Below header
Browsing Category

କ୍ରୀଡା

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ପୃଥ୍ଵୀ ସ ଓ ମୟଙ୍କ ଅଗ୍ରଓ୍ଵାଲ ଇନିଂସ୍‌ ଓପନ୍‌ କରିବେ : ବିରାଟ କୋହଲି

ନ୍ୟୁଜିଲାଣ୍ଡ ସହ ସରିଛି ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ । ଏବେ ଫୋକସ୍‌ ଦିନିକିଆ ସିରିଜ୍‌ ଉପରେ । କାଲିଠାରୁ ଆରମ୍ଭ ହେବ ତିନି ମ୍ୟାଚ୍‌ର ଦିନିକିଆ ସିରିଜ୍‌ । ଏହି ସିରିଜ୍‌ ପାଇଁ ଭାରତୀୟ ଦଳରୁ ଆହତ ରୋହିତ ଶର୍ମା ବାଦ୍‌ ପଡ଼ିଥିବା ବେଳେ ଦୁଇ ଯୁବ ଓପ୍ନର ପୃଥ୍ଵୀ ସ ଏବଂ ମୟଙ୍କ…

ଆଜି ଭାରତ-ପାକିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ ସେମିଫାଇନାଲ୍, ଯୋରଦାର ହେବ ମ୍ୟାଚ୍

କେନ୍ୟୁଜ୍: ଆଜି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ ସେମିଫାଇନାଲ୍ ମୁକାବିଲା । ଯିଏ ଜିତିବ ହାତେଇବ ଫାଇନାଲ୍ ଟିକେଟ୍ । ଭାରତୀୟ ସମୟ ଅପରାହ୍ନ ସାଢ଼େ ଗୋଟାଏରେ ଖେଳାଯିବ ମ୍ୟାଚ୍ । ସପ୍ତମ ଥର ବିଶ୍ୱକମ୍ ଫାଇନାଲ୍ ଯିବା ଲକ୍ଷ୍ୟରେ ମେନ୍ ଇନ୍ ବ୍ଲୁ ।

WWFରେ ଆଉ ନାହାନ୍ତି ଜନ୍‌ ମୋକ୍ସଲୀ, ଯୋଗ ଦେଲେ ଏଇଡବଲ୍ୟୁରେ

ପୂର୍ବତନ ବିଶ୍ୱ ଚାମ୍ପିଅନ୍‌ ଜନ୍‌ ମୋକ୍ସଲୀ ଗତ ବର୍ଷରୁ WWFରୁ ବାହାରି ଆସିଛନ୍ତି । ଯଦିଓ ତାଙ୍କୁ ଏଥିରେ ରହିବା ପାଇଁ ଭଲ ଅର୍ଥ ଯଚା ଯାଇଥିଲା ତେବେ ସେ କିଛି କାରଣ ଦେଖାଇ ଏହାକୁ ଗ୍ରହଣ କରି ନାହାନ୍ତି । ସେ କହିବା କଥା ତାଙ୍କୁ ଏଥିରେ ନିଜ ଇଚ୍ଛାରେ କିଛି କରିବାକୁ ସ୍ୱାଧୀନତା ଦିଆଗଲା…

ନ୍ୟୁଜିଲାଣ୍ଡ ସିରିଜ୍‌ରେ ଆଉ ଖେଳି ପାରିବେ ନାହିଁ ରୋହିତ ଶର୍ମା, କେବେ ଦଳକୁ ଫେରିବେ ଜଣା ନାହିଁ

