ରୋହିଣୀ ଆଚାର୍ଯ୍ୟଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ଅଙ୍ଗରକ୍ଷୀ ନିଲମ୍ବିତ
ବିହାରର ସାରଣରେ ନିର୍ବାଚନ ଲଢ଼ୁଥିବା ଲାଲୁ ଯାଦବଙ୍କ ଦ୍ୱିତୀୟ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ସମସ୍ୟା ବଢ଼ି ଯାଇଛି । ନିର୍ବାଚନ ଦିନ ତାଙ୍କ ସହିତ ବୁଲୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ଅଙ୍ଗରାକ୍ଷୀଙ୍କୁ ନିଲମ୍ବିତ କରାଯାଇଛି । ସାରଣ ଲୋକସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ରୋହିଣୀ ଆଚାର୍ଯ୍ୟଙ୍କ ସହ ନିର୍ବାଚନ ଦିନ ବୁଲିବା ନେଇ ପାଟନା ଜିଲ୍ଲା ଫୋର୍ସର କନଷ୍ଟେବଳ ଜିତେନ୍ଦ୍ର ସିଂଙ୍କ ନାଁରେ ଅଭିଯୋଗ…
Read More...