Below header
Browsing Category

ଟେକ୍

ଭାରତରେ ଲଞ୍ଚ ହେବ Nokia ର ସବୁଠାରୁ ମଜବୁତ୍ ଫୋନ୍, ପଡିଲେ ଭାଙ୍ଗିବନି କି ପାଣିରେ ବି ଖରାପ ହେବନି

ନୋକିଆ ଅଗଷ୍ଟରେ ଭାରତରେ ନୋକିଆ XR20, C30, C20 ପ୍ଲସ୍, G10 ଏବଂ C01 ପ୍ଲସ୍ ଘୋଷଣା କରିଥିଲା। ଅନ୍ୟ ମଡେଲଗୁଡିକ ଉପଲବ୍ଧ ନହେବାରୁ ନୋକିଆ C20 ପ୍ଲସ୍ ତୁରନ୍ତ ବିକ୍ରି ହେବାକୁ ଲାଗିଲା । କିନ୍ତୁ ବର୍ତ୍ତମାନ ସ୍ମାର୍ଟ ଫୋନ୍ ମେକର ନୋକିଆ ନିଜର ସବୁଠାରୁ ଦମ୍‌ଦାର ସ୍ମାର୍ଟଫୋନ୍ Nokia…

WhatsAppରୁ ଏବେ ଲିକ୍‌ ହେବ ନାହିଁ ଫଟୋ ଓ ଭିଡିଓ, ଜାରି ହେଲା ନୂଆ ଫିଚର

WhatsApp ଗୁଗଲ ଡ୍ରାଇଭ୍‌ ଏବଂ iCloudରେ ଷ୍ଟୋର୍‌ କରାଯାଉଥିବା ବ୍ୟାକ୍‌ଅପ୍ସ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପଶନକୁ ରୋଲ ଆଉଟ୍‌ କରିବା ଆରମ୍ଭ କରି ଦେଇଛି। କମ୍ପାନୀ ଗତ ମାସରୁ ଏହାର ଟେଷ୍ଟିଙ୍ଗ୍‌ କରୁଥିଲା। ଗତ ମାସରେ ହିଁ ଆଣ୍ଡ୍ରୋଏଡ୍‌ ଏବଂ iOS ୟୁଜର୍ସଙ୍କ ପାଇଁ ଏଣ୍ଡ-ଟୁ-ଏଣ୍ଡ…

ଖୁବ ଶୀଘ୍ର WhatsApp ଲଞ୍ଚ କରିବ ନୂଆ ଫିଚର, କରିପାରିବେ ଏହି ସବୁ ପରିବର୍ତ୍ତନ

ଆଗାମୀ ଦିନରେ Whats App ଚଳାଇବାର ଆପଣଙ୍କର ଏକ୍ସପିରିୟନ୍ସ ଭଲ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଆସନ୍ତା କିଛି ସପ୍ତାହ ମଧ୍ୟର Whats App ଅନେକ ଗୁରୁତ୍ଵ ପୂର୍ଣ୍ଣ ଫିଚର ଆଣିବାକୁ ଯାଉଛି। Whats Appର ଏହି ଆଗାମୀ ଫିଚର୍ସ ଗୁଡିକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ସହିତ ଡେସ୍କଟପ୍ ଆପ୍କୁ ରୋଲ…

ବିପଜ୍ଜନକ ବ୍ୟକ୍ତି ଓ ସଂସ୍ଥାର ନାମ ପ୍ରକାଶ: ଲିକ୍ ହେଲା Facebookର Secret ଲିଷ୍ଟ

ଫେସବୁକ ପକ୍ଷରୁ ୧୦୦୦ରୁ ଅଧିକ ସଂସ୍ଥା ଓ ବ୍ୟକ୍ତିଙ୍କୁ ବିପଜ୍ଜନକ ଦର୍ଶାଇ ସେମାନଙ୍କ ନାମ ଘୋଷଣା କରାଯିବା ସହିତ ବ୍ୟାନ କରାଯାଇଛି । ସୋସିଆଲ ମିଡିଆ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ତାଲିକାରେ କମ୍ପାନୀ ଆମେରିକୀୟ ମିଲିଟାରୀ ପକ୍ଷରୁ ଦିଆଯାଇଥିବା ସୂଚନାକୁ ବ୍ୟବହାର କରିଛି । ମିଳିଥିବା…

