Browsing Category

ସ୍ପେଶାଲ

ଜଣେ ଆର୍ଟିଷ୍ଟ ନିଜ ଘର ସାମ୍ନାରେ ଶୁଆଇ ଦେଲେ ନକଲି ଶବ, ପୁଣି ଢାଳିଦେଲେ ନକଲି ରକ୍ତ, ଭୟଙ୍କର କ୍ରାଇମ ଭାବି ପଡ଼ୋଶୀ…

ଆମେରିକାର ଟେକ୍ସାସରେ ରହୁଥିବା ଜଣେ ବ୍ୟକ୍ତି ନିଜ ଘର ସାମ୍ନାରେ ନକଲି କ୍ରାଇମ ସିନ କ୍ରିଏଟ କରିଥିଲେ। ସେ ନକଲି ଶବ, ନକଲି ରକ୍ତ ସାଙ୍ଗକୁ ଏମିତି ମାହୋଲ ବନାଇ ଦେଇଥିଲେ ଯେ ଯାହାକୁ ଦେଖୁ ଦେଖୁ ଲୋକେ ଚିତ୍କାର କରି ଉଠିଥିଲେ। ଆର୍ଟିଷ୍ଟ ଷ୍ଟିଭନ ନୋବାକ ଅଳିଆ ଆବର୍ଜନାରେ ଏମିତି ହିଁ ଏକ…

ଛାଡ଼ପତ୍ର ପରେ କୁକୁରର ଲାଳନପାଳନ ନେଇ କୋର୍ଟରେ ପହଞ୍ଚିଲେ ଦମ୍ପତି, ହେଲେ ଜଜ ଶୁଣାଇଲେ ଏପରି ଅଜବ ରାୟ

କୌଣସି ବିବାହିତ ଦମ୍ପତି ପରସ୍ପରଠାରୁ ଅଲଗା ହେବା ପରେ ସେମାନଙ୍କ ସମ୍ପତ୍ତି ଏବଂ ସନ୍ତାନସନ୍ତତିଙ୍କ ଅଭିଭାବକତ୍ୱକୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଦିଆଯାଇଥାଏ। କିନ୍ତୁ ବ୍ରାଜିଲର ଏକ ସ୍ୱାମୀ, ସ୍ତ୍ରୀ ପୋଷା କୁକୁରର ତତ୍ତ୍ୱାବଧାନକୁ ନେଇ କୋର୍ଟରେ ପହଞ୍ଚିଛନ୍ତି, ଯାହା ଉପରେ କୋର୍ଟ ମଧ୍ୟ…

ଅନଲାଇନରେ ମଗାଇଥିଲେ ୧୭୮ ଟଙ୍କାର ବର୍ଗର, ଆକାଉଣ୍ଟରୁ କଟିଗଲା ୨୧ ହଜାର ୮୬୫ ଟଙ୍କା

ଯଦି ଆପଣ ଗୁଗୁଲରୁ କଷ୍ଟମର କେୟାର ନମ୍ବରକୁ କଲ୍ କରୁଛନ୍ତି ଏବଂ ତାପରେ ଆପଣଙ୍କ ଫୋନରେ ଯେକୌଣସି ଆପ୍ ଡାଉନଲୋଡ୍ କରୁଛନ୍ତି ତେବେ ଏହି ଖବର ହେଉଛି ଆପଣଙ୍କ ଆଖି ଖୋଲିପାରେ । ନୋଏଡାର ଏକ ଆଇଟି କମ୍ପାନୀରେ କାର‌୍ୟ୍ୟ କରୁଥିବା ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଅନଲାଇନ୍ ବର୍ଗର ମଗାଇବା…

