ଜେଲ୍ ଭିତରେ ବାହାର ଖବର ରଖିବ ବୋଲି କଏଦୀ ଗିଳିଦେଲା ମୋବାଇଲ, ତାପରେ ହେଲା କିଛି ଏପରି…
କଥାରେ ଅଛି ନା ପୋଲିସ ଯେତେ ଚାଲାକ ହେଲେ ବି ଚୋର ଆଉ ଦୁଇ ପାଦ ଆଗରେ । ହେଲେ ଆଉ ଗୋଟିଏ ମଧ୍ୟ କଥା ଅଛି, ଚୋର ଘର ସବୁବେଳେ ଅନ୍ଧାର ନୁହେଁ । ଉପରବାଲା ସବୁ ଦେଖୁଛି । ଏଠି ମଧ୍ୟ ଠିକ୍ ସେମିତି କିଛି ଘଟିଲା । ପୋଲିସକୁ ଚକ୍ମା ଦେଇ ଅଭିଯୁକ୍ତ ଜେଲ୍ ଭିତରକୁ ମୋବାଇଲ ସିନା ନେଇଗଲା ହେଲେ କିଛି ଫଳପ୍ରଦ ହେଲାନି । ସେ ଭାବିଥିଲା ମଳଦ୍ୱାର ପଟେ ମୋବାଇଲ ବାହାରି ଯିବ । ଆଉ ଜେଲ୍ ଭିତରେ ଥାଇ ସେ ମୋବାଇଲ ଚଳାଇବ । ବାହାର…
Read More...