Below header
Browsing Category

ଟେକ୍

ପୁଣିଥରେ ୧୫୦ଟି ବିପଜ୍ଜନକ ଆପ୍‌କୁ ଡିଲିଟ୍‌ କଲା ଗୁଗଲ, ଆପଣ ବି ତୁରନ୍ତ କରନ୍ତୁ ଅନ୍‌ଇନ୍‌ଷ୍ଟଲ୍‌

ୟୁଜର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁଗଲ ପ୍ଲେ-ଷ୍ଟୋର (Google Play Store) ପୁଣିଥରେ ୧୫୦ଟି ବିପଜ୍ଜନକ ଆପ୍‌କୁ ବ୍ୟାନ୍‌ କରିଦେଇଛି। ଏହି ସମସ୍ତ ଆପ୍‌ ଏସ୍‌ଏମ୍‌ଏସ୍‌ ସ୍କାମ୍‌, ଯାହା ୟୁଜର୍ସଙ୍କୁ କୌଣସି ନା କୌଣସି ବାହାନାରେ ଠକୁଥିଲେ। ପ୍ଲେ-ଷ୍ଟୋରର ଏହି ୧୫୦ଟି ଆପ୍‌ SMS Scam…

ମୃତ୍ୟୁ ପରେ ମୃତକଙ୍କ ପାନ୍‌ ଏବଂ ଆଧାର କାର୍ଡକୁ କଣ କରାଯାଏ? ଫସିବା ପୂର୍ବରୁ ନିହାତି ଜାଣି ନିଅନ୍ତୁ ନିୟମ

ଆପଣ ଜାଣିଛନ୍ତି ଯେ ବର୍ତ୍ତମାନ ପାନ୍‌ କାର୍ଡ ଭାରତରେ ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ | ପାନ୍ କାର୍ଡ, ଆଧାର କାର୍ଡ ହେଉଛି ଆମ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍, ଯାହା ବିନା ଆପଣ କୌଣସି ବି କାମ କରିପାରିବେ ନାହିଁ। ବ୍ୟାଙ୍କରେ ଏକ ଛୋଟ ଆକାଉଣ୍ଟ ଖୋଲିବା ହେଉ କିମ୍ବା ଏକ ବଡ…

ଖେଳଣା ଭଳି ଦିଶୁଥିବା ଏହି ଟେଲିଫୋନ୍‌ରେ ଆପଣ କଲ୍‌ ବି କରିପାରିବେ, ଜାଣନ୍ତୁ ଏହାର ଫିଚର ବିଷୟରେ

ଖେଳଣା ତିଆରି କରୁଥିବା କମ୍ପାନୀ Fisher-Price ଏବେ ଏକ ନୂଆ ଟୟ ଟେଲିଫୋନ୍‌ ନିର୍ମାଣ କରିଛି, ଯାହା ଆପଣଙ୍କୁ ପିଲାବେଳକୁ ନେଇଯିବ। ଆପଣ ଭାବୁଥିବେ ଖେଳଣା କମ୍ପାନୀ ତ ଖେଳଣା ତିଆରି କଲା, କିନ୍ତୁ ଏଥିରେ ଟେକ୍ନୋଲୋଜି କୁଆଡ଼ୁ ଆସିଲା। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଫୋନ୍‌ ୯୦…

ୟୁଜରଙ୍କ ପାଇଁ “ୟୁ ଟ୍ୟୁବ” ଲଞ୍ଚ କଲା ନୂଆ ଫିଚର, ଭିଡିଓ ଦେଖିବା ସମୟରେ ଏବେ ଆହୁରି ମଜା ଲାଗିବ

ବିଶ୍ୱର ସର୍ବାଧିକ ଲୋକପ୍ରିୟ ଚ୍ୟାନେଲ "ୟୁ ଟ୍ୟୁବ" ନିଜ ପ୍ଲାଟଫର୍ମରେ "ନ୍ୟୁ ୟୁ ଟ୍ୟୁବ" ନାମରେ ଏକ ଟ୍ୟାବକୁ ଲଞ୍ଚ କରିଛି । ଗତ କିଛି ମାସ ହେବ କମ୍ପାନୀ ଏନେଇ ପ୍ରୟାସ ଜାରି ରଖିଥିବା ନେଇ ଶୁଣିବାକୁ ମିଳୁଛି । ୟୁ ଟ୍ୟୁବ ହୋମ ପେଜରେ ଏହି ନୂଆ ଟ୍ୟାବକୁ ଲଞ୍ଚ କରାଯାଇଥିବା ନେଇ ସୂଚନା…

