Browsing Category

ସ୍ପେଶାଲ

ଆଜି ଦିନରେ ଜନ୍ମ ହୋଇଥିଲେ ମହର୍ଷି ବାଲ୍ମିକୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ଆଦିକାବ୍ୟ ରାମାୟଣର ରଚୟତା ଜ୍ଞାନି ମହର୍ଷି ବାଲ୍ମିକୀଙ୍କ ଆଜି ଜନ୍ମଦିନ। ତାଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯାଇଥାଏ।ମହର୍ଷି ବାଲ୍ମିକୀ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଅର୍ଥାତ ଶରଦ ପୁର୍ଣ୍ଣିମାରେ ଜନ୍ମଗ୍ରହଣ କରିଥିଲେ। ତେବେ ବାଲ୍ମିକୀ ମହର୍ଷି…

ନଦୀରେ ପହଁରୁଛି ୫୦ ଫୁଟ ଲମ୍ବର ଆନାକୋଣ୍ଡା, ଭିଡିଓ ଦେଖି ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ

ଲୋକପ୍ରିୟ ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟରରେ ଏବେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓଟିକୁ ଦେଖି ଅଧିକାଂଶଙ୍କର ରିଆକ୍ସନ ବି ବଦଳି ଯାଉଥିବାର ଲକ୍ଷ କରାଯାଇଛି । ଅନ୍ୟ ମାନେ କାହିଁକି ଆପଣ ବି ଏହାକୁ ଦେଖି ନିଶ୍ଚିନ୍ତ ରୂପେ ଦମ୍ଭେ ସ୍ଥାଣୁ ପାଲଟି ଯିବେ । ପ୍ରକୃତରେ…

ଏହି ଦେଶର ମହିଳାଙ୍କ ଉପରେ ପଡେନାହିଁ ବଢୁଥିବା ବୟସର ପ୍ରଭାବ, ଜାଣନ୍ତୁ କଣ ରହିଛି ଏହାର କାରଣ

ଯୁବାବସ୍ଥାକୁ ଅତିକ୍ରମ କରି ବଢୁଥିବା ବୟସ ଦିଗକୁ ଗତି କରିବା ପାଇଁ କେହି ପସନ୍ଦ କରିନଥାନ୍ତି।ଛୋଟ ବେଳେ ସମସ୍ତେ ବଡ ହେବା ପାଇଁ ଇଚ୍ଛା କରିଥାନ୍ତି କିନ୍ତୁ ବଡ ହୋଇ ଯୁବାବସ୍ଥାକୁ ଆସିଲା ପରେ ଆଉ କେହି ବୃଦ୍ଧାବସ୍ଥାକୁ ଯିବାକୁ କୌଣସି ମଣିଷ ଚାହିଁନଥାନ୍ତି। ସମସ୍ତେ ନିଜକୁ କମ୍‌ ବୟସ…

ଆରମ୍ଭ ହେଉଛି କାର୍ତ୍ତିକ ମାସ, ଯୋଗ ନିଦ୍ରାରେ ଯିବେ ଭଗବାନ ବିଷ୍ଣୁ

ହିନ୍ଦୁ ଧର୍ମରେ ଅନୁସାରେ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି ଧରାଯାଏ । ଏହା ଚର୍ତୁମାସର ଶେଷ ମାସ ହୋଇଥାଏ । ଏହି ମାସରେ ଦେବ ତତ୍ତ୍ୱ ମଜବୁତ ହୋଇଥାଏ । ଏହାଛଡା କାର୍ତ୍ତିକ ମାସରେ ଧନ ଏବଂ ଧର୍ମର ସମ୍ବନ୍ଧ ରହିଥାଏ । ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ବିବାହ କରିବା ସର୍ବୋତ୍ତମ…

ଅସ୍ତରଙ୍ଗ ଅଞ୍ଚଳ ପାଇଁ ନୂଆ ଆଶାର ସଂଚାର, ପ୍ରାକୃତିକ ଗ୍ଯାସ ସହ ତୈଳର ସନ୍ଧାନ ପାଇଁ ସର୍ଭେ ଆରମ୍ଭ

