Browsing Category

ଟେକ୍

ଫେସବୁକ୍ ରିଲ୍ ତିଆରି କରି ମାସକୁ ରୋଜଗାର କରନ୍ତୁ ୨୬ ଲକ୍ଷ, ଜାଣନ୍ତୁ ପ୍ରଣାଳୀ

ବର୍ତ୍ତମାନ ଟଙ୍କା ରୋଜଗାର ପାଇଁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ ଭଲ ପ୍ଲାଟଫର୍ମ ହୋଇଛି। ଆପଣ ଜାଣିଛନ୍ତି ଏବେ ଇନଷ୍ଟାଗ୍ରାମ ହେଉ କିମ୍ବା ୟୁଟ୍ୟୁବ ଯଦି ସେଥିରେ କୌଣସି ବ୍ୟକ୍ତି ଭଲ କଣ୍ଟେଣ୍ଟ ତିଆରି କରିପାରୁଛନ୍ତି ଏହି ସୋସିଆଲ ମିଡ଼ିଆ ତାଙ୍କୁ ମୋଟା ଅଙ୍କରେ ଟଙ୍କା ଦେଉଛି। ଠିକ୍…

ଫ୍ଲିପକାର୍ଟର ବମ୍ପର ଡିସକାଉଣ୍ଟ ! ୪୦,୦୦୦ ରୁ କମ୍ ମୂଲ୍ୟରେ କିଣାଯାଇପାରିବ iPhone 12

apple iPhone 12 ରେ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଏକ ଜବରଦସ୍ତ ଅଫର ଚାଲିଛି।ଏହି ଅଫର ଅନୁଯାୟୀ, ଆପଣ ୬୫,୯୦୦ ଟଙ୍କା ବଦଳରେ ୩୮,୪୯୯ ଟଙ୍କାରେ iPhone12 କିଣି ପାରିବେ। ୬୫,୯୦୦ ଟଙ୍କାର ଏହି ଫୋନ ଫ୍ଲିପକାର୍ଟରେ ୫୩,୯୯୯ ଟଙ୍କାରେ ୧୮ ପ୍ରତିଶତ ରିହାତିରେ ବିକ୍ରି ହେଉଛି। ଅବଶ୍ୟ,…

କିବୋର୍ଡରେ ଆଲଫାବେଟ୍‌ ବଟନ ଓଲଟା ଲେଖା ଯାଇଥାଏ କାହିଁକି, ଜାଣନ୍ତୁ ଏହା ପଛରେ ରହିଥିବା କାରଣ

ଆମେମାନେ ପ୍ରତିଦିନ ଅନେକ ପ୍ରକାରର ଜିନିଷ ବ୍ୟବହାର କରିଥାଉ କିନ୍ତୁ ସେହି ଜିନିଷ ବିଷୟରେ ଅଧିକ କିଛି ଜାଣି ନଥାଉ। ଯେମିତିକି ଆମେ ସମସ୍ତେ କିବୋର୍ଡ ତ ବ୍ୟବହାର କରିଥାଉ କିନ୍ତୁ ଏଥିରେ ଆଲଫାବେଟ୍‌ ବଟନ ଗୁଡିକ କାହିଁକି ଓଲଟା ଲେଖା  ଯାଇଥାଏ, ଏହାର କାରଣ ଆମକୁ ଜଣା ନଥାଏ। ତେବେ ଏଭଳି…

ବିନା ଇଣ୍ଟରନେଟ୍‌ରେ ବି ଚଲାଇପାରିବେ Gmail, ଫଲୋ କରନ୍ତୁ ଏହି ଷ୍ଟେପ୍‌

ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ପ୍ରତ୍ୟେକ ଜରୁରୀ କାମ ପାଇଁ ଆମେ ଜିମେଲ୍‌ ବ୍ୟବହାର କରୁଛୁ। ଆଗରୁ ଚିଠି ପତ୍ର ମାଧ୍ୟମରେ ଯେଉଁ ସବୁ କାମ ହେଉଥିଲା, ଏବେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜିମେଲ୍‌ ସେହି କାମ କରିପାରୁଛି। ଫଳରେ ଭାବର ଆଦାନ ପ୍ରଦାନ ହେଉ କି କୌଣସି ଅଫିସିଆଲ ଲେଟର, ସବୁ…

BSNL ର ଏହି ପ୍ରିପେଡ୍ ପ୍ଲାନ୍ ଜିଓ,ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଠାରୁ ବି ଭଲ

