Below header
Browsing Category

ଟେକ୍

ବିନା ଇଣ୍ଟରନେଟରେ କେମିତି ଚଲାଇବେ ହ୍ଵାଟସଆପ ଓ ଟେଲିଗ୍ରାମ ଜାଣନ୍ତୁ

ଏବେ ଯୁଗ ଇଣ୍ଟରନେଟର। ବିନା ଇଣ୍ଟରନେଟରେ ଏବେ କୌଣସି ବି କାମ ଅସମ୍ଭବ ଭଳି ଲାଗୁଛି। ସ୍ମାର୍ଟଫୋନ, କମ୍ପ୍ୟୁଟର, ଲାପଟପ ଯଦି ଲୋକଙ୍କ ଜୀବନରୁ ଚାଲିଯାଏ ତାହେଲେ ବହୁତ ଲୋକ ବୋଧହୁଏ ପାଗଳ ହୋଇଯିବେ। କାହିଁକିନା ଏବେ ଲୋକଙ୍କର ଏହା ଅଭ୍ୟାସ ପାଲଟି ଯାଇଛି। ଆଉ ଇଣ୍ଟରନେଟ ବିନା ବଞ୍ଚିବା ଯେମିତି…

ଫେସବୁକ ମେସେଞ୍ଜରରେ ଗ୍ରୁପ ଭିଡିଓ କଲିଂ ବେଳେ ମିଳିବ ଫିଲ୍ଟର ଓ ଇଫେକ୍ଟର ମଜା, ଆସୁଛି ନୂଆ ଫିଚର

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ୟୁଜର୍ସଙ୍କ କଲିଂ ଏକ୍ସପିରିଏନ୍ସକୁ ଆହୁରି ଉତ୍ତମ କରିବା ପାଇଁ ଫେସବୁକ ମେସେଞ୍ଜର୍ସରେ ଏକ ନୂଆ ରୋଚକ ଫିଚର ଆଡ୍‌ କରିଛି। ଏହି ଫିଚରକୁ ଭିଡିଓ କଲ୍‌ ପାଇଁ ଲଞ୍ଚ କରାଯାଇଛି। ଯାହା ଗ୍ରୁପ ଭିଡିଓ କଲିଂକୁ ଅଧିକ ଆକର୍ଷଣ ଏବଂ ମଜାଳିଆ କରିବ । କମ୍ପାନୀ…

ସୋନିର ଧମାକାଦାର କ୍ୟାମେରା, ଚଳନ୍ତା ଟ୍ରେନ୍‌ରୁ ବି ଉଠାଇ ପାରିବ HD କ୍ୱାଲିଟିର ଫଟୋ; ଜାଣନ୍ତୁ ଦାମ୍‌ ଓ ଫିଚର୍ସ

ନିକଟରେ ସୋନି (Sony) ନିଜର ନୂଆ ଇଣ୍ଟରଚେଞ୍ଜେବଲ୍‌ (ଅଦଳବଦଳ) ଲେନ୍ସଯୁକ୍ତ କ୍ୟାମେରା Sony Alpha 7 IVକୁ ପରିଚିତ କରେଇଛି। ଦଶ ପ୍ରିସେଟ୍ସ, 2.5xର ସ୍ଲୋ ମୋଶନ, ଷ୍ଟିଲ୍‌ ଏବଂ ଲାଇଭ୍‌ ଏଚ୍‌ଡି ଫଟୋ କ୍ୟାପ୍‌ଚର ଅପଶନ ସହିତ ଏହି କ୍ୟାମେରାରେ ଅନେକଗୁଡ଼ିଏ କମାଲର ଫିଚର୍ସ ରହିଛି। ଆସନ୍ତୁ…

