Below header
Browsing Category

କ୍ରୀଡା

ଆଜି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ ଫାଇନାଲ, ସୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ଆଜି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ ଫାଇନାଲ । ସୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ସେମିରେ ଏକ ତରଫା ଭାବେ ପାକିସ୍ତାନକୁ ୧୦ ଓ୍ଵିକେଟରେ ହରାଇ ଫାଇନାଲକୁ ଟିକେଟ କାଟିଛି ଭାରତୀୟ ଜୁନିୟିର ଟିମ । ଜବରଦସ୍ତ ଫମରେ ଅଛି ଜୁନିୟର ମେନ ଇନ ବ୍ଲ । ଉଭୟ ବ୍ୟାଟିଂ ଓ…

ଟେ୍ଵଣ୍ଟି ୨୦ ସିରିଜ ପରାଜୟର ବଦଲା ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ, ଅକଲାଣ୍ଡରେ ଟିମ ଇଣ୍ଡିଆକୁ ୨୨ ରନରେ ହରାଇ ଆଗୁଆ…

କେନ୍ୟୁଜ୍(ବ୍ୟୁରୋ):  ଟେ୍ଵଣ୍ଟି ୨୦ ସିରିଜ ପରାଜୟର ବଦଲା ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ । ଅକଲାଣ୍ଡରେ ଟିମ ଇଣ୍ଡିଆକୁ ୨୨ ରନରେ ହରାଇ ଆଗୁଆ ସିରିଜ କବଜା କରିଛି କ୍ୱିଓ୍ଵି ଟିମ । ୨୭୪ ରନ ଟାର୍ଗେଟକୁ ପିଛା କରୁଥିବା ବିରାଟ ଆଣ୍ଡ କୋ ୨୫୧ ରନ କରି ଅଲଆଉଟ ହୋଇଛି । ୯୬ ରନରେ ୫ଟି ଓ୍ଵିକେଟ…

କୋଣାର୍କରେ ପହଞ୍ଚିଲା ଏଫ୍‌ଆଇଏଚ ହକି ପ୍ରୋ ଲିଗର ଟ୍ରଫି 

ଏଫଆଇଏଚ୍‌ ହକି ପ୍ରୋ ଲିଗର ୨ୟ ସଂସ୍କରଣ ଭୁବନେଶ୍ୱରରେ ଚାଲିଥିବା ବେଳେ ଏହାର ଟ୍ରଫିକୁ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ପରିସରକୁ ନିଆଯାଇଛି। ଏହି ଅବସରରେ ଟ୍ରଫି ସହ ଅନେକ ଲୋକ ଫଟୋ ଉଠାଇଥିଲେ । ଏଥିରେ ମାସ୍‌କୋଟ ଓଲ୍ଲି  ମଧ୍ୟ ସାମିଲ ଥିଲା। ତୁର୍କିରେ ନିର୍ମିତ ଏହି ଟ୍ରଫିର ଓଜନ ୭…

ପୁରୀରେ ମାସ୍କଟ ଓଲ୍ଲିର FIH କ୍ୟାମ୍ପେନ

ଆଜି  ଓ କାଲି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଇଣ୍ଟର ନ୍ୟାସନାଲ ହକି ମ୍ୟାଚ ପାଇଁ କ୍ୟାମ୍ପେନ। ପୁରୀ ସମୁଦ୍ର କୂଳରେ ମାସ୍କଟ ଓଲ୍ଲୀ ଏହି କ୍ୟାମ୍ପେନ କରିଥିଲା।  ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଓ ଯବୁପୀଢିଙ୍କୁ ହକି ସମ୍ବନ୍ଧରେ କ୍ୟାମ୍ପେନ ମାଧ୍ୟମରେ ନିମନ୍ତ୍ରଣ…

ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରୋ ହକି ଲିଗ୍‌, ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରୋ ହକି ଲିଗ୍‌ । ଏଫଆଇଏଚ୍‌ ହକି ପ୍ରୋଲିଗ୍‌ –୨୦୨୦ ରେ ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ । ବିଶ୍ୱକପ୍‌ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ମୁହାଁମୁହିଁ ହେବେ । ଏଥିପାଇଁ ଦୁଇ ଦେଶ ଜୋରଦାର ଅଭ୍ୟାସ କରିଛନ୍ତି ।…

ଦ୍ୱିତୀୟ ଦିନିକିଆ : ଚ୍ୟାଲେଞ୍ଜ ୨୭୪ ରନ୍‌ର, ଭାରତ ପାରିବ ତ ?

