Browsing Category

ଟେକ୍

କେବଳ ୧ ହଜାର ୨୯୯ ଟଙ୍କାରେ ଲଞ୍ଚ ହେଲା ପାୱାରଫୁଲ TWS ଇୟରବଡସ୍, ୩ ମାସ ପାଇଁ ମାଗଣା ଗୀତ ସବସ୍କ୍ରିପସନ୍ ଫ୍ରି

ଯଦି ଜଣେ ଗ୍ରାହକ କୌଣସି ବି ଗ୍ୟାଜେଟ୍ କିଣୁଛନ୍ତି, ସେ ସବୁବେଳେ ଧ୍ୟାନ ରଖିବା କଥା ଏହାର କ୍ୱାଲିଟି ଉପରେ। ଆପଣମାନେ ଜାଣିଛନ୍ତି  ଏବେ ଅଧିକ ମାତ୍ରାରେ କିଛି ଲୋକେ ଇୟରକଡ ସ୍ଥାନରେ ଇୟରବଡ ବ୍ୟବହାର କରୁଛନ୍ତି। କିନ୍ତୁ ମାର୍କେଟରେ କେଉଁ ଇୟରବଡ ଭଲ ତାହା ଆପଣ କେମିତି ଜାଣିବେ ?…

ଜାଣନ୍ତିକି ମାସ୍କ ପିନ୍ଧି ବି ଆପଣ ଫେସ ଆଇଡି ସାହାଯ୍ୟରେ iPhone କରିପାରିବେ ଲକ ଓ ଅନଲକ

Apple ର ଲାଟେଷ୍ଟ ios 15.4 ଅପଡେଟ ଏବେ ସମସ୍ତ ୟୁଜର ମାନଙ୍କ ପାଇଁ ଉପଲବ୍ଧ ହେଉଛି । ଏହା ଦ୍ୱାରା ଫେସ ମାସ୍କ ପିନ୍ଧିଥିଲେ ସୁଦ୍ଧା ଫେସ ଆଇଡି ସାହାଯ୍ୟରେ ଫୋନକୁ ଅନଲକ କରାଯାଇପାରିବ । ଆଗରୁ ୟୁଜର ମାନେ ମାସ୍କ ପିନ୍ଧିବା ସମୟରେ ଫୋନ ଅନଲକ କିମ୍ବା ଲକ କରିପାରୁନଥିଲେ । ଆଉ ଏହିପରି…

Jio କୁ ପୋର୍ଟ କରିବାକୁ ଚାହୁଁଛନ୍ତି କି ନିଜର ମୋବାଇଲ ନମ୍ବର, କେବଳ ୬ ଷ୍ଟେପ୍ସକୁ ଫଲୋ କରନ୍ତୁ

ମୋବାଇଲ ୟୁଜର୍ସଙ୍କୁ ସବୁବେଳେ ପ୍ରାୟ ସ୍ଲୋ ନେଟଓ୍ଵାର୍କକୁ ନେଇ ପ୍ରୋବଲେମ୍‌ ହୋଇଥାଏ। ସ୍ଲୋ ନେଟଓ୍ଵାର୍କ ଯୋଗୁଁ ଅନେକ ଜରୁରୀ କାମ ମଧ୍ୟ ଅଟକି ଯାଇଥାଏ। ଟେଲିକମ୍‌ କମ୍ପାନୀଙ୍କ ନେଟଓ୍ଵାର୍କରେ ଆସୁଥିବା ସମସ୍ୟା କାରଣରୁ କିମ୍ବା ଅନେକ ଥର ଅଧିକ ଚାର୍ଜ ହୋଇଯିବା କାରଣରୁ ୟୁଜର୍ସ ନିଜ…

୨୦୨୨ ଏଡିସନ୍, ଭଲ କ୍ୟାମେରା ପାଇଁ କିଣନ୍ତୁ ଏହି ଫୋନ୍

ବର୍ତ୍ତମାନ ଯିଏ ବି ଫୋନ୍ କିଣୁଛନ୍ତି ସମସ୍ତେ ଚାହାଁନ୍ତି ଭଲ ଫିଚର୍ । ଖାସ କରି ସେହି ଫୋନରେ କ୍ୟାମେରା କ୍ୱାଲିଟି ଠିକ୍ ରହିବା ଦରକାର୍। ତେବେ ୨୦୨୨ ମାର୍ଚ୍ଚ ଏଡିସନରେ ରହିଛି ଅନେକ ଭଲ କ୍ୟାମେରା ଫିଚର୍ ଥିବା ଫୋନ୍। ଯାହାକୁ ଆପଣ ୨୦ ହଜାର ଟଙ୍କା ମଧ୍ୟରେ କିଣିପାରିବେ। ତେବେ ଆସନ୍ତୁ…