ପବ୍‌ଜି ପ୍ରେମୀଙ୍କ ପାଇଁ ଖୁସି ଖବର! PUBG New State ର ଅଫିସିଆଲ ଟ୍ରେଲର ଲିକ୍‌, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ପବ୍‌ଜି ପ୍ରେମୀଙ୍କ ପାଇଁ ଖୁସି ଖବର। ଦୀର୍ଘଦିନ ଧରି ପବ୍‌ଜି ପ୍ରେମୀମାନେ ଯେଉଁ PUBG New State କୁ ଅପେକ୍ଷା କରିଥିଲେ, ଏବେ ତାହାର ଟ୍ରେଲର ଲଞ୍ଚ୍‌ ହୋଇଛି। ମୋବାଇଲ ଗେମ୍‌ ଡେଭଲପର କମ୍ପାନୀ Krafton ପକ୍ଷରୁ PUBG New Stateର ଟ୍ରେଲର ଲଞ୍ଚ୍‌ କରାଯାଇଛି। କମ୍ପାନୀର ଅଫିସିଆଲ…

ଏବେ କେବଳ ଆଧାର କାର୍ଡ ଦେଖାଇ କରିପାରିବେ ଏଲପିଜି ଗ୍ୟାସ୍ କନେକସନ୍

ଯଦି ଆପଣ LPG ଗ୍ୟାସ୍ କନେକସନ୍ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ହଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ର (IOCL) ଗ୍ୟାସ୍ କମ୍ପାନୀ ଇଣ୍ଡେନ ଗ୍ରାହକଙ୍କ ପାଇଁ ଏକ ବଡ଼ ସୁବିଧା ଘୋଷଣା କରିଛି । ବର୍ତ୍ତମାନ କୌଣସି ବି ଗ୍ରାହକ କେବଳ ଆଧାର କାର୍ଡ ଦେଖାଇ…

ଅଫିସ କମ୍ପ୍ୟୁଟରରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ ଭୟଙ୍କର ହୋଇପାରେ ପରିଣାମ

ଆଜିକା ସମୟରେ ପ୍ରାୟ ସମସ୍ତ ଅଫିସରେ କମ୍ପ୍ୟୁଟର କିମ୍ବା ଲାପଟପ ବ୍ୟବହାର ହେଉଛି । ଏମିତି କହିବାକୁ ଗଲେ ବିନା ଲାପଟପରେ ଯେମିତି କିଛି ବି କାମ ହେଉନି । ଏହାର ସବୁଠୁ ବଡ ଲାଭ ହେଉଛିକି ବିନା କୌଣସି କଷ୍ଟରେ ଖୁବ ସହଜରେ ସବୁ କାମ ହୋଇଯାଉଛି । ଏବେ ଆପଣ କୌଣସି ବି ଅଫିସ କିମ୍ବା କମ୍ପାନୀକୁ…

Whatsappରେ ଏଣ୍ଟ୍ରି କଲା ଜବରଦସ୍ତ ଫିଚର, ବଦଳିବ ଗ୍ରୁପ କଲିଂର ଅନ୍ଦାଜ

Whatsapp ଏହାର ୟୁଜର୍ସ ମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନୂତନ ଫିଚର୍ସ ଆଣିଛି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ କମ୍ପାନୀ Whatsapp ଗ୍ରୁପ୍ ପାଇଁ ଏକ ଭଲ ଫିଚର୍ସ ଲଞ୍ଚ କରିଛି। ଏହି ଫିଚର୍ସ ସାହାଯ୍ୟରେ, ୟୁଜର୍ସ ମାନେ ନିଜେ ଗ୍ରୁପ୍ ଭିତରୁ ଭଏସ୍-ଭିଡିଓ କଲ୍ କରିବାକୁ ସମର୍ଥ ହେବେ…

କେହି ଆପଣଙ୍କୁ ବ୍ଲକ୍‌ କରିନାହାନ୍ତି ତ! ଏହି ଉପାୟରେ ଏମିତି ଲଗାନ୍ତୁ ପତ୍ତା

ଆଜିକାଲି ଛୋଟ ଛୋଟ କଥାରେ ଲୋକଙ୍କୁ ବ୍ଲକ୍‌ କରିଦେବା ଏକ ସାଧାରଣ କଥା ପାଲଟିଛି। ଯେତେବେଳେ କେହି ଆପଣଙ୍କ ନମ୍ବର ବ୍ଲକ୍‌ କରି ଦିଏ, ତେବେ ଭାରି ସମସ୍ୟା ହୁଏ। ଏଭଳି ସ୍ଥିତିରେ ଆପଣ ଏବେ ଜାଣି ପାରିବେ ଯେ କିଏ ଆପଣଙ୍କ ନମ୍ବର ବ୍ଲକ୍‌ କରିଛି। ଏଥିପାଇଁ ଅନେକ ଉପାୟ ରହିଛି। ତେବେ ଆସନ୍ତୁ…

