Browsing Category

ଟେକ୍

ପ୍ରଥମଥର ବେଷ୍ଟ ଡିଜାଇନ୍ ସହିତ ଭାରତରେ ସେଲ୍ ହେଲା POCO M4, ରହିଛି ଆକର୍ଷଣୀୟ ଫିଚର୍

ଭାରତୀୟ ମାର୍କେଟକୁ ଗତ ସପ୍ତାହରେ ଆସିଥିବା ନୂଆ ସ୍ମାର୍ଟ ଫୋନ୍ POCO M4 ପ୍ରଥମଥର ପାଇଁ ଆଜି ଏହାର ସେଲ କରିଛି ଭାରତୀୟ ମାର୍କେଟରେ। ଏହାର ମୂଲ୍ୟ ରହିଛି ୧୪,୯୯୯ ଟଙ୍କା। ଆଜି ମଧ୍ୟାହ୍ନ ୧୨ ଟାରେ ଫ୍ଲିପକାର୍ଟରୁ ଏହାର ସେଲ ଲାଗିସାରିଛି। ପୋକୋ M4 PRO ଆପଣ ଫ୍ଲିପକାର୍ଟରୁ କିଣିପାରିବେ।…

୩୦ ହଜାର ତଳେ ସର୍ବୋତ୍ତମ 5G ସ୍ମାର୍ଟଫୋନ୍, ରହିଛି ଫ୍ଲାଗସିପ୍ ଫିଚର୍

ଆଜିକାଲି ଲୋକମାନେ ସ୍ମାର୍ଟଫୋନ୍ ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବାରେ ମଧ୍ୟ ପଛଘୁଞ୍ଚା ଦେଉ ନାହାଁନ୍ତି, କିନ୍ତୁ ସବୁ ଲୋକ ମଧ୍ୟ ଏପରି କରିପାରନ୍ତି ନାହିଁ। ବର୍ତ୍ତମାନ ଖାସ କରି ଫୋନ୍ କମ୍ପାନୀ ଗୁଡ଼ିକ ନୂଆ ନୂଆ ଡିଜାଇନ୍ ଫୋନ୍ ତିଆରି କରୁଛନ୍ତି । ସେଥିପାଇଁ ଫୋନ୍ ର ଭଲ ଫିଚର୍ ଦେଖି…

Whatsappରେ ଡିଲିଟ ହୋଇଯାଇଥିବା ମେସେଜକୁ ପୁଣି ଥରେ ପଢିପାରିବେ, ଜାଣନ୍ତୁ ଏହାର ଉପାୟ

ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ବିଷୟରେ କହିବାକୁ ଗଲେ Whatsapp ନାମ ବୋଧହୁଏ ପ୍ରଥମେ ଆସିବ । ହ୍ୱାଟ୍ସଆପ ଅନେକ ସମୟରେ ନିଜର ଫିଚର୍ ବଦଲାଉଛି। ଯେଉଁଥିପାଇଁ ଲୋକପ୍ରିୟତା ବଢିଚାଲିଛି । ଯଦିଓ ଏହି ଆପରେ ସମସ୍ତ ପ୍ରକାରର ଫିଚର୍ସ ଉପଲବ୍ଧ, କିନ୍ତୁ ବେଳେବେଳେ ଏହା ଘଟେ ଯେ ଆପଣ…

ରୁଷରେ ଆଉ ପ୍ରଡକ୍ଟ ବିକ୍ରି କରିବନି Microsoft, ବାରମ୍ବାର ଆକ୍ରମଣ ପରେ ଲଗାଇଲା ବ୍ୟାନ

ଗୋଟେ ପଟରେ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଥିବାବେଳେ ମାଇକ୍ରୋସଫଟ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । କମ୍ପାନୀ ନିଷ୍ପତ୍ତି ନେଇଛିକି ଏଣିକି ରୁଷରେ ଆଉ ନିଜ ପ୍ରସ୍ତୁତ ଜିନିଷ ଗୁଡିକୁ ବିକ୍ରି କରିବ ନାହିଁ । ମାସ୍କୋ ଉପରେ ରୁଷ ଆକ୍ରମଣ କରିବା ପରେ ମାଇକ୍ରୋସଫଟ…

