ପରାଜୟ ଧାରାରେ ବ୍ରେକ ଲଗାଇଲା ଆରସିବି, ହାଇଦ୍ରାବାଦକୁ ୩୫ ରନରେ କଲା ଘାଇଲା
(କେନ୍ୟୁଜ): ପରାଜୟ ଧାରାରେ ବ୍ରେକ ଲଗାଇଲା ଆରସିବି । କ୍ରାମାଗତ ୬ ପରାଜୟ ପରେ ତାରକା ଖଚିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ଏହି ଧାରାରେ ବ୍ରେକ ଲଗାଇଛି । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦକୁ ୩୫ ରନରେ ହରାଇଛି ଆରସିବି ।
ଅନ୍ୟପଟେ କ୍ରମାଗତ ୪ ବିଜୟ ପରେ ହାଇଦ୍ରାବାଦ ପ୍ରଥମ ପରାଜୟ ବରଣ କରିଛି । ମୋଟ ଉପରେ ହାଇଦ୍ରାବାଦ ଅଷ୍ଟମ ମ୍ୟାଚରୁ ତୃତୀୟ ପରାଜୟ ବରଣ କରିଥିବା ହେଳେ ଆରସିବି ନବମ ମ୍ୟାଚରୁ…
Read More...