Below header
Browsing Category

କ୍ରୀଡା

ରୋହିତ ଶର୍ମା ଓ୍ଵାର୍କଆଉଟ୍‌ର ଭିଡିଓ ପୋଷ୍ଟ କରିବାରୁ ଏମିତି ଟ୍ରୋଲ୍‌ କଲେ ହରଭଜନ ସିଂହ…

ଟିମ୍‌ ଇଣ୍ଡିଆର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଏବେ ଆଘାତ ଯୋଗୁ ଭାରତୀୟ ଟିମ୍‌ରେ ଖେଳୁନାହାନ୍ତି। ରୋହିତଙ୍କ ପେଣ୍ଡାରେ ଗଭୀର ଆଘାତ ଲାଗିଥିବାରୁ ସେ ଏବେ ବିଶ୍ରାମ ନେଉଛନ୍ତି। ଟିମ୍‌ରୁ ବାହାରେ ଥିଲେ ମଧ୍ୟ ରୋହିତ ନିଜ ଫିଟ୍‌ନେସ୍‌କୁ ଗୁରୁତ୍ୱ ଦେବା ଛାଡ଼ିନାହାନ୍ତି। ଏହାର ପ୍ରମାଣ ସେ…

ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ, ଭାଗ ନେବେ ୨୦୦ରୁ ଅଧିକ ୟୁନିଭର୍ସିଟି ୪ ହଜାର ଖେଳାଳି

ମଝିରେ ଆଉ ଦୁଇ ଦିନ । ଓଡିଶାରେ ଆରମ୍ଭ ହେବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା । ୧୭ଟି ଇଭେଣ୍ଟରେ ପରସ୍ପରକୁ ଟକ୍କର ଦେବେ ଦୁଇ ଶହ ୟୁନିଭର୍ସିଟିର ପ୍ରାୟ ୪୦୦୦ ଖେଳାଳି । ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଆସୋସିଏସନ ଅଫ ଇଣ୍ଡିଆ ୟୁନିଭରସିଟିଜ୍‌ ଓ ରାଜ୍ୟ କ୍ରୀଡା ବିଭାଗର ମିଳିତ…

କାଲିଠୁ ରଣଜୀ ଟ୍ରଫି କ୍ୱାର୍ଟର ଲଢ଼େଇ, ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଓଡ଼ିଶା ଓ ପଡ଼ୋଶୀ ବେଙ୍ଗଲ

କାଲିଠୁ ରଣଜୀ ଟ୍ରଫି କ୍ୱାର୍ଟର ଲଢ଼େଇ । ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଓଡ଼ିଶା ଓ ପଡ଼ୋଶୀ ବେଙ୍ଗଲ । କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ସକାଳ ସାଢ଼େ ୯ଟାରେ ଖେଳାଯିବ ମ୍ୟାଚ୍‌ । ତିନିଟି ସିଜିନ ପରେ ରଣଜୀ ଟ୍ରଫି କ୍ୱାର୍ଟରରେ ପହଞ୍ଚିଛି ଓଡ଼ିଶା । ଶେଷ ଥର ପାଇଁ ୨୦୧୬-୧୭ରେ ଓଡ଼ିଶାର ସେମି…

କ୍ରିକେଟ ପରେ ବଲିଉଡ ଜଗତରେ ଏବେ ପାଦ ଥାପିବେ ହିଟମ୍ୟାନ ଯୁବରାଜ ସିଂହ

କ୍ରିକେଟ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରିସାରିବା ପରେ ଟିମ ଇଣ୍ଡିଆର ପ୍ରଶିଦ୍ଧ ଖେଳାଳି ଯୁବରାଜ ସିଂ ଖୁବ ଶୀଘ୍ର ବଲିଉଡର ଡିଜିଟାଲ ଜଗତରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ନିକଟରେ ହିଁ, ଯୁବରାଜ ନିଜ ପତ୍ନୀ ହେଜେଲ କ୍ରିଚ ଓ ସାନ ଭାଇ ଯୋଜାବର ସିଂହଙ୍କ ସହ ଏକ ୱେବ ସିରିଜରେ…

