Below header
Browsing Category

କ୍ରୀଡା

ମୁଗୁରୁଜାଙ୍କୁ ଧୂଳି ଚଟାଇ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ର ବିଜୟ ମୁକୁଟ ପିନ୍ଧିଲେ ସୋଫିଆ କେନିନ

ଦୁଇ ଦୁଇ ଥର ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ଜିତିଥିବା ସ୍ପେନ୍ର ଗର୍ବାଇନେ ମୁଗୁରୁଜାକୁ ହରାଇ ମାତ୍ର ୨୧ ବର୍ଷ ବୟସରେ ଅଷ୍ଟ୍ରେଲିଆ ଓପନ ଟାଇଟଲ୍‌ ଜିତିଛନ୍ତି ସୋଫିଆ କେନିନ୍। ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ଜିତିବା ପାଇଁ ସେ ୨ ଘଣ୍ଟା ୨ ମିନିଟ୍ ସମୟ ନେଇଥିଲେ। ଋଷର ମସ୍କୋରେ…

ପୁଣି ଥରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା, ଆଉ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିପାରିବେନି ଟେଷ୍ଟ ମ୍ୟାଚ୍‌

ସ୍ୱାସ୍ଥ୍ୟଗତ କାରଣରୁ ଗତ କିଛି ଦିନ ହେବ ଭାରତୀୟ ଦଳରୁ ଦୂରରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟାକୁ ପୁଣି ଏକ ଝଟ୍‌କା ମିଳିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ୍‌ରୁ ବାହାର କରାଯାଇଥିବା ଜଣାଯାଇଛି। ପୂର୍ବରୁ ଫିଟ୍‌ନେସ୍‌ ଟେଷ୍ଟରେ ଫେଲ ମାରିବା…

ମହମ୍ମଦ ସାମିଙ୍କ ଝିଅ ଶାଢ଼ି ପିନ୍ଧି ପାଳନ କଲେ ସରସ୍ୱତୀ ପୂଜା, ଦେଖନ୍ତୁ ଭାଇରାଲ ଫଟୋ

ଗତକାଲି େଓ୍ଵଲିଂଟନ୍‌ରେ ଭାରତ ଏବଂ ନ୍ୟଜିଲାଣ୍ଡ ମଧ୍ୟରେ ଖେଲା ଯାଇଥିଲା ଚତୁର୍ଥ ଟି-୨୦ ମ୍ୟାଚ୍‌ । ଏଥଇରେ ଭାରତୀୟ ଦଳ ସୁପର ଓଭର୍‌ରେ ବିଜୟୀ ହୋଇ ସିରିଜ୍‌ରେ ୪-୦ରେ ଆଗୁଆ ଅଛି । ଏହା ପୂର୍ବରୁ ହାମିଲଟନ୍‌ଠାରେ ତୃତୀୟ ଟି-୨୦ରେ ଓପ୍ନର ରୋହିତ ଶର୍ମା ଏବଂ ପେସ୍‌ ବୋଲର୍‌ ମହମ୍ମଦ ସାମିଙ୍କ…

ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା, ଉଦ୍‌ଘାଟନୀ ମ୍ୟାଚ୍‌ରେ ଚରମ୍ପା ଏକାଡେମୀ ବିଜୟୀ

ଯାଜପୁର ଟାଉନ: ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଯାଇଛି ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ମେଲବୋର୍ଣ୍ଣ କ୍ରିକେଟ କ୍ଲବକୁ ପରାସ୍ତ କରି ଚରମ୍ପା ଏକାଡେମୀ…

ଚତୁର୍ଥ ଟି-୨୦ : ହାମିଲଟନ୍‌ର ରୋମାଞ୍ଚ େଓ୍ଵଲିଂଟନ୍‌ରେ, ପୁଣି ସୁପର ଓଭର୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

େଓ୍ଵଲିଂଟନ୍‌ : ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ରେ ପୁଣି ଏକ ରୋମାଞ୍ଚ ଭରା ମ୍ୟାଚ୍‌। ତୃତୀୟ ମ୍ୟାଚ୍‌ ଭଳି ଚତୁର୍ଥ ମ୍ୟାଚ୍‌ ବି ସୁପର ଓଭର୍‌ରେ ଫଇସଲା ହେଲା । ସୁପର ଓଭର୍‌ରେ ନ୍ୟୁଜିଲାଣ୍ଡ ୧୩ ରନ୍‌ କରିଥିଲା । ଜବାବ ଦେବାକୁ ଆସିଥିଲେ କେ.ଏଲ୍‌ ରାହୁଲ ଓ ଅଧିନାୟକ ବିରାଟ କୋହଲି ।…

ଆଜି ୱେଲିଂଟନରେ ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦, ଲଗାତର ୩ଟି ମ୍ୟାଚ୍‌ ଜିତି ସିରିଜ କବଜା କରିସାରିଛି ବିରାଟ…

ଆଜି ୱେଲିଂଟନରେ ଖେଳାଯିବ ଭାରତ- ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ । ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ୩ଟି ମ୍ୟାଚ୍ ଲଗାତର ଭାବେ ଜିତି ଭାରତ, ନ୍ୟୁଜିଲାଣ୍ଡରେ ସିରିଜ କବଜା କରିବାର ଇତିହାସ ସୃଷ୍ଟି କରିସାରିଛି । ଆଜି ଭାରତ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ସେପଟେ…

