Browsing Category

ଟେକ୍

ପୁରୁଣା କୁଲର ଆଉ ଦେଉନି ଥଣ୍ଡା ପବନ, ତେବେ ୫୦୦ ଟଙ୍କାରେ ଏପରି କରନ୍ତୁ ଚକାଚକ୍‌

ବର୍ଷ ବର୍ଷ ଧରି ଲୋକମାନେ ଗରମ ଦିନ ଆସିଲେ କୁଲର ବ୍ୟବହାର କରିଆସୁଛନ୍ତି। ଯଦି ଆପଣଙ୍କ ଘରେ ମଧ୍ୟ ଏମିତି କୁଲର ରହିଛି ଯାହା ପୂର୍ବରୁ ଆପଣଙ୍କ କୁଲରକୁ ଥଣ୍ଡା ରଖୁଥିଲା କିନ୍ତୁ ଏବେ କେବଳ ଗୋଟେ କୋଣରେ ପଡିକି ରହିଛି, ତାହେଲେ ଆଜି ଆପଣଙ୍କୁ ଜଣାଇବୁ କିଛି ଏମିତି ଟିପ୍ସ। ଯାହାକୁ ଆପଣେଇ ଆପଣ…

ଆପଣଙ୍କ ଫୋନ୍ ବାରମ୍ବାର ହ୍ୟାଙ୍ଗ ହେଉଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ଆଜିର ଆଧୁନିକ ଯୁଗରେ ସମସ୍ତଙ୍କ ହାତରେ ଅଛି ସ୍ମାର୍ଟଫୋନ୍। ବର୍ତ୍ତମାନ ବ୍ୟାଙ୍କ ଠାରୁ ଆରମ୍ଭ କରି ଅନ୍ଲାଇନ୍ରୁ ସପିଙ୍ଗ କରିବା ପର୍ଯ୍ୟନ୍ତ ଅନେକ କାମରେ ସାହାଯ୍ୟ କରୁଛି ସ୍ମାର୍ଟଫୋନ। ଖାସକରି ସବୁ କାମକୁ ସହଜ କରେ ଏହି ସ୍ମାର୍ଟଫୋନ, କେବଳ ଗୋଟେ ସେକେଣ୍ଡରେ। ହେଲେ ସବୁ କାମ ସହଜ…

Nokia ଲଞ୍ଚ କଲା ଏହାର ନୂଆ ଲାପଟପ, ୮ ଜିବି ରାମ ସହ ରହିଛି ଅନେକ ଫିଚର୍ସ; ଦେଖନ୍ତୁ ଡିଟେଲ୍

ମୋବାଇଲ ନିର୍ମାତା କମ୍ପାନୀ Nokia ଏବେ ଏହାର ନୂଆ ଲାପଟପ୍ ଲଞ୍ଚ କରିଛି । OFF ଗ୍ଲୋବାଲ୍ ସହିତ ନୋକିଆ ଏହାର ପ୍ରଥମ ଲାପଟପ୍ ଲଞ୍ଚ କରିଛି । ଲାପଟପ୍ ର ଡିଜାଇନ୍ ଏବଂ ବିକ୍ରୟ ପାଇଁ OFF ବ୍ରାଣ୍ଡ ନୋକିଆ ସହ ସହଭାଗିତା କରିଛି । ଏହି ଭାଗିଦାରୀ ଅଧୀନରେ ଏହାର ପ୍ରଥମ ଲାପଟପ Nokia…

BSNL ଦେଉଛି ବଢ଼ିଆ ସୁଯୋଗ, ନିଜ ପାଇଁ ବାଛି ନିିଅନ୍ତୁ VIP ନମ୍ବର

ବିଏସଏନଏଲ କଷ୍ଟମର୍ସଙ୍କୁ ପ୍ରିମିୟମ୍‌ ବା VIP ମୋବାଇଲ ନମ୍ବର ନେବାର ମଉକା ଦେଉଛି। ଭିଆଇପି ମୋବାଇଲ ନମ୍ବରର ଫାଇଦା ଏହା ଯେ ଏହା ସ୍ପେଶାଲ କମ୍ବିନେସନରେ ହୋଇଥାଏ। ଏହି କାରଣରୁ ଏହାକୁ ସହଜରେ ମନେ ରଖାଯାଇପାରିବ। ଏହି ଅପ୍ସନ ଭାରତରେ ପ୍ରିପେଡ୍‌ ଏବଂ ପୋଷ୍ଟପେଡ୍‌ ଉଭୟ କଷ୍ଟମର୍ସଙ୍କ…

