Browsing Category

କ୍ରୀଡା

ଅନୁଷ୍କାଙ୍କଠାରୁ ୧୦ ଗୁଣା ଅଧିକ ରୋଜଗାର କରୁଛନ୍ତି ବିରାଟ କୋହଲି! ରିପୋର୍ଟରେ ହେଲା ଖୁଲାସା

ଭାରତୀୟ କ୍ୟାପ୍‌ଟେନ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କେବଳ ଭାରତରେ ନୁହେଁ, ବରଂ ବିଶ୍ୱର ସବୁଠାରୁ ନାମୀଦାମୀ ଯୋଡ଼ିଙ୍କ ମଧ୍ୟରୁ ଜଣେ। ଏହି ଦୁଇଜଣଙ୍କ ରୋଜଗାରକୁ ନେଇ ଏବେ ଏକ ରିପୋର୍ଟରେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଗତବର୍ଷ ବିରାଟ…

ଧୋନିଙ୍କୁ ଷ୍ଟେଜକୁ ଡାକିଲେ ସିଙ୍ଗର ଅରମାନ ମଲ୍ଲିକ, ପ୍ରଥମେ ଆସିଲେନି କିନ୍ତୁ ପରେ ସାକ୍ଷୀଙ୍କ ସହିତ ହେଲେ…

କ୍ରିକେଟ ଜଗତରୁ ଦୂରରେ ଥିବା ଏମଏସ ଧୋନି ଏବେ ନିଜ ପରିବାରଙ୍କ ସହିତ ସମୟ ଅତିବାହିତ କରୁଛନ୍ତି। ଏଥର ଏକ ଇଭେଣ୍ଟରେ ସେ ସାକ୍ଷୀଙ୍କ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ସିଙ୍ଗର ଅରମାନ ମଲିକ ଧୋନୀ ଏବଂ ସାକ୍ଷୀଙ୍କ ପାଇଁ ଏକ…

ବାସ୍କେଟବଲ୍ ପ୍ଲେୟାର କୋବେଙ୍କ ମୃତ୍ୟୁ ନେଇ ୮ ବର୍ଷ ପୂର୍ବରୁ ହୋଇଥିଲା ଭବିଷ୍ୟବାଣୀ

ବିଶ୍ବର ଚର୍ଚ୍ଚିତ ଏବଂ ମହାନ ବାସ୍କେଟବଲ୍ ଖେଳାଳୀ କୋବେ ବ୍ରାୟଣ୍ଟଙ୍କ ଗତ ୨୬ ଜାନୁଆରୀରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ତାଙ୍କର ମୃତ୍ୟୁରେ ଦେଶବ୍ୟାପୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କିନ୍ତୁ କଣ ଆପଣ ଜାଣିଛନ୍ତି କି ଆଜି ଠାରୁ ଠିକ୍ ୮ ବର୍ଷ ପୂର୍ବରୁ ହିଁ…

ଜିମ୍‌ରେ ଓ୍ଵାର୍କଆଉଟ୍‌ ବେଳେ କ୍ୟାପ୍‌ଟେନ କୋହଲି କଲେ ଭୟଙ୍କର ଷ୍ଟଣ୍ଟ୍‌, ଏମିତି କଥା କହିଲେ ହରଭଜନ ସିଂ

ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଫିଟ୍‌ନେସ୍‌ ମାମଲାରେ ସାରା ବିଶ୍ୱର କ୍ରିକେଟରଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ଇଣ୍ଟରନ୍ୟାଶନାଲ ସିରିଜ୍‌ର ତୃତୀୟ ମ୍ୟାଚ୍‌ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଓ୍ଵାର୍କଆଉଟ୍‌…

ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ ମୁମ୍ବାଇରେ ଖେଳାଯିବ, ଉଦ୍‌ଘାଟନର ତିନି ଦିନ ପୂର୍ବରୁ ହେବ ଅଲ୍‌ଷ୍ଟାର ମ୍ୟାଚ୍‌