ଏମିତି ଅଫର ସେକେଣ୍ଡ ଥର ପାଇବେନି ଆପଣ, ମାତ୍ର ୨୪୯ ଟଙ୍କାରେ କିଣନ୍ତୁ Redmiର ଏହି ଦମଦାର ସ୍ମାର୍ଟଫୋନ୍‌

ଆମାଜନରେ ସ୍ମାର୍ଟଫୋନ ଉପରେ ଧମାକେଦାର ଡିସକାଉଣ୍ଟ ଦିଆଯାଉଛି। ଆମାଜନରେ ପ୍ରତିଦିନ କୌଣସି ନା କୌଣସି ଡିଲ୍‌ ଆସୁ ହିଁ ଥାଏ। ଆଜି ଡିଲ ଅଫ୍‌ ଦ ଡେରେ ରେଡମିର ଧମାକେଦାର 5G Smartphoneକୁ ବହୁତ ଶସ୍ତାରେ କିଣିପାରିବେ ଆପଣ। ଯଦି ଆପଣ ନୂଆ ୫ଜି ସ୍ମାର୍ଟଫୋନ୍‌ କିଣିବାର ପ୍ଲାନିଙ୍ଗ…

ବିନା ଇଣ୍ଟରନେଟରେ ମଧ୍ୟ Google Maps ବତାଇବ ଆପଣଙ୍କୁ ରାସ୍ତା, କେବଳ ଫଲୋ କରନ୍ତୁ ଏହି ଟ୍ରିକ୍‌

ଟେକ୍ନୋଲୋଜି ପୂରା ଦୁନିଆ ଏବଂ ଜୀବନ ଉଭୟକୁ ବହୁତ ସହଜ କରିଦେଇଛି। କୌଣସି ବି ଦୂର କିମ୍ବା ଅଜଣା ସ୍ଥାନକୁ ଗଲେ ଏବେ ଆଉ ଭୁଲ ରାସ୍ତାରେ ଚାଲିଯିବାର ଭୟରହୁନାହିଁ କି ମଝିରେ ମଝିରେ ଅଟକି କାହାକୁ ବାରମ୍ବାର ରାସ୍ତା ପଚାରିବାକୁ ବି ପଡୁନାହିଁ। କେବଳ ନିଜ ମୋବାଇଲ ଫୋନରେ ଗୁଗଲ ମ୍ୟାପ୍ସ ଆପରେ…

BoAt, Sennheiser ଭଳି ହେଡଫୋନ୍ ପାଆନ୍ତୁ କେବଳ ୫୦୦୦ ଭିତରେ, ଜାଣନ୍ତୁ ଏହାର ଫିଚର୍

ବର୍ତ୍ତମାନ ଅନେକ ଲୋକ ସବୁ କାମକୁ ସହଜ କରିବାକୁ ଚାହୁଁଛନ୍ତି। କହିବାକୁ ଗଲେ ଏବେ ମଣିଷଙ୍କ କାମକୁ ଅଧିକ ସହଜ କରିଛି ସ୍ମାର୍ଟ୍ ଫୋନ୍। ପୁଣି ଏହି ସ୍ମାର୍ଟ୍ ଫୋନ୍ ସାଙ୍ଗରେ ଆସୁଛି ସ୍ମାର୍ଟ୍ ହେଡଫୋନ୍। ଅନେକ ଲୋକ ଅଛନ୍ତି ଯିଏକି ହେଡଫୋନ୍ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ହେଡଫୋନ୍…

iPhone 12 ହେଲା ବହୁତ ଶସ୍ତା! ୨୪,୯୦୦ ଟଙ୍କାରେ କିଣି ପାରିବେ ଆପଣ; ଜାଣନ୍ତୁ ପୂରା ଡିଲ୍‌

ଭାରତରେ ୨୦୨୦ରେ Apple iPhone 12କୁ ୭୯,୯୦୦ ଟଙ୍କା ପ୍ରାରମ୍ଭିକ ମୂଲ୍ୟ ସହିତ ଲଞ୍ଚ୍‌ କରାଯାଇଥିଲା। କିନ୍ତୁ ଗତବର୍ଷ iPhone 13 ରିଲିଜ୍‌ ହେବା ପରେ ଆପଲ୍‌ ଏହାର ମୂଲ୍ୟ ହ୍ରାସ କରି ୬୫,୯୦୦ ଟଙ୍କା କରି ଦେଇଥିଲା। ଯଦିଓ ଏକ ବିଶ୍ୱସନୀୟ ଡିଲ୍‌ ରୂପେ ଆପଣ Apple iPhone 12କୁ ଅତି…

