ଦିଲ୍ଲୀ: ମା’ର ମୃତ୍ୟୁ ପରେ ନାବାଳିକା ଝିଅକୁ ଦୁଷ୍କର୍ମ, ବାପାକୁ ଆଜୀବନ
ଦିଲ୍ଲୀରେ ଘଟିଛି ଏକ ଅମାନବୀୟ ଘଟଣା । ଏହି ଘଟଣା ଏପରି ଯେ ଆପଣ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ । ମା’ର ମୃତ୍ୟୁ ପରେ ଏଠି ନିଜର ୧୧ ବର୍ଷୀୟା ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କୋର୍ଟ ପୀଡ଼ିତାଙ୍କ ବାପାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କଠୋର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ ପୀଡ଼ିତାଙ୍କ ଥଇଥାନ ପାଇଁ ୧୨ ଲକ୍ଷ…
Read More...