ମଣିଷ ତ ମଣିଷ ପଶୁ ବି ଆପଣେଇ ନେଇଛନ୍ତି ଫିଟନେସ୍‌ ଟ୍ରିକ, ଦେଖନ୍ତୁ ଏହି ଭିଡିଓ

ଆଜିକାଲି ଫିଟ୍‌ ରହିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। ପେଟ ବଢିବାର ସମସ୍ୟା ପ୍ରାୟତଃ ସମସ୍ତ ବୟସର ବ୍ୟକ୍ତିଙ୍କ ନିକଟରେ ଦେଖାଯାଇଥାଏ। ସେହି ପେଟକୁ କମାଇବା ପାଇଁ ବଭିନ୍ନ ପ୍ରକାର ବ୍ୟାୟାମ ବା ଯୋଗ ମଧ୍ୟ ରହିଛି। ଯଦି ଆପଣ ଜିମ୍‌ ଯାଉଛନ୍ତି କିମ୍ବା ନିୟମିତ ବ୍ୟାୟାମ କରୁଛନ୍ତି ତେବେ…

ଗ୍ରାହକ ବସିଥିବା ବେଳେ ରେଷ୍ଟୁରାଣ୍ଟ ଭିତରେ ପଶିଲା ଚିତାବାଘ, ପୁଣିଥରେ ଭାଇରଲ ହେଉଛି ଏହି Video

ଏକ ମାସ ତଳେ ଦକ୍ଷିଣ ଆଫ୍ରିକାରେ ସାବି ସ୍ୟାଣ୍ଡସ ଗେମ ରିଜର୍ଭର Singita Ebony Lodgeରେ କିଛି ଗ୍ରାହକ ଏକ ଚିତାବାଘ ବୁଲୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ସମୟରେ ଏହି ଭିଡ଼ିଓକୁ Kruger Sightings ଦ୍ୱାରା ୟୁଟ୍ୟୁବରେ ସେୟାର କରାଯାଇଥିଲା। ଏବେ ଏହି ଭିଡ଼ିଓ ପୁଣିଥରେ ଭାଇରଲ…

୧.୮୦ ଲକ୍ଷ ଟଙ୍କା ଏହି ସାବୁନର ଦାମ ! କେବଳ କୋଟିପତି ଲୋକ ହିଁ ଏହାକୁ କରିଥାନ୍ତି ବ୍ୟବହାର, ଜାଣନ୍ତୁ କ’ଣ…

ଆପଣ ଗାଧୋଇବା ପାଇଁ ବିଭିନ୍ନ ପ୍ରକାରର ସାବୁନ ବ୍ୟବହାର କରିଥିବେ। ବଜାରରେ କିଛି ସାବୁନ ଆପଣଙ୍କୁ ଶସ୍ତା ଦାମରେ ମିଳୁଥିବା ବେଳେ କିଛି ସାବୁନ ଏତେ ମହଙ୍ଗା ହୋଇଥାଏ ଯେ ଲୋକେ ଭାବିବାକୁ ବାଧ୍ୟ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ସାବୁନ ବିଷୟରେ କହିବାକୁ ଯାଉଛୁ, ଯାହାର ଦାମ ରହିଛି…

ପେସାରେ ପୋଲିସ୍‌, ପଶମ ସୂତା କାରୁକାର୍ଯ୍ୟରେ ହାତର ଯାଦୁଗରୀ ଦେଖାଇ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ୍‌ ରେକର୍ଡ଼ରେ…

ବଣ ମଲ୍ଲୀ ଆଉ ବଣ ଭିତରେ ଫୁଟି ଝଡି ଯାଉନି ବରଂ ତାର ମହକରେ ଏବେ ସାରା ବିଶ୍ୱ ମହକୁଛି । ବଣ ମଲ୍ଲୀ ବଣରେ ଫୁଟି ଝଡ଼ିବା ପ୍ରବାଦଟି ଭୁଲ୍ ପ୍ରମାଣିତ ହୋଇଛି କନ୍ଧମାଳ ଜିଲ୍ଲା ଚକାପାଦ ଗାଁର ସନ୍ଧ୍ୟା ରାଣୀ ବେହେରାଙ୍କ ନିକଟରେ । କନ୍ଧମାଳ ଜିଲ୍ଲା ଘଞ୍ଚ ଜଙ୍ଗଲ ଘେରା ଅପହଞ୍ଚ ଅଞ୍ଚଳ ଚକାପାଦ…