୨୦୨୨ ରେ WhatsApp ରେ ଆସିବ ଦମଦାର ଫିଚର୍, ଦେଖିପାରିବେ ଇନଷ୍ଟାଗ୍ରାମ ରିଲ

ହ୍ୱାଟ୍ସଆପ ଅନେକ ସମୟରେ ନିଜର ଫିଚର୍ ବଦଲାଉଛି। ପୁଣି ହ୍ୱାଟ୍ସଆପ ହେଉଛି ଏମିତି ଏକ ଆପ୍ ଯାହାକୁ ବିଶ୍ୱର ଶତାଧିକ ଲୋକ ବ୍ୟବହାର କରନ୍ତି। ଏହା ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ୍ ଭାବେ ଜଣାଯାଇଛି। ତେବେ ୨୦୨୨ ଅର୍ଥାତ୍ ଚଳିତ ବର୍ଷ ମଧ୍ୟ ଏହି ଆପ୍ ନିଜର ଅନେକ ଫିଚର୍ ପରିବର୍ତ୍ତନ କରିବା…

4GB ମେମୋରୀରେ ସେଭ ହେବ ଏବେ 128GB ଡାଟା, କେମିତି ଜାଣନ୍ତୁ..

ଆଜିକାଲି ଅନେକ ଲୋକ ନିଜ ସ୍ମାର୍ଟଫୋନର ମେମୋରିକୁ ନେଇ ବେଶି ଚିନ୍ତାରେ ରହୁଛନ୍ତି। ଯଦି ଆପଣ ବି ନିଜ ଫୋନ ମେମୋରୀକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ। ଆଜି ଆମେ ଆପଣଙ୍କ ପାଖକୁ ଏମିତି ଏକ ଟ୍ରିକ ନେଇ ଆସିଛୁ ଯାହାଦ୍ୱାରା ଆପଣ ନିଜ ଫୋନ ଷ୍ଟୋରେଜ ମାତ୍ରାକୁ…

ମାର୍କେଟରେ ଲଞ୍ଚ ହେଲା ମର୍ସିଡିଜର ନୂଆ କାର: ଜାଣନ୍ତୁ ମୂଲ୍ୟ ଓ ଦମଦାର ଫିଚର୍

ଭାରତରେ ବର୍ତ୍ତମାନ ଅଟୋମୋବାଇଲ ର କ୍ରେଜ୍ ବଢ଼ିଛି। ମର୍ସିଡିଜ୍ ବେଞ୍ଜ୍ ଇଣ୍ଡିଆରେ ଗୁରୁବାର ଦିନ ଏହାର ରୟାଲ ବ୍ରାଣ୍ଡ୍ ମର୍ସିଡିଜ୍ ମେବ୍ୟାକ S- କ୍ଲାସ୍ ଲଞ୍ଚ କରିଛି। ଏହି ଗାଡ଼ିର ଭଲ ଫିଚର୍ ଥିବା କମ୍ପାନୀ କହିଛି। ତେବେ ଏହାର ଭାରତରେ ପ୍ରାରମ୍ଭିକ ଏକ୍ସ୍ ଶୋରୁମ ମୂଲ୍ୟ ରହିଛି 2.5…

ଆପଣ ଭୁଲରେ ବି କାହାରିକୁ ନିଜର ପ୍ୟାନ କାର୍ଡ ଓ ଆଧାର କାର୍ଡ ଡିଟେଲସ କରନ୍ତୁ ନାହିଁ ସେୟାର, ହୋଇପାରେ ଜିଏସଟି ଚୋରି

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ପ୍ୟାନ କାର୍ଡ ଓ ଆଧାର କାର୍ଡର ବ୍ୟବହାର କରି କେତେକ ନକଲି କମ୍ପାନୀମାନଙ୍କ ଦ୍ୱାରା ଜିଏସଟି ଚୋରି କରାଯାଉଛି | ଏହା ସହିତ ଆଧାର ମାଧ୍ୟମରେ ଟ୍ରାଞ୍ଜାକ୍ସନରୁ ବି କିଛି ଉପଭୋକ୍ତାଙ୍କୁ ଠକିଛନ୍ତି ସାଇବର ଠକ | ଆଜିକାଲି ସମୟରେ ପ୍ୟାନ ଏବଂ ଆଧାର କାର୍ଡ ବିନା…

