Below header
Browsing Category

ଟେକ୍

Apple Event 2021: ନୂଆ AirPods 3 ଲଞ୍ଚ୍‌ କଲା ଆପଲ, HomePod Miniର ନୂଆ ଭାରିଏଣ୍ଟର ବି ହେଲା ବଜାର ପ୍ରବେଶ

ଆପଲ ପକ୍ଷରୁ ଦ୍ୱିତୀୟ ବଡ଼ ଇଭେଣ୍ଟ ସୋମବାର ଅନୁଷ୍ଠିତ ହୋଇଛି। ଏ ଅବସରରେ କମ୍ପାନୀ ପକ୍ଷରୁ ଅନେକ ପ୍ରଡକ୍ଟ ଲଞ୍ଚ୍‌ କରାଯାଇଛି। ଏହି ଇଭେଣ୍ଟରେ ନୂଆ AirPods ମଧ୍ୟ ଲଞ୍ଚ୍‌ ହୋଇଛି। ଏହି AirPods Spatial Audioର ବେନିଫିଟ୍‌ ସହ ଆସୁଛି। ଏହି ଏୟାରପୋଡ୍‌ ୟୁଜରଙ୍କୁ ୩ଡି ଭଳି ଅଡିଓ…

ଖୁବ୍‌ଶୀଘ୍ର Whatsappରେ ଆସୁଛି Instagram ଓ Facebook ର ଏହି ଖାସ୍‌ ଫିଚର, ଏମିତି ଉଠାଇପାରିବେ ଫାଇଦା

ଖୁବ୍‌ଶୀଘ୍ର ହ୍ଵାଟ୍ସଆପ୍‌ରେ ଆସିବାକୁ ଯାଉଛି ଏକ ନୂଆ ତଥା ଦମ୍‌ଦାର ଫିଚର। ସବୁବେଳେ ୟୁଜର୍ସଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ହ୍ଵାଟ୍ସଆପ୍‌ ନୂଆ ନୂଆ ଫିଚର ଲଞ୍ଚ୍‌ କରୁଥିବା ବେଳେ ଏବେ ପୁଣିଥରେ ସେଭଳି କିଛି ନୂଆ କରୁଛି କମ୍ପାନୀ। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ କମ୍ପାନୀ ଏକ ନୂଆ…

ଆପଣଙ୍କ ସ୍ମାର୍ଟଫୋନରେ ଭାଇରସ କିମ୍ବା ମାଲୱେୟାର ଆଟାକ୍ ହୋଇନି ତ, କେମିତି ଜାଣିବେ ?

କ’ଣ ଆପଣଙ୍କ ଫୋନରେ ଭାଇରସ ଅଛି ବୋଲି ଭାବୁଛନ୍ତି କି ? ଆପଣଙ୍କ ଫୋନ୍ ସ୍ଲୋ ହେଉଛି କି? ଯଦି ଆପଣଙ୍କ ଫୋନ୍ ସ୍ଲୋ ହେଉଛି ତେବେ ଏଥିରେ ଭାଇରସ୍ ଥାଇପାରେ। ମୋବାଇଲ ଫୋନ ଏବେ କେବଳ କଲ୍ ପାଇଁ ନୁହେଁ ବରଂ ଫଟୋ, ଭିଡିଓ ଦେଖିବା ସହ ଇଣ୍ଟରନେଟ ଇତ୍ଯାଦି ଦେଖିବାର କାମରେ ଆସିଥାଏ। ଆଜିକାଲି ବହୁତ…

Apple Launch Event: ଆଜିର ଲଞ୍ଚ୍‌ ଇଭେଣ୍ଟରେ ଏସବୁ ଖାସ୍‌ ପ୍ରଡକ୍ଟ ଲଞ୍ଚ୍‌ କରିବ ଆପଲ, ଏଠାରେ ଦେଖନ୍ତୁ…

ଆମେରିକାର ବୃହତ ଟେକ୍‌ କମ୍ପାନୀ ଆପଲ ଆଜି ଆୟୋଜିତ କରିବାକୁ ଯାଉଛି ଚଳିତବର୍ଷର ଦ୍ୱିତୀୟ ଇଭେଣ୍ଟ। ଏହି ଇଭେଣ୍ଟରେ କମ୍ପାନୀ ନିଜ ନୂଆ ୧୪ ଓ ୧୬ ଇଞ୍ଚିଆ MacBook Pro ମଡେଲ୍‌ ଲଞ୍ଚ୍‌ କରିବ। ଏହା ବ୍ୟତୀତ କମ୍ପାନୀ ନୂଆ AirPods ଉପରରୁ ମଧ୍ୟ ପରଦା ଉଠାଇପାରେ। କୁହାଯାଉଛି ଯେ ଏଥିରେ…

