Below header
Browsing Category

ଟେକ୍

ମୋବାଇଲ ପରେ ଏବେ ଡ୍ରୋନ୍‌ ଲଞ୍ଚ୍‌ କରିବ Apple, ପ୍ୟାଟେଣ୍ଟକୁ ମିଳିଲା ମଞ୍ଜୁରୀ

ମୋବାଇଲ ପରେ ଆପଲ ଏବେ କାର୍‌ ଲଞ୍ଚ୍‌ କରିବ ବୋଲି ଶୁଣିବାକୁ ମିଳୁଛି। କମ୍ପାନୀ ପକ୍ଷରୁ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଆପଲ କମ୍ପାନୀର କାର ରାସ୍ତାରେ ଚାଲିବ ବୋଲି ଚର୍ଚ୍ଚା ହେଉଛି। ତେବେ ଇତି ମଧ୍ୟରେ ଆପଲ କମ୍ପାନୀର ଆଉ ଏକ ଗ୍ୟାଜେଟ୍‌ ମାର୍କେଟକୁ…

ଲଞ୍ଚ ହେଲା ୫୦୦୦mAh ବ୍ୟାଟେରୀଯୁକ୍ତ Samsung Galaxy A03 Core

ଲଞ୍ଚ ହେଲା Samsung Galaxy A03 Core। ବିନା କୌଣସି ବିଜ୍ଞାପନରେ କମ୍ପାନୀ ପକ୍ଷରୁ ଏହି ମୋବାଇଲର ବଜାର ପ୍ରବେଶ କରାଯାଇଛି। ଏହି ଫୋନର ରିୟରରେ ସିଙ୍ଗଲ କ୍ୟାମେରା ଦିଆଯାଇଛି। ଏଥିସହ Galaxy A03 Core ସ୍ମାର୍ଟ ଫୋନରେ ୫୦୦୦mAh ର ବ୍ୟାଟେରୀ ମଧ୍ୟ ଦିଆଯାଇଛି। ଏହା ଦୁଇଟି ରଙ୍ଗରେ…

ମୋବଇଲ ନମ୍ବର ୧୦ ଡିଜିଟ ରହିବା ପଛରେ ଅଛି ଏହି କାରଣ

ଭାରତରେ ୧୦ ଅଙ୍କର ମୋବାଇଲ ନମ୍ବର ହେବା ପଛରେ ରହିଛି ଏନଏନପି। ଏବେ ଏହି ଏନ୍‌ଏପି କଣ । ସରକାରଙ୍କ ରାଷ୍ଟ୍ରୀୟ ନମ୍ବରିଂ ଯୋଜାନ ବା ଏନଏନପି । ଯଦି ମୋବାଇଲ ନମ୍ବର ଗୋଟିଏ ଡିଜିଟର ହେବ ତେବେ ତାହା ଶୂନରୁ ୯ ପର୍ଯ୍ୟନ୍ତ କେବଳ ୧୦ଟି ଭିନ୍ନ ଭିନ୍ନ ନମ୍ବର ହେବ। ଯାହା ପରେ ଏହି ୧୦ଟି ନମ୍ବରକୁ…

ଭାରତରେ ଲଞ୍ଚ ହେଲା OnePlus Nord 2 Pac-Man ଏଡିସନ, ରହିଛି ଦମଦାର ଫିଚର ସହ ଆକର୍ଷଣୀୟ ଲୁକ୍‌

ଦୀର୍ଘ ସମୟ ଅପେକ୍ଷା ପରେ OnePlus Nord 2 ର ଏକ ସ୍ୱତନ୍ତ୍ର ଏଡିସନ ଲଞ୍ଚ କରିଛି । ଯାହାକୁ OnePlus Nord Pac-Man କୁହାଯାଏ । ନୂତନ ଫୋନ୍ ବିଷୟରେ, କମ୍ପାନୀ ଦାବି କରିଛି ଯେ ଏହା ମଜାଳିଆ ଖେଳ, ଚ୍ୟାଲେଞ୍ଜ ଏବଂ ସ୍ୱତନ୍ତ୍ର Pac-Man କଣ୍ଟେନ ସହିତ ୟୁଜର୍ସ ମାନଙ୍କ ପାଇଁ ଏକ…

