ମହାପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ, ଦୌଡି ଦୌଡି ନାମାଙ୍କନ ପାଇଁ ବାହାରିଲେ ମନ୍ମଥ
ଭୁବନେଶ୍ୱର(କେନ୍ୟୁଜ୍) : ନିଆରା ଢଙ୍ଗରେ ନାମାଙ୍କନ ଭରିବେ ମନ୍ମଥ ରାଉତରାୟ । ଶଙ୍ଖ ଫୁଙ୍କି, ଦୌଡି ଦୌଡି ନୋମିନେସନ ଦାଖଲ ପାଇଁ ବାହାରିଛନ୍ତି ମନ୍ମଥ । ଯାହାର ଭିଜୁଆଲ୍ ଏବେ ଆପଣଙ୍କ ସାମ୍ନାରେ । ଲିଙ୍ଗରାଜ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିସାରିବା ପରେ ଆଶୀର୍ବାଦ ନେଇ ବାହାରିଛନ୍ତି ମନ୍ମଥ ।
ଭୁବନେଶ୍ୱର ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ସେ । ମହାପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ…
Read More...