Browsing Category

ସ୍ପେଶାଲ

ଗଛ ଉପରେ ଚଢ଼ି ଭାଲୁ ଗାଇଲା ଗୀତ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

କଣ ଆପଣ କେବେ ଭାଲୁର ସ୍ୱର ଶୁଣିଛନ୍ତି। ବାଘର ଗର୍ଜନ ଶୁଣିଥିବେ, ସିଂହର ଗର୍ଜନ ଶୁଣିଥୁବେ। କିନ୍ତୁ କଣ ଆପଣ କେତେ ଭାଲୁର ଗର୍ଜନ ଶୁଣିଛନ୍ତି। ଯଦି ନା, ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁନ୍ଦର ଭିଡିଓ ଯେଉଁଥିରେ ଏକ ଭାଲୁଟି ଗଛ ଉପରେ ଚଢ଼ି ଯାଇ ଅଜବ ପ୍ରକାର ଶବ୍ଦ ବାହାର…

ଚାଣକ୍ୟ ନୀତି: ମଣିଷ ଜୀବନରେ ଦୁଃଖର ଏକମାତ୍ର କାରଣ ହେଉଛି ଏହି ଜିନିଷ, ବେଳେ ଥାଉ ଥାଉ ନିଜକୁ ସମ୍ଭାଳିବା ଉଚିତ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଓ ବିଚାରର ବର୍ତ୍ତମାନ ସମୟରେ ବି ପ୍ରାସଙ୍ଗିକତା ରହିଛି। ଯେଉଁ ବ୍ୟକ୍ତି ଏହି ବିଚାରକୁ କାମରେ ଲଗାଏ ସେ ଖୁବ୍‌ କମ୍‌ ଦିନରେ ସଫଳତା ପାଏ। ତେବେ ଆଜି ଆସନ୍ତୁ ଜାଣିବା ଚାଣକ୍ୟଙ୍କ ସେଭଳି ଏକ ବିଚାର ବିଷୟରେ। ଏହା ହେଉଛି କେଉଁ ସବୁ କଥା ଜୀବନରେ ଦୁଃଖକୁ…

କେବଳ ମାସ୍କ ପିନ୍ଧନ୍ତୁନି, କରୋନାରୁ ବର୍ତ୍ତିବାକୁ ଦିନକୁ ଦୁଇ ଥର ଦାନ୍ତ ବି ଘଷନ୍ତୁ: ବ୍ରିଟିଶ୍‌ ଦାନ୍ତ ଡାକ୍ତର

କରୋନା ଭାଇରସରୁ ମୁକ୍ତି ପାଇଁ ଫେସ୍‌ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଓ ସାମାଜିକ ଦୂରତ୍ୱ ହିଁ ଯଥେଷ୍ଟ ନୁହେଁ। ଏଥିପାଇଁ ଦାନ୍ତ ଘଷିବା ବି ଜରୁରୀ। ବ୍ରିଟିଶର ଜଣେ ଦାନ୍ତ ଡାକ୍ତର ଏହି ପରାମର୍ଶ ଦେଇଛନ୍ତି। ବ୍ରିଟିଶ୍‌ ଡେଣ୍ଟିଷ୍ଟ କହିଛନ୍ତି କରୋନାରୁ ମୁକ୍ତି ପାଇଁ ଦିନକୁ ଦୁଇ ଥର ଦାନ୍ତ…

୧୦୦୯ ଥର ବିଫଳତା ପରେ ସଫଳତା ପାଇଥିବା କେଏଫସି ମାଲିକଙ୍କ ଚଟପଟା କାହାଣୀ

ଜଣେ ବ୍ୟକ୍ତି କେତେ ଥର ଅସଫଳ ହୋଇପାରେ? ୧୦ ଥର, ୧୫ ଥର ନା ୫୦ ଥର, କିଛି ଲୋକ ତ ଏତେ ଥର ପ୍ରଚେଷ୍ଟା କରି ସେ ଆଉ ଚେଷ୍ଟା କରିବାକୁ ହିଁ ଚାହାଁନ୍ତିନି। କିନ୍ତୁ ଆଜି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ସହିତ ଆପଣଙ୍କୁ ପରିଚିତ କରାଇବୁ ଯିଏ ୧୦୦୯ ଥର ଅସଫଳ ହେବା ପରେ ମଧ୍ୟ ନିଜ ଚେଷ୍ଟା ଜାରି…