ଏବେ ଆଉ ଚିନ୍ତା ନାହିଁ କି ଦୌଡିବାର ନାହିଁ, ମାତ୍ର ଗୋଟିଏ ମିସଡ୍‌ କଲ୍‌ ଦେଇ କରନ୍ତୁ LPG କନେକସନ୍‌

ଏବେ ଆପଣଙ୍କୁ ରୋଷେଇ ଗ୍ୟାସର ନୂଆ କନେକସନ୍‌ ନେବା ପାଇଁ ଗ୍ୟାସ୍‌ ଏଜେନ୍ସୀ ଅଫିସର ଚକ୍କର କାଟିବାକୁ ପଡିବନାହିଁ। ଗୋଟେ ସମୟ ଥିଲା ଯେତେବେଳେ ରନ୍ଧନ ଗ୍ୟାସ କନେକସନ୍‌ ନେବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିଲା। ଆଉ ଏହି କାମ ଏତେ ସହଜରେ ବି ହେଉନଥିଲା। କିନ୍ତୁ ଏବେ…

ଏହି ନୂଆ ଉପାୟରେ ପାଆନ୍ତୁ ନିଜର ସଠିକ ଆଧାର କାର୍ଡ, ଫଲୋ କରନ୍ତୁ UIDAIର ଏହି ଷ୍ଟେପ

ଅନେକ ଲୋକଙ୍କର ଆଧାରକାର୍ଡକୁ ନେଇ ଅନେକ ସମସ୍ୟା ଦେଖାଯାଏ। ନିଜ ନାମ କେତେବେଳେ ଭୁଲ ଥାଏ ତ ଆଉ କାହାର ଠିକଣା ଓ ଜନ୍ମ ତାରିଖ । ଏହି ପରିସ୍ଥିତିରେ ଅନେକ ଅସୁବିଧା ହୁଏ। ଲୋକମାନେ ଆଧାର କାର୍ଡକୁ ସଠିକ କରିବା ପାଇଁ ଯାଇଥାନ୍ତି ସତ କିନ୍ତୁ ସେଠାରେ ତାଙ୍କୁ ଅନେକ ସମୟ ଲାଗିଯାଏ । ଏହି ସମୟରେ…

ମୋବାଇଲ ଡାଟା ଶେଷ ହେବା ପରେ ଏପରି ଚଲାନ୍ତୁ Free Internet; ଜାଣନ୍ତୁ କେମିତି

ବର୍ତ୍ତମାନ ସମୟରେ ଇଣ୍ଟରନେଟର ବ୍ୟବହାର ବହୁତ ବୃଦ୍ଧି ପାଇଛି। କିନ୍ତୁ ଯଦି ଆପଣ ଘରୁ ବାହାରକୁ ଯାଆନ୍ତି ଓ ଡାଟା ସରିଯାଏ ତେବେ କ'ଣ କରିବେ । ସେହି ସମୟରେ ଆମକୁ ମାଗଣା ଇଣ୍ଟରନେଟ୍ ଦରକାର। ଏପରି ପରିସ୍ଥିତିରେ ଆମେ ସାଙ୍ଗସାଥିଙ୍କ ଠାରୁ ହଟସ୍ପଟ୍ ମାଗିଥାଉ କି ବେଳେବେଳେ ଟେଲିକମରୁ ଏକ…

Slow Internet ଗୋଟିଏ ବଟନରେ ହେବ ‘ଡବଲ’, କେବଳ ବଦଳାନ୍ତୁ ଏହି ସେଟିଙ୍ଗ୍‌

ଧୀମା ଇଣ୍ଟରନେଟ ସ୍ପୀଡ ଚିନ୍ତାକୁ ବଢ଼ାଇଦେଇଥାଏ। ଇଣ୍ଟରନେଟ ସ୍ପିଡ ସ୍ଲୋ ହେବା ଦ୍ୱାରା ଆପଣଙ୍କ ଭିଡିଓ ଦେଖିବାର ଉତ୍କଣ୍ଠା ଖରାପ ହୋଇଯାଏ।ଏହାସହିତ ଅନେକ ଥର ଏହି କାରଣରୁ ଜରୁରୀ ମିଟିଙ୍ଗ କିମ୍ବା ଅନଲାଇନ ପରୀକ୍ଷା ଭଳି ଜରୁରୀ କାମ ବି ବନ୍ଦ ପଡିଯାଏ। ଆପଣଙ୍କ ମୋବାଇଲ ଇଣ୍ଟରନେଟର ସ୍ପୀଡ…

