Below header
Browsing Category

କ୍ରୀଡା

ବାଲେଶ୍ୱରରେ ଅନୁଷ୍ଠିତ ହୋଇଛି ୫୮ତମ ଜାତୀୟ ଜୁନିଅର ବଡି ବିଲ୍ଡିଂ ଚାମ୍ପିଅନସିପ୍, ଭାଗ ନେଇଥିଲେ ୨୮ଟି ରାଜ୍ୟରୁ ୩୫୦ଜଣ…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାସ୍କୁଲ ପଡିଆରେ ୫୮ତମ ଜାତୀୟ ଜୁନିଅର ବଡି ବିଲ୍ଡିଂ ଚାମ୍ପିଅନସିପ ଅନୁଷ୍ଠିତ ହୋଇଛି। ଅତିଥିଭାବେ IBBFFର ସାଧାରଣ ସମ୍ପାଦକ ଡ. ସଞ୍ଜୟ ମୋତେ ଓ ବରିଷ୍ଠ ସଭାପତି ବେନିକ୍‌ ପ୍ରଂସିଶ ଯୋଗ ଦେଇଥିଲେ । ଏଥିରେ ୨୮ଟି ରାଜ୍ୟରୁ ୩୫୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।…

ଶେଷ ଦିନିକିଆ କାଲି : ‘କ୍ୟୁଇ’ କରିବ କି କ୍ଲିନ୍‌ ସୁଇପ୍‌ ନା ଫେରିବ ଟିମ୍‌ ଇଣ୍ଡିଆ ?

ମୌଙ୍ଗାନୁଇ (ନ୍ୟୁଜିଲାଣ୍ଡ) : ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯିବ ଶେଷ ଦିନିକିଆ ମ୍ୟାଚ୍‌ । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ରହି ଘରୋଇ ନ୍ୟୁଜିଲାଣ୍ଡ ଦଳ ସିରିଜ୍‌ ଜିତି ସାରିଛି । ଏବେ ଭାରତ କେବଳ ତାର ସମ୍ମାନ ରକ୍ଷା କରିବାକୁ ଶେଷ ମ୍ୟାଚ୍‌ ଜିତିବା…

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିବା ପରେ ଇନ୍ଦ୍ରଚନ୍ଦ୍ର ମାନିଲେନି ବାଂଲାଦେଶ ଖେଳାଳି, ପଡ଼ିଆରେ ଟିମ୍‌ ଇଣ୍ଡିଆଙ୍କୁ…

ଭାରତୀୟ ଟିମ୍‌ ରବିବାର ଆଇସିସି ଅଣ୍ଡର-୧୯ ଓ୍ଵାର୍ଲ୍ଡ କପ୍‌ରେ ପରାଜିତ ହୋଇଛି। ଏହି ପରାଜୟ ସହ ଭାରତର ପଞ୍ଚମ ବିଶ୍ୱ ରେକର୍ଡର ସ୍ୱପ୍ନ ମଧ୍ୟ ଧୂଳିସାତ୍‌ ହୋଇଛି। ପଡ଼ୋଶୀ ବାଂଲାଦେଶୀ ଭାରତକୁ ଫାଇନାଲରେ ତିନିଟି ଓ୍ଵିକେଟ୍‌ରେ ହରାଇଛି। ତେବେ ଏହି ବିଜୟ ପରେ ବାଂଲାଦେଶୀର ଖେଳାଳିମାନେ ଆଉ…

ପୁଲ୍‌ ପାଖରେ ପ୍ଲାଙ୍କ୍‌ ଓ୍ଵାର୍କଆଉଟ୍‌ କରୁଥିଲେ କେଭିନ୍‌ ପିଟରସନ, ଏମିତି ଢଙ୍ଗରେ ଚିଡ଼ାଇଲେ କୁମାର ସାଙ୍ଗକାରା

ଇଂଲଣ୍ଡର ପୂର୍ବତନ କ୍ୟାପ୍‌ଟେନ କେଭିନ୍‌ ପିଟରସନ ରବିବାର ଟୁଇଟରରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପୁଲ୍‌ କୂଳରେ ପ୍ଲାଙ୍କ୍‌ ଓ୍ଵାର୍କଆଉଟ୍‌ କରୁଥିବାର ନଜର ଆସୁଛନ୍ତି। ଫଟୋ ସହିତ ସେ କ୍ୟାପ୍‌ସନ ଲେଖିଛନ୍ତି ଯେ ‘No rest days!’ ତେବେ ଏହାକୁ ନେଇ ଶ୍ରୀଲଙ୍କାର ପୂର୍ବତନ…

ଭାରତକୁ ହରାଇ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ରେ ନୂଆ ଚାମ୍ପିଅନ୍‌ ହେଲା ବାଂଲାଦେଶ

ପୋଚେଫଷ୍ଟମ୍‌ (ଦକ୍ଷିଣ ଆଫ୍ରିକା) : ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ରେ ନୂଆ ଚାମ୍ପିଅନ୍‌ ହୋଇଛି ବାଂଲାଦେଶ । ଆଜି ଗତଥର ଚାମ୍ପିଅନ୍‌ ଭାରତକୁ ୩ ଓ୍ଵିକେଟ୍‌ରେ ହରାଇ ବାଂଲାଦେଶ ଟ୍ରଫି ହାସଲ କରିଛି । ଶେଷ ଭାଗରେ ବର୍ଷା ଯୋଗୁଁ ଲାଗୁ ହେଲା ଡିଏଲ୍‌ ପ୍ରଣାଳୀ । ଏଥିରେ ବାଂଲାଦେଶ ପାଇଁ…

ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌, ଲଢ଼େଇ କରି ବେଲଜିୟମ ଠାରୁ ୩-୨ ଗୋଲ୍‌ରେ ହାରିଗଲା ଭାରତ

