Odisha News
.

ଚିଲିକାରେ ଆଉ ଏକ ନୂଆ ମୁହାଣ ସୃଷ୍ଟି, ଅତ୍ୟଧିକ ବର୍ଷା ଓ ଲଘୁଚାପ କାରଣରୁ ସୃଷ୍ଟି ହୋଇଥିବା ଅନୁମାନ

ଚିଲିକା(କେନ୍ଯଜ୍) : ଚିଲିକାରେ ଆଉ ଏକ ନୂଆ ମୁହାଣ ସୃଷ୍ଟି ହୋଇଛି । ଅରଖକୁଦା ଗାଁ ନିକଟରେ ଏହି ମୁହାଣ ସୃଷ୍ଟି ହୋଇଛି । ଅତ୍ୟଧିକ ବର୍ଷା ଓ ଲଘୁଚାପ କାରଣରୁ ନୂଆ ମୁହାଣ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ପୁରୁଣା ମୁହାଣ ଠାରୁ ଅଢ଼େଇ କିଲୋମିଟର ଦୂରରେ ନୂଆ ମୁହାଣ ସୃଷ୍ଟି ହୋଇଛି । CDA ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁଶାନ୍ତ ନନ୍ଦ ଏ ନେଇ ସୂଚନା ଦେଇଛନ୍ତି । ଲଘୁଚାପ କାରଣରୁ ମୁହାଣ ଦୃଶ୍ୟ ହୋଇଛି । ଏହାଦ୍ୱାରା ଜୈବ ବିବିଧତା ଉପରେ ଭଲ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି ।

 

 

Leave A Reply

Your email address will not be published.