ଦାଦିଙ୍କ ସହିତ ଏମିତି ନାଚିଲେ ଯୁବକ, ଭିଡିଓ ଦେଖି ଆପଣଙ୍କ ଛାତି ବି ଖୁସିରେ ଝୁମି ଉଠିବ 

ଆଇଏଏସ ପ୍ରିୟଙ୍କା ଶୁକ୍ଲା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତିକି, ନବରାତ୍ରିରେ ଗରବା ଏମିତି ହିଁ ଖେଳିବା ଉଚିତ ।  ପ୍ରକୃତରେ ଭିଡିଓଟିରେ ଜଣେ ବୃଦ୍ଧାଙ୍କ ସହ ଜଣେ ଯୁବକ ଖୁବ ମଜାର ସହ ଗୁଜୁରାଟର ପାରମ୍ପରିକ ନୃତ୍ୟ ତଥା ନବରାତ୍ରି…

କେମିତି ଆବିର୍ଭାବ ହେଲେ ମା ବୈଷ୍ଣୋଦେବୀ , ଜାଣନ୍ତୁ କଣ କହେ କିମ୍ବଦନ୍ତୀ

ଶେଷ ହୋଇଛି ମା ଦୁର୍ଗାଙ୍କର ନବରାତ୍ର ଉତ୍ସବ। କରୋନା କଟକଣାରେ ଚଳିତ ବର୍ଷ ଭକ୍ତ ଘରେ ରହି ମାଙ୍କୁ ଆରାଧନା କରିଛନ୍ତି। ଉତ୍ତର ଭାରତର ସବୁଠାରୁ ପୂଜନୀୟ ଏବଂ ପ୍ରସିଦ୍ଧ ଶକ୍ତି ପୀଠ ମା ବୈଷ୍ଣୋଦେବୀଙ୍କ ମହିମା କାହାକୁ ବା ଅଛପା ରହିଛି। ଏହି ମନ୍ଦିର ପାହାଡ ଉପରେ ଅବସ୍ଥିତ ରହିଥିବାରୁ ନିଜ…

୭୬୦୦ ଟନ ଓଜନ ବିଶିଷ୍ଟ ୮୫ ବର୍ଷର ପୁରାତନ ସ୍କୁଲ ବିଲ୍ଡିଂକୁ ନ ଭାଙ୍ଗି କରାଗଲା ସ୍ଥାନାନ୍ତର, ଦେଖନ୍ତୁ Video

ଚୀନର ଇଞ୍ଜିନିଅରମାନେ ୭୬୦୦ ଟନର ଏକ ବିଲ୍ଡିଂକୁ ନ ଭାଙ୍ଗି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିନେଇଛନ୍ତି। ବିଲ୍ଡିଂଟି ସଂଘାଇ ସହରର ଏକ ସ୍କୁଲ, ଯାହାକୁ ୧୯୩୫ ମସିହାରେ ନିର୍ମାଣ କରାଯାଇଥିଲା। ସ୍ଥାନୀୟ ପ୍ରଶାସନର କହିବା ହେଲା, ଯେଉଁଠି ଏହି ସ୍କୁଲ ଅଛି, ସେଠି ଏକ ନୂଆ ଭବନ…

୩୨୬ କିମି ବେଗର ପବନକୁ ବି ସହ୍ୟ କରିପାରିବ ଏହି ପ୍ଲାଷ୍ଟିକ ଘର, ଯାହାକୁ ତିଆରି କରିବା ପାଇଁ ଲାଗିଛି ୬ ଲକ୍ଷ…

ଦୁନିଆ ବହୁତ ବଡ଼। ଏଇ ବିଶ୍ୱରେ ଏମିତି କେତେ ଘର ଥିବ, ଯାହା ନିଜର ସ୍ୱତନ୍ତ୍ରତା ଯୋଗୁ ପରିଚୟ ପାଉଥିବ। ଆଜି ବି ଆମେ ଆପଣଙ୍କୁ ଏମିତି ହିଁ ଏକ ଘର ବିଷୟରେ କହିବାକୁ ଯାଉଛୁ, ଯାହାର ଖାସିୟତ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। କାନାଡାରେ ରହିଛି ଏହି ଘର। ୬ ଲକ୍ଷ ପ୍ଲାଷ୍ଟିକ ବୋତଲକୁ…

