Below header
Browsing Category

ସ୍ପେଶାଲ

ଚିତ୍କାର କରିବା ସହିତ ପିଲା ମଧ୍ୟ ଜନ୍ମ କରିପାରେ ଶବ

ପ୍ରତ୍ୟେକ ମଣିଷ ପାଇଁ ମୃତ୍ୟୁ ହେଉଛି ଅନ୍ତିମ ସତ୍ୟ । ଆଜି ପର୍ଯ୍ୟନ୍ତ ମୃତ୍ୟୁ ପରର ରହସ୍ୟ କେହି ଜାଣିପାରିଲେ ନାହିଁ କିନ୍ତୁ ମୃତ୍ୟୁ ପରେ ଶରୀରରେ କେଉଁ କେଉଁ ପରିବର୍ତ୍ତନ ହୋଇଥାଏ ସେ ବିଷୟରେ ଆମେ ଅଳ୍ପ ବହୁତ ନିଶ୍ଚୟ ଜାଣିଛେ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ମୃତ୍ୟୁ ପରେ…

ପୁରୁଷଙ୍କ ତୁଳନାରେ ଛୋଟ ହୋଇଥାଏ ମହିଳାଙ୍କ ବ୍ରେନ୍‌, ଜାଣନ୍ତୁ ମସ୍ତିଷ୍କ ସହ ଜଡ଼ିତ କିଛି ଅଜଣା ତଥ୍ୟ

ମସ୍ତିଷ୍କ ବା ବ୍ରେନ୍‌ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କାମ କରିବାକୁ ନିର୍ଦ୍ଦେଶ ଦେଇଥାଏ। ଥରେ ବ୍ରେନ୍‌ ଅଚଳ ହୋଇଗଲେ ଜୀବିତ ବ୍ୟକ୍ତି ମଧ୍ୟ ମୃତ ବ୍ୟକ୍ତି ସହ ସମାନ ହୋଇଥାଏ। ଏଣୁ ସବୁବେଳେ ମସ୍ତିଷ୍କକୁ ସୁରକ୍ଷା ଦେବାକୁ ଡାକ୍ତରମାନେ…

ଅଷ୍ଟ୍ରେଲିଆରେ ୫ ଦିନ ଭିତରେ ମରାଯିବ ୧୦ ହଜାର ଓଟ!

ଗତ କିଛି ମାସ ହେବ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟାବହ ନିଅାଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ନିଅାଁ ଅନେକ ଲୋକ ଏବଂ ହଜାର ହଜାର ଜୀବଜନ୍ତୁଙ୍କ ଜୀବନ ନେଇସାରିଲାଣି। ବହୁ ଲୋକ ନିଅାଁ ସଂସ୍ପର୍ଶରେ ଆସି ଆହତ ହେବା ସହ ଶତାଧିକ ଘରଦ୍ୱାର ଉଜୁଡ଼ିଗଲାଣି। ଦେଶର ସରକାର…

ହନୁମାନଙ୍କ ନାମ ଥିଲା ହଣ୍ଡୁମାନ, ଏଥିରୁ ଆଣ୍ଡାମାନ୍‌ ନାମ ହୋଇଥିବା କୁହାଯାଏ

ଆଣ୍ଡାମାନ ନିକୋବର ଦ୍ୱୀପ ସମୂହ ଭାରତର ଅଂଶ। ଏଠାରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଯାତ୍ରୀ ଛୁଟି କାଟିବା ପାଇଁ ଆସିଥାନ୍ତି। କିନ୍ତୁ ଏହି ଦ୍ୱୀପ ସମ୍ପର୍କରେ ଏଭଳି ଅନେକ ରୋଚକ ତଥ୍ୟ ରହିଛି, ଯାହା ବିଷୟରେ ଆଜି ମଧ୍ୟ ଲୋକମାନେ ଜାଣିନଥିବେ। ତେଣୁ ଆଜି ଆମେ ଆପଣଙ୍କୁ ଆଣ୍ଡାମାନ ନିକୋବର ବିଷୟରେ…

ବାଣପୁର ଘଣ୍ଟଶିଳା ପାହାଡ଼ରେ ଲାଗିଛି ଗହଳି, ପଥରକୁ ପିଟିଲେ ବାହାରୁଛି ଘଣ୍ଟ ଶବ୍ଦ

ଟାଙ୍ଗି (ଖୋର୍ଦ୍ଧା) : ଆଜିକାଲି ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯାହାର କିମ୍ବଦନ୍ତି ଏବେ ବି ରହସ୍ଯ ଭିତରେ। ଯାହାକୁ କିଏ କେବେ ଜାଣିବାକୁ ଚେଷ୍ଟା କରିନାହାନ୍ତି। ଏହି ଅଗବ ଦୁନିଆରେ ଅନେକ ଗଜବ ଘଟଣା ପ୍ରତିଦିନ ଆମ ସହିତ ଘଟିଥାଏ । ଯାହା ବେଳେ ବେଳେ ଲୋକଲୋଚନକୁ ଆସିଥାଏ ତ…

ଶାମ୍ବ ଦଶମୀ ତିଥିରେ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା, ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ରତା

ସୂର୍ଯ୍ୟ ଉପାସନା କ୍ଷେତ୍ର ରୂପେ ଅର୍କକ୍ଷେତ୍ର କୋଣାର୍କ ପରିଚିତ । ଏହା ସାରା ବଶ୍ବରେ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ୍ ସୁନାମ ଅର୍ଜନ କରିଛି । ଖାସ୍ କରି ଏଠାକାର କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ତେବେ ଶାମ୍ବ ଦଶମୀ ତିଥିରେ ଏଠାରେ ସୂର୍ଯ୍ଯ ରଥଯାତ୍ରା ପାଳିତ ହୋଇଥାଏ ।…

