Browsing Category

ଟେକ୍

JIO ୟୁଜର୍ସଙ୍କ ପାଇଁ ଦମଦାର ସୁଯୋଗ! ଏଣିକି ବିନା SIMରେ ଗୋଟିଏ ସ୍ମାର୍ଟଫୋନରେ ଚଳାଇ ପାରିବେ ୫ଟି ନମ୍ବର, ଜାଣନ୍ତୁ…

ପ୍ରାଇଭେଟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏପରି ଏକ ଆଶ୍ଚର୍ଯ୍ୟଜନକ ଅଫର ଆଣିଛି। ଯାହାଫଳରେ ଆପଣ ଗୋଟିଏ ସ୍ମାର୍ଟଫୋନରେ ପାଞ୍ଚଟି ନମ୍ବର ବ୍ୟବହାର କରିପାରିବେ ଏବଂ ଯଦି ଆପଣ ଚାହାଁନ୍ତି ତେବେ ଆପଣ ଫୋନରେ ସିମ୍ ଭର୍ତ୍ତି ନକରି ଟେଲିକମ୍ ସେବା ଗୁଡିକର ଲାଭ ଉଠାଇ ମଧ୍ୟ ପାରିବେ। ବାସ୍ତବରେ…

ଦୈନିକ ୨ଜିବି ଡାଟା ପାଆନ୍ତୁ କେବଳ ୫୦୦ ରୁ କମ ଟଙ୍କାରେ, ଅମାଜନ ପ୍ରାଇମ୍ ଭିଡ଼ିଓ ସବସ୍କ୍ରିପସନ ଫ୍ରି

ବର୍ତ୍ତମାନ ସବୁ ଜିନିଷରେ ଦର ଦାମ୍ ବୁଦ୍ଧି ପାଉଛି। ଏମିତିକି ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଫୋନର ରିଚାର୍ଜ ପ୍ଲାନ୍ ମଧ୍ୟ ଅଧିକ ହେବାକୁ ଲାଗିଛି। ଯାହା ପାଇଁ ଫୋନ୍ ରିଚାର୍ଜ କରିବା ମଧ୍ୟ ଅସୁବିଧା ହେଉଛି ଓ ଗ୍ରାହକ କମ୍ ଟଙ୍କାରେ କିପରି ଅଧିକ ଦିନ ପାଇଁ ସ୍ପିଡ ଡାଟା ପାଇବେ ତାହା…

ଆଇଫୋନ୍‌ ଧରିବା ସ୍ୱପ୍ନ ହେବ ପୂରଣ, ମାତ୍ର ୩୨ ହଜାରରେ iPhone 11 ଏବଂ ୧୫ ହଜାରରେ କିଣନ୍ତୁ iPhone SE

Apple iPhone 11କୁ ପାଇପାରିବେ ମାତ୍ର ୩୨,୧୦୦ ଟଙ୍କାରେ। iPhone 11ର ୬୪GB ଗ୍ରୀନ୍‌ କଲର ଭେରିୟଣ୍ଟର ଦାମ୍‌ ୪୯,୯୦୦ ଟଙ୍କା ରହିଛି। ଆଇଫୋନ୍‌ ୧୧କୁ ଏକ୍ସଚେଞ୍ଜ ଅଫରରେ କିଣିବା ଦ୍ୱାରା ବଢ଼ିଆ ଅଫର ମିଳିବ ଆପଣଙ୍କୁ। ଡିଭାଇସକୁ ପୁରୁଣା ଫୋନ ଦ୍ୱାରା ଏକ୍ସଚେଞ୍ଜ କରିବା ପରେ ୧୭,୮୦୦…

ଏ ସବୁ ହେଉଛି ଫୋନ୍‌ରେ ଲୁଚିକି ରହିଥିବା ଫିଚର୍ସ; ଏହି ଟ୍ରିକ୍‌ରେ ଫଟାଫଟ୍‌ ଉଠାନ୍ତୁ ଫାଇଦା

ଆଜିକା ସମୟରେ ଏମିତି କେହି ବି ଲୋକ ନ ଥିବେ, ଯାହାଙ୍କ ହାତରେ ସ୍ମାର୍ଟଫୋନ ନ ଥିବ। ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟଫୋନ୍ ଅଲଗା ଅଲଗା ଫିଚରରେ ଆସିଥାଏ। କିନ୍ତୁ ଏମିତି ବି କିଛି ଫିଚର ଥାଏ, ଯାହା ପ୍ରତ୍ୟେକ ବ୍ରାଣ୍ଡର ସ୍ମାର୍ଟଫୋନରେ ଲୁଚିକି ରହିଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଫିଚର…