ଦିନ ରାତି ସବୁବେଳେ ଏସି ଚଲାଇ ବି ଅଧିକ ଆସିବନି ବିଜୁଳି ବିଲ୍‌ , ଏହି ୪ଟି ଟ୍ରିକ୍ସ ସଞ୍ଚୟ କରିବ ହଜାର ହଜାର ଟଙ୍କା

ଗରମରେ ଘରକୁ ଥଣ୍ଡା କରିବା ପାଇଁ ସାଧାରଣତଃ ଘରେ କୁଲର ଏବଂ ଏସି ଚଲାଇଥାନ୍ତି। କିନ୍ତୁ ଆମେ ମାନେ ଚେଷ୍ଟା କରିଥାନ୍ତି ଯେ ସବୁ ସମୟରେ ଏସି ନଚଲାଇବାକୁ କାହିଁକିନା କୁଲିଙ୍ଗ୍‌ କରିବା ସହିତ ଏସି ବିଜୁଳି ବିଲକୁ ବି ବଢ଼ାଇଦେଇଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ ବିଷୟରେ…

୫ ହାଜର ଟଙ୍କା ମଧ୍ୟରେ ପାଆନ୍ତୁ ବେଷ୍ଟ ସ୍ମାର୍ଟ୍ ୱାଚ, ଭଲ ବ୍ୟାଟେରୀ ସହିତ ରହିଛି ହେଲ୍ଥ ଫିଚର୍

ଦିନକୁ ଦିନ ବଦଳୁଛି ଟେକ୍ନୋଲଜିର ଦୁନିଆ। ସେଥିପାଇଁ ଅନେକ କମ୍ପାନୀ ନୂଆ ନୂଆ ସ୍ମାର୍ଟ ଫୋନ୍ ସହିତ ସ୍ମାର୍ଟ୍ ୱାଚ ମଧ୍ୟ ତିଆରି କରୁଛନ୍ତି। ଯାହାକି ଆଜିର ବ୍ୟସ୍ତତା ଭିତରେ ଆପଣଙ୍କ ସ୍ବାସ୍ଥ୍ୟର ମଧ୍ୟ ଯତ୍ନ ନେବ। ଦୁନିଆରେ ଅନେକ କମ୍ପାନୀ ରହିଛି ଯାହା ସ୍ମାର୍ଟ୍ ୱାଚ ବା ଘଣ୍ଟା ତିଆରି…

କାଲିଠୁ ଆରମ୍ଭ ହେଉଛି ୧୨ ବର୍ଷର ପିଲାଙ୍କ ଟିକାକରଣ, ଜାଣନ୍ତୁ ରେଜିଷ୍ଟ୍ରେସନ୍‌ କରିବାର ପୂରା ପ୍ରୋସେସ୍‌

ଏବେ ଛୋଟ ପିଲା ବି ନେଇ ପାରିବେ କରୋନା ଟିକା। କରୋନା ସଂକ୍ରମଣରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ୧୨ରୁ ୧୪ ବର୍ଷର ପିଲାଙ୍କୁ କରୋନା ଟିକା ଦେବା ଲାଗି ଅନୁମତି ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟା ଘୋଷଣା କରିଛନ୍ତି ଯେ ୧୬ ମାର୍ଚ୍ଚ ଅର୍ଥାତ୍‌ ଆସନ୍ତାକାଲି ଠାରୁ…

ରୁଷ ‘ଇନଷ୍ଟାଗ୍ରାମ’ ଉପରେ ଲଗାଇଲା ପ୍ରତିବନ୍ଧକ; ଏବେ ୮ କୋଟି ୟୁଜର୍ସ କରି ପାରିବେ ନାହିଁ ଆକ୍ସେସ୍‌!

ରୁଷ ‘ଇନଷ୍ଟାଗ୍ରାମ’ ଉପରେ ପ୍ରତିବନ୍ଧକ ଲଗାଇଛି। ଫଟୋ-ଭିଡିଓ ସେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମକୁ ଦେଶରେ ପାଖାପାଖି ୮ କୋଟି ୟୁଜର୍ସଙ୍କ ପାଇଁ ବ୍ଲକ୍‌ କରି ଦିଆଯାଇଛି। ରୁଷ ଏହି ନିଷ୍ପତ୍ତି ଏମିତି ସମୟରେ ନେଇଛି, ଯେତେ ବେଳେ କି, ଇନ୍‌ଷ୍ଟାଗ୍ରାମର ମୂଳ କମ୍ପାନୀ ‘ମେଟା’ କିଛି ଦେଶରେ…