୨୦ ବର୍ଷ ପରେ ପୁଣିଥରେ ଧମାଲ କରିବାକୁ ଆସୁଛି Nokiaର ମଜଭୁତ ବ୍ୟାଟେରୀ ଥିବା ଫୋନ୍‌, ଫିଚର୍ସ ଜାଣିଲେ ଆପଣ ବି ଖୁସି…

ନୋକିଆ ନିଜର ଏକ କ୍ଲାସିକ୍‌ ଫୋନ୍‌ 6310(Nokia 6310)କୁ ପୁଣିଥରେ ବଜାରକୁ ଆଣୁଛି। ୨୦ ବର୍ଷ ପୂର୍ବେ ଏହି ଫୋନ୍‌ ବେଶ୍‌ ଲୋକପ୍ରିୟ ଥିଲା। ଏବେ ଏହା ପୁଣିଥରେ ଧମାଲ ମଚାଇବାକୁ ପ୍ରସ୍ତୁତ ହେଉଛି। ନିଜର ମଜଭୁତ ବିଲ୍ଡ ଏବଂ ଦୀର୍ଘସ୍ଥାୟୀ ବ୍ୟାଟେରୀ ପାଇଁ ଜଣାଯାଉଥିବା ଏହି ଫିଚର ଫୋନକୁ…

ଫେସବୁକରୁ ସହଜରେ ଟ୍ରାନ୍ସଫର କରିପାରିବେ ଫଟୋ ଓ ଭିଡିଓ, ଜାଣନ୍ତୁ କିପରି ?

ସୋସିଆଲ ମିଡିଆ ୟୁଜର୍ସ ଅନେକ ଥର ଫେସବୁକର ଫଟୋ ଏବଂ ଭିଡିଓକୁ ନେଇ ଅଭିଯୋଗ ରହିଥାଏ। ୟୁଜର୍ସଙ୍କ ଅଭିଯୋଗ ଅନୁଯାୟୀ, ଫଟୋ ଓ ଭିଡିଓକୁ ଅପଲୋଡ କରିବା ପରେ ସେମାନଙ୍କ ଗ୍ଯାଲେରୀରୁ ଗାଏବ ହୋଇଯାଉଛି। ଯଦି ଆପଣଙ୍କ ସହିତ ମଧ୍ୟ ଏହି ସମସ୍ଯା ହେଉଛି, ତେବେ ଆପଣ ଏହାକୁ ବହୁତ ସଜହରେ ଡାଉନଲୋଡ…

ବର୍ତ୍ତମାନ ବଦଳିବାକୁ ଯାଉଛି ଆପଣଙ୍କର ଗୁଗଲ ସର୍ଚ୍ଚର ଅଭିଜ୍ଞତା, ଜାଣନ୍ତୁ ଏହି ବଡ଼ ପରିବର୍ତ୍ତନ କଣ ?

ଯଦି ଆପଣ ବି ଛୋଟରୁ ଛୋଟ ଜିନିଷ ଗୁଗଲ ସାହାଯ୍ୟରେ ଖୋଜୁଛନ୍ତି ତେବେ ବର୍ତ୍ତମାନ ଏଥିରେ ପରିବର୍ତନ ହେବାକୁ ଯାଉଛି । ଏବେ ଆପଣଙ୍କ ମୋବଇଲ ଫୋନରେ ଗୁଗଲ ସର୍ଚ୍ଚର ଏକ୍ସପେରିଏନ୍ସ ବଦଳିବାକୁ ଯାଉଛି ।ଏଥିପାଇଁ ଗୁଗଲ ନିକଟରେ ବଡ ପରିବର୍ତ୍ତନ କରିଛି । ଆସନ୍ତୁ ଜାଣିବା ଗୁଗଲର ଏହି ନୂଆ…

Paytm ବାଲା ମୋବାଇଲ ଚୋରି ହୋଇଗଲେ ବ୍ୟସ୍ତ ହୁଅନ୍ତୁ ନାହିଁ , ଏହି ସହଜ ଉପାୟରେ ଆକାଉଣ୍ଟକୁ କରନ୍ତୁ ବ୍ଲକ୍‌

