Browsing Category

ସ୍ପେଶାଲ

ମାଟି ଜିନିଷ ତିଆରି କରିବାର ନୂଆ ତରିକା, ସମ୍ବଲପୁରର ବିଶ୍ୱ ରଣା ନିର୍ମାଣ କଲେ ସୋଲାର ଅଟୋମେଟିକ ଚକ

ସମ୍ବଲପୁର(କେନ୍ୟୁଜ୍ ): ସମୟ ବଦଳିବା ସହିତ ବଦଳୁଛି ଯୁଗ । ଯୁଗ ସହିତ ତାଳ ଦେଇ ବଦଳି ଚାଲିଛନ୍ତି ଯୁବପିଢୀ । ଅତ୍ଯାଧୁନିକ ମେସିନ୍ ନିର୍ମାଣ ହେବା ସହିତ ହାତପାହାନ୍ତାରେ ପହଞ୍ଚି ଯାଉଛି ସବୁକିଛି । ଯାହାଫଳରେ କମ୍ ସମୟରେ ଏବଂ କମ୍ ପରିଶ୍ରମରେ ଅଧିକ ଉତ୍ପାଦନର ପନ୍ଥା ମଧ୍ଯ ପାଇପାରୁଛନ୍ତି…

ବାଣପୁର ସ୍ଥିତ ଜିରୀପଡା ଜଳ ପ୍ରପାତ, ପ୍ରକୃତିର ଏହି ସୁନ୍ଦର ସୃଷ୍ଟିକୁ ଦେଖିବାକୁ ଛୁଟି ଆସନ୍ତି ଲୋକେ

ଟାଙ୍ଗୀ(କେନ୍ୟୁଜ୍): ପ୍ରକୃତିର ଅପୂର୍ବ ସୃଷ୍ଟି ଭର୍ତି ହୋଇ ରହିଛି ଆମ ଓଡ଼ିଶାରେ। ବିଭିନ୍ନ ଜିଲ୍ଲାରେ ରହିଛି ବିଭିନ୍ନ ପର୍ଯ୍ୟଟକ ସ୍ଥଳୀ । ପିକନିକ୍ ଋତୁ ଆସିଲେ ସବୁ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଭିଡ ଦେଖିବାକୁ ମିଳେ। ଅନେକ ଦୂରରୁ ଲୋକେ ଛୁଟି ଆସନ୍ତି ପ୍ରକୃତିର ସେହି ସୁନ୍ଦର ସୃଷ୍ଟିକୁ…

ସଡ଼କ ସୁରକ୍ଷା ଜୀବନ ରକ୍ଷା, ଏତେ କଡ଼ା ଆଇନ୍‌ ପରେ ବି କିଛି ଲୋକ ଖୋଜୁଛନ୍ତି ଗଳାବାଟ

ଗତକାଲି ଅର୍ଥାତ ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ସପ୍ତାହ ପାଳନ । ରାସ୍ତାରେ ଯିବା ଆସିବା ବେଳେ ଲୋକଙ୍କ ସୁରକ୍ଷା ତଥା ଦୁର୍ଘଟଣାକୁ ଏଡ଼ାଇବା ହେଉଛି ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ । ନୂଆମୋଟର ଭେଇକଲ୍‌ ଆଇନ୍‌ ଲାଗୁ ହେବା ପରେ ଇଏ ହେଉଛି ପ୍ରଥମ ସଡ଼କ ସୁରକ୍ଷା ସପ୍ତାହ ।…

ମକର ସଂକ୍ରାନ୍ତି ପାଳନର ପୌରାଣିକ ରହସ୍ୟ, ବୈଜ୍ଞାନିକ କାରଣ ବି ରହିଛି

ପୌଷ ମାସରେ ଯେତେବେଳେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ ଏବଂ ସୂର୍ଯ୍ୟ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରନ୍ତି ସେତିକି ବେଳେ ମକର ସଂକ୍ରାନ୍ତି ପାଳନ କରାଯାଏ । ଆସନ୍ତା ୧୫ ତାରିଖରେ ପାଳନ ହେବ ମକର ସଂକ୍ରାନ୍ତି । ଅନ୍ୟ ସଂକ୍ରାନ୍ତି ଠାରୁ ଏହାର ମହତ୍ୱ ଭିନ୍ନ । ତେବେ ମକର…

