Below header
Browsing Category

ଟେକ୍

ଏହି ଉପାୟରେ ଲକ୍‌ କରନ୍ତୁ ନିଜ ଆଧାର କାର୍ଡ, କେହି ଚାହିଁଲେ ବି ନେଇପାରିବେନି ଡାଟା

ଆଧାର କାର୍ଡ ହେଉଛି ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର। ଏବେ ସବୁ କାମ ପାଇଁ ଏହା ଏକ ଜରୁରୀ କାଗତପତ୍ର ଭାବେ ବ୍ୟବହୃତ ହେଉଛି। ସିମ୍‌ କାର୍ଡ କିଣିବାଠୁ ଆରମ୍ଭ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ଏବେ ପ୍ରାୟ ସବୁ କାମ ପାଇଁ ଏହା ଦରକାର ପଡ଼ୁଛି। ଏହା ବିନା ଆପଣଙ୍କ ସମସ୍ତ…

୧୫୦ କୋଟିରୁ ଅଧିକ Facebook ୟୁଜର୍ସଙ୍କ ଡାଟା ହେଲା ଲିକ୍, ପର୍ସନାଲ୍ ଡିଟେଲ୍ସ କୁ ବିକ୍ରି କରୁଛି ଏହି କମ୍ପାନୀ

ବର୍ତ୍ତମାନର ଡିଜିଟାଲ ଯୁଗରେ ଫେସବୁକ ସମସ୍ତଙ୍କର ଖୁବ୍ ପ୍ରିୟ ସୋସିଆଲ ମିଡିଆ ପାଲଟି ଯାଇଛି । ତେବେ ଅନେକ ସମୟରେ ବ୍ୟକ୍ତିଗତ ଡାଟା ଲିକକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ତେବେ ନିକଟରେ ଏନେଇ ଏକ ରିପୋର୍ଟରୁ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ୧୫୦ କୋଟି ଫେସବୁକ ୟୁଜର୍ସଙ୍କର ଡାଟା ଏକ…

ଫ୍ଲିପକାର୍ଟରେ iPhoneର ସମସ୍ତ ମଡେଲରେ ରହିଛି ଦମଦାର ଅଫର, ଶୀଘ୍ର କିଣନ୍ତୁ

ଫ୍ଲିପକାଟର ନବରାତ୍ରୀ ଅଫର ଆରମ୍ଭ ହୋଇଯାଇଛି। ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି ଏବେ ବେଷ୍ଟ ପ୍ରଡକ୍ଟ ଉପରେ ଦିଆଯାଇଛି ଦମଦାର ଅଫର। ଫୋନ ମାନଙ୍କ ରଜା କୁହାଯାଉଥିବା Apple iPhoneରେ ଏବେ ବଢ଼ିଆ ଅଫର ରଖାଯାଇଛି। ଏହି ଅଫର ଆଇଫୋନର ସମସ୍ତ ମଡେଲ ଉପରେ ରହିଛି। ତେବେ ଆପଣ ଏବେ Apple…

OnePlus ଦୀପାବଳୀ ଅଫର, ସ୍ମାର୍ଟଫୋନ୍ ଠାରୁ ଟିଭି ପର୍ଯ୍ୟନ୍ତ ମିଳୁଛି ଜବରଦସ୍ତ ରିହାତି

ୱାନପ୍ଲସ କମ୍ପାନୀ ଦୀପାବଳୀ ଉପଲକ୍ଷେ ଟିଭି ଓ ସ୍ମାର୍ଟ ଫୋନରେ ଉପରେ ଗ୍ରାହକ ମାନଙ୍କପାଇଁ ବିଶେଷ ରିହାତି ଘୋଷଣା କରିଛି। କମ୍ପାନୀ ନିଜର ୱାନ ପ୍ଲସ୍-9 ସିରିଜରେ ରିହାତି ଦେଉଛି। ଯେଉଁଥିରେ ଯେଉଁଥିରେ 9ପ୍ରୋ ଓ ୱାନପ୍ଲସ 9R ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଏହା ବ୍ୟତିତ ୱାନ ପ୍ଲସ ନୋର୍ଡ ସିରିଜ୍…

ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଡାଉନ ହେଲା ଫେସବୁକ ଏବଂ ଇନଷ୍ଟାଗ୍ରାମ୍, ୟୁଜର୍ସଙ୍କୁ ମାଗିଲା କ୍ଷମାପ୍ରାର୍ଥନା

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ସେବା ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବା ଯୋଗୁଁ ୟୁଜର୍ସଙ୍କୁ କ୍ଷମାପ୍ରାର୍ଥନା ମାଗିଛି। ପୂର୍ବରୁ ଶୁକ୍ରବାର ଦିନ ଏପରି ସମସ୍ଯା ଯୋଗୁଁ ୟୁଜର୍ସ ନାହିଁ ନଥିବା ହଇରାଣ ହୋଇଥିଲେ। ଫେସବୁକ୍ ଜାରି…

ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି କି? ତେବେ ଡାଉନଲୋଡ କରନ୍ତୁ ଏହି ଆପ୍

ସର୍ଚ୍ଚ ଇଞ୍ଜିନ୍ ଏବଂ ୱେବ୍ ବ୍ରାଉଜର୍ ଦୃଷ୍ଟିରୁ ଗୁଗୁଲ୍ ବର୍ତ୍ତମାନ ନଂ-୧ ସ୍ଥାନରେ ରହିଛି । ଏହା ଶସ୍ତା ଠାରୁ ମହଙ୍ଗା ସ୍ମାର୍ଟଫୋନ୍ ପର୍ଯ୍ୟନ୍ତ ଯେକୌଣସି ଡିଭାଇସରେ ସୁରୁଖୁରୁରେ ଚାଲିଥାଏ । କିନ୍ତୁ ଯଦି ଆମେ ପ୍ରାଇଭେସି କଥା ଉଠାଇବା ତେବେ ଗୁଗୁଲ୍ ସର୍ଚ୍ଚ ଏବଂ ଗୁଗୁଲ୍ କ୍ରୋମ୍ ପଛରେ…

ସାମସଙ୍ଗର ଏହି ୪ଟି ଲାଟେଷ୍ଟ ମଡେଲରେ ରହିଛି ପୂଜାର ବେଷ୍ଟ ଅଫର

ଆସିଯାଇଛି ଫେଷ୍ଟିିଭ ସିଜିନ୍‌। ଯାହାକୁ ନେଇ ଏବେ ପୁରା ବଜାର ଚଳଚଞ୍ଚଳ ହୋଇଉଠିଛି। ଖାସ୍‌ କରି ଏହି ସିଜିନ୍‌କୁ ଲୋକମାନେ ଆଗ୍ରହ ସହକାରେ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ସମୟରେ ବେଷ୍ଟ ଫେଷ୍ଟିଭ ଅଫର ଚାଲିଥାଏ। ତେବେ ଏହି ଦିନ ମାର୍କେଟରେ କେବଳ ଡ୍ରେସ ନୁହେଁ ବରଂ ଇଲେକଟ୍ରୋନିକ୍ସ…

Facebook Outage: ଅଫିସ୍‌ରେ ଏଣ୍ଟ୍ରି କରିପାରିନଥିଲେ ଫେସ୍‌ବୁକ କର୍ମଚାରୀ, ଗେଟ୍‌ ଆକ୍ସେସ୍‌ ବି ହୋଇଯାଇଥିଲା ବନ୍ଦ

ଫେସ୍‌ବୁକ୍‌ ଇତିହାସରେ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ଆଉଟେଜ୍‌ ସୋମବାର ରାତିରେ ଦେଖିବାକୁ ମିଳିଛି। ସୋମବାର ରାତିରେ ପାଖାପାଖି ୬ ଘଣ୍ଟା ଧରି ହ୍ଵାଟ୍ସ ଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଠପ୍‌ ହୋଇଯାଇଥିଲା। ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି ଯେ କନ୍‌ଫ୍ୟୁଗେରେସନ୍‌ ବେଳେ ଏହି…

