Browsing Category

ଟେକ୍

ଗାଲାକ୍ସି ଜେ ଫୋଲ୍ଡ ୪ ଡିଭାଇସ, ଦେଖିବାକୁ ପାଇବେ ନ୍ୟୁ ଲୁକ୍‌ରେ

ଚାଲିଛି ସ୍ମାର୍ଟଫୋନର ଜମାନା । ଆଉ ଏହି ସ୍ମାର୍ଟଫୋନ ଭିତରେ ପ୍ରତିଦିନ ଜୋରଦାର ଅଫର ବି ଆସୁଛି । ଅପଗ୍ରେଡ ସ୍ମାର୍ଟ ସେଟ ସହ ଡିଭାଇସ ଆପଣଙ୍କୁ ଦେବ ଅନେକ ନୂଆ ନୂଆ ଫିଚର । ଜାଣିବା ପାଇଁ କହି ରଖୁଛୁ କି ପୁଣି ବଜାରକୁ ଫେରୁଛି ଫୋଲ୍ଡେବୁଲ ମୋବାଇଲ୍‌ ସେଟ୍‌ । ଆପଣଙ୍କ ପାଇଁ ଖୁବ୍‌ ଶୀଘ୍ର…

ଲମ୍ବା ଲାଇନରେ ଛିଡା ହୋଇ ହଇରାଣ ହେବାର ଆବଶ୍ୟକତା ନାହିଁ, ଏପରି ସହଜରେ ପାଆନ୍ତୁ ଟ୍ରେନ୍‌ ଟିକେଟ୍‌

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଟିକେଟ ପାଇଁ ଆଉ ଆପଣଙ୍କର ରହିବନି ଚିନ୍ତା। ଆଇଆରସିଟିସି ଏବଂ ପେଟିଏମ ଭିତରେ ବଢ଼ିଆ ପାର୍ଟନରସିପ୍‌ ହୋଇଛି। ଏବେ ରେଳ ଯାତ୍ରୀ ଜେନେରାଲ ଟିକେଟ, ପ୍ଲାଟଫର୍ମ ଟିକେଟ ନେଇପାରିବା ସହ ମନ୍ଥଲୀ ସ୍ମାର୍ଟ ପାସକୁ ମଧ୍ୟ ଡିଜିଟାଲ ଟ୍ରାନଜାକସନ କରି ରିଚାର୍ଜ…

ଆସନ୍ତା କାଲି ଠାରୁ ଲାଗୁ ହେବ ନୂଆ UPI ନିୟମ: ଏଣିକି Aadhaar-OTP ଦ୍ୱାରା କରିହେବ ଆକ୍ଟିଭ, Debit Cardର ହେବନି…

ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ମାଧ୍ୟମରେ ଆପଣମାନେ ସହଜରେ ଅର୍ଥ ଟ୍ରାନ୍ସଫର କରିଥାନ୍ତି । ଏଥିପାଇଁ ଆପଣଙ୍କୁ UPI ସହାୟକ ଆପ୍ ଯେପରିକି ପେଟିଏମ୍, ଫୋନ୍ ପେ, BHIM, ଗୁଗୁଲ୍ ପେ ଇତ୍ୟାଦି ଦରକାର । ବିଶେଷ କଥା ହେଉଛି ସ୍କାନର୍, ମୋବାଇଲ୍ ନମ୍ବର, UPI ID ପରି କେବଳ ଗୋଟିଏ…

ଗୁଗୁଲ୍ ର ନୂଆ ଫିଚର୍, କେବଳ ଗୋଟିଏ ଭଏସ୍ କମାଣ୍ଡରେ ଏବେ ହୋଇଯିବ ଆପଣଙ୍କ ପାର୍କିଂ ପେମେଣ୍ଟ

ଦିନକୁ ଦିନ ବଢ଼ିଚାଲିଛି ସୋସିଆଲ ମିଡ଼ିଆର ଚାହିଦା। ଏମିତିକି ଏବେ ସବୁ କାମ ସହଜ ହେଉଛି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଦ୍ଵାରା କେବଳ ଗୋଟେ ସେକେଣ୍ଡରେ। ଯେମିତିକି ଅନଲାଇନ୍ ମନି ଟ୍ରାଞ୍ଜାକ୍ସନ୍। ଏହି ଅନଲାଇନ୍ ମନି ଟ୍ରାଞ୍ଜାକ୍ସନ୍ ଦ୍ଵାରା ଆପଣଙ୍କ ପାଇଁ ଆଉ ଏହା ଭଲ ଲାଭଦାୟକ ଫିଚର୍ ଆଣୁଛି…

