ଦିଲ୍ଲୀ: ବିମାନବନ୍ଦରରୁ ଧରାପଡ଼ିଲେ ନକଲି ପାଇଲଟ୍, ପିନ୍ଧିଥିଲେ ସିଙ୍ଗାପୁର ଏୟାରଲାଇନ୍ସର ପୋଷାକ, ID କାର୍ଡ ବି ଫେକ୍
ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ନକଲି ପାଇଲଟ୍ ଧରାପଡ଼ିଛନ୍ତି । ଖବରରୁ ଜଣାପଡ଼ିଛି, ଜଣେ ବ୍ୟକ୍ତି ଏଠାରେ ପାଇଲଟ୍ ଭଳି ପୋଷାକ ପିନ୍ଧି ବିମାନବନ୍ଦରରେ ବୁଲୁଥିଲେ । ଯେତେବେଳେ ସନ୍ଦେହ କରି ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ, ସେତେବେଳେ ପୂରା ଘଟଣା ଲୋକଲୋଚନରୁ ଆସିଥିଲା ।
ବର୍ତ୍ତମାନ CISF ନକଲି ପାଇଲଟଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛି । ଅଭିଯୁକ୍ତ ହେଉଛନ୍ତି, ୟୁପି…
Read More...