Browsing Tag

alia Bhatt

ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଜିଗର’, ସାମ୍ନାକୁ ଆସିଲା ଫିଲ୍ମର ଫାର୍ଷ୍ଟ ଲୁକ୍‌

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସବୁବେଳେ ନିଜ ଅଭିନୟ ଜରିଆରେ ଫ୍ୟାନ୍ସଙ୍କ ମନ ଜିତିଥାନ୍ତି । ‘ରକି ଔର୍‌ ରାଣୀ କି ପ୍ରେମ କାହାଣୀ’ ହିଟ୍ ହେବା ପରେ ଏବେ ଆଲିଆ ନିଜର ଆଉ ଏକ ଅପକମିଂ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି । ଏହା ସହ ଫିଲ୍ମରୁ ତାଙ୍କ ଫାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଛି, ଯାହା…

ପୁଣି ଟ୍ରୋଲିଂର ଶିକାର ହେଲେ ଆଲିଆ ଭଟ୍ଟ, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ପୁଣି ଟ୍ରୋଲିଂର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ହାଇୱେ ର ନାୟିକା ଆଲିଆ ଭଟ୍ଟ । ନିକଟରେ ମନୀଶ ମାଲହୋତ୍ରାଙ୍କର ଏକ ପ୍ରଦର୍ଶନୀରେ ଆଲିଆଙ୍କୁ ଏକ ଲେହେଙ୍ଗା ପିନ୍ଧି ସେ ଟ୍ରୋଲ୍ ହେଉଛନ୍ତି । ଯାହା ସୂଚନା ମିଳିଛି ଆଲିଆଙ୍କୁ ମନୀଶ ମାଲହୋତ୍ରାଙ୍କର ଏକ ସୋ'ରେ ଚାଲିବାର ଥିଲା ।…

‘ହାପି ଡେ’, ଆଲିଆ-ରଣବୀରଙ୍କ ବିବାହକୁ ପୂରିଲା ୧ ବର୍ଷ; ଅନ୍‌ସିନ ଫଟୋ ସେୟାର କଲେ ଅଭିନେତ୍ରୀ

ଆଲିଆ ଭଟ୍ଟ ଓ ରଣବୀର କପୁର ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଖାସ୍‌ ଅବସରରେ ବଲିଉଡର ସମସ୍ତ ସେଲିବ୍ରିଟି ଉଭୟଙ୍କୁ ବିବାହ ବାର୍ଷିକୀରେ ଅଭିନନ୍ଦନ ଜଣାଉଛନ୍ତି। ଆଲିଆ ଏହି ଖାସ୍‌ ଦିନରେ ରଣବୀର କପୁରଙ୍କ ସହ ନିଜ ବିବାହର ଅନ୍‌ସିନ ଫଟୋଗୁଡ଼ିକୁ ସେୟାର କରିଛନ୍ତି। ଏହି…

ଦାଦା ସାହେବ ଫାଲକେ ଆଓ୍ଵାର୍ଡ : ବାଜି ମାରିନେଲେ ରଣବୀର ଏବଂ ଆଲିଆ, ଦେଖନ୍ତୁ ସଂପୂର୍ଣ୍ଣ ଲିଷ୍ଟ

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହୋଇଯାଇଛି। ଏହି ଫେଷ୍ଟିଭାଲରେ ବଲିଉଡରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ଅନୁପମ ଖେର, ବରୁଣ ଧଓ୍ଵନ, ଆଲିଆ ଭଟ୍ଟ ପ୍ରମୁଖ ଦର୍ଶକଙ୍କ ମନ ଜିତିନେଇଥିଲେ । ସେହିପରି ଅନେକ ଷ୍ଟାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।…

ଝିଅ ‘ରାହା’ ସହିତ ନଜର ଆସିଲେ ଆଲିଆ ଭଟ୍ଟ ଓ ରଣବୀର କପୁର; ବେବି ସହ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିଲେ ଏହି ଷ୍ଟାର୍‌…

