Below header
Browsing Category

କ୍ରୀଡା

ସାକୀ-ସାକୀ ଗୀତରେ ସାର୍ଟ ଖୋଲି ନାଚିଲେ କ୍ରିକେଟର ୟୁଜ୍‌ବେନ୍ଦ୍ର ଚହଲ, ଦେଖନ୍ତୁ ଭାଇରଲ ଭିଡିଓ

କ୍ରିକେଟର ୟୁଜ୍‌ବେନ୍ଦ୍ର ଚହଲ ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ଆକ୍ଟିଭ୍ ରହିଥାନ୍ତି । ଟିକ୍‌ଟକ୍‌ ରୁ ନେଇ ଇନ୍‌ଷ୍ଟାଗ୍ରାମ ଯାଏ ସବୁଥିରେ ସେ ଭିଡ଼ିଓ ପୋଷ୍ଟ କରି ଲୋକଙ୍କୁ ଉତ୍ସାହିତ କରୁଛନ୍ତି । ଏବେ ସେ ଏକ ଡ୍ୟାନ୍ସ କରୁଥିବାର ଭିଡ଼ିଓ ,ଶେୟାର କରିଛନ୍ତି ଏବଂ କହିଛନ୍ତି ସେ ଗୋଆରେ ଏନ୍‌ଜଏ…

ମହିଳା T-20 ବିଶ୍ୱକପରେ ହାରିଲା ବିଶ୍ୱ ଚାମ୍ପିଅନ୍‌, ଉଦଘାଟନୀ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ବିଜୟରୁ ଅଭିଯାନ…

କେନ୍ୟୁଜ୍(ବ୍ୟୁରୋ): ମହିଳା ଟି-ଟେ୍ଵଣ୍ଟି ବିଶ୍ୱକପରେ ହାରିଲା ବିଶ୍ୱ ଚାମ୍ପିଅନ୍‌ । ଉଦଘାଟନୀ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ୧୭ ରନରେ ବିଜୟୀ ହୋଇଛି ଭାରତ । ସିଡନୀରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ଚାରି ଓ୍ଵିକେଟ…

ଓଡିଶା ରଚିବାକୁ ଯାଉଛି ଇତିହାସ, ପ୍ରଥମ ଖେଲୋ ଇଣ୍ଡିଆ ପାଇଁ କିଟ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ କିଟ୍…

କେନ୍ୟୁଜ୍(ବ୍ୟୁରୋ):  କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ  ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ପ୍ରତିଯୋଗିତା ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେଉଛି । ପ୍ରଥମ ଖେଲୋ ଇଣ୍ଡଅି । ବିଶ୍ୱବିଦ୍ୟାଳୟ କ୍ରୀଡା଼ ପ୍ରଥମ କରି ଓଡ଼ିଶାର ଭୁବନେଶ୍ୱରର କିଟ୍ ‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ…

ରସ୍‌ ଟେଲର ନିଜ ପିଲାଙ୍କ ସହ ସେଲିବ୍ରେଟ୍‌ କଲେ ୧୦୦ତମ ଟେଷ୍ଟ, ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ଭେଟି ଦିଆଗଲା…

କ୍ରିକେଟର ୩ଟି ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡର ମହାନ୍‌ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ବିଶ୍ୱର ପ୍ରଥମ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏହି ସଫଳତା ଶୁକ୍ରବାର ବେସିନ୍‌ ରିଜର୍ଭ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ହାସଲ…

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କହିଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କହିଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ଟିମ୍‌ ଇଣ୍ଡିଆର ଏହି ସ୍ପିନର କ୍ରିକେଟର ସବୁ ଫର୍ମାଟ୍‌ରୁ ଅବସର ନେଇଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଟ୍ଵିଟର ପେଜ୍‌ରେ ଦୁଇ ପେଜ୍‌ର ପୋଷ୍ଟ କରିଛନ୍ତି ପ୍ରଜ୍ଞାନ । ଏଥିରେ ପୂର୍ବତନ…

ଏହି ଅଭିନେତ୍ରୀଙ୍କ ସହିତ ଡେଟିଂରେ ଯିବାକୁ ଚାହୁଁଥିଲେ ସୁରେଶ ରାଇନା

ଭାରତୀୟ କ୍ରିକେଟର ସୁରେଶ ରାଉନା ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛି ଖୁଲାସା କରିଛନ୍ତି। ଯଦିଓ ସେ ବ୍ୟାଙ୍କର୍‌ ପ୍ରିୟଙ୍କ ଚୌଧୁରୀଙ୍କୁ ବିବାହ କରିଛନ୍ତି କିନ୍ତୁ ବଲିଉଡ୍‌ର ଜଣେ ଅଭିନେତ୍ରୀ ଦୀର୍ଘ ଦିନ ଧରି ତାଙ୍କ ହୃଦୟରେ ରାଜ୍‌ କରିଥିଲେ। ନିକଟରେ ଏକ ଶୋ’ରେ ଭାଗ ନେଇ ନିଜ ବ୍ୟକ୍ତିଗତ…