ବିରୋଧୀ ଦଳର ଖେଳାଳିଙ୍କୁ କାନ୍ଧରେ ଉଠାଇଲେ ନ୍ୟୁଜିଲ୍ୟାଣ୍ଡ ଦଳ, ହିଟ ମ୍ୟାନ ରୋହିତ ଶର୍ମା ବି କଲେ ସଲାମ

ଗୋଟେ ପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଦଳ ବୁଧବାର ଭାରତୀୟ ଦଳ ଠାରୁ ହାରି ଯାଇଥିବା ବେଳେ କିନ୍ତୁ ନ୍ୟୁଜିଲ୍ୟାଣ୍ଡର ଅଣ୍ଡର ୧୯ ଦଳ ବିଶ୍ୱକପ ସେମିଫାଇନାଲରେ ପହଂଚି ଯାଇଛି । ସାଉଥ ଇଣ୍ଡିଆରେ ଚାଲିଥିବା ଅଣ୍ଡର - ୧୯ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଦଳ ଵେଷ୍ଟଇଣ୍ଡିଜ ଦଳକୁ ୨ ବିକେଟ ହରାଇଛି । ପ୍ରଥମେ…

ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମୁହଁରେ ଭାରତର ଜୟଗାନ, ଥରେ ଦେଖନ୍ତୁ ଏହି ଭିଡିଓ

ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମୁହଁରେ ଭାରତର ଜୟଗାନ। ହାମିଲଟନ୍ ଟ୍ବେଣ୍ଟି-୨୦ରେ ଭାରତର ସନଦାର ପ୍ରଦର୍ଶନ ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମନ ମୋହିନେଇଥିଲା। ଭାରତୀୟ ଖେଳାଳିଙ୍କ ଲଢ଼ୁଆ ମନୋଭାବରେ ପ୍ରଭାବିତ ହୋଇ ଜଣେ ନ୍ୟୁଜିଲାଣ୍ଡ ପ୍ରଶଂସକ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଦେଇଥିଲେ । ଯାହାର…

ପୂରା ଟେନ୍‌ସନ୍‌ ମ୍ୟାଚ୍‌ : ସୁପର ଓଭର୍‌ରେ ରୋହିତଙ୍କ ଲଗାତର ଛକା ଭାରତକୁ ସିରିଜ୍‌ ଜିତାଇଲା

ହାମିଲଟନ୍‌ : ଶେଷ ଓଭରରେ ପୂରା ଟେନ୍‌ସନ୍‌ । ଯେଉଁ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ସହଜରେ ଜିତିବ ବୋଲି ମନେ କରାଯାଉଥିଲା ତାକୁ ‘ଟାଇ’ରେ ପରିଣତ କରିଦେଲେ ଭାରତୀୟ ବୋଲର୍‌ । ଶେଷ ଓଭର୍‌ରେ ଜିତିବା ପାଇଁ ଗୋଟିଏ ରନ୍‌ ଦରକାର ହେଉଥିବା ବେଳେ ମହମ୍ମଦ ସାମି ନ୍ୟୁଜିଲାଣ୍ଡର ଟେଲରଙ୍କୁ ବୋଲଡ୍‌ କରି…

ଟୋକିଓ ଅଲିମ୍ପିକସ ପାଇଁ ଯୋଗ୍ୟତା ଅର୍ଜନ କଲେ ନିରଜ ଚୋପ୍ରା

ନୂଆ ଦିଲ୍ଲୀ: ଭାରତର ଜାଭେଲିନ୍‌  ତାରକା ନୀରଜ ଚୋପ୍ରା ଆଗାମୀ ଟୋକିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଥଲେଟିକ୍‌ ମିଟ୍‌ରେ ଚମତ୍କାର ପ୍ରଦର୍ଶନ କରି ଏହି ସଫଳତା ପାଇଛନ୍ତି ।

ବିଜେପିରେ ସାମିଲ୍ ହେଲେ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହଓ୍ଵାଲ୍

ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହଓ୍ଵାଲ୍ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ସେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଚାର କରିବେ । ବିଜେପିର ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି । ତେବେ ହରିୟାଣାରେ ରହୁଥିବା ସାଇନା ନେହଓ୍ଵାଲ୍ ନିର୍ବାଚନ…

ତୃତୀୟ ଟି-୨୦ : ନ୍ୟୁଜିଲାଣ୍ଡ ୧୮୦ ରନ୍‌ କଲେ ସିରିଜ୍‌କୁ ଫେରି ପାରିବ

ହାମିଲଟନ୍‌ : ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୧୮୦ ରନ୍‌ର ଟାର୍ଗେଟ୍‌ ଦେଇଛି ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ ଭାରତ ତୁଳନାରେ ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ହାରିଲେ ସିରିଜ୍‌ ହାରିଯିବ । ଜିତିଲେ ସିରିଜ୍‌କୁ ଫେରିବ । ଏହି ୫ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ଏବେ ୨-୦ରେ…