ମାଛର ଗୁପ୍ତାଙ୍ଗ ଖାଇଥାଆନ୍ତି ଏହି ଦେଶର ଲୋକେ, ଜାଣନ୍ତୁ ବିଶ୍ୱର ଏମିତି ୭ଟି ଅଦ୍ଭୁତ ବ୍ୟଞ୍ଜନ ବିଷୟରେ

ଆପଣ କେବେ ଏମିତି ବ୍ୟଞ୍ଜନ ଖାଇଛନ୍ତି କି, ଯାହା ଦେଖିବାକୁ ଯେତିକି ଭୟଙ୍କର, ଖାଇବାରେ ମଧ୍ୟ ସେତିକି ଅଦ୍ଭୁତ। ଆଜି ଆମେ ଆପଣଙ୍କୁ ବିଶ୍ୱର ୭ଟି ଅଜବ ବ୍ୟଞ୍ଜନ ବିଷୟରେ କହିବାକୁ ଯାଇଛୁ, ଯାହା ବିଷୟରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ପ୍ରଥମତଃ ଆପଣ ଏଭଳି ବ୍ୟଞ୍ଜନ ଦେଖିଲେ ମନା…

ପ୍ଲାଷ୍ଟିକ୍‌ ତୁଳନାରେ କାଠର ବାସନକୁସନ ଅଧିକ କ୍ଷତିକାରକ, ରିସର୍ଚ୍ଚରେ ହେଲା ଖୁଲାସା

ପରିବେଶ ଉପରେ କୁ-ପ୍ରଭାବ ପକାଉଥିବା ପ୍ଲାଷ୍ଟିକ୍‌କୁ ବ୍ୟାନ୍‌ କରାଯିବା ପରେ ଏବେ ମାର୍କେଟରେ ପ୍ୟାକେଜିଂ ଓ ୟୁଜ୍‌ ଆଣ୍ଡ୍‌ ଥ୍ରୋ ପ୍ଲେଟ ଭାବେ ବ୍ୟବହାର କରିବାକୁ ଏକ ନୂଆ ଜିନିଷ ଆସିଛି। କାଠ ଭଳି ଦେଖାଯାଉଥିବା ଏହି ମ୍ୟାଟେରିଆଲ ପ୍ଲାଷ୍ଟିକ୍‌ ଠାରୁ ମଧ୍ୟ ଅଧିକ ମାରାତ୍ମକ ବୋଲି…

ଡାକ୍ତରଙ୍କ ବିନା ପରାମର୍ଶରେ ନେଟ୍‌ରୁ ସର୍ଚ୍ଚ କରି ଔଷଧ ଖାଉଥିଲେ, ସାବଧାନ! ଭୋଗିପାରନ୍ତି ଭୟଙ୍କର ପରିଣାମ

ବର୍ତ୍ତମାନ କାହା ପାଖରେ କିଛି ଥାଉ କି ନଥାଉ କିନ୍ତୁ ହାତରେ ନିହାତି ସ୍ମାର୍ଟଫୋନ୍‌ ଥିବା ଦେଖିବାକୁ ମିଳୁଛି। ଯେତେବେଳେ ଯାହା ଦରକାର ପଡ଼ୁଛି ମାତ୍ର କିଛି ସମୟ ମଧ୍ୟରେ ଆମେ ତାହାକୁ ଗୁଗଲରୁ ସର୍ଚ୍ଚ କରିଦେଉଛେ। ବେଳେ ବେଳେ ଦେହ ଖରାପ ହେଲେ ମଧ୍ୟ ଆମେ ନେଟ୍‌ରୁ ଦେଖି ଔଷଧ ଖାଇଥାଉ। କେବଳ…

ଏହି ୧୦ଟି ନିଆରା ଉପାୟରେ ଭାରତର କୋଣ ଅନୁକୋଣରେ ପାଳନ କରାଯାଏ ମକର ସଂକ୍ରାନ୍ତି

ସାରା ଭାରତବର୍ଷରେ ଖୁବ୍‌ ଉତ୍ସାହର ସହ ଜାନୁୟାରୀ ୧୫ ତାରିଖ ଦିନ ପାଳନ କରାଯିବ ମକର ସଂକ୍ରାନ୍ତି। ହିନ୍ଦୁମାନଙ୍କର ଏହା ଏକ ବିଶେଷ ପର୍ବ। ଏହି ପର୍ବର ବିଶେଷତ୍ୱ ହେଉଛି ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଏହି ପର୍ବ ପାଳନ କରାଯାଏ। ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର ମହତ୍ତ୍ୱ…