ଟେଲିଗ୍ରାମ ଆକର୍ଷଣୀୟ ଫିଚର, ଯାହା ହ୍ୱାଟ୍ସଆପକୁ ଦେବ ଟକ୍କର

ବର୍ତ୍ତମାନ ନୂଆ ସମସ୍ତ ଆପ୍ ର ଫିଚର ବଦଳୁଛି। ଖାସ କରି ଅଧିକ ମାତ୍ରାରେ ହ୍ୱାଟ୍ସଆପ ନିଜର ଅପଡେଟ କରୁଛି। କିନ୍ତୁ ଏବେ ହ୍ୱାଟ୍ସଆପକୁ ଟକ୍କର ଦେବା ପାଇଁ ଏନକ୍ରିପ୍ଟେଡ ମେସେଜିଂ ଆପ୍ ଟେଲିଗ୍ରାମ ନିଜ ଆପ୍ ରେ ନୂଆ ଫିଚର ଯୋଡ଼ିଛି। ଟେଲିଗ୍ରାମ ଦାବି କରିଛି ଯେ ଏହାର ନୂତନ ଅପଡେଟ୍ ପରେ…

ଯଦି ଆପଣ ବି କରୁଛନ୍ତି ଅନଲାଇନ୍‌ ପେମେଣ୍ଟ, ତାହେଲେ ଜମା ବି କରନ୍ତୁନାହିଁ ଏହି ୫ ଭୁଲ

ଗତ କିଛି ବର୍ଷ ଭିତରେ ଅନଲାଇନ୍‌ ଏବଂ ଡିଜିଟାଲ ନେଣଦେଶରେ ଅନେକ ଗୁଣା ବୃଦ୍ଧି ପାଇଲାଣି। ଦେଶରେ ଏବେ ଏପରି କେହି ଜଣେ ନଥିବେ ଯେଉଁମାନଙ୍କ ସ୍ମାର୍ଟ ଫୋନରେ ଡିଜିଟାଲ ପେମେଣ୍ଟ ଆକାଉଣ୍ଟ ନଥିବ। ଚୁଟକିରେ ମାତ୍ର କେଇ ମିନିଟରେ ଡିଜିଟାଲ ପେମେଣ୍ଟ ଦ୍ୱାରା ଲୋକେ ଗୋଟିଏ ଆକାଉଣ୍ଟରୁ ଅନ୍ୟ…

ଫେସବୁକରେ ଆସୁଥିବା ଫ୍ରେଣ୍ଡ ରିକ୍ୱେଷ୍ଟ ଅସଲି କି ନକଲି ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଯଦି ଆପଣ ଜଣେ ଫେସବୁକ ୟୁଜର ଏବଂ ଆପଣଙ୍କ ପାଖକୁ ବାରମ୍ବାର ଗୋଟିଏ ପ୍ରୋଫାଇଲରୁ ଫ୍ରେଣ୍ଡ ରିକ୍ୱେଷ୍ଟ ଆସୁଛି ତେବେ ଏହି ସମୟରେ ଆପଣ କଣ କରିବେ? ନିଶ୍ଚିତ ଭାବେ ଚିଡ଼ି ଯିବେ। ଆଉ ରିକ୍ୱେଷ୍ଟ କୁ ଡିଲେଟ କରିବେ। ତେବେ ଏହିୁ ପରିସ୍ଥିତିରେ ଆମେ ଆପଣଙ୍କୁ ଆଜି ଏକ ବଢ଼ିଆ ସହଜ ସଲ୍ୟୁସନ ସମ୍ପର୍କରେ…

ଗୋଟିଏ ନୁହେଁ ଅନେକ ଆପ୍‌ ରହିଛି ଡିଜିଟାଲ ପେମେଣ୍ଟ କରିବାର

ଟଙ୍କା ପଠାଇବାର ଗୋଟିଏ ନୁହେଁ ଅନେକ ବିକଳ୍ପ ରହିଛି । ତା ସହିତ ଅଧିକ କ୍ୟାସବ୍ୟାକ, କେୱାଇସି, ୱାଲେଟ ପାଇଁ, ବ୍ୟାଙ୍କ ଟ୍ରାନ୍ସଫର ପାଇଁ ଲୋକେ କମ୍‌ ଫି’ରେ ମଧ୍ୟ ଅନେକ ବିକଳ୍ପ ଖୋଜିଲେଣି । ୫ଟି ସର୍ବୋତ୍ତମ ଆପ ବିଷୟରେ କହି ରଖୁଛୁ ଯାହା ଆପଣମାନେ ବ୍ୟବହାର କରି ପାରିବେ । ଏସବୁକୁ…