କାକଟପୁର: ସମୁଦ୍ରତଟ ସହ ମହାନଦୀ ଅବବାହିକାରେ ପ୍ରାକୃତିକ ଗ୍ଯାସ ସହ ତୈଳର ସନ୍ଧାନ ପାଇଁ ଭାରତୀୟ ତୈଳ ନିଗମ ଦ୍ଵାରା ଏକ ଦୀର୍ଘସୂତ୍ରୀ ଯୋଜନାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି | ବିଶେଷ କରି ପୁରୀ ଜିଲ୍ଲାର ସମୁଦ୍ରତଟ ବର୍ତୀ ଅସ୍ତରଙ୍ଗ ,କାକଟପୁର ଓ କୋଣାର୍କ ଅଞ୍ଚଳରେ ସର୍ଭେ କାର୍ଯ୍ୟ ଆଗକୁ…

କୁମାରୀଙ୍କ ପର୍ବ କୁମାର ପୂର୍ଣ୍ଣମୀରେ କରୋନା ବି ଫିକା କରି ପାରିନାହିଁ ଉତ୍ସାହ

ପିପିଲି: ଆମ ଓଡିଆ ପରମ୍ପରାରେ ବାର ମାସରେ ପାଳନ ହୋଇଥାଏ ତେର ପର୍ବ। ଓଡ଼ିଶାରେ ପ୍ରତି ତିଥି ବାର ନକ୍ଷେତ୍ରକୁ ନେଇ କିଛି ନା କିଛି ପର୍ବ ପର୍ବାଣୀ ପାଳନ କରା ଯାଇଥାଏ । ସେଥି ମଧ୍ଯରୁ କୁମାରୀ ମାନଙ୍କ ପାଇଁ ଆଶ୍ୱିନ ମାସର ପୂଣ୍ଣିମା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନ କୁମାରୀ ଟିଏ…

ମାଛ ଦୋକାନରେ ପହଞ୍ଚି କାଉ କଲା ଏମିତି ଜିଦ୍ଦି, ଦୋକାନୀ ବି ହୋଇଗଲା ଆଶ୍ଚର୍ଯ୍ୟ, ଦେଖନ୍ତୁ Viral Video

ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି, ଏକ କାଉ ମାଛ ଦୋକାନରେ ପହଞ୍ଚୁଛି ଏବଂ ଏମିତି ହରକତ କରୁଛି, ଯାହାକୁ ଦେଖି ଖୋଦ ଦୋକାନୀ ବି ଆଶ୍ଚର୍ଯ୍ୟ ହୋଇଯାଉଛି। ଭିଡ଼ିଓରେ କାଉ ଏକ ଜିଦଖୋର ଶିଶୁ ଭଳି ଜିଦ୍ଦି କରୁଛି। କାଉ ମାଛ…

ଜୀବନ କ’ଣ ବୁଝିବା ଆଗରୁ ଯନ୍ତ୍ରଣାରେ ଜର୍ଜରିତ ହେଉଛି ଚାରି ବର୍ଷର ରାଜ୍‌, ଚିକିତ୍ସା ପାଇଁ ବାପା ମା ପାଖରେ ନାହିଁ…

ରେଢାଖୋଲ(କେନ୍ୟୁଜ) : ବୟସ ଦେଖୁନି ରୋଗବ୍ୟାଧି। ଖୁସି ଦେଖିବା ପୂର୍ବରୁ କଷ୍ଟରେ ସଢୁଛି ଚାରି ବର୍ଷର ପିଲାଟି। ଗୁଲୁଗୁଲିଆ ପିଲାଟିର ମୁହଁରେ କେଡ଼େବଡ଼ ଟ୍ୟୁମର ଓହଳିଛି। କଷ୍ଟରେ ଛଟପଟ ହେଉଛି କୁନି ବାଳକ ରାଜ୍‌। ଏହି ବଡ଼ ରୋଗ ସାଙ୍ଗକୁ ଚିକିତ୍ସା ପାଇଁ ତାର ବାପା ମା ପାଖରେ ସମ୍ବଳ ନାହିଁ।…