ଦୈବୀ ଶକ୍ତି ନା ଆଉ କିଛି ? ଏମିତି ଏକ ଦେଶ ଯେଉଁଠି ୧୦୦ ବର୍ଷ ଧରି ହେଉଛି ମାଛ ବର୍ଷା

ଆକାଶରୁ ପାଣି, ବରଫ, କୁଆ ପଥର ବର୍ଷା ହେଉଥିବା କଥା ଆପଣ ମାନେ ନିଶ୍ଚିତ ରୂପେ ଦେଖିଥିବେ । କିନ୍ତୁ କେବେ କଣ ଆକାଶରୁ ମାଛ ବର୍ଷା ହେଉଥିବା କଥା ଶୁଣିଛନ୍ତି କି ? ଏବାବଦରେ ଆପଣଙ୍କ ଉତ୍ତର ନିଶ୍ଚିତ ରୂପେ ନାଁ ହେବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୃଥିବୀ ପୃଷ୍ଠରେ ଏମିତି ବି ସ୍ଥାନ ଅଛି…

ଦୁନିଆର ୫ଟି ସବୁଠାରୁ ସୁନ୍ଦର ଓ ବିଳାସପୂର୍ଣ୍ଣ ଏୟାରପୋର୍ଟ, ଏଠାରେ ପ୍ରତୀକ୍ଷା କରୁଥିବା ଯାତ୍ରୀମାନେ ଆଦୌ ହୁଅନ୍ତିନି…

ସାଧାରଣତଃ ରେଳ ଷ୍ଟେସନ୍‌ ବା ଏୟାରପୋର୍ଟରେ ଅପେକ୍ଷା କରିବା ଖୁବ୍‌ ମୁସ୍କିଲ୍‌ ଏବଂ ବିରକ୍ତିକର କାମ ହୋଇଥାଏ। ଏଣୁ ଏଠାରେ ଅପେକ୍ଷା କରିବା ବେଳେ ଅଧିକାଂଶ ଯାତ୍ରୀ ଶୋଇପଡ଼ନ୍ତି। କିନ୍ତୁ ଆଜି ଆମେ ଦୁନିଆର କିଛି ଏଭଳି ବିମାନବନ୍ଦର ବିଷୟରେ କହିବାକୁ ଯାଉଛୁ, ଯାହାକୁ ସବୁଠାରୁ ସୁନ୍ଦର…

ମା’ଙ୍କ ସଂସ୍କାର ହିଁ ବଦଳାଇ ଦେଇଥିଲା ବିବେକାନନ୍ଦଙ୍କ ଜୀବନର ଗତିପଥ, ଈଶ୍ୱରଙ୍କ ପ୍ରତି ବଢିଥିଲା ବିଶ୍ୱାସ

ବିଶ୍ୱ ଦରବାରରେ ଭାରତର ମହାନ ସଭ୍ୟତା, ସଂସ୍କୃତି ଓ ଆଧ୍ୟାତ୍ମିକତାକୁ ଯିଏ ପରିଚିତ କରାଇଥିଲେ , ସେ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ । ଜୀବନ ତାଙ୍କର ସଂକ୍ଷିପ୍ତ ଥିଲା ସତ, କିନ୍ତୁ କର୍ମରେ ଥିଲା ପରାକାଷ୍ଠା । ନିଜ ସ୍ୱଳ୍ପ ଆୟୁ ଭିତରେ ବି ସେ ଯାହା କରିଥିଲେ, କହିଥିଲେ କି ଅନୁଭବ କରିଥିଲେ…

କୋଲକାତାର ବ୍ଲାକ ହୋଲ ଫୋର୍ଟ ୱିଲିୟମ: ଏହି ନା ଯେତିକି ଭୟଙ୍କର ଏହାର ରହସ୍ୟ ତା ଠୁ ବି ବେଶୀ ଭୟଙ୍କର

ଅନ୍ତରୀକ୍ଷର ବ୍ଲାକହୋଲ ଵିଷୟରେ ତ ଆପଣ ଜାଣିଥିବେ କିନ୍ତୁ କଣ ଆପଣ ବ୍ଲାକହୋଲ ଅଫ କୋଲକାତା ବିଷୟରେ ଜାଣିଛନ୍ତି କି ? ଏହା ବିଷୟରେ ବୋଧହୁଏ ବହୁତ କମ ଲୋକ ଜାଣିଥିବେ । ତେବେ ଭାରତୀୟ ଇତିହାସରେ ଏହା ହେଉଛି ଏକ ଛାତି ଥରାଇ ଦେବାଭଳି ଘଟଣା ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।…