ଇନଫିନିକ୍ସ X3 ସ୍ମାର୍ଟ ଟିଭି ଲଞ୍ଚ, ୪୩ ଇଞ୍ଚର ଟିଭି ବିକ୍ରି ହେବ ୧୯, ୯୯୯ ଟଙ୍କାରେ

ଭାରତୀୟ ମାର୍କେଟରେ ଲଞ୍ଚ ହୋଇଛି ଇନଫିନିକ୍ସ ଟିଭି। ଇନଫିନିକ୍ସ X3 କୁ ୩୨ ଇଞ୍ଚ ଏବଂ ୪୩ ଇଞ୍ଚ ସାଇଜରେ ଭାରତରେ ଲଞ୍ଚ କରାଯାଇଛି । ଇନଫିନିକ୍ସ X3 ଟିଭି ସହିତ HDR10 ର ସପୋର୍ଟ ରହିଛି। ଏହା ବ୍ୟତୀତ ଟିଭି ସହିତ ଷ୍ଟେରିଓ ସ୍ପିକର ଏବଂ ଡଲବି ଅଡିଓ ପାଇଁ ସପୋର୍ଟ ମଧ୍ୟ ରହିଛି। ଇନଫିନିକ୍ସ…

ବଜାରରେ ଲଞ୍ଚ ହେଲା AMANI ASP i 12 ଆଣ୍ଡ୍ରଏଡ଼ : ମାତ୍ର ୨ ହଜାରରୁ ବି କମ ଟଙ୍କାରେ ବି ମିଳିପାରିବ ୮ ଘଣ୍ଟାର…

AMANI i 12 TWS ସହ ହେଭି ବାସ ନେଇ ଦାବି କରାଯାଇଛି ।  ଦୁଇ ବଡ଼ସରେ ଟଚର ସପୋର୍ଟ ରହିଛି । ଯାହା ସାହାଯ୍ୟରେ ମ୍ୟୁଜିକକୁ କଣ୍ଟ୍ରୋଲ କରାଯାଇପାରିବ ।  AMANI ମାର୍ଟ ଭାରତୀୟ ବଜାରରେ ନିଜ ଏୟାରପର୍ଡ AMANI ASP i 12କୁ ଭାରତୀୟ ବଜାରରେ ଲଞ୍ଚ କରିଛି ।  AMANI ASP i 12 ସହ ବ୍ଲୁଟୁଥ…

ହ୍ଵାଟ୍ସଆପ ଡିଲିଟ ହେବା ପରେ ମଧ୍ୟ ସେଫ ରହିବ ସମସ୍ତ ଚାଟ, କେବଳ ବଦଳାନ୍ତୁ ଏହି ସେଟିଙ୍ଗ୍‌

କେବେ ଆପଣ ଭାବିଛନ୍ତି କି ଯଦି ଆପଣଙ୍କ ଫୋନ ଚୋରି ହୋଇଯାଏ କିମ୍ବା କାମ କରିବା ବନ୍ଦ କରିଦିଏ ତାହେଲେ କଣ ହେବ ? ଏହା ଶୁଣିବା ମାତ୍ରେ ପ୍ରଥମେ ଆମେ ଚାଟ ବିଷୟରେ ଭାବିଥାଉ । କାରଣ ଆଜିକାଲି ଚାଟିଙ୍ଗ କରିବା ପାଇଁ ଲୋକମାନେ ସର୍ବବୃହତ ଚାଟିଙ୍ଗ ଆପ ହ୍ଵାଟ୍ସଆପକୁ ଛାଡି ଗୋଟେ ମୁହୂର୍ତ୍ତ…

ଜାଣନ୍ତୁ ଆପଣ ବ୍ୟବହାର କରୁଥିବା K ର ଅର୍ଥ କ’ଣ, ଏହା ପଛର ରହସ୍ୟ

ଆମେ ଆମ ନିତିଦିନିଆ ଜୀବନରେ ଅନେକ ଶବ୍ଦ କହିଥାଉ ଓ ବ୍ୟବହାର କରିଥାଉ, ଯାହାର ଅର୍ଥ ଆମେ ଜାଣୁ ନାହିଁ । ଶବ୍ଦକୋଷରେ ମଧ୍ୟ ଅନେକ ଶବ୍ଦ ରହିଛି ଯାହା କିଛି ଲୋକଙ୍କୁ ଜଣାନାହିଁ। ଯେମିତିକି ଆମେ ଏକ ହଜାର ଲେଖିବା ସମୟରେ ଏକ ହଜାର ସ୍ଥାନରେ 1k ଲେଖିଥାଉ। ପୁଣି ସେଇ ଶବ୍ଦକୁ ବ୍ୟବହାର ମଧ୍ୟ…