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍, ପ୍ରଥମ ଦିନରେ ୫ ଓ୍ଵିକେଟ୍‌ ହରାଇ ୧୨୨ ରନ୍‌ କରିଛି ଟିମ୍‌ ଇଣ୍ଡିଆ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟର ପ୍ରଥମ ଦିନ। ପ୍ରଥମ ଦିନରେ ୫ ଓ୍ଵିକେଟ୍‌ ହରାଇ ୧୨୨ ରନ୍‌ କରିଛି ଭାରତ । ରାହାଣେ ଓ ପନ୍ଥ ଅପରାଜିତ ଅଛନ୍ତି । ବର୍ଷା ଯୋଗୁ ଶେଷ ସେସନ୍‌ ଖେଳାଯାଇ ପାରିନଥିଲା । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ…

ଆଜିଠୁ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା, ଦୁଇ ଶହ ବିଶ୍ୱବିଦ୍ୟାଳୟର ୪ ହଜାରରୁ ଅଧିକ…

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା । ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ସର୍ବ ବୃହତ କ୍ରୀଡା ମହୋତ୍ସବ । ପ୍ରଥମ ଥର ଲାଗି ଓଡ଼ିଶାର କିଟ୍‌ ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଲୟ କ୍ରୀଡ଼ା ଆୟୋଜନ ହୋଉଥିବା…

ଓଡିଶାରେ ଆରମ୍ଭ ହେବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଭାଗ ନେବେ ଦୁଇ ଶହ ୟୁନିଭର୍ସିଟିର ପ୍ରାୟ ୪ ହଜାର…

ଭୁବନେଶ୍ବର(କେନ୍ୟୁଜ୍): ପ୍ରଥମ ଥର ଲାଗି ଓଡ଼ିଶାର କିଟ୍‌ ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଲୟ କ୍ରୀଡ଼ା ଆୟୋଜନ ହୋଉଥିବା ବେଳେ ପ୍ରତିଯୋଗୀଙ୍କ ମନରେ ନାହିଁ ନଥିବା ଉତ୍ସାହ ପରିଲିଖିତ ହୋଇଛି । ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଏଥିରେ ମୋଟ୍‌ ୧୭ଟି…

ସୋସିଆଲ ମିଡିଆରେ ମୋଦୀଙ୍କୁ ପଛରେ ପକାଇଲେ ବିରାଟ, ଜାଣନ୍ତୁ କେମିତି

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ସୋଶାଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ତାଙ୍କର ୫୦ ମିଲିୟନ ଫଲୋର୍ସ ପର୍ଯ୍ୟନ୍ତ ରହିଛନ୍ତି। ଯାହା ବର୍ତ୍ତମାନ କୌଣସି ଭାରତୀୟଙ୍କ ପାଖରେ ନାହିଁ। ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ…

ଫ୍ୟାନ୍‌ମାନଙ୍କୁ ପସନ୍ଦ ଆସିଲାନି ପାକିସ୍ତାନ ମହିଳା କ୍ରିକେଟ ଟିମ୍‌ର ଏହି ଡ୍ୟାନ୍ସ ଭିଡିଓ, କିଏ କହିଲା ‘ଡାହାଣୀ’ ତ…

ଅଷ୍ଟ୍ରେଲିଆରେ ଆଇସିସି ମହିଳା ଟି-୨୦ ଓ୍ଵାର୍ଲ୍ଡ କପ୍‌-୨୦୨୦ ଆରମ୍ଭ ହେବାର ମାତ୍ର ଗୋଟିଏ ଦିନ ବିତିଛି। ଆଉ ଟିମ୍‌ଗୁଡ଼ିକ ନିଜକୁ ପଜିଟିଭ୍‌ ରଖିବା ପାଇଁ ପୂରା ଚେଷ୍ଟା ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ମହିଳା କ୍ରିକେଟ ଟିମ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି,…

ପାକିସ୍ତାନ କ୍ରିକେଟର ଉମର ଅକମଲଙ୍କ ଟୁଇଟ୍‌ ଭାଇରାଲ, ଖରାପ ଇଂଲିଶକୁ ନେଇ ମଜା ଉଡ଼ାଇଲେ ୟୁଜର

ପାକିସ୍ତାନ ପାଇଁ ୧୨୧ ଓ୍ଵାନ୍‌ଡେ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ ଖେଳି ସାରିଥିବା କ୍ରିକେଟର ଉମର ଅକମଲ ଏବେ ସୋସିଆଲ ମିଡିଆରେ ହାସ୍ୟର ପାତ୍ର ହୋଇଛନ୍ତି। ଯେବେଠାରୁ ତାଙ୍କ ନାଁରେ ଏକ ଇଂଲିଶ ଟୁଇଟ୍‌ ଭାଇରାଲ ହେଉଛି, ସେବେଠାରୁ ସମସ୍ତେ ତାଙ୍କର ମଜା ଉଡ଼ାଇବାରେ ଲାଗିଛନ୍ତି। ପ୍ରକୃତ କଥା ହେଲା,…