୨୦୨୦ ଶେଷ ବେଳକୁ ଭାରତରେ ଆସିପାରେ ମହାପ୍ରଳୟ, ଭୟାନକ ଭୁକମ୍ପ ହେବାର ଆଶଙ୍କା କଲେ ବୈଜ୍ଞାନିକ

ମାଳିକା ବଚନ କ’ଣ ସତ ହେବ ! ପୃଥିବୀ କ’ଣ ଧ୍ୱଂସ ପାଇବ । ଏମିତି ବହୁ ପ୍ରଶ୍ନ ଏବେ ଅସମାଧିତ । ସମସ୍ତଙ୍କ ମନରେ ଏବେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ବୈଜ୍ଞାନିକମାନଙ୍କ ମହାପ୍ରଳୟ ଭବିଷ୍ୟବାଣୀ ଏବେ ଆହୁରି ଆତଙ୍କ ସୃଷ୍ଟି କରିଛି । କୁହାଯାଉଛି ଚଳିତ ବର୍ଷ ଶେଷ ବେଳକୁ ଏକ…

ଗରୁଡ ପୁରାଣରେ ବର୍ଣ୍ଣିତ ଥିବା ଏହିସବୁ କଥାକୁ ମାନି ଚଳନ୍ତୁ, ମିଳିବ ଜୀବନରେ ସଫଳତା

ହିନ୍ଦୁ ଧର୍ମରେ ସାମିଲ ରହିଥିବା ୧୮ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣର ବିଶେଷ ମହତ୍ତ୍ୱ ରହିଛି।ଏହି ପୁରାଣର ଅଧିଷ୍ଠାତା ଦେବ ଭଗବାନ ବିଷ୍ଣୁ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ରୂପରେ ଭଗବାନ ବିଷ୍ଣୁଙ୍କୁ ସର୍ମପିତ ହୋଇଛି। ଏହି ପୁରାଣର ବିଶେଷତ୍ୱ ହେଉଛି ଏହା ଠିକ୍‌ କିମ୍ବା ଭୁଲ ସମସ୍ତ କର୍ମର ଫଳ…

ଭୂତ ସହ ସର୍ମ୍ପକ ରଖିଥିଲେ ମହିଳା କିନ୍ତୁ ବର୍ତ୍ତମାନ ଚାହୁଁଛନ୍ତି ବ୍ରେକଅପ, ଜାଣନ୍ତୁ କଣ ରହିଛି କାରଣ

ଆତ୍ମା ବା ଭୂତର ଉପସ୍ଥିତିକୁ ନେଇ ସବୁବେଳେ ଆମ ଆଖପାଖରେ ବିବାଦ ଲାଗି ରହିଥାଏ। ବୈଜ୍ଞାନିକଙ୍କ ମତରେ ଭୂତ ପ୍ରେତ କିଛି ବି ନଥାଏ, ଏହା କେବଳ ମଣିଷର ମନର ଭ୍ରମ କିନ୍ତୁ କିଛି ଲୋକ ଏବେ ବି ଭୂତ ପ୍ରେତ ଉପରେ ବିଶ୍ୱାସ ରଖିଛନ୍ତି। ଭୂତ ପ୍ରେତ ନା ଶୁଣିଲେ ଆମ ମନରେ ଡର ଭାବ ଆସିଥାଏ। କିନ୍ତୁ…

କାହିଁକି ଏତେ କୋଟି ଟଙ୍କା ଦେଇ ଜଣେ ବ୍ୟକ୍ତି କିଣିଲେ ଏହି ପୁରୁଣା ଜୋତା, ଜାଣନ୍ତୁ କ’ଣ ରହିଛି ଏହାର ଖାସିୟତ

ଲୋକଙ୍କୁ ନିଜ ପସନ୍ଦର ଜିନିଷ ପାଇଁ କେତେ ବି ଟଙ୍କା ଦେବାକୁ ପଡ଼ୁ ନା କାହିଁକି, ସେମାନେ ଏହାକୁ ଖାତିର କରି ନ ଥାନ୍ତି। ଏମିତି ହିଁ ଜଣେ ବ୍ୟକ୍ତିଙ୍କୁ Nike ଜୋତା ପସନ୍ଦ ଥିଲା। ତାଙ୍କ ପସନ୍ଦର ଜୋତା କୌଣସି ସାଧାରଣ ଜୋତା ନ ଥିଲା। ଏହି ଜୋତା ୧୯୭୯ ମସିହାରେ ତିଆରି କରାଯାଇଥିଲା। ଏହାକୁ…