ତି କିନ୍ତୁ ତଥାପି ଅନେକ ଲୋକଙ୍କ ମନରେ ପ୍ରଶ୍ନ…

କାମର ଏତେ ନିଶା ଯେ ନିଜ ବଳତ୍କାରର ଭିଡିଓ ବନାଇଦେଲେ ଏହି ଆର୍ଟିଷ୍ଟ

ଅଷ୍ଟ୍ରେଲିଆର ଭିଡିଓ ଆର୍ଟିଷ୍ଟ ସୋଫିଆ ହଗ୍ସନ୍ ତାଙ୍କ ନୂଆ ପ୍ରୋଜେକ୍ଟ ପାଇଁ ବଳାତ୍କାରର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି । 31 ବର୍ଷିୟ ସୋଫିଆ ତାଙ୍କର ନୂତନ ପ୍ରୋଜେକ୍ଟ ଡିସମ୍ୟାଣ୍ଟ ମେଲ ପାୱାରରେ କାମ କରୁଛନ୍ତି । ସେ ତାଙ୍କ କାର୍ଯ୍ୟରେ ଏତେ ମାତ୍ରାରେ ବ୍ୟସ୍ତ ଥିଲେ ଯେ ସେ ନିଜ…

କିଛି ଏମିତି ଭୁଲ, ଯାହା ଆପଣଙ୍କୁ ନେଇଯାଇଥାଏ ମୃତ୍ୟର ଦ୍ୱାରକୁ, ଜାଣନ୍ତୁ କ’ଣ କହୁଛି ହିନ୍ଦୁ ଶାସ୍ତ୍ର

ହିନ୍ଦୁ ଧର୍ମ ସହ ଜଡ଼ିତ ଅନେକ ଶାସ୍ତ୍ର ଏବଂ ପୁରାଣରେ ମାନବ କଲ୍ୟାଣ ପାଇଁ ବହୁତ କିଛି କଥା ବର୍ଣ୍ଣନା କରାଯାଇଛି। କିନ୍ତୁ ଦୈନନ୍ଦିନ ଜୀବନରେ ମଣିଷ କିଛି ଭୁଲ କରି ନିଜର ଆୟୁକୁ କମ କରିଦେଉଛି। ଭାଗ୍ୟରେ ଲମ୍ବା ଆୟୁଷ ଥିଲେ ମଧ୍ୟ ସାମାନ୍ୟ ଭୁଲ ପାଇଁ ସେ ଜଲଦି ପହଞ୍ଚିଯାଉଛି ମୃତ୍ୟୁର…

୩୩୦ ଫୁଟ ଉଚ୍ଚତାରେ ରହିଛି ଏହି ଅଦ୍ଭୁତ ଝରଣା, ଚଢିବା ବେଳେ ଜମାରୁ ଖସେନି ପାଦ

ପୃଥିବୀରେ ଏମିତି ଅନେକ ଜିନିଷ ଅଛି ଯାହା ନିଜ ସ୍ୱତନ୍ତ୍ରତା ପାଇଁ ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ। ସାଧାରଣତଃ କୌଣସି ଝରଣା ଉପରକୁ ଚଢିଲା ସମୟରେ ଶିଉଳି ଯୋଗୁ ପାଦ ଖସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଝରଣା ବିଷୟରେ କହିବୁ ଯାହାର ଉପର ପର୍ଯ୍ୟନ୍ତ ଆପଣ ବିନା କୌଣସି ଅସୁବିଧାରେ…

୫୦ ବର୍ଷ ବୟସରେ ବି ୩୦ ବର୍ଷରୁ କମ ଲାଗୁଛନ୍ତି ଏହି ମହିଳା, ଦୁଇ ପିଲାଙ୍କ ମା ଦେଖାଯାଉଛନ୍ତି ଏମିତି; ଦେଖନ୍ତୁ ଭିଡିଓ