ନୂଆଦିଲ୍ଲୀ : ଆପଣଙ୍କ ମୋବାଇଲ ଚୋରି ହୋଇଗଲେ କିଏ ଯେପରି ଆପଣଙ୍କ ମୋବାଇଲରୁ ଟଙ୍କା ଚୋରି କରି ନନିଅନ୍ତି ସେଥିପାଇଁ ଆମେ ଆପଣଙ୍କୁ ଏମିତି କିଛି ତରିକା ବତାଇବୁ । ଯାହଦ୍ୱାରା ଆପଣ ବ୍ୟାଙ୍କ ଆକାଉଣ୍ଟ ସହିତ ପେଟିଏମ୍‌ ବାଲାନ୍ସକୁ ସୁରକ୍ଷିତ କରିପାରିବେ । ଆଜିକାଲି ଭାରତରେ ଏମିତି କେହି…

ଦୀପାବଳି ପୂର୍ବରୁ ଲଞ୍ଚ୍‌ ହେବ ଦୁନିଆର ସବୁଠୁ ଶସ୍ତା ୪ଜି ସ୍ମାର୍ଟଫୋନ୍‌, ଜାଣନ୍ତୁ JioPhone Next ର ଦାମ୍‌ ଓ ଫିଚର

ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି ଜିଓ। ଏହି ଫୋନ୍‌କୁ ପ୍ରଥମେ ଜୁନ୍‌ରେ ଲଞ୍ଚ୍‌ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ପରେ ଏହା ସେପ୍ଟେମ୍ବର ୧୦ରେ ମାର୍କେଟକୁ ଆସିବ ବୋଲି କୁହାଗଲା। କିନ୍ତୁ ପରେ ଏହି ତାରିଖରେ ମଧ୍ୟ ମୋବାଇଲ ଲଞ୍ଚ୍‌ ହୋଇପାରିନଥିଲା।…

ଭାରତରେ ଲଞ୍ଚ ହେବ Nokia ର ସବୁଠାରୁ ମଜବୁତ୍ ଫୋନ୍, ପଡିଲେ ଭାଙ୍ଗିବନି କି ପାଣିରେ ବି ଖରାପ ହେବନି

ନୋକିଆ ଅଗଷ୍ଟରେ ଭାରତରେ ନୋକିଆ XR20, C30, C20 ପ୍ଲସ୍, G10 ଏବଂ C01 ପ୍ଲସ୍ ଘୋଷଣା କରିଥିଲା। ଅନ୍ୟ ମଡେଲଗୁଡିକ ଉପଲବ୍ଧ ନହେବାରୁ ନୋକିଆ C20 ପ୍ଲସ୍ ତୁରନ୍ତ ବିକ୍ରି ହେବାକୁ ଲାଗିଲା । କିନ୍ତୁ ବର୍ତ୍ତମାନ ସ୍ମାର୍ଟ ଫୋନ୍ ମେକର ନୋକିଆ ନିଜର ସବୁଠାରୁ ଦମ୍‌ଦାର ସ୍ମାର୍ଟଫୋନ୍ Nokia…

WhatsAppରୁ ଏବେ ଲିକ୍‌ ହେବ ନାହିଁ ଫଟୋ ଓ ଭିଡିଓ, ଜାରି ହେଲା ନୂଆ ଫିଚର

WhatsApp ଗୁଗଲ ଡ୍ରାଇଭ୍‌ ଏବଂ iCloudରେ ଷ୍ଟୋର୍‌ କରାଯାଉଥିବା ବ୍ୟାକ୍‌ଅପ୍ସ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପଶନକୁ ରୋଲ ଆଉଟ୍‌ କରିବା ଆରମ୍ଭ କରି ଦେଇଛି। କମ୍ପାନୀ ଗତ ମାସରୁ ଏହାର ଟେଷ୍ଟିଙ୍ଗ୍‌ କରୁଥିଲା। ଗତ ମାସରେ ହିଁ ଆଣ୍ଡ୍ରୋଏଡ୍‌ ଏବଂ iOS ୟୁଜର୍ସଙ୍କ ପାଇଁ ଏଣ୍ଡ-ଟୁ-ଏଣ୍ଡ…

ଖୁବ ଶୀଘ୍ର WhatsApp ଲଞ୍ଚ କରିବ ନୂଆ ଫିଚର, କରିପାରିବେ ଏହି ସବୁ ପରିବର୍ତ୍ତନ

ଆଗାମୀ ଦିନରେ Whats App ଚଳାଇବାର ଆପଣଙ୍କର ଏକ୍ସପିରିୟନ୍ସ ଭଲ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଆସନ୍ତା କିଛି ସପ୍ତାହ ମଧ୍ୟର Whats App ଅନେକ ଗୁରୁତ୍ଵ ପୂର୍ଣ୍ଣ ଫିଚର ଆଣିବାକୁ ଯାଉଛି। Whats Appର ଏହି ଆଗାମୀ ଫିଚର୍ସ ଗୁଡିକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ସହିତ ଡେସ୍କଟପ୍ ଆପ୍କୁ ରୋଲ…