ଅନଲାଇନ ମଗାଇଥିବା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ, ୨ ମୃତ, ଦୁଇ ଗୁରୁତର
ଗୁଜରାଟ ସାବରକାଣ୍ଡରେ ଅନଲାଇନ ମଗାଇଥିବା ପାର୍ସଲ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ୨ ଜଣ ବାପା-ଝିଅ ବୋଲି ଜଣାପଡିଛି । ଅନଲାଇନ ଜରିଆରେ ଆଣିଥିବା ପାର୍ସଲ ଖୋଲିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା ।
ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହିମ୍ମତନଗର ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ଦୁଇ ଝିଅ ଆହତ…
Read More...