Below header
Browsing Category

ଟେକ୍

ସାବଧାନ ! ନଚେତ ଆପଣଙ୍କୁ କେତେବେଳେ ବି ବ୍ୟାନ କରିଦେଇପାରେ WhatsApp

ବିଶ୍ଵବ୍ୟାପୀ ଗୁଗୁଲ ପ୍ଲେ ଷ୍ଟୋରରୁ ସର୍ବାଧିକ ଇନ୍ଷ୍ଟଣ୍ଟ ମେସେଜିଙ୍ଗ ଆପ ଡାଉନଲୋଡ କରିବା ତାଲିକାରେ ଆଗରେ ଅଛି ହ୍ୱାଟ୍ସ ଅପ । ଫେସବୁକ ଅଧୀନରେ ଥିବା ଏହି ମେସେଜିଙ୍ଗ ଆପ ଲଗାତାର ଭାବରେ ନିଜ ପ୍ଲାଟ୍ଫର୍ମରେ ୟୁଜର୍ସ ମାନଙ୍କ ପାଇଁ ଫିଚର ଗୁଡିକରେ ନୂଆ ନୂଆ ପରିବର୍ତ୍ତନ ମାନ ଆଣୁଥିଲେ…

ପୁଣି ହ୍ଵାଟସଆପ୍‌ ଲଞ୍ଚ କଲା ଦୁଇଟି ନୂଆ ଫିଚର, ଜାଣନ୍ତୁ ମେସେଜ ଲେବଲ ରିପୋଟିଂ ଏବଂ ଫ୍ଲାସ୍‌ କଲ୍‌ କେମିତି କରିଥାଏ…

ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସଆପ୍‌ ପ୍ରତିଦିନ ନୂଆ ନୂଆ ଫିଚର ଲଞ୍ଚ କରୁଛି। ଆଉ ଆଜିକାଲି ସମସ୍ତେ ପ୍ରାୟତଃ ଇନଷ୍ଟାଣ୍ଟ ମେସେଜିଂ ଆପ୍‌ Whatsapp କୁ ବେଶି ବ୍ୟବହାର କରୁଛନ୍ତି। ଏଥିପାଇଁ ସବୁଠାରୁ ଲୋକପ୍ରିୟ ଆପ୍‌ ହୋଇଛି ହ୍ଵାଟସଆପ୍‌। ମେସେଜ ପଠାଇବା, ଷ୍ଟାଟସ ଚେକ୍‌ କରିବା ଇତ୍ୟାଦି…

Google Mapsର ଏହି ଖାସ୍‌ ଫିଚରକୁ ଏବେ ହିଁ କରନ୍ତୁ ଡାଉନଲୋଡ଼, ଆଉ କଟିବନି ଆପଣଙ୍କ ଗାଡ଼ିର ଚାଲାଣ

ଗୁଗଲ ମ୍ୟାପ୍‌ ଏବେ ଏକ ଗରୁତ୍ୱପୂର୍ଣ୍ଣ ଫିଚର ପାଲଟିଯାଇଛି। ଏଣୁ ୟୁଜର୍ସଙ୍କ ମଧ୍ୟରେ ଏହା ଖୁବ୍‌ ଲୋକପ୍ରିୟ। ଗୁଗଲ ମ୍ୟାପ୍‌ ସାହାଯ୍ୟରେ ଆମେ ବିଭିନ୍ନ ସମସ୍ୟାର ସମାଧାନ କରିପାରୁ। ସେହିପରି ଗୁଗୁଲ୍ ମ୍ୟାପ୍ ର ଏକ ଫିଚର ହେଉଛି ସ୍ପିଡୋମିଟର। ଏହି ଫିଚର ରାସ୍ତା ଯାଉଥିବା ବେଳେ ଆପଣଙ୍କ…

ଖୁବ୍ ଶୀଘ୍ର ବଜାରକୁ ଆସୁଛି ଜିଓ ଲାପଟପ୍, ମୂଲ୍ୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ଜାଣିଥିବେ ରିଲାନ୍ସ ଜିଓ କମ୍ପାନୀ ସବୁବେଳେ ନିଜ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର  ନୂଆ ନୂଆ ଉପକରଣ ଆଣିଥାଏ । ସେମିତି ଆଗକୁ ରିଲାନ୍ସ କମ୍ପାନୀ ଆଣିବାକୁ ଯାଉଛି ଜିଓ ଲାପଟପ । ଜିଓବୁକ୍ ଲାପଟପ୍ ଭାରତରେ ଲଞ୍ଚ ହେବାକୁ ଯାଉଛି, ଯେଉଁଥିରେ କେବଳ ଭଲ ଫିଚର ନୁହେଁ ଏହାର ମୂଲ୍ୟ ମଧ୍ୟ…

ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ସତର୍କ ସୂଚନା, ଏହି ଆପ୍‌ ବ୍ୟବହାର କରୁଥିଲେ ତୁରନ୍ତ କରନ୍ତୁ ଡିଲେଟ

ଗୁଗଲ ପ୍ଲେ ଷ୍ଟୋରକୁ ପୁଣି ଥରେ ଫେରିଛି ‘ଜୋକର ଭାଇରସ୍‌’। ଏହା ଏମିତି ଏକ ଭାଇରସ କୋଡ ଯାହା ଆଣ୍ଡ୍ରଏଡର କିଛି ଆପ୍ଲିକେସନରେ ଲୁଚି ରହିଥାଏ। ସବୁଠୁ ବଡ଼ କଥା ହେଉଛି ଏହା ସମ୍ପର୍କରେ ୟୁଜର୍ସଙ୍କୁ କିଛି ଜଣା ପଡ଼ିନଥାଏ। ମସ୍କୋର Tatyana Shishkova ସନିଅର ମାଲେଓ୍ଵର ଆନାଲିଷ୍ଟ,…

ଆପଣଙ୍କ ସ୍ମାର୍ଟଫୋନରେ ମେମୋରି ଫୁଲ୍ ହେଉଛି କି? ଏପରି ବଢ଼ାନ୍ତୁ ଷ୍ଟୋରେଜ୍

ଆଜିର ସମୟରେ ଆମର ଅଧିକାଂଶ କାର୍ଯ୍ୟ ସ୍ମାର୍ଟଫୋନରେ ହେଉଛି । ଏପରିକି ସ୍କୁଲ ଓ ଅଫିସର ସମସ୍ତ କାମ ଆପଣ ବି ସ୍ମାର୍ଟଫୋନରେ କରିଥାନ୍ତି । ଏଥିରେ ଫଟୋ, ଭିଡିଓ ଓ ମୋବାଇଲ ଆପ ମଧ୍ୟ ବହୁତ ସ୍ଥାନ ନେଇଥାଏ, ଏପରି ଭାବେ ମୋବାଇଲର ମେମୋରୀ ଫୁଲ୍ ହେବାକୁ କମ୍ ସମୟ ଲାଗିଥାଏ । ତେଣୁ ସେଥିପାଇଁ…

ସାବଧାନ! ଯଦି ଆପଣଙ୍କ ଫୋନ୍‌ରେ ଅଛି ଏହି ୭ଟି ଆପ୍ ? ତୁରନ୍ତ କରନ୍ତୁ ଡିଲିଟ୍

ଯଦି ଆପଣ ଆଣ୍ଡ୍ରୋଏଡ୍ ଫୋନ ବ୍ୟବହାର କରୁଛନ୍ତି ତେବେ ଏହି ରିପୋର୍ଟ ପଢିବା ଆପଣଙ୍କ ପାଇଁ ନିହାତୀ ଜରୁରୀ । କାରଣ ଆଜିର ଡିଜିଟାଲ ଯୁଗରେ ଡାଟାର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି । କୁହାଯାଉଛି ଯେ ଡାଟାକୁ ନିୟନ୍ତ୍ରଣ କରୁଥିବା ଦେଶ ବିଶ୍ୱକୁ କଣ୍ଟ୍ରୋଲ କରିବାରେ ସକ୍ଷମ ହୋଇପାରିବ । ଏହି…

ଏବେ ଟ୍ଵିଟରରେ ବି ହେବ ବହୁତ ରୋଜଗାର : ଆସିଗଲା ନୂଆ ଫିଚର, କେମିତି ହେବ ଟ୍ରାନ୍‌ଜାକସନ୍‌ ଜାଣନ୍ତୁ

ଏବେ ଟ୍ଵିଟର ଆପଣଙ୍କୁ ଦେବ ଭଲ ରୋଜଗାର । ଏଥିପାଇଁ ଟ୍ଵିଟର ପ୍ଲାଟଫର୍ମରେ ଆସିଛି ଏକ ନୂଆ ଫିଚର । ଟ୍ଵିଟର ଏବେ ଟିପ୍ସ ଫଙ୍କସନ କୁ ଏଣ୍ଡ୍ରୟଡ ଉପୋଭୋକ୍ତାଙ୍କ ପାଇଁ ଉପଲବ୍ଧ କରିଛି । ସବୁ ଉପଯୋଗକର୍ତ୍ତାଙ୍କ ପାଖରେ ଏବେ ଟ୍ଵିଟର ଟିପ୍ସ ପହଞ୍ଚୁଛି ଯାହାକୁ ସେ କ୍ରିପ୍ଟୋକରେନ୍ସି ସହିତ…