ୟୁଟ୍ୟୁବରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ, ଘରେ ବସି ପାଇବେ ଟଙ୍କା

ଯଦି ଆପଣ ଘରେ ବସି ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଦେବ ଆପଣଙ୍କୁ ଜବରଦସ୍ତ ଫାଇଦା। ମାତ୍ର କେଇ ମିନିଟ୍‌ ରେ ଆପଣ ଲକ୍ଷାଧିକ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିପାରିବେ। ସ୍ମାଟ ଭାବେ ଟଙ୍କା କମାଇବାକୁ ଏବେ ସମସ୍ତେ ଚାହୁଁଛନ୍ତି । ତେବେ ଏଥିପାଇଁ ଏବେ ଯେଉଁ ଉପାୟ ବାହାରିଛି…

୩୧ ହଜାର କମରେ କିଣନ୍ତୁ MacBook ଲାପଟପ୍‌, ଜଲଦି ନିଅନ୍ତୁ ଅଫରର ମଜା

ଯଦି ଆପଣ ପାଓ୍ଵାରଫୁଲ ମ୍ୟାକବୁକ ଲାପଟପ୍‌ କିଣିବାକୁ ମନ କରୁଛନ୍ତି କିନ୍ତୁ ବଜେଟ ଆପଣଙ୍କୁ ସାଥ୍‌ ଦେଉନି,ତାହେଲେ ଏବେ ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ। କାହିଁକିନା ଏବେ ମ୍ୟାକବୁକ ଲାପଟପ୍‌ କିଣିବାର ବଢ଼ିଆ ସୁଯୋଗ ଅଛି ଆପଣଙ୍କ ପାଇଁ। ୮GB ରାମ ଏବଂ ୨୫୬GB ଷ୍ଟୋରେଜ ସହିତ ୯୨,୯୦୦ ଟଙ୍କାରେ…

ଏଣିକି ବିନା ଇଣ୍ଟରନେଟରେ ଚଲାଇପାରିବେ Whatsapp , କିପରି ଜାଣନ୍ତୁ

ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ମଧ୍ୟରୁ Whatsapp ସାଧାରଣତଃ ଇଣ୍ଟରନେଟରେ ଚାଲିଥାଏ। ଅନେକ ଥର ଏହା ଘଟେ ଯେ ଆପଣଙ୍କ ଫୋନର ନେଟ୍ ପ୍ୟାକ୍ ସରିଯାଇଛି କିମ୍ବା ଆପଣ ଯେଉଁଠାରେ ଅଛନ୍ତି ସେଠାରେ ନେଟୱାର୍କ ଆସୁନାହିଁ। ଏଭଳି ପରିସ୍ଥିତିରେ Whatsapp ପରି ଅନେକ ଆପ୍ କାମ କରିବା ବନ୍ଦ…

୨ ମିଲିୟନ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ କଲା Whatsapp, କାହିଁକି ଜାଣନ୍ତୁ

ଚଳିତ ବର୍ଷ ଜାନୁଆରୀ ମାସରେ ହ୍ୱାର୍ଟ୍ସପ ପାଖାପାଖି ୨ ମିଲିୟନ ଆକାଉଣ୍ଟ ଗୁଡିକୁ ବ୍ୟାନ କରିଥିବା ନେଇ ସୂଚନା ମିଳିଛି । ଇନଫର୍ମେଶନ ଟେକ୍ନୋଲୋଜି ନିୟମ ୨୦୨୧ ଅନ୍ତର୍ଗତ 4(1)(d)ରୁ ଏହି ସୂଚନା ଆସିଥିବା ଜଣାଯାଇଛି | ଚଳିତ ବର୍ଷ ଜାନୁଆରୀ ୧ ରୁ ୩୧ ତାରିଖ ମଧ୍ୟବର୍ତ୍ତୀ ସମୟରେ ଏହି…