ଯଦି ଆପଣବି ଜଣେ ସ୍ମାର୍ଟ ଓ୍ଵାଚ ୟୁଜର ତେବେ ନିଶ୍ଚିତ ଭାବେ ସତର୍କ ରୁହନ୍ତୁ

ସ୍ମାର୍ଟ ଯୁଗରେ ସବୁ କିଛି ସ୍ମାର୍ଟ। ଏଠି ଯୁଗ ବି ସ୍ମାର୍ଟ ଆଉ ତା ସହ ସବୁ କାମ। ମାନେ ଏବେ ସବୁ କାମକୁ କେମିତି କମ ସମୟରେ ଆଉ ସ୍ମାର୍ଟ ଭାବେ କରାଯିବ ତାହା ପୁଣି ଫାଇଦାକୁ ନଜରରେ ରଖି ସେସବୁ ଉପରେ ବେଶି ଧ୍ୟାନ ଦିଆଯାଉଛି। ପୂର୍ବରୁ ଫୋନ କେବଳ ସ୍ମାର୍ଟ ବାହାରିଥିଲା। କିନ୍ତୁ ଏବେ ଫୋନ…

ଜିଓର ବେଷ୍ଟ ପ୍ଲାନରେ ଗ୍ରାହକଙ୍କୁ ମିଳିବ ଦୈନିକ ମାଗଣା ୨ଜିବିି ଡାଟା ପ୍ୟାକ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ଭାରତର ବଡ଼ ଟେଲିକମ କମ୍ପାନୀ ଜିଓ ତାର ୟୁଜର୍ସଙ୍କ ପାଇଁ ଏକ ଖାସ ସୁବିଧା ଆଣିଛି। ଯେଉଁଥିରେ ସେ ଗ୍ରାହକଙ୍କୁ ମାଗଣାରେ ଇଣ୍ଟରନେଟ ଦେବା ପାଇଁ ନିଷ୍ପତ୍ତି ନେଇଛି। ଯଦି ଜଣଙ୍କର ଡାଟା ଶେଷ ହୋଇଯାଇଛି ଏବଂ ତାଙ୍କ ପାଖେ ରିଚାର୍ଜ ପାଇଁ ଟଙ୍କା ନାହିଁ, ତେବେ ଆଉ ବେଶି ଚିନ୍ତା କରନ୍ତୁ ନାହିଁ।…

ଭାରତରେ ଲଞ୍ଚ ହେଲା ଗ୍ରେଟା ଗ୍ଲାଇଡ୍ ଇଲେକ୍ଟ୍ରିକ୍ ସ୍କୁଟର, ୧୦୦ କିଲୋମିଟର ପର୍ଯ୍ୟନ୍ତ ଯିବା ସହିତ ରହିଛି ଦମଦାର…

ମାର୍କେଟରେ ବର୍ତ୍ତମାନ ବିଭିନ୍ନ ପ୍ରକାର ନୂଆ ଡିଜାଇନ୍ ଗାଡ଼ି ଆସିବାରେ ଲାଗିଛି। ତେଲ ଦର ବଢିବା ପରେ ଅନେକ ଗ୍ରାହକ ଏବେ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ପସନ୍ଦ କରୁଛନ୍ତି। କାରଣ ଏହାର ଦାମ୍ ମଧ୍ୟ ପେଟ୍ରୋଲ ଗାଡ଼ି ଭଳି ସମାନ ରହୁଛି। ପୁଣି ଏହା ଭଲ ମାଇଲେଜ୍ ମଧ୍ୟ ଦେଉଛି। ଠିକ୍ ସେମିତି…

WhatsAppରେ ମାତ୍ର କେଇ ମିନିଟରେ ଚେକ କରନ୍ତୁ ବ୍ୟାଙ୍କ ବାଲାନ୍ସ, ଜାଣନ୍ତୁ କେମିତି ଚେକ କରିବେ ପୂରା ପ୍ରୋସେସ୍‌

ହ୍ଵାଟସଆପର ବ୍ୟବହାର ଲୋକମାନେ ବହୁତ ଭାବେ କରୁଛନ୍ତି। ଖାସ୍‌ କରି ଚାଟିଙ୍ଗ କରିବା ପାଇଁ ଏହାକୁ ବେଶି ୟୁଜ୍‌ କରାଯାଉଛି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ହ୍ଵାଟସଆପ୍‌ ଜରିଆରେ ଆପଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସକୁ ବି ଚେକ କରିପାରିବେ। ଯଦି ଆପଣ ଭାବୁଛନ୍ତି କେମିତି ଏମିତି ହୋଇପାରିବ,…