ଏଣିକି ଆଇଫୋନ୍ ରୁ ଆଣ୍ଡ୍ରଏଡ୍ କୁ ଟ୍ରାନ୍ସଫର କରିପାରିବେ chat history, Whatsapp ଆଣୁଛି ନୂଆ ଫିଚର

Whatsapp ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର । ବର୍ତ୍ତମାନ ଗୁଗୁଲ ଘୋଷଣା କରିଛି ଯେ ବର୍ତ୍ତମାନ ଆଣ୍ଡ୍ରଏଡ୍ 12 ଉପଭୋକ୍ତା ସୁରକ୍ଷିତ ଭାବରେ ସେମାନଙ୍କର chat history କୁ ଆଇଫୋନ୍ ରୁ ଆଣ୍ଡ୍ରଏଡ୍ କୁ ଟ୍ରାନ୍ସଫର କରିପାରିବେ। ଏହାର ଅର୍ଥ ହେଉଛି ବର୍ତ୍ତମାନ ଗୁଗୁଲ୍ ପିକ୍ସେଲ୍…

ସୁପରଷ୍ଟାର ରଜନୀକାନ୍ତ ଲଞ୍ଚ କଲେ ସୋସିଆଲ ମିଡିଆ ଆପ୍‌ Hoote, ଭଏସ୍ ନୋଟ୍ ମାଧ୍ୟମରେ ଭାବନାକୁ କରିପାରିବେ ପ୍ରକାଶ

ତାମିଲ ସିନେମା ସୁପରଷ୍ଟାର ରଜନୀକାନ୍ତ ଏକ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ Hoote ଲଞ୍ଚ କରିଛନ୍ତି। ଏହା ଏକ ଭଏସ୍ ଆଧାରିତ ସୋସିଆଲ୍ ମିଡିଆ ଆପ୍‌, ଯାହାକୁ ତାଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି। ଆପ୍‌ର ବିଶେଷତ୍ୱ ହେଉଛି, ଆପଣ ଭଏସ୍ ନୋଟ୍ ମାଧ୍ୟମରେ ଆପଣଙ୍କର…

ଇନଷ୍ଟାଗ୍ରାମରେ ରିଲ୍ ବନେଇବା ହେବ ଆହୁରି ସହଜ: ଆସିଲା ୩ଟି ନୂଆ ମ୍ୟୁଜିକ ଇଫେକ୍ଟ

ଫେସବୁକର ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ ତାର ବ୍ୟବହାରକାରୀ ମାନଙ୍କୁ ମ୍ୟୁଜିକ ବେସ୍ଡ ଭଲ ଏକ୍ସପେରିଏନ୍ସ ଓ ସ୍କ୍ରିମ ଲିରିକ୍ସ ଉପଲବ୍ଧ କରାଇବା ପାଇଁ ଅଟୋମେଟିକ ଭାବେ ସାହାଯ୍ୟ କରୁଥିବା ୩ଟି ନୂଆ ଇଫେକ୍ଟ ଲଞ୍ଚ କରିଛି। ସୁପର ବିଟ, ଡାଏନେମିକ୍ସ ଲିରିକ୍ସ ଓ 3d…

Whatsapp ର ନୂଆ ଧମାକା ! ଏବେ ପ୍ରୋଫାଇଲ ଫଟୋ ଉପରେ କ୍ଲିକ କରି ଦେଖିପାରିବେ ଷ୍ଟାଟସ୍‌

ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସଆପ୍‌ ପ୍ରତିଦିନ ନୂଆ ନୂଆ ଫିଚର ଲଞ୍ଚ କରୁଛି। ଆଉ ଆଜିକାଲି ସମସ୍ତେ ପ୍ରାୟତଃ ଇନଷ୍ଟାଣ୍ଟ ମେସେଜିଂ ଆପ୍‌ Whatsapp କୁ ବେଶି ବ୍ୟବହାର କରୁଛନ୍ତି। ଏଥିପାଇଁ ସବୁଠାରୁ ଲୋକପ୍ରିୟ ଆପ୍‌ ହୋଇଛି ହ୍ଵାଟସଆପ୍‌। ମେସେଜ ପଠାଇବା, ଷ୍ଟାଟସ ଚେକ୍‌ କରିବା ଇତ୍ୟାଦି…

