ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼, ଖୋଳତାଡ ଚଳାଇଛି EOW
ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼ । ଗୋଲାପୀ ନୋଟ୍ ବଦଳାଇବାକୁ ଭୁବନେଶ୍ବର ଆଇବିଆଇ କାର୍ଯ୍ୟାଳୟ ଆଗରେ ଆଜି ବି ଲୋକଙ୍କ ଲମ୍ବା ଲାଇନ । ଧାଡିରେ ଠିଆ ହୋଇଛନ୍ତି ଯୁବକ, ମହିଳା ଓ ବୟସ୍କ । କମିଶନ ନେଇ ନୋଟ୍ ବଦଳାଉଥିବା ଖବର ଉପରେ ଖୋଳତାଡ ଚଳାଇଛି କ୍ରାଇମବ୍ରାଞ୍ଚ EOW ଓ ପ୍ରବର୍ତ୍ତନ…