ଦେଖନ୍ତୁ ସୋସିଆଲ ମିଡିଆରେ ପୋଷ୍ଟ ପୂର୍ବରୁ ଝିଅଠାରୁ କେମିତି ଅନୁମତି ମାଗୁଛନ୍ତି ରୋହିତ ଶର୍ମା

ଆଘାତ ଯୋଗୁ ଏବେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ତଥା ସୀମିତ ଓଭରର ଉପଅଧିନାୟକ ରୋହିତ ଶର୍ମା ଏବେ ଆରାମ କରୁଛନ୍ତି। ଏହାରି ଭିତରେ ସେ ନିଜ ପରିବାରକୁ ଅଧିକ ସମୟ ଦେଉଛନ୍ତି। ମଙ୍ଗଳବାର ତାଙ୍କ ସ୍ତ୍ରୀ ରିତିକା ସଜଦେହ ରୋହିତଙ୍କର ଏକ କ୍ୟୁଟ୍‌ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ…

ଆସନ୍ତା ୨୩ ତାରିଖରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା

ଆସନ୍ତା ୨୩ତାରିଖରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା। ୨୨ତାରିଖରେ କଟକର ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହାର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ଆଉ ମାତ୍ର ୩ଦିନ ସମୟ ଥିବାରୁ ଇନ୍‌ଡୋର ଷ୍ଟାଡିୟମରେ…

ବୋଲ୍ଟଙ୍କ ରେକର୍ଡ ଭାଙ୍ଗିଥିବା ଶ୍ରୀନିବାସଙ୍କ ଠାରୁ ମଧ୍ୟ ଦ୍ରୁତଗତିରେ ଦୌଡ଼ିଲେ ନିଶାନ୍ତ, ୯.୫୧ ସେକେଣ୍ଡରେ ଅତିକ୍ରମ…

ପାରମ୍ପରିକ ମଇଁଷି ଦୌଡ଼(କମ୍ବାଲା)ରେ ରେକର୍ଡ ପ୍ରଦର୍ଶନ କରି ଓସେନ୍‌ ବୋଲ୍ଟଙ୍କ ଦୌଡ଼ ରେକର୍ଡ ଭାଙ୍ଗିଥିବା ଧାବକ ଶ୍ରୀନିବାସ ଗୌଡ଼ଙ୍କ ରେକର୍ଡ ଭାଙ୍ଗିଛି। ଶ୍ରୀନିବାସ ଗୌଡ଼ ୧୩.୬୨ ସେକେଣ୍ଡରେ ୧୪୨.୫ ମିଟର ଅତିକ୍ରମ କରି ଚର୍ଚ୍ଚାରେ ରହିଥିଲେ। କିନ୍ତୁ ଏବେ ନିଶାନ୍ତ ସେଟ୍ଟୀ ନାମକ ଜଣେ ଯୁବକ…

କରୋନା ଭାଇରସ କାରଣରୁ ଏସିଆନ ଚମ୍ପିୟାନସିପରେ ଭାଗ ନେଇପାରିବେନି ଚୀନ ଖେଳାଳି

ଆଜିଠୁ ଆରମ୍ଭ ହେଉଥିବା ଏସିଆନ କୁସ୍ତି ଚମ୍ପିୟାନସିପରେ ଚୀନ ପହିଲଵାନ ମାନେ ଭାଗ ନେଇପାରିପେନି । ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ସଂକ୍ରମଣ କାରଣରୁ ହିଁ ଭାରତ ସରକାର ଚୀନ ଖେଳାଳି ମାନଙ୍କୁ ଭିସା ଜାରି କରିନାହାନ୍ତି । ଭାରତ ରାଷ୍ଟ୍ରୀୟ ମହାସଂଘର ଜଣେ ଶୀର୍ଷ ଅଧିକାରୀ ଏବାବଦରେ…

