ଟିଭି ପାଇଁ ଦୈନିକ ଏତିକି ଟଙ୍କା ଅଧିକ ହୁଏ ବିଜୁଳି ଖର୍ଚ୍ଚ, ଏହାକୁ କମ କରିବା ପାଇଁ ଆପଣାନ୍ତୁ ଏହି ଟ୍ରିକ
ଟିଭି ଏକ ଏମିତି ସିଷ୍ଟମ ଯାହା ସମସ୍ତଙ୍କ ଘରେ ଖୁବ ସହଜରେ ମିଳିଯାଏ। ସେହିଭଳି ମାସର ସବୁ ଖର୍ଚ୍ଚରେ ଟିଭି ଖର୍ଚ୍ଚ ମଧ୍ୟ ଆଡ୍ ହୋଇଥାଏ। ବିଜୁଳି ଖର୍ଚ୍ଚ ଅଧିକ ହେବାରେ ଟିଭିର ମଧ୍ୟ ସମାନ ଭୂମିକା ରହିଥାଏ। ତେବେ ସମସ୍ତଙ୍କ ଘରେ ଟିଭି ଥିବା ସତ୍ତ୍ୱେ ଅନେକ ଏହାକୁ ରିମୋଟ ଦ୍ୱାରା ବନ୍ଦ କରି…