BSNL ଫ୍ରିରେ ଦେଉଛି 4G ସିମ୍‌ କାର୍ଡ, ଜାଣନ୍ତୁ କେଉଁଠୁ ପାଇବେ ଏହି ସିମ୍‌

ନୂଆଦିଲ୍ଳୀ : ବିଏସ୍‌ଏନଏଲ୍‌ ନିଜର ଗ୍ରାହାକ ଓ ଅନ୍ୟ ଅପରେଟଟଙ୍କ ଠାରୁ ପୋର୍ଟ କରୁଥିବା ଗ୍ରାହକଙ୍କୁ ଫ୍ରିରେ 4G ସିମ୍‌ କାର୍ଡ ଦେଉଛି । ଏବେ ଏହି ଅଫର କେବଳ କେରଳରେ ଚାଲୁଛି । ହେଲେ ଆଗାମୀ ଦିନରେ ସବୁ ସର୍କଲରେ ଏହି ଅଫର ଉପଲବ୍ଧ ହେବ । ଦେଶର ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀକୁ…

ହ୍ୱାଟ୍ସଆପ୍‌ ରେ ଆସୁଛି ନୂଆ ଫିଚର, ଭଏସ୍‌ ମେସେଜ୍‌ ଶୁଣିବା ସହ କରିପାରିବେ ଏହି ସବୁ କାର୍ଯ୍ୟ

ହ୍ୱାଟ୍ସଆପ୍‌ କିଛି ମାସ ପୂର୍ବେ ଅଲଗା ଅଲଗା ପ୍ଲେବ୍ୟାକ୍‌ ସ୍ପିଡ୍ ଉପରେ ଭଏସ୍‌ ମେସେଜ୍‌ ଚଳାଇବାର ଦକ୍ଷତା ଆରମ୍ଭ କରିଥିଲା । ଏହି ଫିଚର ହ୍ୱାଟ୍ସଆପ୍‌ର ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌- ଆଧାରିତ ଆପ୍‌ ଉଭୟ ଉପରେ ଆରମ୍ଭ କରିଥିଲା । ଏବେ ହ୍ୱାଟ୍‌ସଆପ୍‌ ନିଜର ଭଏସ୍‌ ମେସେଜକୁ ଆହୁରି ଉତ୍ତମ ଧରଣର…

Microsoft Windows 11 ଲଞ୍ଚ: ଆପଣଙ୍କ କମ୍ପ୍ଯୁଟରରେ ଇନଷ୍ଟଲ କରିପାରିବେ କି ନାହିଁ, କରନ୍ତୁ ଚେକ୍

Microsoft Windows 11 ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ୟୁଜର୍ସଙ୍କ ପାଇଁ ଆଜି ଏହାକୁ ରିଲିଜ କରାଯାଇଛି। କିନ୍ତୁ ଏହା ପୂର୍ବରୁ ୟଜର୍ସଙ୍କ ମନରେ ପ୍ରଶ୍ନ ରହିଛି କି, ଏହା ଲାପଟପ କିମ୍ବା ଡେସ୍କଟପରେ କାମ କରିବ କି ନାହିଁ। ଯଦି ଆପଣ ମଧ୍ୟ ସେମିତି ଭାବୁଥାନ୍ତି, ତେବେ ଏହାକୁ ଆପଣ ବହୁତ…

ସାରା ବିଶ୍ୱରେ ୬ ଘଣ୍ଟା ସୋସିଆଲ୍‌ ମିଡିଆ ଠପ୍‌: ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପ୍‌ ଅକାମୀ, ୭ ଆରବ ଡଲାରର…

ନୂଆଦିଲ୍ଲୀ(କେନ୍ଯୁଜ୍): ୬ ଘଣ୍ଟାରେ ୭ ଆରବ ଡଲାରର ଝଟ୍‌କା । ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପ୍‌ ଅକାମୀ ହେବାରୁ ଫାଉଣ୍ଡର ତଥା ସିଇଓଙ୍କୁ ମାର୍କ ଜୁକରବର୍ଗଙ୍କୁ ପ୍ରାୟ ୮ ହଜାର ୭୦୦ କୋଟି କ୍ଷତି ସହିବାକୁ ପଡିଛି । ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ତଳକୁ ଖସିଛନ୍ତି ଜୁକରବର୍ଗ ।…