Browsing Category

ସ୍ପେଶାଲ

୭୮୦୧ ହୀରାରେ ମୁଦି ତିଆରି କରି ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ କଲେ ଭାରତର ଏହି ବଣିଆ, ଦେଖନ୍ତୁ କେତେ ସୁନ୍ଦର ଦିଶୁଛି…

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଜୀବନରେ କିଛି ନୂଆ କରି ଦେଖାବାକୁ ସବୁବେଳେ ଲାଗିପଡ଼ିଥାନ୍ତି। ଆଜି ଆମେ ଆପଣଙ୍କୁ ସେଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାର କାରନାମା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ହୀରା ମୁଦି ତିଆରି କରି ଏହି କାରନାମା କରିଛନ୍ତି ଜଣେ ବଣିଆ।…

ମା ସତୀଙ୍କର ମାସିକ ଧର୍ମରେ ମନ୍ଦିରରେ ଲାଗେ ଲକ୍ଷ ଲକ୍ଷ ଭକ୍ତଙ୍କର ଗହଳି, ଆପଣ ବି ଥରେ ବୁଲି ଯାନ୍ତୁ

ମାତା ସତୀଙ୍କର ଅନେକ କାହାଣୀ ଆପଣମାନେ ନିଶ୍ଚୟ ଶୁଣିଥିବେ। ଭାରତର ବିଭିନ୍ନ ସ୍ଥାନରେ ମା ସତୀଙ୍କର ଏହିଭଳି ଅନେକ ମନ୍ଦିର ରହିଛି ସେ ମଧ୍ୟରୁ ଆସାମର କାମାକ୍ଷା ମନ୍ଦିର ଅନ୍ୟତମ। ଆସାମର ଗୁଆହାଟିରୁ ପାଖାପାଖି ୮ କିଲୋମିଟର ଦୁରରେ ଅବସ୍ଥିତ ମା ସତୀଙ୍କ କାମାକ୍ଷ ମନ୍ଦିର। ଏହି ମନ୍ଦିରକୁ ନେଇ…

ଅନୁମାନଠାରୁ ଚନ୍ଦ୍ରରେ ରହିଛି ଅଧିକ ପାଣି, ପୂର୍ବାପେକ୍ଷା ୨୦ଟିରୁ ଅଧିକ ସ୍ଥାନରେ ମିଳିଲା ପ୍ରମାଣ

ଚନ୍ଦ୍ରପୃଷ୍ଠରେ ପାଣି ରହିଥିବା ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକଙ୍କ କହିବା ମୁତାବକ, ଚନ୍ଦ୍ରରେ ପୂର୍ବାପେକ୍ଷା ଅଧିକ ପାଣି ରହିଛି ବୋଲି ଆଶା କରାଯାଉଛି। ଏଥିରେ ଥଣ୍ଡା କୋଣ ଏବଂ ଚଟାଣରେ ଜମା ହୋଇଥିବା ପାଣିରୁ ପ୍ରମାଣ ମିଳିଛି। ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରରେ ପ୍ରଚୁର…

୫ ବର୍ଷର ଝିଅ ଏମିତି ଭାବରେ ଡ୍ରମ ବଜାଉଛି ଯେ, ଭିଡିଓ ନଦେଖି ବିଶ୍ୱାସ କରିପାରିବେନି ଆପଣ

ବୟସ କମ୍‌ ହେଲା ତ କଣ ହେଲା ପ୍ରତିଭା ଥିଲେ ତାହା ସାମ୍ନାକୁ ଆସିବ ହିଁ ଆସିବ। ଆକ୍ଟିଙ୍ଗ, ଡ୍ୟାନ୍ସ ଏବଂ ସିଙ୍ଗିଙ୍ଗ ମାମଲାରେ ପିଲାମାନଙ୍କର ଜବାବ ନାହିଁ। ଏତେ କମ୍‌ ବୟସରେ ଏମାନେ ଏତେ କିଛି କରିଦେଉଛନ୍ତି ଯେ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରୁନାହାଁନ୍ତି। ଏବେ ଏକ ଭିଡିଓ…

ରାମଲୀଳାରେ ବାଜିଲା ପଞ୍ଜାବୀ ଗୀତ, ହାତ ଟେକି ଭାଙ୍ଗଡା ଡ୍ୟାନ୍ସ କରିବାକୁ ଲାଗିଲା ରାବଣ, ଦେଖନ୍ତୁ Video