ଆଲିଆ ଭଟ୍ଟ ଓ ରଣବୀର କପୁର ଶୁକ୍ରବାର ମୁମ୍ବାଇରେ ପ୍ରଥମ ଥର ଝିଅ ‘ରାହା’ ସହିତ ନଜର ଆସିଛନ୍ତି। ଏହି ଷ୍ଟାର କପଲ୍‌ ଝିଅ ସହିତ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିଲେ। ସେମାନଙ୍କ ସହିତ ଆଲିଆଙ୍କ ଭଉଣୀ ତଥା ଲେଖିକା ଶାହିନ୍ ଭଟ୍ଟ ମଧ୍ୟ ଥିଲେ। ଆଲିଆ ଭଟ୍ଟ ଓ ରଣବୀର କପୁର ଗତ ବର୍ଷ ନଭେମ୍ବରରେ…

ଆଲିଆ ଭଟ୍ଟ ଖୋଲିଲେ ନିଜ ସେକ୍ସ ଲାଇଫ୍‌ର ଗୁମର, କହିଦେଲେ ଏତେ ବଡ଼ କଥା!

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଆକ୍ଟିଂ ଏବଂ ସୌନ୍ଦର୍ଯ୍ୟ ପାଇଁ ବି-ଟାଉନ୍‌ରେ ବେଶ୍‌ ଲୋକପ୍ରିୟ। ସେ ବଲିଉଡ୍‌ର ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯିଏ ନିଜ ହୃଦୟର କଥାକୁ ବିନା ଭୟରେ ସମସ୍ତଙ୍କ ସାମ୍ନାରେ ଆଣିବାକୁ ସାହସ ରଖନ୍ତି। ମିଡିଆ ରିପୋର୍ଟ ମୁତାବକ, ଏକ ଇଣ୍ଟରଭ୍ୟୁରେ…

ଶେଷରେ ଝିଅର ନାଁ ‘ରାହା’ ରଖିଲେ ରଣବୀର ଓ ଆଲିଆ; ଫଟୋ ପୋଷ୍ଟ କରି ନାମର ଭିନ୍ନ ଭିନ୍ନ ଅର୍ଥ ବୁଝାଇଲେ ମମ୍ମି ଆଲିଆ

ବଲିଉଡ୍‌ରେ ନୂଆ କରି ମାଆ, ବାପା ହୋଇଥିବା ଆଲିଆ ଭଟ୍ଟ ଓ ରଣବୀର କପୁର ଶେଷରେ ନିଜ ଝିଅର ଠିକ୍‌ କରିଛନ୍ତି। ମମ୍ମି ଆଲିଆ ଆଜି ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଝିଅର ନାମ ଖୁଲାସା କରିଛନ୍ତି। ସେ ରଣବୀର ଓ ଝିଅ ସହିତ ନିଜର ଏକ ଝାପ୍‌ସା ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ସୁନ୍ଦର…

ରିଷିକୁ ଶ୍ରଦ୍ଧାଞ୍ଜଳି ଜଣାଇ ଝିଅର ନାମ ବାଛିଛନ୍ତି ଆଲିଆ ଏବଂ ରଣବୀର, ଭାବବିହ୍ଵଳ ହେଲେ ନୀତୁ

ବଲିଉଡର ଷ୍ଟାର କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିକଟରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ପରେ ଷ୍ଟାର କପଲ ଲଗାତାର ନୂଆ ଅପଡେଟ୍‌ ଦେଉଛନ୍ତି। ଆଲିଆ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ମା’ ହେବାର ଡ୍ୟୁଟି ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି। ଏହାସହିତ ଫ୍ୟାନ୍ସ ଅପେକ୍ଷା କରି…