ଅକ୍‌ଲାଣ୍ଡ : ଦ୍ୱିତୀୟ ଦିନିକିଆରେ ଭାରତକୁ ରନ୍‌ର ୨୭୪ ଟାର୍ଗେଟ୍‌ ଦେଇଛି ନ୍ୟୁଜିଲାଣ୍ଡ । ମଧ୍ୟଭାଗରେ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇଥିଲେ ମଧ୍ୟ ରଜ୍‌ ଟେଲରଙ୍କ ଧୂଆଁଧାର ବ୍ୟାଟିଂ ପରିସ୍ଥିତି ବଦଳାଇ ଦେଇଥିଲା । ଫଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ଓ୍ଵିକେଟ୍‌ ହରାଇ…

ଚାଲିଛି ଭାରତ-ନ୍ୟୁଜିଲାଣ୍ଡ ଓ୍ଵାନଡେ ସିରିଜର ଦ୍ୱିତୀୟ ମ୍ୟାଚ୍, ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ଓ୍ଵାନଡେ ସିରିଜର ଦ୍ୱିତୀୟ ମ୍ୟାଚ । ଅକଲାଣ୍ଡରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଟିମ । ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ମହମ୍ମଦ ସାମିଙ୍କ ସ୍ଥାନରେ ନବଦୀପ ସୌନୀ ଓ କୁଲଦୀପ ଯାଦବଙ୍କ…

କିସ୍‌ ପରିଦର୍ଶନ କଲେ ଭାରତୀୟ ହକି ଟିମ୍‌, କୋଚ୍‌ ଓ ସମସ୍ତ ଖେଳାଳି ବୁଲି ଦେଖିଲେ କିସ୍‌ କ୍ୟାମ୍ପସ

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ପରିଦର୍ଶନ କରିଛନ୍ତି ଭାରତୀୟ ହକି ଟିମ୍‌। ଦଳର ମ୍ୟାନେଜର, କୋଚ୍‌ ଓ ସମସ୍ତ ଖେଳାଳି କିସ୍‌ କ୍ୟାମ୍ପସ ବୁଲି ଦେଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଧାବିକା ଦୂତି ଚାନ୍ଦ୍‌ ମଧ୍ୟ ସାମିଲ ହୋଇଥିଲେ। କ୍ୟାମ୍ପସରେ ଥିବା ସ୍ମାଟ୍‌ କ୍ଲାସ ରୁମ,ଟ୍ରାଇବାଲ ଚିଲ୍‌ଡ୍ରେନ…

ଏଫଆଇଏଚ୍‌ ହକି ପ୍ରୋଲିଗ୍‌ –୨୦୨୦ ରେ ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ,ଶନିବାର ଓ ରବିବାର କଳିଙ୍ଗ ଷ୍ଟାଡିୟମରେ…

କେନ୍ୟୁଜ୍(ବ୍ୟୁରୋ): ଏଫଆଇଏଚ୍‌ ହକି ପ୍ରୋଲିଗ୍‌ –୨୦୨୦ ରେ ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ। ଶନିବାର ଓ ରବିବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ମୁକାବିଲା। ବିଶ୍ୱକପ୍‌ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ମୁହାଁମୁହିଁ ହେବେ। ଏଥିପାଇଁ ଦୁଇ ଦେଶ ଜୋରଦାର ଅଭ୍ୟାସ କରୁଛନ୍ତି ।…

ରଣଜୀ ଟ୍ରଫି : ମହାରାଷ୍ଟ୍ର ଠାରୁ ଓଡ଼ିଶା ୧୦ ଓ୍ଵିକେଟ୍‌ରେ ପରାସ୍ତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁନେ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଆଜି ମହାରାଷ୍ଟ୍ର ୧୦ ଓ୍ଵିକେଟ୍‌ ଓଡ଼ିଶାକୁ ପରାସ୍ତ କରିଛି । ଦ୍ୱିତୀୟ ଇନିଂସ୍‌ରେ ଓଡ଼ିଶାକୁ ୨୮୯ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ମହାରାଷ୍ଟ୍ର ଆଗରେ ମାତ୍ର ୪୦ ରନ୍‌ର ବିଜୟଲକ୍ଷ୍ୟ ରହିଥିଲା । …

ଅଷ୍ଟ୍ରେଲିଆରେ କୋଚ୍‌ ହେବେ କ୍ରିକେଟ କିମ୍ବଦନ୍ତୀ ତେନ୍ଦୁଲକର! ଜାଣନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ମାଷ୍ଟର…

ଅଷ୍ଟ୍ରେଲିଆରେ କୋଚ୍‌ ହେବେ କ୍ରିକେଟ କିମ୍ବଦନ୍ତୀ ତେନ୍ଦୁଲକର । ଗୋଟିଏ ଦିନ ପାଇଁ ସେ ମହତ ଉଦ୍ଦେଶ୍ୟ ରଖି କୋଚ ହେବେ । ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ସେ କୋଚ୍‌ ହେବାକୁ ଯାଉଛନ୍ତି । ଏହାସହ ନିଜ ଫ୍ୟାନମାନଙ୍କୁ ଅର୍ଥ ଦାନ କରିବାକୁ ସେ…

ଟାଇଗର ରିଜର୍ଭରେ ସଚିନ ତେନ୍ଦୁଲକର! ଭିଡିଓ ପୋଷ୍ଟ କରି ବଖାଣିଲେ ଅନୁଭୂତି

ଭାରତର ଖ୍ୟାତନାମା କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ଏବେ ଏବେ ସଚିନ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ମହାରାଷ୍ଟ୍ରର ଚନ୍ଦ୍ରପୁର ଟାଇଗର ରିଜର୍ଭରେ ବୁଲୁଥିବାର ନଜର ଆସୁଛନ୍ତି। ‘ଭାରତ ରତ୍ନ’ରେ ସମ୍ମାନିତ ଏହି ଏକମାତ୍ର…