ଦଶହରାରେ ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ରାବଣକୁ ଜଳାଯାଇଥାଏ। କିନ୍ତୁ ଏକ ରାମଲୀଳାରେ କିଛି ଅଲଗା ଦେଖିବାକୁ ମିଳିଛି। ଏଥିରେ ରାବଣ ପଞ୍ଜାବୀ ଡ୍ୟାନ୍ସ କରୁଥିବାର ନଜର ଆସିଛି। ରାମଲୀଳା ଚାଲିଥିବା ବେଳେ ରାବଣ ଷ୍ଟେଜ ଉପରେ ଭାଙ୍ଗଡା ଡ୍ୟାନ୍ସ କରିଛି। ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବ…

ଜବରଦସ୍ତ ଅନ୍ଦାଜରେ ଡ୍ରମ ବଜାଉଛି ଏହି ୫ ବର୍ଷର ବାଳିକା, Video ଦେଖିଲେ ଆପଣ ବି କହିବେ ବାଃ ବାଃ

ଆକ୍ଟିଂ, ସିଙ୍ଗିଙ୍ଗ ହେଉ ଅବା ଡ୍ୟାନ୍ସିଙ୍ଗ, ଏ ସବୁଥିରେ ଆଗୁଆ କୁନି କୁନି ପିଲା। ପିଲାମାନଙ୍କର ଏହିଭଳି ପ୍ରତିଭାକୁ କେହି ବି ପ୍ରଶଂସା ନ କରି ରହିପାରିବ ନାହିଁ। ଆଜିକାଲି ସବୁ ପିଲା ଜଣେ ଜଣଙ୍କଠୁ ବଳି। ଏବେ ସୋସିଆଲ ମିଡିଆରେ ଏମିତି ଜଣେ ୫ ବର୍ଷର ପିଲାର ଟ୍ୟାଲେଣ୍ଟ ଖୁବ ଭାଇରଲ ହେବାରେ…

ଦେଖନ୍ତୁ Viral Video: ଛୋଟ ଛୋଟ ଶୁଆ ନିଜ ନିଜ ଭିତରେ ବନାଇଲେ ଟିମ, ତା’ପରେ ଖେଳିବାକୁ ଲାଗିଲେ Volleyball

ପକ୍ଷୀମାନଙ୍କର ନିଜର ଖେଳ ଥାଏ। କିନ୍ତୁ କେବେ ଏମାନେ ମଣିଷଙ୍କ ଖେଳ ଖେଳୁଥିବାର ଆପଣ ଦେଖିଛନ୍ତି? ସୋସିଆଲ ମିଡିଆରେ ଏବେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି, ଯାହାକୁ ୟୁଜରମାନେ ବହୁତ ପସନ୍ଦ କରିଛନ୍ତି। ଭିଡ଼ିଓରେ ଛୋଟ ଛୋଟ ଶୁଆମାନେ ଭଲିବଲ ଖେଳୁଥିବାର ନଜର ଆସୁଛନ୍ତି। ଏହି ସୁନ୍ଦର…

ରାବଣ କିମ୍ବା କୁମ୍ଭକର୍ଣ୍ଣ ନୁହେଁ, ୟେ ଥିଲେ ରାମାୟଣର ସବୁଠାରୁ ଶକ୍ତିଶାଳୀ ରାକ୍ଷସ

ରାମାୟଣ ରେ ଭଗବାନ ରାମ, ହନୁମାନ, ରାବଣ, ବାଳି ଏବଂ କୁମ୍ଭକର୍ଣ୍ଣ ଭଳି ବଡ ବଡ ଯୋଦ୍ଧା ରହିଥିଲେ। କିନ୍ତୁ ରାମାୟଣରେ ଏମିତି ଏକ ଯୋଦ୍ଧା ଥିଲେ ଯିଏକି ସବୁଠାରୁ ଅଧିକ ଶକ୍ତିଶାଳୀ ଥିଲେ। ଥରେ ଅଗସ୍ତ୍ୟ ମୁନି ଯେତେବେଳେ ଆଯୋଧ୍ୟା ଆସିଥିଲେ, ସେତେବେଳେ ପ୍ରଭୁ ଶ୍ରୀରାମଙ୍କୁ କହିଥିଲେ କି…