ବର୍ତ୍ତମାନ କିଛି ଦିନ ଭିତରେ ସବୁଠାରୁ ଅଧିକ ଶସ୍ତା ଥିବା ଜିଓ ପ୍ରିପେଡ୍ ପ୍ଲାନ୍ ମହଙ୍ଗା ହୋଇଛି। ଏମିତିକି ଏହାର ପ୍ଲାନ୍ ସବୁ ଏୟାରଟେଲ ସହିତ ଯେମିତି ଟକ୍କର ଦେବାପରି ଲାଗୁଛି। ଖାସ କରି କୋଭିଡ ପରେ ସବୁ କ୍ଷେତ୍ରରେ ଚାହିଦା ବଢିବା ପରେ ଭାରତୀୟ ଟେଲିକମ୍ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ…

ଆପଣ ଜିତିଛନ୍ତି ଆଇଫୋନ୍ ୧୩ : ଯଦି ଏପରି ମେସେଜ ଆସିଥାଏ, ରୁହନ୍ତୁ ସତର୍କ ନଚେତ ବ୍ୟାଙ୍କ୍ ଆକାଉଣ୍ଟ ହୋଇଯିବ ସଫା

ନୂଆଦିଲ୍ଲୀ : ଲୋକଙ୍କୁ ଠକିବାକୁ ଅନଲାଇନ୍ ଠକମାନେ ବିଭିନ୍ନ ତରିକା ଆଣାଉଛନ୍ତି । କେତେବେଳେ ଲଟେରୀ କଥା କହି ତ କେତେବେଳେ ଫୋନ ଜିତିଥିବା କଥା କହି । ଏହି ଅନଲାଇନ୍ ଠକଙ୍କ ଏପରି ପ୍ରରୋଚନାରେ ଆସି ଶହ ଶହ ଲୋକଙ୍କ ଆକାଉଣ୍ଟ ଖାଲି ହୋଇ ସାରିଲାଣି । ଭୁଲରେ ବି ଏପରି ମେସେଜକୁ କରନ୍ତୁ ନାହିଁ…

Redmi Note 11S: ହାତଛଡା କରନ୍ତୁନି ଏମିତି ସୁଯୋଗ, ଆକର୍ଷଣୀୟ ଫିଚର୍ ସହିତ ଫୋନର କ୍ୟାମେରା ରହିଛି ୧୦୮ ମେଗାପିସ୍କେଲ

ବର୍ତ୍ତମାନ ଯିଏ ବି ଫୋନ୍ କିଣିବାକୁ ଚେଷ୍ଟା କରୁଛନ୍ତି ସମସ୍ତେ ପ୍ରଥମେ ଭାବିଥାନ୍ତି ଫୋନର କ୍ୟାମେରା ଓ ବ୍ୟାଟେରୀ ବିଷୟରେ। ଯଦି ଏହାର କ୍ୟାମେରା କ୍ୱାଲିଟି ଭଲ ଥାଏ ଓ ଚାର୍ଜ ଅଧିକ ସମୟ ପର୍ଯ୍ୟନ୍ତ ରଖିଥାଏ ତେବେ ସେହି ଫୋନ୍ କିଣିଦିଅନ୍ତି। ତେବେ ଭଲ କ୍ୟାମେରା ଥିବା ଫୋନ୍ କିଣିବାକୁ…

ଆପଣଙ୍କ Gmail ଆକାଉଣ୍ଟ ଆଉ କିଏ ବ୍ୟବହାର କରୁଛି କି ? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଆପଣଙ୍କ Gmail ଆକାଉଣ୍ଟ ଆଉ କିଏ ବ୍ୟବହାର କରୁଛି କି ? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ ଏପରି ଜାଣନ୍ତୁ ଆପଣଙ୍କ Gmail ଆକାଉଣ୍ଟ ଆଉ କିଏ ବ୍ୟବହାର କରୁଛି ଜି-ମେଲ୍ ହେଉଛି ଦୁନିଆରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା ଇ-ମେଲ୍ ସର୍ଭିସ୍ । ଆପଣ ମାନଙ୍କ ପାଖରେ ଜି-ମେଲ୍ ଆକାଉଣ୍ଟ…