ଭୁବନେଶ୍ୱର (କେ ନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨୦୨୦ ଦ୍ୱିତୀୟ ମ୍ୟାଚରେ ଜିତିଲା ବେଲଜିୟମ୍‌ । ହାରିଲା ଭାରତ । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତକୁ ୩-୨ଗୋଲରେ ହରାଇଛି ଭ୍ରମଣକାରୀ ଦଳ । ଖେଳ ଆରମ୍ଭର ୩ମିନିଟ୍‌ ରେ ବେଲଜିୟମ ପ୍ରଥମ ଗୋଲ ଦେଇ…

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ୍‌ : ଯଶସ୍ୱୀ ଜୟସ୍ୱାଲଙ୍କ ୮୮ ରନ୍‌, ଭାରତ ୧୭୭ ରନ୍‌ରେ ଅଲ୍‌ଆଉଟ୍‌

ପୋଚେଫଷ୍ଟମ୍‌ (ଦକ୍ଷିଣ ଆଫ୍ରିକା) : ଶକ୍ତିଶାଳୀ ଭାରତକୁ ଲଗାମ୍‌ ଲଗାଇଲେ ବାଂଲାଦେଶ ବୋଲର୍‌ । ଆଜି ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୪୭.୨ ଓଭର୍‌ରେ ୧୭୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ମାତ୍ର…

ଓଡିଶା ପାଇଁ ଆଣିଲେ ଗର୍ବ, ଓଡିଶା ପାଇଁ ଦୁଇଟି ସ୍ଵର୍ଣ୍ଣ ଆଣିଲେ ପାର୍ବତୀ ସେଠୀ

କେନ୍ୟୁଜ୍ (ବ୍ୟୁରୋ) : ଓଡିଶା ପାଇଁ ଗର୍ବ ଆଣିଲେ ପାର୍ବତୀ ସେଠୀ। ଗୁଜରାଟରେ ଅୟୋଜିତ 3rd National Master Games of India Athletics Meet ରେ ଭାଗ ନେଇ ପାର୍ବତୀ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ସେ 40 ବର୍ଷ ବର୍ଗରେ ଏହି ପଦକ ହାସଲ କରିଛନ୍ତି। ଏହି ଜାତୀୟସ୍ତରୀୟ…

ଚକୋଲେଟ୍‌ରେ ପ୍ରସ୍ତୁତ ହେଲା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ୧.୮୭ ମିଟରର ଷ୍ଟାଚ୍ୟୁ, ତିଆରି ପାଇଁ ଲାଗିଲା ୨୦୦ ଘଣ୍ଟା!

ପର୍ତ୍ତୁଗାଲର ଜଣେ ଚକୋଲେଟ୍‌ ନିର୍ମାତା ଜର୍ଜ କାରଡୋସୋ ଚକୋଲେଟ୍‌ରେ ତିଆରି କରିଛନ୍ତି ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ଏକ ପ୍ରତିମୂର୍ତ୍ତି। ସୁଇଜରଲ୍ୟାଣ୍ଡର ଗିସେଜ୍‌ରେ ତିଆରି ହୋଇଥିବା ଏହି ଷ୍ଟାଚ୍ୟୁର ଉଚ୍ଚତା ରହିଛି ୧.୮୭ ମିଟର। ଏଥିରେ ୧୨୯ କିଲୋ ଚକୋଲେଟ୍‌ ବ୍ୟବହାର…

ନାହିଁ ଗୋଟେ ଗୋଡ, ତଥାପି ହାଇଜମ୍ପ କରି ଦୁନିଆକୁ କରିଦେଲେ ଆଶ୍ଚର୍ଯ୍ୟ

ସମସ୍ତଙ୍କ ଜୀବନରେ କିଛି ନା କିଛି ପରିସ୍ଥିତି ଆସିଥାଏ, ଯାହା ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦିଏ। ବେଳେ ବେଳେ ଜୀବନରେ ଏପରି କଷ୍ଟ ଆସିଥାଏ, ଯେଉଁଥିରୁ ବାହାରି ଆସିବାକୁ ଅନେକ ସମୟ ଲାଗିଥାଏ। ଏହିସବୁ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବା ହିଁ ବୁଦ୍ଧିମାନର କାମ ହୋଇଥାଏ। କିଛି ଲୋକଙ୍କ…

ବୁଶ୍‌ଫାୟାର କ୍ରିକେଟ୍‌: ଅଷ୍ଟ୍ରେଲିଆନ୍‌ ଟିମ୍‌ ଜର୍ସି ପିନ୍ଧି କମାଲ ଦେଖାଇଲେ ମାଷ୍ଟରବ୍ଲାଷ୍ଟର, ୫ ବର୍ଷ ପରେ ଧରିଲେ…

ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି। ସେଠାରେ ସେ ଜଙ୍ଗଲ ନିଅାଁରେ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ନିମନ୍ତେ ଆୟୋଜିତ ‘ବୁଶ୍‌ଫାୟାର କ୍ରିକେଟ୍‌ ବ୍ୟାଶ୍‌’ରେ ବ୍ୟାଟିଂ କରିଥିବା ନଜର ଆସିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

ପ୍ରଥମ ଭୁବନେଶ୍ୱର ମିଡିଆ ବ୍ୟାଡ୍‌ମିଣ୍ଟନ୍‌ କପ୍‌, ଲେଲିନ ଓ ଲିଙ୍ଗରାଜଙ୍କ ଯୋଡ଼ି ଚାମ୍ପିଅନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପରେ ଲେଲିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ଏହି ଯୋଡ଼ି ୨-୦ ସେଟରେ ସି.ଏସ ବାବୁ ଓ ପି.କେ ପାତ୍ରଙ୍କୁ…