ମଙ୍ଗଳବାର ଦିନ ପ୍ରଭୁ ବଜରଙ୍ଗବଲୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ, ଦୂର ହେବ ସମସ୍ତ କଷ୍ଟ

ଧାର୍ମିକ ମାନ୍ୟତା ଅନୁଯାୟୀ ମଙ୍ଗଳବାର ଭଗବାନ ରାମଙ୍କ ଭକ୍ତ ହନୁମାନଙ୍କର ହୋଇଥାଏ। ଆଜି ଦିନରେ ହନୁମାନଙ୍କ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର କଷ୍ଟ ଦୂର ହେବା ସହ ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ। ପ୍ରତ୍ୟେକ ଦିନ…

ଭିନ୍ନ ପ୍ରକାରର ମସାଜ, ଏଠାରେ ଶରୀର ଉପରେ ଛାଡି ଦିଆଯାଇଥାଏ ଅଜଗର ଭଳି ସାପ

ମାନସିକ ଶାନ୍ତି ଏବଂ ନିଜର ଥକାପଣ ଦୂର କରିବା ପାଇଁ ଲୋକମାନେ ମସାଜର ସାହାରା ନେଇଥାନ୍ତି । ଯୁବତୀମାନେ ନିଜର ସୁନ୍ଦରତାକୁ ବଢାଇବା ପାଇଁ ମଧ୍ୟ ଏହାର ସାହାରା ନେଇଥାନ୍ତି । ତେବେ ମସାଜର ଏକ ଏପରି ତରିକା ରହିଛି ଯାହା ଶୁଣିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଝିଅମାନେ ଅଜଗର ଓ…

ଦୁନିଆର ସର୍ବବୃହତ ଫୁଲ ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ

ସାଧାରଣତଃ ଏହି ଦୁନିଆରେ ଏପରି ଅନେକ ଜିନିଷ ଦେଖିବାକୁ ମିଳିଥାଏ ଯାହାକି ବହୁତ ଆଶ୍ଚର୍ଯ୍ୟକର ହୋଇଥାଏ । ଏମିତିକି କିଛି ଅବିଶ୍ଵସନୀୟ ଓ ଅକଳ୍ପନୀୟ ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଫୁଲ ବିଷୟରେ କହିବାକୁ ଯାଉଛୁ ଯାହାକି ବର୍ତ୍ତମାନ ରେକର୍ଡ ବ୍ରେକ କରିଛି । ତେବେ ଆମେ କହୁଛୁ…

ଏହି ଗ୍ରାମରେ ପ୍ରତ୍ୟେକ ବୋହୁ ହେଉଛନ୍ତି ଦ୍ରୌପଦୀ, ଅନେକ ନାରୀଙ୍କର ରହିଛନ୍ତି ସାତରୁ ଆଠ ଜଣ ଲେଖାଏଁ ସ୍ୱାମୀ

ମହାଭାରତରେ ଏକ ଏପରି ଚରିତ୍ର ଥିଲା ଯାହାର ନା ଥିଲା ଦ୍ରୌପଦୀ । ଆଜିବି ମହାଭାରତରେ ଏହା ଏକ ବିବାଦୀୟ ଚରିତ୍ର ହୋଇ ରହିଛି । ଏମିତି ବି କୁହାଯାଇ ପାରେ ଯେ ଏହି ଚରିତ୍ର ପାଇଁ ହୋଇଥିଲା ମହାଭାରତ ଯୁଦ୍ଧ । ଆପଣ ଜାଣିଥିବେ ଯେ ଦ୍ରୌପଦୀଙ୍କର ୫ ଜଣ ସ୍ୱାମୀ ଥିଲେ ଯଦିଓ ଏହା ତାଙ୍କୁ ବରଦାନ ପାଇଁ…

ମକର ସଂକ୍ରାନ୍ତି ଦିନ ଏହି ସବୁ କାମ କରିବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ସୂର୍ଯ୍ୟଦେବ

ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତି। ନୂଆବର୍ଷ ଆରମ୍ଭ ହେବା ପରେ ସର୍ବପ୍ରଥମେ ଏହି ପର୍ବ ପାଳିତ ହୁଏ। ଚଳିତବର୍ଷ ଜାନୁୟାରୀ ୧୪ କିମ୍ବା ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ। ବିଶ୍ୱାସ ରହିଛି ଯେ ଏହି ଦିନ ଭଗବାନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି।…

ପ୍ରକୃତି ରାଣୀର ଅନନ୍ୟ ସୃଷ୍ଟି, କଳାହାଣ୍ଡିର ଚିରସ୍ରୋତା ରାବଣଦର ଜଳପ୍ରପାତ

କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲାରେ ପ୍ରକୃତି ରାଣିର ଅନେକ ଅବଦାନ ରହିଛି । ଥୁଆମୁଳ ରାମପୁରର ସିନ୍ଦେର ହେଉ ଅବା କୋକସରା ର ଡୋକରି ଚନ୍‌ଚରା , ଭବାନିପାଟଣା ଫୁର୍ଲିଝରନ୍ ହେଉ ଅବା ମୁଖିଗୁଡା ଇନ୍ଦ୍ରାବତି କିନ୍ତୁ ସବୁଠୁ ନିଆରା ପ୍ରାକ୍ରୁତିକ ସୌନ୍ଦର୍ଯ୍ୟରେ ଭରା ହେଉଛି ରାବଣଦର…