ମୁମ୍ବାଇ : ଟିମ୍‌ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା । ଓପ୍ନର ତଥା ଉପଅଧିନାୟକ ରୋହିତ ଶର୍ମା ଚଳିତ ନ୍ୟୁଜିଲାଣ୍ଡ ସିରିଜ୍‌ରେ ଆଉ ଖେଳି ପାରିବେ ନାହିଁ । ସେ ଗତକାଲି ଚତୁର୍ଥ ଟି-୨୦ ମ୍ୟାଚ୍‌ ବେଳେ ଆହତ ହେବା ଯୋଗୁଁ ଦଳରୁ ବାଦ୍‌ ପଡ଼ିଛନ୍ତି । ଗତକାଲି ବ୍ୟାଟିଂ କଲା ବେଳେ ରୋହିତଙ୍କ…

ଜନ୍ମଦିନରେ ସମସ୍ତଙ୍କ ଆଶୀର୍ବାଦ ନେଲେ ଦୌଡ଼ ରାଣୀ ଦୂତି ଚାନ୍ଦ, କହିଲେ ସଫଳତା ଜାରି ରଖିବି

ଭୁବନେଶ୍ୱର (କେନ୍ୟୁଜ୍‌) : ଫେବ୍ରୁଆରୀ ୩ ତାରିଖ । ଓଡ଼ିଶା କ୍ରୀଡ଼ା ପାଇଁ ଏକ ମନେ ରଖିଲା ଭଳି ଦିନ । ଏହି ଦିନ ଜନ୍ମ ନେଇଛନ୍ତି ଓଡ଼ିଶାର ମହିଳା ଆଥ୍‌ଲେଟ୍‌ ଦୂତି ଚାନ୍ଦ । ଆଜି ଜନ୍ମ ଦିନରେ ଦୂତି ସାରା ଓଡ଼ିଶାବାସୀଙ୍କ ଆଶୀର୍ବାଦ ଭୀକ୍ଷା କରିଛନ୍ତି ଏବଂ ପାଇଛନ୍ତି ମଧ୍ୟ । ଭୁବନେଶ୍ୱର ଠାରେ…

ଆଜି ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜନ୍ମଦିନ, କିସ୍ ବିଶ୍ୱବିଦ୍ୟାଳୟରେ ଧୂମ୍‌ଧାମ୍‌ରେ ହେଉଛି ପାଳନ

ଭୁବନେଶ୍ବର: ଆଜି ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜନ୍ମଦିନ । କିସ୍ ବିଶ୍ୱବିଦ୍ୟାଳୟରେ ଦୂତିଙ୍କ ଜନ୍ମଦିନ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି । କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଛାତ୍ରଛାତ୍ରୀଙ୍କ ଗହଣରେ କେକ୍ କାଟିଥିଲେ । ଏହା ସହ କିସ୍ ଛାତ୍ରଛାତ୍ରୀଙ୍କୁ କେକ୍…

ନ୍ୟୁଜିଲାଣ୍ଡରେ ଇତିହାସ ରଚିଲା ଭାରତ, ସବୁ ମ୍ୟାଚ୍‌ ଜିତି ଦଖଲ କଲା ଟି-୨୦ ସିରିଜ୍‌

ମାଉଣ୍ଟ ମୌଙ୍ଗାନୁଇ : ବିଦେଶ ମାଟିରେ ଟିମ୍‌ ଇଣ୍ଡିଆର ଆଉ ଏକ ବଡ଼ ସଫଳତା । ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ କ୍ରିକେଟ୍‌ ଦଳର ଐତିହାସିକ ବିଜୟ । ୫-୦ରେ ପୋଛି ନେଲା ଟି-୨୦ ସିରିଜ୍‌ । ବୁମରା, ସାଇନି ଓ ଠାକୁର ନିଜ ଭିତରେ ୭ଟି ଓ୍ଵିକେଟ୍‌ ବାଣ୍ଟି ନେଲେ ଏବଂ ଏଠରେ ଆଜି ଖେଳା ଯାଇଥିବା ପଞ୍ଚମ…

ଧୋନିଙ୍କୁ ପାଖରେ ପାଇ ଖୁସିରେ ପାଗଳ ହେଲେ ଫ୍ୟାନ୍‌, ଭିଡ଼ ଦେଖି ଡରିଗଲେ ମାହି; ଦେଖନ୍ତୁ ଭିଡିଓ