ବିଶ୍ୱାସ ନହେଲେ ବି ସତ, ଦେଢ଼ ବର୍ଷର ବାଛୁରୀ ପ୍ରତିଦିନ ଦେଉଛି କ୍ଷୀର

ବିଶ୍ୱାସ ନହେଲେ ବି କଥାଟି ସତ । ଜନ୍ମ କଲା ଗାଇ କ୍ଷୀର ଦେବା କଥା ଆପଣ ସମସ୍ତେ ଜାଣି ଥିବେ କିନ୍ତୁ ଏକ ଦେଢ ବର୍ଷର ବାଛୁରୀ ଆଜିକୁ ତିନି ମାସ ଧରି କ୍ଷୀର ଦେବା କଥା ଶୁଣିଲେ ଆପଣ କଣ କହିବେ ..? ଏମିତି ଏକ କଥା ଶୁଣି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯାଇପାରେ କିନ୍ତୁ ଏ ବିଜ୍ଞାନ ଯୁଗରେ ସବୁ…

ପୁଣିଥରେ ଗିନିଜ ୱାର୍ଲଡ଼ ରେ ନାଁ ହାସଲ କଲେ ଡେଭିଡ ରସ, ୩୦ ସେକେଣ୍ଡରେ ୪୩ ଥର ମୁହଁରେ ପକାଇଲେ ଟେନିସ ବଲ

ବିଶ୍ୱ ରେକର୍ଡ ହାସଲ କରିବା ପାଇଁ ଲୋକମାନେ ଅନେକ ଥର ଏଭଳି ଜିନିଷ ବାଛିଥାନ୍ତି, ଯାହା ବିଷୟରେ ଶୁଣିବା ମାତ୍ରେ ମୁହଁରେ ହସ ଆସିଯାଏ। ଏଭଳି ପ୍ରୟାସ କରି ଆମେରିକାର ବୋଇଜରେ ଜଣେ ବ୍ୟକ୍ତି ଏଭଳି ରେକର୍ଡ ହାସଲ କରିଛନ୍ତି। ସୂଚନା ମୁତାବକ ଡେଭିଡ ରସ ନାମକ ଜଣେ ବ୍ୟକ୍ତି ନିଜ ମୁହଁରେ ଟେବୁଲ…

୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ, ସେ କାଳରାତ୍ରୀ ମନେ ପଡିଲେ ଆଜି ବି ଲୋମ ଟାଙ୍କୁରୀ ଉଠେ

ମହାବାତ୍ୟାକୁ ପୁରିଲା ୨୧ ବର୍ଷ । ଏବେ ସେ ୨୧ ବର୍ଷର ତରୁଣ ଯୁବକ ପାଲଟିଛି । ସେଦିନର ସେ କରାଳ ରୂପକୁ ଯିଏ ଅନୁଭବ କରିଛି ହୁଏତ ତା ମନରୁ ଆଜିବି ଲିଭିନଥିବ । ସେଦିନର ସେହି ହୃଦୟ ବିଦାରକ କାହାଣୀ । ଆଜିବି ମନେ ପଡିଲେ ଲୋମଟାଙ୍କୁରି ଉଠେ । ଅକ୍ଟୋବର ମାସ ଆସିଲେ ଛାତିରେ ଯେମିତି ଏକ ଛନକା…

ବିବାହ କରିବାକୁ ଯାଉଥିଲେ ବର-କନ୍ୟା, ହଠାତ ରାସ୍ତାରେ ହେଲା ଭୀଷଣ ବର୍ଷା, ପାଦରେ ଚାଲି ଚାଲି ପାର ହେଲେ ଉଛୁଳା ନଦୀ

ଫିଲିପାଇନ୍ସରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। ଘଟଣାଟି ହେଲା, ଏକ ବର, କନ୍ୟା ବିବାହ କରିବାକୁ ଚର୍ଚ୍ଚ ଯାଉଥିଲେ। ରାସ୍ତାରେ ଲୁୟାଙ୍ଗ ନଦୀ ପଡ଼ିଥିଲା। କିନ୍ତୁ ସେମାନେ ଏକାଠି ମିଶି ନଦୀ ପାର ହୋଇଥିଲେ ଏବଂ ଶେଷରେ…