ଆଣ୍ଡ୍ରଏଡ୍‌ ୟୁଜର୍ସ ତୁରନ୍ତ ଆପଣାନ୍ତୁ ଏହି ଉପାୟ, ସୁପରଫାଷ୍ଟ ତରିକାରେ ଚାର୍ଜ ହେବ ଆପଣଙ୍କ ଫୋନ୍‌

ଆଜିକାଲି ବହୁତ ଆଣ୍ଡ୍ରଏଡ୍‌ ଫୋନରେ ଫାଷ୍ଟ ଚାର୍ଜିିଙ୍ଗ୍‌ ସପୋର୍ଟ ରହୁଛି। ଫାଷ୍ଟ ଚାର୍ଜିଙ୍ଗର ଫିଚର ଦିନକୁ ଦିନ ଉନ୍ନତି କରିବାରେ ଲାଗିଛି। ଆମେ ସମସ୍ତେ ଜାଣିଛନ୍ତି ଯେ ଆଜିକାଲି ମାର୍କେଟରେ ଯେଉଁବି ଆଣ୍ଡ୍ରଏଡ୍‌ ଫୋନ୍‌ ଆସୁଛି ତାହା ଦମଦାର୍‌ ବ୍ୟାଟେରୀ ଏବଂ ଫାଷ୍ଟ ଚାର୍ଜିଙ୍ଗ ଫିଚର…

ଆହୁରି ସ୍ମାର୍ଟ ହେଲା ହ୍ୱାଟ୍ସଆପ୍, ଯାହାକୁ ଚାହିଁବେ ଲୁଚାଇପାରିବେ ଲାଷ୍ଟ୍ ସିନ୍

ହ୍ୱାଟ୍ସଆପ୍ ହେଉଛି ଏକ ଲୋକପ୍ରିୟ ମେସେଜିଂ ଆପ୍। ଯଦିଓ ଏହି ଆପର ସମସ୍ତ ଫିଚର ୟୁଜର୍ସ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ, କିନ୍ତୁ ଏହାର ‘Last Seen’ ଫିଚର ବେଳେବେଳେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ବିଶେଷକରି ଯେତେବେଳେ ଆପଣ କାହାକୁ ମେସେଜ ଦେବାକୁ ଚାହୁଁନାହାଁନ୍ତି। କିନ୍ତୁ…

WhatsApp Chat ଓ Status ରେ ଅକ୍ଷରର ରଙ୍ଗ ବଦଳାଇବାକୁ ଆପଣାନ୍ତୁ ଏହି ଟ୍ରିକ୍

ଏଇ କିଛି ଦିନ ହେଲା ପ୍ରାଇଭେସି ଇସ୍ୟୁକୁ ନେଇ ହ୍ଵାଟ୍ସଆପ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଏବେ ବି ଏହି ଆପ୍ଲିକେସନ ୟୁଜରଙ୍କ ପ୍ରଥମ ପସନ୍ଦ ହିଁ ରହିଛି। ତେବେ ୟୁଜରଙ୍କ ପସନ୍ଦକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଅନେକ ନୂଆ ନୂଆ ଫିଚର୍ ଲଞ୍ଚ କରାଯାଉଛି। ସବୁଥର ଭଳି ଏଥରକ ମଧ୍ୟ…

ହ୍ଵାଟସ୍‌ଆପରେ ଆସୁଥିବା ମେସେଜକୁ ଲୁଚାଇବାକୁ ଚାହୁଁଛନ୍ତି କି? ଆପରେ କରନ୍ତୁ ଏପରି ସେଟିଂଗ

ଯଦି ଆପଣ ଆପଣଙ୍କର ବ୍ୟକ୍ତିଗତ ମେସେଜକୁ ହ୍ଵାଟସ୍‌ଆପରେ ଲୁଚାଇବାକୁ ଚାହାଁନ୍ତି ଏବଂ ଏପର୍ଯ୍ୟନ୍ତ କୌଣସି ଟ୍ରିକ ଜାଣିବାକୁ ସକ୍ଷମ ହୋଇ ନାହାଁନ୍ତି, ତେବେ ଆଜି ଆସନ୍ତୁ ଜାଣିବା। ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟ୍ସଅପ ନିଜର ୟୁଜରଙ୍କୁ ଆପରେ ଏଭଳି ଫିଚର ଦେଇଛି । ନିଜର ହ୍ବାଟ୍ସଅପ ଚାଟକୁ…