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପ୍‌ ପରଠୁ ହିଁ କ୍ରିକେଟ୍‌ ଠାରୁ ଦୂରରେ ଅଛନ୍ତି। ମଝିରେ ମଝିରେ ସେ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ ମାହି ନିଜ ଆଡ଼ୁ କୌଣସି ଘୋଷଣା କରିନାହାନ୍ତି। ଏବେ ଧୋନି ପରିବାର ସହ ସମୟ ବିତାଉଛନ୍ତି।…

ଶେଷ ଟି-୨୦ରେ ରୋହିତଙ୍କ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡକୁ ୧୬୪ ରନ୍‌ର ଚ୍ୟାଲେଞ୍ଜ ଦେଲା ଟିମ୍‌ ଇଣ୍ଡିଆ

ମାଉଣ୍ଟ ମୌଙ୍ଗାନୁଇ : ଅନ୍ତିମ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପାଇଁ ୧୬୪ ରନ୍‌ର ବିଜୟଲକ୍ଷ୍ୟ ରଖିଛି । ନିର୍ଦ୍ଧାରିତ ୨୦ ଓଭର୍‌ରେ ଭାରତୀୟ ଦଳ ୩ ଓ୍ଵିକେଟ୍‌ରେ ୧୬୩ ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଓପ୍ନର କେ.ଏଲ୍‌ ରାହୁଲ ୪୫ ରନ୍‌ (୩୩ ବଲ୍‌, ୪ ଚୌକା ଓ ୨…

ଶେଷ ଟି-୨୦ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଲା, କୋହଲି ଖେଳିବେ ନାହିଁ

ମାଉଣ୍ଟ ମୌଙ୍ଗାନୁଇ : ଆଉ କିଛି ସମୟ ପରେ ଭାରତୀୟ କ୍ରିକେଟ୍‌ ଦଳ ଘରୋଇ ନ୍ୟୁଜିଲାଣ୍ଡ ସହ ଚଳିତ ସିରିଜ୍‌ର ଶେଷ ଟି-୨୦ ମ୍ୟାଚ୍‌ ଖେଳିବ । ଏଥିରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ…

ଆଜି ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି୨୦, ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ର ଅଗ୍ରଣୀ ହାସଲ…

କେନ୍ୟୁଜ୍: ଆଜି ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ତଥା ଶେଷ ଟି-୨୦ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ର ଅଗ୍ରଣୀ ହାସଲ କରିସାରିଛି ଭାରତ । ଲଗାତର ୪ଟି ମ୍ୟାଚ୍ ଜିତି ସାରିଥିବା ଭାରତର ଲକ୍ଷ୍ୟ ଏବେ ସିରିଜକୁ ହ୍ଵାଇଟ ୱାସ୍ କରିବା । ତେଣୁ ଭାରତ ବିଜୟ ଧାରା ବଜାୟ…

ମୁଗୁରୁଜାଙ୍କୁ ଧୂଳି ଚଟାଇ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ର ବିଜୟ ମୁକୁଟ ପିନ୍ଧିଲେ ସୋଫିଆ କେନିନ

ଦୁଇ ଦୁଇ ଥର ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ଜିତିଥିବା ସ୍ପେନ୍ର ଗର୍ବାଇନେ ମୁଗୁରୁଜାକୁ ହରାଇ ମାତ୍ର ୨୧ ବର୍ଷ ବୟସରେ ଅଷ୍ଟ୍ରେଲିଆ ଓପନ ଟାଇଟଲ୍‌ ଜିତିଛନ୍ତି ସୋଫିଆ କେନିନ୍। ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ଜିତିବା ପାଇଁ ସେ ୨ ଘଣ୍ଟା ୨ ମିନିଟ୍ ସମୟ ନେଇଥିଲେ। ଋଷର ମସ୍କୋରେ…