ପୋଲିସ୍ ନଶୁଣିବାରୁ ନିଜ ସୁରକ୍ଷା ନିଜେ କଲେ ଗ୍ରାମବାସୀ, ଚୋରି ରୋକିବାକୁ ଏଭଳି ନେଲେ ପଦକ୍ଷପ

ଆଠଗଡ଼: ସାଧାରଣ ଲୋକଙ୍କ ସୁରକ୍ଷା ବ୍ଯବସ୍ଥା ପାଇଁ ପୋଲିସ ପ୍ରଶାସନକୁ ରାଜ୍ଯ ସରକାର ଦେଇଛନ୍ତି ଅଖଣ୍ଡ କ୍ଷମତା। ଆଇନ ଶୃଙ୍ଖଳା ପରିସ୍ଥିତି ହେଉ ଅବା ସାଧାରଣ ଜୀବନ ଯାପନ, ସବୁଠି ଆବଶ୍ଯକତା ରହିଛି  ପୋଲିସ ଥାନା ଅବା ଫାଣ୍ଡିର। କେଉଁଠି ପୋଲିସ ତାହାର କାର୍ଯ୍ଯ ସଠିକ୍ ଭାବେ କରୁଛି ତ ଆଉ…

ଅଭିଶପ୍ତ ପାଲଟିଛି ଜୀବନ: ମାନସିକ ଭାରସାମ୍ୟ ହରାଇଥିବା ମୁକ୍ତାଙ୍କ ପାଦରେ ଶିକୁଳି, ଅର୍ଥ ଅଭାବରୁ ଚିକିତ୍ସା କରିବାକୁ…

ମାଲକାନଗିରି: ଅଭିଶପ୍ତ ପାଲଟିଛି ଜୀବନ। ବନ୍ଦ ଘର ଭିତରେ ବିତୁଛି ଦିନ। ଅସହାୟ ପରିବାର ଲୋକେ କରିପାରୁନାହାନ୍ତି ଚିକିତ୍ସା ।ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁପୁଲିଗୁଡା ଗାଁ ରେ ଦେଖାବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା। ଆଦିବାସୀ ମହିଳାଙ୍କୁ ବନ୍ଦ ଘରେ ସିକୁଳିରେ ବାନ୍ଧି…

ଆପଣଙ୍କ ଘରେ ଭୂତ-ପ୍ରେତ ନାହାନ୍ତି ତ! ଏମିତି କରିପାରିବେ ପରୀକ୍ଷା

ଦୁନିଆରେ ଭୂତ-ପ୍ରେତ ଅଛନ୍ତି କି ନାହିଁ ଏହି ପ୍ରଶ୍ନ ଦୀର୍ଘ ଦିନରୁ ରହିଆସିଛି। ଭାରତରେ ପ୍ରାଚୀନ ସମୟରୁ ହିଁ ଆତ୍ମା-ପରମାତ୍ମାଙ୍କୁ ବିଶ୍ୱାସ କରାଯାଏ। ଆମ ପୂର୍ବପୁରୁଷମାନେ ମଧ୍ୟ ଏହାକୁ ମାନନ୍ତି। କିଛି ଲୋକ ଭୂତ, ପ୍ରେତ, ଡାହାଣୀଙ୍କୁ ଦେଖିଥିବା ମଧ୍ୟ ଦାବି କରନ୍ତି। ତେବେ ଆଜି ଆସନ୍ତୁ…

୧୬ ବର୍ଷୀୟ ଭାରତୀୟ ବାଳକ ଖୋଜିଲେ କାନ୍ଥରେ ଛେଦ ନକରି ଭାରି ଜିନିଷ ଟାଙ୍ଗିବାର ଟେକନିକ

ୟୁଏଇରେ ରହୁଥିବା ଜଣେ 16 ବର୍ଷୀୟ ଭାରତୀୟ ଯୁବକ ଏକ ବହୁତ ଭଲ କାମ କରି ଦେଖାଇଛନ୍ତି । ଦଶମ ଶ୍ରେଣୀର ଛାତ୍ର ଇଶୀର ବାଧୱା ଏକ ଏପରି ଟେକନିକ ଆବିଷ୍କାର କରିଛନ୍ତି ଯାହାଦ୍ୱାରା କାନ୍ଥକୁ କଣା ନକରି ବି ଅତି ସହଜରେ ଭାରୀ ଜିନିଷକୁ ଟାଙ୍ଗି ହୋଇପାରିବ । ତେବେ ପୁଅର ଏହି ସଫଳତା ପାଇଁ ବାପା…