ପୋଲିସ କିପରି ହଜିଯାଇଥିବା ଫୋନକୁ ଫେରି ପାଇଥାଏ, ଜାଣନ୍ତୁ

ଆଜିର ଯୁଗ ସ୍ମାର୍ଟ ତା ସହ ଆମ ଫୋନ ମଧ୍ୟ। ସ୍ମାର୍ଟ ଯୁଗରେ ସ୍ମାର୍ଟ ଫୋନ ବିନା ଏବେ ସବୁ କାମ ଅଧୁରା। ତେଣୁ ବ୍ୟବହାର ଜଣା ନଥିଲେ ମଧ୍ୟ ସ୍ମାର୍ଟଫୋନ କେବଳ ପାଖରେ ଥିଲେ ଅଧା ଟେନସନ ଦୂର ହୋଇଯାଏ। ଏବେ ପ୍ରତିଟି ଖବର ସମ୍ପର୍କରେ ଜାଣିବା ପାଇଁ ହାତରେ ଖଣ୍ଡେ ଫୋନ ହିଁ ଯଥେଷ୍ଟ। ଏମିିତି ବି…

ଫୋନ୍ କିମ୍ବା UPI ଠିକଣା ନଥିଲେ ଏବେ ଆଧାର ନମ୍ବରରେ ବି ପଠାଇ ପାରିବେ ଟଙ୍କା, ଜାଣନ୍ତୁ କିପରି

ଆଧାର ହେଉଛି ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଅନେକ ସରକାରୀ ଏବଂ ବେସରକାରୀ କାର୍ଯ୍ୟରେ ଆପଣ ନିଶ୍ଚିତ ଭାବରେ ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଭାବରେ ବ୍ୟବହାର କରିଥିବେ, କିନ୍ତୁ ବର୍ତ୍ତମାନ ଆପଣ ଆଧାର କାର୍ଡ ନମ୍ବର ସହିତ ପେମେଣ୍ଟ କରିବାକୁ ମଧ୍ୟ ସକ୍ଷମ…

ଇନ୍‌ଷ୍ଟାଗ୍ରାମ୍‌ ୟୁଜର୍ସଙ୍କ ପାଇଁ ଦୁଃଖଦ ଖବର, ଆସନ୍ତା ମାସଠୁ ଏହି ଲୋକପ୍ରିୟ ଫିଚର ବନ୍ଦ କରୁଛି କମ୍ପାନୀ

ଫଟୋ ସେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ ଆସନ୍ତା ମାସରୁ ଥ୍ରେଡ୍‌ ଫିଚରକୁ ବନ୍ଦ କରୁଛି। ସ୍ନାପ୍‌ଚାଟ୍‌ ଭଳି ମେସେଜିଂ ଆପ୍‌ ଥ୍ରେଡ୍‌କୁ ଇନ୍‌ଷ୍ଟାଗ୍ରାମ୍‌ ୨୦୧୯ ମସିହାରେ ଲଞ୍ଚ୍‌ କରିଥିଲା। ୟୁଜର୍ସଙ୍କୁ ଏହାର ନୋଟିଫିକେସନ୍‌ ଆସନ୍ତା ସପ୍ତାହରୁ ମିଳିବ। ଏହି ଫିଚରକୁ ବନ୍ଦ କରିବା ସହ…

ହୋଇ ଯାଆନ୍ତୁ ସାବଧାନ! ହ୍ଵାଟସ୍‌ଆପରେ ଚାଲୁଛି ନୂଆ ପ୍ରକାରର ଠକେଇ; ସମ୍ପର୍କୀୟ ହୋଇ ଲୁଟୁଛନ୍ତି ପଇସା

ପ୍ରଥମେ ଇମେଲ ଓ ଏସ୍‌ଏମ୍‌ଏସ୍‌, ଆଉ ଏବେ ହ୍ଵାଟସ୍‌ଆପ ଜରିଆରେ ସାଇବର କ୍ରାଇମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଙ୍ଗ୍‌ ଆପ୍‌ ହ୍ଵାଟସ୍‌ଆପ ଏବେ ସାଇବର ଠକେଇର ପ୍ଲାଟଫର୍ମ ବନି ଯାଇଛି, ଯେଉଁଠି ଲୋକମାନଙ୍କୁ ବିଭିନ୍ନ ପ୍ରକାର ଟ୍ରିକ୍ସ ଜରିଆରେ…