ୟୁଜର୍ସଙ୍କୁ ଝଟକା ! ବଢିବାକୁ ଯାଉଛି ଏହି ସବୁ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍ସର ଦାମ୍

ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ହେଉଛି ଭାରତର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ । ଏହି ତିନୋଟି କମ୍ପାନୀ ସେମାନଙ୍କ ଉପଭୋକ୍ତାଙ୍କୁ ଏହିପରି ଅନେକ ଆକର୍ଷଣୀୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଯୋଜନା ପ୍ରଦାନ କରନ୍ତି, ଯେଉଁଥିରେ ଉପଭୋକ୍ତା କମ୍ ମୂଲ୍ୟରେ ଅଧିକ ଲାଭ ପାଇପାରିବେ | କିନ୍ତୁ…

ଇଂରାଜୀ ଭାଷାକୁ ନେଇ ଡରିଯାଉଛନ୍ତିକି, ବ୍ୟସ୍ତ ହୁଅନ୍ତୁନି ଏବେ ଗୁଗୁଲ ଆପଣଙ୍କୁ ଶିଖେଇଦେବ

ଚଳିତ ସପ୍ତାହର ଆରମ୍ଭରେ ବିଶ୍ୱର ପ୍ରସିଦ୍ଧ କମ୍ପାନୀ "ଗୁଗୁଲ" ଏକ ପିକ୍ସଲ ଇଭେଣ୍ଟ ଆରମ୍ଭ କରିବା ନେଇ ସୂଚନା ଦେଇଛି ।  ଯାହା ଦ୍ୱାରା ପିକ୍ସଲ ୬ ସିରିଜର ସ୍ମାର୍ଟଫୋନ ଲଂଚ କରିଥିଲା କମ୍ପାନୀ ।  କିନ୍ତୁ ପରେ କମ୍ପାନୀ ନିଜ Gmail ଓ Google Docs ପ୍ଲାଟ୍ଫର୍ମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

ପୁରୁଷଙ୍କୁ କିମିଆଁ କରୁଛି ଇଲେକ୍ଟ୍ରୋନିକ୍ସ ଲିପଷ୍ଟିକ, ଜାଣନ୍ତୁ କ’ଣ ରହିଛି ଦାମ୍‌ ଓ ଫିଚର୍ସ

ଆଜିକାଲି ବଜାରରେ ଇଅରବଡ୍ସର ଚାହିଦା ବଢିଯାଇଛି। ପିଲା ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଇଅରବଡ୍ସ ଧରି ବୁଲୁଥିବା ନଜର ଆସିଛନ୍ତି। ବିଭିନ୍ନ କମ୍ପାନୀ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଦାମ୍‌ ଏବଂ ଫିଚର୍ସ ଥିବା ଇଅରବଡ୍ସ ଲଞ୍ଚ କରୁଛନ୍ତି। ୟୁଜର୍ସଙ୍କୁ ପ୍ରଲୋଭିତ କରିବା…

ଫୋନ ପେ ବ୍ୟବହାରକାରୀଙ୍କୁ ଝଟକା, ମୋବାଇଲ୍ ରିଚାର୍ଜ କଲେ ଦେବାକୁ ପଡିବ ଅତିରିକ୍ତ ପଇସା

ଲୋକପ୍ରିୟ ଡିଜିଟାଲ ଆପ୍ PhonePe ଏହାର କିଛି ନିୟମରେ କରିଛି ପରିବର୍ତ୍ତନ । ଯଦି ଆପଣ ମଧ୍ୟ PhonePe ଦ୍ୱାରା ମୋବାଇଲ ରିଚାର୍ଜ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ନିରାଶ କରିପାରେ । ବର୍ତ୍ତମାନ ମୋବାଇଲ ପ୍ୟାକେଜ ରିଚାର୍ଜ, ଟିଭି ପ୍ୟାକେଜ ରିଚାର୍ଜ, ବୀମାଦେୟ ଭଳି ଅନେକ କାରବାର ଲୋକମାନେ…