ଏହି ରାଶିର ବ୍ୟକ୍ତିମାନେ ହୋଇଥାନ୍ତି ପରଫେକ୍ଟ ଲଭ ପାର୍ଟନର,ଜାଣନ୍ତୁ କଣ ରହିଛି ଏମାନଙ୍କ ବିଶେଷତ୍ୱ

ବେଳେ ବେଳେ ଆମେ ପ୍ରେମକୁ ଏତେ ତୀବ୍ର ଭାବରେ ଖୋଜୁଥାଉ ଯେ ଆମେ ଏକ ଆଶାର୍କମୀ ପାର୍ଟନରେ କିଛି ଗୁଣ ହରାଇବାକୁ ପ୍ରବୃତ୍ତି କରିଥାଉ , ଯାହାକୁ ଅଣଦେଖା କରିବା କଷ୍ଟକର ହୋଇଥାଏ। ଜଣେ ସାଥିର ଗୁଣକୁ ଦେଖି ଆମେ ମିସ୍‌ କିମ୍ବା ମିଷ୍ଟର ପରଫେକ୍ଟ ବାଛିଥାଉ। ସେହିପରି ସର୍ମ୍ପକକୁ ନିବିଢ କରିବା…

ଦିଆସିଲି କାଠିରେ ଜଗା ଦର୍ଶନ, ୭୮୮୧ କାଠିରେ ସୁନ୍ଦର କଳାକୃତି

ପୁରୀ (କେନ୍ୟୁଜ) : ଇଚ୍ଛାଶକ୍ତି ଏବଂ କିଛି କରି ଦେଖାଇବାର ଆଗ୍ରହ ଥିଲେ ସବୁ କିଛି କରିପାରେ ମଣିଷ। ତେଣିକି ବୟସ ଯେତେ ବି ହୋଇଥାଉ ନା କାହିଁକି। କରୋନା କଟକଣା ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର | କଳାଠାକୁରଙ୍କ ମୁଖକୁ ଟିକେ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିରାଟ…

ଭାରତର ଏହି ସ୍ଥାନରେ ‘ଏକ୍ସପାୟର ମେଡିସିନ’ରେ ନିର୍ମାଣ ହୋଇଛି ମା’ ଦୁର୍ଗାଙ୍କ ମୂର୍ତ୍ତି,…

ଦୁର୍ଗା ପୂଜା ଅବସରରେ ଆସାମର ଜଣେ କାରିଗର ଏକ ନିଆରା ଶୈଳୀରେ ମା'ଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି, ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମୂର୍ତ୍ତି ନିର୍ମାଣରେ ସେ ଏକ୍ସପାୟର ହୋଇଯାଇଥିବା ମେଡିସିନ ବ୍ୟବହାର କରିଛନ୍ତି। ସଞ୍ଜୀବ ବସକ ନାମକ ଏହି ଶିଳ୍ପୀ କହିଛନ୍ତି, 'ଏ…

୩୦୦ ଡିଗ୍ରୀ ତାପମାତ୍ରାରେ ବି ବଞ୍ଚିପାରେ ଏହି ଜୀବ, ଅନ୍ୟମାନଙ୍କ ଜୀବନ ବଞ୍ଚାଇବାରେ ବ୍ୟବହାର ହେବ ଏହାର ଜିନ୍‌

ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀରୁ ବର୍ତ୍ତିବା ବହୁତ ମୁସ୍କିଲ। ଏହାର ପ୍ରଭାବରେ ତ୍ୱଚାରେ କ୍ୟାନସର ସମେତ ଅନେକ ପ୍ରକାରର ରୋଗ ହେବାର ବିପଦ ରହିଥାଏ। କିନ୍ତୁ ନିକଟରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ପୃଥିବୀର ସବୁଠାରୁ କଠୋର ଜୀବ ‘ଓ୍ଵାଟର ବିଅର’ ଉପରେ ଏହି କିରଣ କୌଣସି କ୍ଷତି ପହଞ୍ଚାଇନଥାଏ।…