ସମଗ୍ର ବିଶ୍ୱରେ ଅନେକ ମହିଳା ଅଛନ୍ତି ଯେଉଁମାନେ ସେମାନଙ୍କର ପ୍ରକୃତ ବୟସଠାରୁ ବହୁତ ଛୋଟ ଦେଖାଯାନ୍ତି । ଏହିପରି ଜଣେ ମହିଳା ହେଉଛନ୍ତି ଚାଇନାର ହେନାନ ପ୍ରଦେଶର ୟେ ୱେନ। ତାଙ୍କୁ ଦେଖିଲେ କେହି ସେ ଜଣେ ୫୦ ବର୍ଷୀୟା ମହିଳା ବୋଲି କହିପାରିବେ ନାହିଁ । କିନ୍ତୁ ଏହା ହେଉଛି ସତ୍ୟ । ୱେନ,…

ଜାଣନ୍ତୁ, ଦଶହରାର ଠିକ୍‌ ୨୧ ଦିନ ପରେ ହିଁ କାହିଁକି ପଡ଼େ ଦୀପାବଳି, ବିଶ୍ୱାସ ହେଉନଥିଲେ ଦେଖନ୍ତୁ କ୍ୟାଲେଣ୍ଡର

ପ୍ରତିବର୍ଷ ଦଶହରାର ଠିକ୍‌ ୨୧ ଦିନ ପରେ ହିଁ ଦୀପାବଳି କାହିଁକି ପଡ଼େ? ଏ ବିଷୟରେ କେବେ ଆପଣ ଚିନ୍ତା କରିଛନ୍ତି କି! ବିଶ୍ୱାସ ହେଉନଥିଲେ ଥରେ କ୍ୟାଲେଣ୍ଡର ଚେକ୍‌ କରି ନିଅନ୍ତୁ। ରାମାୟଣରେ ବାଲ୍ମିକୀ ଋଷି ଲେଖିଛନ୍ତି ପ୍ରଭୁ ଶ୍ରୀରାମଙ୍କୁ ନିଜ ପୂରା ସେନା ସହ ଶ୍ରୀଲଙ୍କାରୁ ଅଯୋଧ୍ୟା…

ପୂରିଛି ଏକ ମାସ, ମନରୁ ଲିଭିନି ଭୟଙ୍କର ବିସ୍ପୋରଣ ଦୃଶ୍ୟ

କେନ୍ୟୁଜ(ବ୍ୟୁରୋ): ପୂରିଛି ଏକ ମାସ । ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ ଭୟଙ୍କର ବିସ୍ପୋରଣ ଦୃଶ୍ୟ । ସମସ୍ତ ଆହତଙ୍କୁ ମିଳିପାରି ନାହିଁ କ୍ଷତିପୂରଣ । ବିସ୍ଫୋରଣ ପରଠୁ ପେଟ୍ରୋଲ ପମ୍ପ ସଂପୂର୍ଣ୍ଣ ବନ୍ଦ । ଚାରିପଟେ ସିଲ୍‌ । ପେଟ୍ରୋଲ ପମ୍ପକୁ…

ଥିଏଟର ରିଜର୍ଭ କରାଇ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ମିଶି ଦେଖନ୍ତୁ ସିନେମା, ସମ୍ପୂର୍ଣ୍ଣ ପ୍ରାଇଭେସି ସହ ମାତ୍ର…

କରୋନା କାଳରେ ଲୋକେ ଏତେ ଡରୁଛନ୍ତି ଯେ ବାହାରେ ସାଙ୍ଗସାଥୀଙ୍କ ସହ ମିଶି ଖାଇବା ପିଇବା ମଧ୍ୟ ଛାଡ଼ିଦେଇଛନ୍ତି। ସେହିପରି ୨/୩ ଘଣ୍ଟା ବସି ସିନେମା ଦେଖିବାକୁ ମଧ୍ୟ ଭୟ କରୁଛନ୍ତି। କିନ୍ତୁ ଏବେ ମଲ୍ଟିସ୍କ୍ରିନ ଥିଏଟର ଚଲାଉଥିବା କିଛି କମ୍ପାନୀ ଏମିତି ଅଫର ବାହାର କରିଛନ୍ତି ଯେ ଆପଣ ଆପଣଙ୍କ…