ହାର୍ଟ ରେଟ୍ କହିବ ଏହି ଫୋନ୍: ଜାଣନ୍ତୁ Realme 9 Pro + 5G ର ଦମଦାର ଫିଚର

ନୂଆ ନୂଆ ଫିଚର ସହ ମାର୍କେଟରେ ଉପଲବ୍ଧ ହେଉଛି ବିଭିନ୍ନ ପ୍ରକର ଫୋନ୍। ତେବେ ରିଅଲମି ନିଜ ଗ୍ରାହକଙ୍କ ପାଇଁ ଆଣିଛି ରିଅଲମି 9 Pro + 5G, ଯାହାକି ମୋଟୋ ଏଜ୍ 20, ସାଓମି 11i ଏବଂ ସାଓମି 11i ହାଇପରଚାର୍ଜ ଭଳି ସ୍ମାର୍ଟଫୋନ୍ ସହିତ ଟକ୍କର ଦେବ। ଫେବୃଆରୀ ୧୬ ରେ ଭାରତୀୟ ବଜାରରେ ଲଞ୍ଚ…

ଇଲେକ୍ଟ୍ରିକ କାର ୧୦ମିନିଟରେ ହେବ ଚାର୍ଜିଂ ! ଆଉ ରହିବନି ସମସ୍ୟା

ଆଜିକାଲି ପେଟ୍ରୋଲ, ଡିଜେଲ ପରେ ଏବେ ଇଲେକ୍ଟ୍ରିକ ଆଡକୁ ମୁହାଁଉଛନ୍ତି ଲୋକେ । ମାନେ ଗାଡି ବିଷୟରେ ହିଁ ଆମେ କହୁଛୁ । ଏବେ ତେଲ ଦର ଏତେ ଆକାଶ ଛୁଆଁ ହେଲାଣି ଯେ ତାର ବିକଳ୍ପ ଖୋଜିଲାଣି ମଣିଷ । ତେଣୁ ଇଲେକ୍ଟ୍ରିକ କାର ଉପରେ ଏବେ ନଜର । କିନ୍ତୁ ଅନେକ ଏହାକୁ ନେଇ ଦ୍ୱନ୍ଦରେ ରହିଛନ୍ତି ।…

୫,୯୯୯ ଟଙ୍କାରେ ଲଞ୍ଚ ହେଲା itel A27, Jio Phone କୁ ଦେବ ଟକ୍କର

ମାର୍କେଟରେ ବର୍ତ୍ତମାନ ଲଞ୍ଚ ହେଉଛି ନୂଆ ନୂଆ ଭଲ ଫିଚର୍ ଥିବା ଫୋନ୍। ଏମିତିକି ଏବେ ଲଞ୍ଚ ହୋଇଛି ଫେସ୍ ଅନଲକ୍ ଓ ଫିଙ୍ଗର ପ୍ରିଣ୍ଟ ସେନ୍ସର ଥିବା ଭଳି ସ୍ମାର୍ଟ ଫୋନ୍ itel a27 । ଯାହାକି ଆଗକୁ ଆସିବାକୁ ଥିବା jio ଫୋନ୍ ସହିତ ଟକ୍କର ଦେବ। ଆଇଟେଲ, ଭାରତରେ ଏହାର ନୂତନ ଏଣ୍ଟ୍ରି ଲେଭଲ୍…

ସ୍ମାର୍ଟଫୋନକୁ ଶୀଘ୍ର ଚାର୍ଜ କରିବା ପାଇଁ ବ୍ୟକ୍ତି ଜଣକ କଲେ ଏଭଳି ଏକ୍ସପେରିମେଣ୍ଟ, ଥରେ ଆପଣ ବି ଦେଖନ୍ତୁ ..

ସ୍ମାର୍ଟଫୋନକୁ ଚାର୍ଜ କରିବା ପାଇଁ ସମସ୍ତେ ଚାର୍ଜର ବ୍ୟବହାର କରନ୍ତି। କିନ୍ତୁ ଚାର୍ଜର ଲଗାଇବା ପରେ ଆମକୁ ଜଣାନଥାଏ ଯେ ଏହା ଫୁଲ ଚାର୍ଜ ହେବା ପାଇଁ ସଠିକ ରୂପେ କେତେ ସମୟ ଲାଗିବ। ହୁଏତ ଭଲ ବା ନୂଆ ଚାର୍ଜର ହୋଇଥିଲେ ୧ ଘଣ୍ଟା ଲାଗିବ। କିନ୍ତୁ ଖରାପ ହୋଇଥିଲେ ଏହା ହୁଏତ ଅଧିକ ସମୟ…