ଟ୍ୱିଟରର ନୂଆ ଫିଚର; ଫଲୋଅରଙ୍କୁ ବ୍ଲକ୍ ବଦଳରେ କରିପାରିବେ ‘ସଫ୍ଟ ବ୍ଳକ୍’, ଜାଣନ୍ତୁ କିପରି

ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଟ୍ୱିଟର "ସଫ୍ଟ ବ୍ଲକ୍" ଟୁଲ୍ ନାମକ ଏକ ନୂତନ ଫିଚର୍ସ ଲଞ୍ଚ କରିଛି । ଯାହା ୱେବରେ ଥିବା କୌଣସି ୟୁଜର୍ସଙ୍କୁ ବ୍ଲକ ନକରି ଜଣେ ଫଲୋଅରଙ୍କୁ ଡେଟଲ କରିବାକୁ ଅନୁମତି ଦେବ । ଜଣେ ଫଲୋଅରଙ୍କୁ ବ୍ଲକ କରିବାକୁ ହେଲେ , ଆପଣଙ୍କର ପ୍ରୋଫାଇଲକୁ ଯାଆନ୍ତୁ, ଏହା ପରେ…

ଯଦି ଆପଣଙ୍କ ଗାଡ଼ି ପ୍ରଦୂଷଣ ପରୀକ୍ଷାରେ ହୋଇଯାଇଛି ଫେଲ୍‌ ତ ଏହି ୫ଟି ଜିନିଷକୁ ଆପଣ ନିଶ୍ଚୟ କରିବା ଉଚିତ

କୁହାଯାଏ, ଯାନବାହନ ଯୋଗୁ ଆମ ବାୟୁମଣ୍ଡଳରେ ସବୁବେଳେ ପ୍ରଦୂଷଣ ଛାଇ ରହିଥାଏ। ଏଥିଯୋଗୁ ରାସ୍ତାରେ ଯିବା ଆସିବା କରୁଥିବା ଗାଡ଼ିମୋଟର ପାଇଁ ପ୍ରଦୂଷଣ ପରୀକ୍ଷା ନିହାତି ଆବଶ୍ୟକ ପଡ଼ିଥାଏ। ତେବେ ଯଦି ଏଥିରେ କୌଣସି ବି ପ୍ରକାର ଉଲ୍ଲଂଘନ ହୁଏ, ତ ଭାରି ଜରିମାନା ଲଗାଯିବାର ନିୟମ ରହିଛି। କିନ୍ତୁ…

ଖୁବ ସହଜରେ ଆପଣ ନିଜ ଆଧାରକୁ ଲକ କରିପାରିବେ, କେମିତି ଜାଣନ୍ତୁ

ଆଧାର କାର୍ଡ ଯେ କେତେ ଉପକାରୀ ତାହା ତ ସମସ୍ତଙ୍କୁ ଜଣା । ସିମ କାର୍ଡ କିଣିବା ପାଇଁ ହେଉ ଅବା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ହେଉ ସବୁ କାମରେ ଆଧାର କାର୍ଡ ବ୍ୟବହାର କରାଯାଇଥାଏ । ଏହାକୁ ଛାଡି ଦେଲେ ଅନେକ କାମ ଯେମିତି ଅଟକିଯାଏ । ବର୍ତ୍ତମାନ ସମୟରେ ଭାରତୀୟ ନାଗରିକଙ୍କ ପାଇଁ ଆଧାର ହେଉଛି…

କମିଯାଉଛିକି ଆପଣଙ୍କ ୱାଇଫାଇ ଇଣ୍ଟରନେଟ ସ୍ପିଡ଼, ଠିକରେ କରିପାରୁ ନାହାନ୍ତି ଅଫିସ କାମ, ତେବେ ଫଲୋ କରନ୍ତୁ ଟିପ୍ସ

କରୋନା ମହାମାରୀ ଆରମ୍ଭ ହେବା ଦିନରୁ ଅନେକ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ୱର୍କ ଫର୍ମ ହୋମରେ କାମ କରିବାର ଅଫର ଦେଉଛନ୍ତି । କରୋନାର ପ୍ରାଦୁର୍ଭାବ କିଛିଟା କମ ହେବା ପରେ କିଛି ଜଣ ଅଫିସ ଯିବା ଆସିବା କରୁଥିବା ବେଳେ କିଛି ଜଣ ଠିକ ସେମିତି ଘରେ ରହି କାମ ହିଁ କାମ କରୁଛନ୍ତି । ଅଫିସରେ…

Facebookରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଏବେ ରହିବନି Like ବଟନ; ଜାଣନ୍ତୁ ସବୁକିଛି

ଫେସ୍‌ବୁକ ଦୁନିଆରେ ସବୁଠାରୁ ବଡ଼ ଏବଂ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ। କମ୍ପାନୀ ଏହି କଥା ଉପରେ ଧ୍ୟାନ କୈନ୍ଦ୍ରିତ କରୁଛି କି, କେମିତି ପ୍ଲାଟଫର୍ମକୁ ଅଧିକ ଉପଯୋଗକର୍ତ୍ତାଙ୍କ ଅନୁକୂଳ ତଥା ବୁଝିବାରେ ସହଜ କରାଯାଇ ପାରିବ। ନିଜର ନୂଆ ରିଡିଜାଇନ୍‌ ମଝିରେ…

ହ୍ବାଟସଆପ୍, ଫେସବୁକ, ଇନଷ୍ଟାଗ୍ରାମ ପରେ Gmail ସର୍ଭିସ ହେଲା ଡାଉନ, ଅନେକ ସମସ୍ଯାର ସାମ୍ନା କରୁଛନ୍ତି ୟୁଜର୍ସ

ଆଜିକାଲି ସୋସିଆଲ ମିଡିଆ ଡାଉନ ହେବା ଖବର ଅନେକ ସମୟରେ ଶୁଣିବାକୁ ମିଳୁଛି। ନିକଟରେ ଫେସବୁକ, ହ୍ବାଟସଆପ୍, ଇନଷ୍ଟାଗ୍ରାମ ଦୁଇ ଦୁଇ ଥର ଡାଉନ ହୋଇଥିଲା। ଏବେ ଗତକାଲି ରାତିରେ ଅର୍ଥାତ୍ ୧୨ ଅକ୍ଟୋବରକୁ ଗୁଗୁଲର ମାଗଣା ଇମେଲ ସର୍ଭିସ Gmail ମଧ୍ୟ ଡାଉନ ହୋଇଯାଇଛି। ଫଳରେ ଲୋକେ ସେମାନଙ୍କ ମେଲ…

ଆପଣଙ୍କ Whats Appରେ ଆସିଛି କି ଅମୂଲ Massage? ହୋଇ ଯାଆନ୍ତୁ ସାବଧାନ, ଖାଲି ହୋଇଯିବ ଆକାଉଣ୍ଟ

ବର୍ତ୍ତମାନ ଡିଜିଟାଲ ଟ୍ରାଞ୍ଜାକ୍ସନ ଯେପରି ବଢ଼ିବଢ଼ି ଚାଲିଛି ସାଇବର କ୍ରାଇମ ଓ ଫ୍ରଡ ମଧ୍ୟ ସେହିପରି ବଢୁଛି। ଆର୍ଥିକ ଠକେଇ ଲାଗି ହ୍ୟାକର୍ସ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ବିଭିନ୍ନ ଉପାୟରେ ଲୋକଙ୍କ ସୂଚନା ଜୁଟାଇ ଆକାଉଣ୍ଟ ରେ କଳା କନା ବୁଲାଇ ଦେଉଛନ୍ତି। ଲୋକେ କିଛି ବୁଝିବା…

ସାବଧାନ ହୋଇଯାଆନ୍ତୁ Gmail ଏବଂ Outlook ୟୁଜର୍ସ, ନୂଆ ଇମେଲ ସ୍କାମ ଜରିଆରେ ହ୍ଯାକର୍ସ କରୁଛନ୍ତି ଶିକାର

ଆଜିକାଲି ସାଇବର କ୍ରାଇମ ବହୁତ ଅଧିକ ବଢିଯାଇଛି। ଫଳରେ ୟୁଜର୍ସ ବହୁତ ସମସ୍ଯାର ସାମ୍ନା କରୁଛନ୍ତି। ଏହାମଧ୍ୟରେ ଇମେଲ ସ୍କାମ୍ ମଧ୍ୟ ବଢିଯାଇଛି। ହ୍ଯାକର୍ସ ଏବଂ ଠକୁଥିବା ବ୍ଯକ୍ତି ନୂଆ ନୂଆ ଉପାୟ ଆପଣାଇ ୟୁଜର୍ସଙ୍କୁ ଏହି ସ୍କାମର ଶିକାର କରୁଛନ୍ତି। ଇମେଲ ଜରିଆରେ ସ୍କାମ କରି ୟୁଜର୍ସଙ୍କୁ…