ମୁମ୍ବାଇ : ଆସନ୍ତା ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ ମୁମ୍ବାଇରେ ମେ ମାସ ୨୪ ତାରିଖରେ ଖେଳାଯିବ । ଏ ସମ୍ପର୍କରେ ଆଜି ଘୋଷଣା କରାଯାଇଛି । ପୂର୍ବରୁ ଅନ୍ୟ ମ୍ୟାଚ୍‌ର ସ୍ଥାନ ବିଷୟରେ ଘୋଷଣା କରାଯାଇଥିଲେ ମଧ୍ୟ ଫାଇନାଲ୍‌ ମ୍ୟାଚ୍‌ ସମ୍ପର୍କରେ ନିଷ୍ପତ୍ତି ହୋଇନଥିଲା । ଆଜି ଆଇପିଏଲ୍‌…

ଶହେ ବର୍ଷରେ ପଦାର୍ପଣ କଲେ ପୂର୍ବତନ କ୍ରିକେଟ୍‌ ଖେଳାଳି ବସନ୍ତ ରାଇଜି, କେକ୍‌ କାଟି ପାଳନ କଲେ ଜନ୍ମଦିନ

ମୁମ୍ବାଇ : ପୂର୍ବତନ କ୍ରିକେଟ୍‌ ଖେଳାଳି ବସନ୍ତ ରାଇଜି ସେଞ୍ଚୁରୀ ମାରିଛନ୍ତି । କ୍ରିକେଟ୍‌ ପଡ଼ିଆରେ ନୁହେଁ, ନିଜ ଜୀବନରେ । ଅର୍ଥାତ୍‌ ତାଙ୍କୁ ୧୦୦ ବର୍ଷ ବୟସ ହୋଇଛି । ଏହି ଶତାୟୁ କ୍ରିକେଟ୍‌ ଖେଳାଳିଙ୍କର ଜନ୍ମଦିନ ପାଳନ କରାଯାଇଛି । ଗତକାଲି ତାଙ୍କର ଜନ୍ମଦିନ ଅବସରରେ ଏହି ଶତାୟୁ…

ପୁଣି ବିଶ୍ୱ ତାଇକୋଣ୍ଡୋ ଚମ୍ପିୟନସିପରେ ଭାଗ ନେବେ ସୁବର୍ଣ୍ଣପୁରର ଏହେସାସ ହୋତା, ମିଳୁନି କୌଣସି ଆର୍ଥିକ ସହାୟତା

ସୁବର୍ଣ୍ଣପୁର(କେନ୍ୟୁଜ୍): ପୁଣି ବିଶ୍ୱ ତାଇକୋଣ୍ଡୋ ଚମ୍ପିୟନସିପରେ ଭାଗ ନେବେ ସୁବର୍ଣ୍ଣପୁରର ଏହେସାସ ହୋତା । ଆସନ୍ତା ୨୯ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ଦୁବାଇ ଫୁଜିରାଓ ସ୍ପୋଟ୍ସ ସିଟିରେ ଅନୁଷ୍ଠିତ ହେବ ପ୍ରତିଯୋଗିତା । ଭାରତର ୧୭ ଜଣିଆ ଦଳ ଏହି ପ୍ରତିଯୋଗିତାରେ ଭାଗ ନେବେ । ପୂର୍ବରୁ ୭ଥର…

ଦ୍ୱିତୀୟ ମ୍ୟାଚ୍‌ ପରେ ଚହଲ୍‌ଙ୍କୁ ଗପ୍‌ଟିଲ୍‌ଙ୍କ ଗାଳି ଗୁଲଜ, ଶୁଣିଲେ ସମସ୍ତେ ଓ ଭିଡିଓ ହୋଇଗଲା ଭାଇରାଲ