ମା’ ହେବା ପରେ ଆଲିଆ ଭଟ୍ଟ ସେୟାର କଲେ ନିଜର ପ୍ରଥମ ଫଟୋ; ଲେଖିଲେ, ‘ୟେ ମୁଁ…’

ମା’ ହେବା ପରେ ଆଲିଆ ଭଟ୍ଟ ପ୍ରଥମ ଥର ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରିଛନ୍ତି। ଯଦିଓ ଏଥିରେ ତାଙ୍କ ମୁହଁ ଠିକ୍‌ ଭାବେ ଦେଖାଯାଉ ନାହିଁ, କିନ୍ତୁ ତାଙ୍କ ଖୁସି ସ୍ପଷ୍ଟ ଭାବେ ନଜର ଆସୁଛି। ଫଟୋରେ ଆଲିଆ ଭଟ୍ଟ ହାତରେ ଅରେଞ୍ଜ ରଙ୍ଗର କପ୍‌ ଧରିଥିବା ଦେଖାଯାଉଛି। ଏହି କପ୍‌ରେ ଲେଖା…

ଝିଅକୁ ନେଇ ଘରକୁ ଫେରିଲେ ରଣବୀର-ଆଲିଆ, ସାମ୍ନାକୁ ଆସିଲା କାର ଭିତରର ଫଟୋ

ଝିଅକୁ ନେଇ ଘରକୁ ଫେରିଛନ୍ତି ବଲିଉଡ୍‌ର ସବୁଠୁ କ୍ୟୁଟ୍‌ କପଲ ରଣବୀର କପୁର ଓ ଆଲିଆ ଭଟ୍ଟ। ନିକଟରେ ଏହି ଯୋଡ଼ି ଏକ କନ୍ୟା ସନ୍ତାନର ପିତା ମାତା ହେବା ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଣୁ ଏବେ ଉଭୟ କପୁର ଓ ଭଟ୍ଟ ପରିବାରରେ ଖୁସିର ମାେହୋଲ୍ଲ। ସେଲିବ୍ରିଟି ମାନେ ମଧ୍ୟ ଏହି ନୂଆ ପ୍ୟାରେଣ୍ଟସ୍‌କୁ…

ଝିଅକୁ ପ୍ରଥମଥର କୋଳରେ ଧରି କାନ୍ଦି ପକାଇଲେ ରଣବୀର, ନିଜ ଖୁସିକୁ ସମ୍ଭାଳିପାରିଲେନି

କପୁର ପରିବାର ଏବଂ ଭଟ୍ଟ ପରିବାରରେ ଏବେ ଖୁସିର ମାହୋଲ । ନଭେମ୍ବର ୬ ତାରିଖରେ ଆଲିଆ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାକୁ ନେଇ ପରିବାର ଠାରୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ରହିଛନ୍ତି। ତେବେ ଆଲିଆ ଏବଂ ରଣବୀରଙ୍କ ଝିଅ ଦେଖିବାକୁ କିପରି ଏହାକୁ ନେଇ ସମସ୍ତଙ୍କ ମନରେ…

କପୁର ପରିବାରକୁ ଆସିଲେ କୁନି ଅତିଥି, କନ୍ୟା ସନ୍ତାନକୁ ଜନ୍ମ ଦେଲେ ଆଲିଆ

କପୁର ପରିବାରକୁ ଆସିଲେ କୁନି ଅତିଥି। କନ୍ୟା ସନ୍ତାନ ଜନ୍ମ ଦେଲେ ଆଲିଆ । ଆଜି ଆଲିଆଙ୍କୁ ନେଇ ରଣବୀର ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ଖବର ମୁତାବକ, ଏଚଏନ ରିଲାଏନ୍ସ ହସପିଟାଲରେ ଆଲିଆ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଲିଆଙ୍କ ଝିଅ ଜନ୍ମ ହେବା ପରେ ପରିବାରର ସମସ୍ତ ସଦସ୍ୟ ବେଶ୍‌…