ଯଦି ଆପଣଙ୍କର ଜନଧନ ଆକାଉଣ୍ଟ ଅଛି ତାହେଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ…

ଯଦି ଆପଣ ଜନଧନ ଆକାଉଣ୍ଟ ଖାତାଧାରକ, ତାହେଲେ ଆପଣଙ୍କ ପାଇଁ ବହୁତ ଜରୁରୀ ଖବର। ଜନ-ଧନ ଆକାଉଣ୍ଟ ଖାତାଧାରକଙ୍କ ପାଇଁ ସରକାର ଏକ ଆଦେଶ ଜାରି କରିଛନ୍ତି। ଯାହାକୁ ଯଦି ଆପଣ ନ ପାଳନ କରିବେ ତାହେଲେ ଆପଣଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କାର କ୍ଷତି ସହିବାକୁ ପଡିପାରେ। ଏଥିପାଇଁ ଆପଣଙ୍କୁ ନିଜ ଆଧାର…

ଇନଷ୍ଟାଗ୍ରାମ ରିଲ୍ ପାଇଁ କ୍ରିଏଟର୍ସଙ୍କୁ ୨୬ ଲକ୍ଷ ଟଙ୍କା ଅଫର ଦେଉଛି କମ୍ପାନୀ, ଜାଣନ୍ତୁ କିପରି

TikTok ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇନଷ୍ଟାଗ୍ରାମ ରିଲ୍ସ ଲଞ୍ଚ କରିଥିଲା । ଭାରତରେ ଟିକ୍ ଟକ୍ ନିଷେଧ କରାଯାଇଥିବା ବେଳେ ଆମେରିକାରେ ଏବେ ବି ଟିକ୍ ଟକ୍ ବହୁତ ଲୋକପ୍ରିୟ ।ଇନଷ୍ଟାଗ୍ରାମ ଏହାର କ୍ରିଏଟର୍ସଙ୍କୁ ରିଲ୍ ତିଆରି କରିବାକୁ ବହୁତ ଟଙ୍କା ଦେଉଥିବାର କୁହାଯାଉଛି । ଟେକ୍…

ଇନ୍‌ଷ୍ଟାଗ୍ରାମ୍ ୟୁଜରଙ୍କୁ ଝଟକା ! ଆଗେ ମାଗଣା ଦେଲା ଏବେ ପଇସା ନେବ

ଇନଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ। ବିନା ପାଉଣାରେ ଇନ୍‌ଷ୍ଟା ଆକାଉଣ୍ଟ ଚଲେଇପାରିବେ ନାହିଁ ୟୁଜର୍ସ । କାରଣ ଇନଷ୍ଟାଗ୍ରାମ ଏକ ନୂତନ ସବସ୍କ୍ରିପସନ୍ ବୈଶିଷ୍ଟ୍ୟ ଉପରେ କାମ କରୁଛି। ଏହା ଅଧୀନରେ ଉପଭୋକ୍ତାମାନଙ୍କୁ କଣ୍ଟେଣ୍ଟ ଆକ୍‌ସେସ୍ କରିବା ପାଇଁ…

ବର୍ତ୍ତମାନ ବାଇକ୍ ଏବଂ ସ୍କୁଟରରେ ମଧ୍ୟ ଉପଲବ୍ଧ ହେବ ଏୟାରବ୍ୟାଗ, ସେକେଣ୍ଡରେ ଖୋଲି ଆପଣଙ୍କୁ ଦେବ ସୁରକ୍ଷା

ପ୍ରତିବର୍ଷ ସାରା ବିଶ୍ୱରେ ସଡ଼କ ଦୁର୍ଘଟଣାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । କିନ୍ତୁ ଚାରି ଚକିଆ ଯାନରେ ଏୟାରବ୍ୟାଗ ସୁବିଧା ହେବା ଦିନଠାରୁ ଦୁର୍ଘଟଣାରେ ପ୍ରାଣ ହରାଉ ଥିବା ଲୋକଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି ବୋଲି କୁହାଯାଉଛି । କିନ୍ତୁ ତଥାପି ଅନେକ ଦୁର୍ଘଟଣାରେ ଦୁଇ…