ଅକ୍‌ଲାଣ୍ଡ : ଗତକାଲି ଏଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ୭ ଓ୍ଵିକେଟ୍‌ରେ ଘରୋଇ ଦଳ ହାରିଗଲା । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଭାରତ ଏବେ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି । ତେବେ ଦୁଇ ଦୁଇଟି ପରାଜୟ ପରେ ନ୍ୟୁଜିଲାଣ୍ଡ…

୧୩ବର୍ଷର ଝିଅ ସହିତ ବର୍ଷିଆନ ବାସ୍କେଟ୍ ବଲ୍ ଖେଳାଳି କୋବେ ବ୍ରାୟଣ୍ଟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ

କେନ୍ୟୁଜ୍: ବର୍ଷିଆନ ବାସ୍କେଟ୍ ବଲ୍ ଖେଳାଳି କୋବେ ବ୍ରାୟଣ୍ଟଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି । କୋବେ ବ୍ରାୟଣ୍ଟ ବାସ୍କେଟ୍ ବଲ୍ ଦୁନିଆର ଏକ ମହାନ୍ ଖେଳାଳି ଭାବେ ବେଶ୍ ଜଣାଶୁଣା । ବ୍ରାୟଣ୍ଟଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ଭିତରେ ଗଭୀର ଶୋକର ବାତାବରଣ…

ଦ୍ୱିତୀୟ ଟି-୨୦ରେ ୭ ଓ୍ଵିକେଟ୍‌ରେ ଜିତିଲା ଭାରତ, ନ୍ୟୁଜିଲାଣ୍ଡ ଠାରୁ ସିରିଜ୍‌ରେ ୨-୦ରେ ଆଗୁଆ

ଅକ୍‌ଲାଣ୍ଡ : ଲାଗୁଥିଲା ପ୍ରଥମ ମ୍ୟାଚ୍‌ ହାରିବା ପରେ ଘରୋଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ଅନ୍ତତଃ ଭଲ ଖେଳିବ । ହେଲେ ପ୍ରଥମେ ବ୍ୟାଟିଂ କରି ଭାରତକୁ ଯେଉଁ ଟାର୍ଗେଟ୍‌ ଦେଲା ତାହା ଯଥେଷ୍ଟ ହେଲା ନାହିଁ । ୧୩୩ ରନ୍‌ର ବିଜୟଲକ୍ଷ୍ୟକୁ ଭାରତ ୧୮ ଓଭର ଭିତରେ ହାସଲ କରିନେଲା ମାତ୍ର ୩ଟି…

ଦ୍ୱିତୀୟ ଟି-୨୦ : ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ କଲା ୧୩୨ ରନ୍‌

ଅକ୍‌ଲାଣ୍ଡ : ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେବା ଲାଗି ଭାରତକୁ କରିବାକୁ ହେବ ୧୩୩ ରନ୍‌ । ଆଜି ଏଠାରେ ଖେଳା ଯାଉଥିବା ମ୍ୟାଚ୍‌ରେ ଘରୋଇ ଦଳ ଟସ୍‌ ଜିତି ଥିଲା । ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇ ୨୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ କରିଛି । ଦୁଇ ଓପ୍ନର…

ଦ୍ୱିତୀୟ ଟି-୨୦ ଆରମ୍ଭ : ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଘରୋଇ ନ୍ୟୁଜିଲାଣ୍ଡ ଦଳ

ଅକ୍‌ଲାଣ୍ଡ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଆରମ୍ଭ ହୋଇଛି ଦ୍ୱିତୀୟ ଟି-୨୦ମ୍ୟାଚ୍‌ । ଟସ୍‌ ଜିତି ନ୍ୟୁଜିଲାଣ୍ଡର ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ଉଭୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପ୍ରଥମ ମ୍ୟାଚ୍‌ରେ ଭାରତ ୬ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା । ଏହି ୫ ମ୍ୟାଚ୍‌…