ଫୋନ୍‌ ଲକ୍‌ କରି ଲୁଚାଇବା ଦରକାର ନାହିଁ, ଏପରି ଗୋପନ ରଖନ୍ତୁ ନିଜ WhatsApp ସିକ୍ରେଟ ଚାଟ୍‌

ହ୍ଵାଟସଆପରେ ଆମେ ଅନେକ ତରିକାରେ ଲୋକଙ୍କ ସହ କଥା ହୋଇପାରୁଛନ୍ତି। ଏଥିରେ କିଛି ଚାଟ ବହୁତ ପର୍ସନାଲ ମଧ୍ୟ ହୋଇଥାଏ। କିନ୍ତୁ ଆଉ କିଛି ଚାଟ ଫାଲତୁରେ ଆସିଥାଏ। ଏମିତିରେ ଏହି ଚାଟକୁ ଲୁଚାଇବାକୁ ଅଲଗା ଅଲଗା ତରିକାର ବ୍ୟବହାର କରାଯାଏ। ସବୁଠାରୁ ନର୍ମାଲ ତରିକା ହେଉଛି ଫୋନକୁ ଲକ୍‌ କରି…

ମାତ୍ର ୧୯୦ ଟଙ୍କାରେ କିଣନ୍ତୁ Oppo A53s 5G ସ୍ମାର୍ଟଫୋନ, ଫ୍ଲିପକାର୍ଟ ସେଲରେ ମିଳୁଛି ଜବରଦସ୍ତ ଅଫର

ଫେବୃଆରୀ ମାସ କିଛି ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି ଏବଂ ଏଭଳି ପରିସ୍ଥିତିରେ ଫ୍ଲିପକାର୍ଟ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ମାର୍ଟଫୋନ୍ ବିକ୍ରୟ, ଫ୍ଲିପକାର୍ଟ ମନ୍ଥ -ଏଣ୍ଡ ମୋବାଇଲ୍ ଫେଷ୍ଟ (Flipkart Month-End Mobiles Fest) ଆଣିଛି । ଫେବୃଆରୀ ୨୩ ରୁ ଫ୍ଲିପକାର୍ଟର ଆପ୍ ଏବଂ…

ହ୍ୱାଟ୍ସଆପକୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଗ୍ରୁପରେ ଆପତ୍ତିଜନକ ବାର୍ତ୍ତା ପାଇଁ ଦାୟୀ ହେବେନି ଆଡମିନ

ଅନେକ ସମୟରେ ହ୍ୱାଟ୍ସଆପ ଗ୍ରୁପରେ ବିଭିନ୍ନ ପ୍ରକାର ଆପତ୍ତିଜନକ ପୋଷ୍ଟ ଭାଇରାଲ ହେଉଥିବାର ଆପଣ ଦେଖିଥିବେ। ଯାହା ପାଇଁ କିଛି ଲୋକ, ଗ୍ରୁପର ଆଡମିନକୁ ଦୋଷୀ ସାବ୍ୟସ୍ତ କରନ୍ତି। କିନ୍ତୁ ବର୍ତ୍ତମାନ ହାଇକୋର୍ଟ କହିଛନ୍ତି ଯେ ଏବେ କୌଣସି ଭାବେ ଗ୍ରୁପ୍‌ର ଆଡମିନଙ୍କୁ ଦୋଷୀ କୁହାଯିବ ନାହିଁ…

ଆପଣଙ୍କ ପାନ୍‌ କାର୍ଡକୁ ଆଉ କିଏ ବ୍ୟବହାର କରୁଛନ୍ତି କି? ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଆଜିକାଲି ଆଧାର ଏବଂ ପାନ୍ କାର୍ଡ ଅତ୍ୟନ୍ତ ଜରୁରୀ ହୋଇଗଲାଣି। ଏସବୁ ବିନା ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରିବ ନାହିଁ।ପାନ୍‌ କାର୍ଡ ପରିଚୟ ପତ୍ର ପ୍ରମାଣ ରୂପେ ବ୍ୟବହାର କରାଯାଇଥାଏ। ପାନ୍‌ କାର୍ଡକୁ ଭାରତର ନାଗରିକଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଜିନିଷ। ଛାତ୍ର-ଛାତ୍ରୀମାନେ…