ବଡ଼ ଖବର: ବଦଳିବାକୁ ଯାଉଛି ଫେସବୁକର ନାଁ! ଜାଣନ୍ତୁ କାହିଁକି

Facebook Inc କମ୍ପାନୀକୁ ଏକ ନୂତନ ନାମ ସହିତ ରିବ୍ରାଣ୍ଡ୍ କରିବାକୁ ଯୋଜନା କରୁଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଫେସବୁକ ଆସନ୍ତା ସପ୍ତାହରେ ଏହାର କମ୍ପାନୀର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛି । ଅକ୍ଟୋବର ୨୮ ରେ କମ୍ପାନୀର ବାର୍ଷିକ କନେକ୍ଟ ସମ୍ମିଳନୀରେ ଫେସ ବୁକ ସିଇଓ…

ଲଞ୍ଚ ହେଲା Pixel 6 ଓ Pixel 6 Pro ସ୍ମାର୍ଟଫୋନ୍, ରହିଛି ଦମଦାର ଫିଚର ସହ ଆକର୍ଷଣୀୟ ଲୁକ୍‌

ଗୁଗୁଲ ଆଜି ଏହାର ଇଭେଣ୍ଟରେ Pixel 6 ଏବଂ ଗୁଗୁଲ Google Pixel 6 Pro ସ୍ମାର୍ଟଫୋନ୍ ଲଞ୍ଚ କରିଛି। Pixel 6 ରେ ସିରିଜ୍ ରେ Google ଦ୍ୱାରା ତିଆରି ହୋଇଥିବା tensor ଚିପସେଟକୁ ଦିଆଯାଇଛି । ଗୁଗୁଲ କହିଛି ଯେ ଟେନସର AI କାର୍ଯ୍ୟକାରିତାକୁ ଉନ୍ନତ କରିବ। ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍…

୫୫ ଡିଗ୍ରୀ ତାପମାତ୍ରାରେ କାମ କରିବ Nokia XR 20, ପାଣିରେ ବୁଡାଇଲେ ବି ହେବନି ନଷ୍ଟ

ଘକ୍ଟଳସବ ଢଜ ୨୦ ଭାରତରେ ମଲ୍ଟି ଗ୍ରେଡ ବିଲ୍ଡ କ୍ବାଲିଟି ସହିତ ଲଞ୍ଚ ହୋଇଛି। କମ୍ପାନୀ ମୁତାବକ, ଏହି ଫୋନ ୫୫ ଡିଗ୍ରୀ ତାପମାତ୍ରାରେ ମଧ୍ୟ କାମ କରିବ। ଏହାଛଡା ଫୋନରେ ୧.୫ ମିଟର ଉଚ୍ଚତାରୁ ପଡିଲେ ମଧ୍ୟ ଭାଙ୍ଗିବ ନାହିଁ କି ପାଣିରେ ବୁଡାଇଲେ ମଧ୍ୟ ନଷ୍ଟ ହେବନାହିଁ। ୬ ଜିବି ରାମ୍ ଏବଂ…

ଲଞ୍ଚ୍‌ ହେଲା OnePlus Watch Harry Potter ଲିମିଟେଡ଼ ଏଡିସନ, ଦାମ୍ ରହିଛି ୧୭ ହଜାରରୁ ବି କମ୍

OnePlus Watch Harry Potter ଲିମିଟେଡ଼ ଏଡିସନ ଭାରତରେ ଲଞ୍ଚ ହୋଇଛି । OnePlus ୱାଚ୍ ରେ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହୋଇଛି । ଏହା ସହିତ, ସ୍ମାର୍ଟ ୱାଚ୍ ରେ ୧୧୦ ଟି ଗେମ ମୋଡ୍ ର ସପୋର୍ଟ ରହିଛି । ଏଥିସହିତ OnePlus Watch ର ଲିମିଟେଡ ଏଡିସନରେ ମାନସିକ ଚିନ୍ତାରୁ ଆରମ୍ଭ କରି…