ବିରାଟଙ୍କୁ ଛାଡ଼ି ମୁମ୍ବାଇ ଫେରିଲେ ପତ୍ନୀ ଅନୁଷ୍କା, ଦୂରେଇ ଯିବା ଦୁଃଖରେ ଶେୟାର କଲେ ଏଭଳି ଭାବପୂର୍ଣ୍ଣ ମେସେଜ

ଭାରତୀୟ କ୍ୟାପ୍‌ଟେନ ବିରାଟ କୋହଲି ବର୍ତ୍ତମାନ ଟିମ୍‌ ଇଣ୍ଡିଆ ସହ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଏହି ଟୁର୍‌ରେ ବିରାଟଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଥିଲେ। କିନ୍ତୁ ଏବେ ସେ ନିଜ କାମ ପାଇଁ ମୁମ୍ବାଇ ଫେରିଆସିଛନ୍ତି। ଏହାରି ଭିତରେ ଅନୁଷ୍କା, ବିରାଟଙ୍କ ପାଖକୁ ଏକ…

ଟେଷ୍ଟ ସିରିଜ୍‌ ପାଇଁ ଟିମ୍‌ ଘୋଷଣା କଲା ନ୍ୟୁଜ୍‌ଲ୍ୟାଣ୍ଡ, ଭାରତ ବିପକ୍ଷରେ ଖେଳିବା ପାଇଁ ଫେରିଲେ ଟ୍ରେଣ୍ଟ ବୋଲ୍ଟ

ଭାରତ ବିପକ୍ଷରେ ହେବାକୁ ଥିବା ଦୁଇଟି ମ୍ୟାଚର ଟେଷ୍ଟ ସିରିଜ୍‌ ପାଇଁ ନ୍ୟୁଜ୍‌ଲ୍ୟାଣ୍ଡ ନିଜର ଟିମ୍‌ ଘୋଷଣା କରିସାରିଛି। ସୂଚନା ମୁତାବକ ଟିମ୍‌ରେ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ ପୂନର୍ବାର ସାମିଲ ହୋଇଥିବା ବେଳେ ମିଚେଲ ସୈଟନରଙ୍କ ସ୍ଥାନରେ ବାମ ହାତର ସ୍ପିନର ଏଜାଜ ପଟେଲଙ୍କୁ ସାମିଲ…

ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ଙ୍କୁ ଭାବପୂର୍ଣ୍ଣ ବିଦାୟ, ଅନ୍ତିମ ମ୍ୟାଚ୍‌ରେ ନିଜ ପୋଷ୍ଟର ଦେଖି ଭାବୁକ ହୋଇଗଲେ…

ନିଜ ହୋମ୍‌ ଗ୍ରାଉଣ୍ଡରେ ବେଙ୍ଗାଲୁରୁ ଓପନ୍‌ ରୂପେ ନିଜ ଅନ୍ତିମ ଏଟିପି ଟୁର୍ନାମେଣ୍ଟ ଖେଳୁଥିବା ଭାରତର ମହାନ୍‌ ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ଙ୍କୁ ସମ୍ମାନସ୍ୱରୂପ ବିଦାୟ ଦିଆଯାଇଛି। ରବିବାର କେଏସ୍‌ଏଲ୍‌ଟିଏ ଷ୍ଟାଡିୟମ୍‌ରେ ପୂର୍ବତନ ଅଲିମ୍ପିୟାନ୍‌ ଏବଂ ଖେଳାଳିମାନେ ମିଶି ତାଙ୍କୁ…

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶା ଭେଟିବ ବେଙ୍ଗଲକୁ, ୨୦ରୁ ଲଢ଼େଇ

ଭୁବନେଶ୍ୱର (କେ ନ୍ୟୁଜ୍‌) : ତିନିଟି ସିଜିନ୍‌ ପରେ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିବା ଓଡ଼ିଶା କ୍ରିକେଟ୍‌ ଦଳକୁ ପୁରସ୍କୃତ କରିବାକୁ ଘୋଷଣା କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୫୦ ହଜାର ଲେଖାଏଁ ଅର୍ଥରାଶି ମିଳିବ । ଓସିଏ ସମ୍ପାଦକ…