ଚୋରଙ୍କ ମୁହଁକୁ ଡିଟେକ୍ଟ କରିବ ଏୟାରଟେଲର ଏହି ସ୍ମାର୍ଟ ଆଲାର୍ମ ଡିଭାଇସ୍‌, ଦାମ ରହିଛି ମାତ୍ର ୯୯ ଟଙ୍କା

ଆଜି କାଲି ଚୋର ମାନଙ୍କ ସଂଖ୍ୟା ଖୁବ ବଢ଼ିବାରେ ଲାଗିଛି। ଆଉ ଏହାରି ମଧ୍ୟରେ ଯଦି ଆପଣ ବାହାରେ କାମ କରୁଛନ୍ତି ଆଉ ପ୍ରତିଦିନ ଘର ଛାଡ଼ି ଯାଉଛନ୍ତି ତେବେ ମୁୁଣ୍ଡରେ ଚିନ୍ତା ପଶିଯାଏ। ଘରର ସେଫ୍ଟିକୁ ନେଇ। ଚୋର ଘରେ ପଶି ଯେମିତି କିଛି ଚୋରି ନକରୁ। ଏଥିପାଇଁ କିଛି କିଛି ସ୍ଥାନରେ ସିକ୍ୟୁରିଟି…

ସରକାରଙ୍କ ନୂଆ ନିୟମ, ଏବେ ସିମ୍‌ କାର୍ଡ କିଣିବା ହେବ ମୁସକିଲ! ଦୋକାନ ଯିବା ପୂର୍ବରୁ ପଢ଼ିନିଅନ୍ତୁ ସବୁକିଛି

ମୋବାଇଲ୍‌ କଷ୍ଟମର୍ସଙ୍କ ପାଇଁ ଜରୁରୀ ଖବର। ସରକାର ସିମ୍‌ କାର୍ଡକୁ ନେଇ ଏବେ ନୂଆ ନିୟମ ବନାଇଛନ୍ତି। ଏହି ନୂଆ ନିୟମ ଅନୁଯାୟୀ ଏବେ କିଛି କଷ୍ଟମର୍ସଙ୍କ ପାଇଁ ନୂଆ ମୋବାଇଲ କନେକସନ୍‌ ନେବା ଆହୁରି ବି ସହଜ ହୋଇଯିବ। କିନ୍ତୁ କିଛି କଷ୍ଟମର୍ସଙ୍କ ପାଇଁ ଏବେ ନୂଆ ସିମ କିଣିବା ଏକପ୍ରକାର…

ପୁରୁଣା କୁଲର ଘରକୁ କରିଦେବ କାଶ୍ମୀର, ତେବେ ତୁରନ୍ତୁ ଫଲୋ କରନ୍ତୁ ଏହି ଟିପ୍ସ ନୂଆ କିଣିବାର ପଡିବନି ଆବଶ୍ୟକତା

ପୁରୁଣା କୁଲର ଘରକୁ କରିଦେବ କାଶ୍ମୀର। କେମିତି ଭାବୁଛନ୍ତି କି? ତାହେଲେ ଜାଣନ୍ତୁ, ଆପଣଙ୍କୁ କେବଳ କିଛି ତରିକାକୁ ଆପଣେଇବାକୁ ପଡିବ। ଯାହାପରେ ଘର ଏତେ ଥଣ୍ଡା ହୋଇଯିବ ଯେ ଅତିଥି ବି କହିବେ କଣ ନୂଆ ଏସି କିଣିଛନ୍ତି କି? ହଁ ଆଜ୍ଞା ଏମିତି ହିଁ ଫିଲ୍‌ କରାଇବ ଆପଣଙ୍କ ପୁରୁରା କୁଲର। ଗରମ…

ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ଆପଲର ବଡ ନିଷ୍ପତ୍ତି, ଋଷରେ ବିକ୍ରି ହେବନି Apple ର କୌଣସି ପ୍ରଡକ୍ଟ

ଫେଡୋରୋଭ୍ ଆପଲ୍ ସିଇଓ ଟିମ୍ କୁକଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ସେ ଋଷରେ ଆପଲ ଷ୍ଟୋର ବ୍ୟାନ କରିବା ସହିତ ନିଜର ସାମଗ୍ରୀ ବନ୍ଦ କରିବା ପାଇଁ। ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ଆପଲ୍ କହିଛି ଯେ ଋଷରେ ଏହାର ସମସ୍ତ ପ୍ରଡକ୍ଟ ବିକ୍ରି ବନ୍ଦ ହୋଇଯାଇଛି। ଋଷିଆରେ ଏହାର…